ଅନ୍ତର୍ଜାତୀୟ

ପୁରସ୍କାର ପାଇବା ପରେ ଗ୍ରୀସ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଏଥେନ୍ସ,୨୫।୮: ଗ୍ରୀସ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରିଛି। ଏଥେନ୍ସରେ ଗ୍ରୀସର ରାଷ୍ଟ୍ରପତି କାଟେରିନା ଏନ. ସାକେଲାରାପୋଲୁ ଗ୍ରାଣ୍ଡ କ୍ରସ ଅଫ ଅର୍ଡର ଅଫ ଅନରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ...

‘ଗ୍ରାଣ୍ଡ କ୍ରସ ଅଫ ଅର୍ଡର ଅଫ ଅନର’ରେ ସମ୍ମାନିତ ହେଲେ ମୋଦି, ସମ୍ମାନିତ କଲେ ଗ୍ରୀସ ରାଷ୍ଟ୍ରପତି

ଏଥେନ୍ସ,୨୫।୮: ବ୍ରିକ୍ସ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଦିନିକିଆ ଗସ୍ତରେ ଗ୍ରୀସରେ ପହଞ୍ଚିଛନ୍ତି। ମୋଦିଙ୍କୁ ଏଥେନ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗ୍ରୀକ ବୈଦେଶିକ ମନ୍ତ୍ରୀ ଜର୍ଜ ଜେରାପାଟେରାଇଟିସ ପାଛୋଟି ନେଇଥିଲେ। ଏହା ପରେ ଗ୍ରୀସର ଭାରତୀୟ ବଂଶୋଦ୍ଭବ ତାଙ୍କୁ...

ବ୍ରିକ୍ସ ସମ୍ମିଳନୀ ୨୦୨୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଲେ ମୋଦି

ଜୋହାନ୍ସବର୍ଗ,୨୫।୮: ଜୋହାନ୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି। ଦୁହେଁ ବ୍ରିକ୍ସ ଆଫ୍ରିକା ଆଉଟ୍ରିଚ ଏବଂ ବ୍ରିକ୍ସ ପ୍ଲସ ସଂଳାପରେ ଆଲୋଚନା କରିଥିଲେ। ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପାଇଁ...

‘ଭାରତ ମାତା କି ଜୟ’ ସ୍ଳୋଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରାଗଲା ସ୍ବାଗତ

ଏଥେନ୍ସ,୨୫।୮: ବ୍ରିକ୍ସ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦିନିଆ ଗସ୍ତରେ ଗ୍ରୀସରେ ପହଞ୍ଚିଛନ୍ତି। ଏହି ସମୟରେ ଗ୍ରୀସର ଭାରତୀୟ ସମ୍ପ୍ରଦାୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ହୋଟେଲ ଗ୍ରାଣ୍ଡେ ବ୍ରେଟାଗେନରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟ...

ଶନିବାର ଭାରତ-ଆମେରିକା ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୫।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଭାଗିଦାରୀ ବୃଦ୍ଧି ଏବଂ ବାଣିଜ୍ୟ ସହ ଜଡିତ ବଝାମଣା ସମସ୍ୟାର ସମାଧାନ ପାଇଁ ଅଗଷ୍ଟ ୨୬ ଅର୍ଥାତ୍‌ ଶନିବାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ଏନେଇ ଦୁଇଜଣ ଅଧିକାରୀ ଏ ସମ୍ପର୍କରେ ସୂଚନା...

ଚନ୍ଦ୍ରାୟାନର ସଫଳତା ବିଶ୍ୱ ପାଇଁ ଏକ ‘ଐତିହାସିକ ଉପଲବ୍ଧି’ ମୋଦିଙ୍କୁ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ,୨୫।୮: ଭାରତର ସଫଳ ଚନ୍ଦ୍ରାୟନ-୩ ମିଶନକୁ ଭାରତ ଓ ବିଶ୍ୱ ପାଇଁ ଏକ ‘ଐତିହାସିୀକ ଉପଲବ୍ଧି’ବୋଲି କହି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଜନାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ପ୍ରାଦ୍ଦ୍ୟୋଗିକ କ୍ଷେତ୍ର, ବିଶେଷ ଭାବେ କୃତ୍ରିମ...

ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଅନୁରୋଧ କରିଥିଲେ ଜିନପିଙ୍ଗ୍‌

ବେଜିଂ,୨୫।୮: ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ...

ଅପରାଧ ସ୍ବୀକାର କଲେ କାଲିଫର୍ନିଆର ଡାକ୍ତର

ସ୍ୟାନ ଡିଏଗୋ,୨୫।୮: ରକ ଷ୍ଟାର ଭାବେ ଜଣାଶୁଣା କାଲିଫର୍ନିଆର ଜଣେ ଡାକ୍ତର କସମେଟିକ ଔଷଧର ଭୁଲ ବଣ୍ଡିଂ କରିବା ଅପରାଧକୁ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଏହି ଡାକ୍ତର ଜଣକ କରୋନା ମହାମାରୀର ଆରମ୍ଭ ମାସରେ ହଜାର ହଜାର ଲୋକଙ୍କର କୋଭିଡ...

ପ୍ରଥମଥର ଲାଗି ରାଷ୍ଟ୍ରପତି ରହିଥିବା ନେତାଙ୍କର ଗିରଫ ହେବା ପରେ ପୋଲିସ ଉଠାଇଲା ଫଟୋ

ଓ୍ବାଶିଂଟନ,୨୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁରୁବାର ମଗ ସଟର ସାମ୍ନା କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ପ୍ରଥମ ନେତା କିମ୍ବା ପୂର୍ବତନ ରାଷ୍ଟ୍ରପତି, ଯାହାର ଫଟୋ ପୋଲିସ ଦ୍ୱାରା ଏକ ମାମଲାରେ ଅଭିଯୁକ୍ତ...

ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ଜିନ୍‌ପିଙ୍ଗ୍‌!

ନୂଆଦିଲ୍ଲୀ/ବେଜିଂ,୨୫।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ସେମାନେ ପୂର୍ବ...

ବଢିଲା ଇମ୍ରାନଙ୍କ ଅଡୁଆ, ମେ ୯ ହିଂସା ମାମଲାରେ ପୁଣି ହେବେ ଗିରଫ

ଇସଲାମାବାଦ,୨୫।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଉ ଏକ ଝଟକା ଲାଗିଛି। ପାକିସ୍ତାନର ଏକ କୋର୍ଟ ମେ ୯ରେ ଲାହୋର କୋର କମାଣ୍ଡରଙ୍କ ଘରେ(ଜିନ୍ନା ହାଉସ)ରେ ଭଙ୍ଗାରୁଜା ମାମଲାରେ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ଗିରଫ କରିବା ଓ...

ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ପରେ ‘X’ରେ ପ୍ରତିକ୍ରିୟା

ଓ୍ବାଶିଂଟନ,୨୫ା୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘X’ରେ ଏକ ପୋଷ୍ଟ ଶେୟାର ହେବାର କିଛି ଘଣ୍ଟା ପରେ, ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ ମସ୍କ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ‘ପରବର୍ତ୍ତୀ ସ୍ତର’ ବୋଲି କହିଛନ୍ତି। ତାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri