ଅନ୍ତର୍ଜାତୀୟ

ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ବିବାହ କଲେ ସେନା ଯୋଡି

ତେଲ ଆଭିବ,୧୦।୧୦: ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଯୁଦ୍ଧ ହେତୁ ଇସ୍ରାଏଲ ଏବଂ ପାଲେଷ୍ଟାଇନର ଦୈନନ୍ଦିନ ଜୀବନ ଅସ୍ଥିର ହୋଇପଡିଛି। ଇସ୍ରାଏଲର ସୈନିକମାନେ ହମାସ ଆତଙ୍କବାଦୀଙ୍କ ସହ ଲଢିବା…

ଜୀବନ ବଞ୍ଚାଇବାକୁ ଦୌଡୁଥିଲୁ…, ମ୍ୟୁଜିକ ଫେଷ୍ଟରେ ହମାସର ଆକ୍ରମଣକୁ ନେଇ ଅନୁଭୂତି କହିଲେ ଲୋକେ

ଜେରୁଜେଲମ,୧୦।୧୦: ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ଶନିବାର କରାଯାଇଥିବା ଏୟାର ଷ୍ଟ୍ରାଇକରେ୭୦୦ ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଛନ୍ତି। ଏଥି ସହିତ, ହମାସ ମଧ୍ୟ କେତେଜଣ ମହିଳାଙ୍କ ସମେତ ଅନେକ ଲୋକଙ୍କୁ ବନ୍ଧକ ରଖିଛି।…

ଅନ୍ୟ ଆଡକୁ ବ୍ୟାପିପାରେ ଯୁଦ୍ଧ, ମିଶ୍ର-କତାର ମଧ୍ୟସ୍ଥତା ପାଇଁ କଲେଣି ପ୍ରୟାସ

ଜେରୁଜେଲମ,୧୦।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଗାଜା ବ୍ୟତୀତ ଅନ୍ୟ ଅଞ୍ଚଳରେ ବ୍ୟାପିବାର ଆଶଙ୍କା ବଢିଛି। ଲେବାନନରୁ ଇସ୍ରାଏଲ ଅଞ୍ଚଳରେ ଅନୁପ୍ରବେଶ ପାଇଁ ପ୍ରୟାସ କରାଯାଉଛି। ସୋମବାର ଇସ୍ରାଏଲର ସେନା ଲେବାନନରୁ ଏହାର ଅଞ୍ଚଳରେ ପ୍ରବେଶ କରୁଥିବା ସଶସ୍ତ୍ର…

‘ଯୁଦ୍ଧରେ ଇରାନ ସାମିଲ, ହେଲେ ଆମ ପାଖରେ ପ୍ରମାଣ ନାହିଁ’, ଆମେରିକା

ଓ୍ବାଶିଂଟନ,୧୦।୧୦: ସେପ୍ଟେମ୍ବର ୭ରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଉତ୍ତେଜନା ବୃଦ୍ଧି ପାଉଛି। କେତେକ ଲୋକ ବିଶ୍ୱାସ କରୁଥିଲେ ଯେ ଏହି ଆକ୍ରମଣରେ ଇରାନ ସମ୍ପୃକ୍ତ ଥାଇପାରେ। ତେବେ ଆମେରିକା ବର୍ତ୍ତମାନ ସ୍ପଷ୍ଟ…

ଇସ୍ରାଏଲ୍‌ର ଘେରାବନ୍ଦୀ ଦେଖି ବିବ୍ରତ ହମାସ: ଯୁଦ୍ଧବିରତି ପାଇଁ ଦେଲା ପ୍ରସ୍ତାବ

ଜେରୁଜେଲମ,୧୦।୧୦: ହମାସ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ଆକ୍ରମଣକୁ ତୀବ୍ର କରିଛି। ତୃତୀୟ ଦିନ ପାଇଁ ଗାଜା ଅଞ୍ଚଳରେ ଅବରୋଧ ଯୋଗୁ ବିଦ୍ୟୁତ, ଇନ୍ଧନ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଣ ବନ୍ଦ କରି ଦେଇଛି। ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ବିରୋଧରେ ନିର୍ଣ୍ଣାୟକ…

ସୁରକ୍ଷା ବାହିନୀ-ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୦।୧୦: ଶୋପିଆନ୍‌ର ଆଲିସିପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କଶ୍ମୀର ପୋଲିସ ଏହି ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ନିହତ ହୋଇଥିବା ଆତଙ୍କବାଦୀ…

ହମାସକୁ ଚେତାବନୀ ଦେଲେ ନେତାନ୍ୟାହୁ

ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କଡା ଚେତାବନୀ ଦେଇଛନ୍ତି। ନେତାନ୍ୟାହୁ ମଙ୍ଗଳବାର କହିଛନ୍ତି ଯେ, ଆମେ ଯୁଦ୍ଧ ଚାହୁଁନାହୁଁ। ଏହା ଅତ୍ୟନ୍ତ ନିଷ୍ଠୁର ଢଙ୍ଗରେ ଆମ ଉପରେ ଲାଗୁ କରାଯାଇଛି। ଇସ୍ରାଏଲ ଏହି ଯୁଦ୍ଧ…

‘ଅବରୋଧ ଯୋଜନା ଦୁଃଖଦାୟକ’

ଜାତିସଂଘ,୧୦ା୧୦: ହମାସ ଆକ୍ରମଣର ଜବାବରେ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଅବରୋଧ କରିବ ବୋଲି ଘୋଷଣା କରିଥିବାରୁ ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସୋମବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଗାଜା ଷ୍ଟ୍ରିପ୍‌କୁ ବିଦ୍ୟୁତ୍‌, ଖାଦ୍ୟ, ଇନ୍ଧନ ବନ୍ଦ କରିବାକୁ…

ହମାସ ସମର୍ଥକ ଜଣେ ଜଣେ ଆତଙ୍କବାଦୀ: ସୁନକ

ଲଣ୍ଡନ,୧୦।୧୦: ଗତ ଚାରି ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ସମଗ୍ର ବିଶ୍ୱରେ ଯୁଦ୍ଧ ପରଠାରୁ କ୍ରମାଗତ ପ୍ରଦର୍ଶନ ଚାଲିଛି। କେହି କେହି ଇସ୍ରାଏଲକୁ ସମର୍ଥନ କରୁଛନ୍ତି ଏବଂ କେହି କେହି ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ସେହିଭଳି…

ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରିବ ଇସ୍ରାଏଲ୍‌

ଜେରୁଜେଲମ୍‌,୧୦ା୧୦: ପାଲେଷ୍ଟାଇନ୍‌ର ହମାସ୍‌ ବିଦ୍ରୋହୀ ଏବଂ ଇସ୍ରାଏଲ୍‌ ସେନା ମଧ୍ୟରେ ସୋମବାର ତୃତୀୟ ଦିନ ପାଇଁ ଘମାଘୋଟ ଲଢ଼େଇ ଲାଗିରହିଥିବାବେଳେ ଗାଜା ଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଅବରୋଧ କରିବା ଲାଗି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୩ ଲକ୍ଷ…

ଯୁଦ୍ଧଜାହାଜ ପଠାଇଲା ଆମେରିକା

ଓ୍ବାଶିଂଟନ,୧୦ା୧୦: ଇସ୍ରାଏଲ୍‌ ଉପରେ ହମାସ୍‌ ଆକ୍ରମଣ ପରେ ଆମେରିକା ପୂର୍ବ ଭୂମଧ୍ୟସାଗର ଅଞ୍ଚଳକୁ ବିମାନବାହୀ ଯୁଦ୍ଧଜାହାଜ ସାଙ୍ଗକୁ ଜାହାଜ ଓ ଜେଟ୍‌ ପଠାଇଛି। ଏଥିସହିତ ଇସ୍ରାଏଲ୍‌କୁ ଅଧିକ ଯୁଦ୍ଧ ଉପକରଣ ଓ ଗୁଳିଗୋଳା ଯୋଗାଇଦେବ ବୋଲି ଆମେରିକା କହିଛି। ହମାସ୍‌ ଆକ୍ରମଣରେ ପ୍ରାଣ…

ହମାସ୍‌ର କ୍ଷେପଣାସ୍ତ୍ର ମାଡ଼ରେ କେରଳୀ ମହିଳା ଆହତ

କୋଟ୍ଟାୟାମ୍‌,୯ା୧୦: ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ରେ କେୟାରଗିଭର ଭାବେ କାର୍ଯ୍ୟ କରୁଥିବା ଜଣେ କେରଳୀ ମହିଳା ଆହତ ହୋଇଛନ୍ତି। ଶୀଜା ଆନନ୍ଦ ନାମ୍ନୀ ମହିଳାଙ୍କ ଘର କନ୍ନୁର ଜିଲାର ପାୟାଭୁର୍‌ ଅଞ୍ଚଳରେ। ଇସ୍ରାଏଲ୍‌ର ଦକ୍ଷିଣ ଭାଗରେ ଥିବା ଉପକୂଳ ସହର ଆଶକେଲୋନ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri