ଅନ୍ତର୍ଜାତୀୟ

ହମାସ୍‌ କବ୍ଜାରେ ଅଛନ୍ତି ୯ ବର୍ଷର ଝିଅ: ମୁକ୍ତ ପାଇଁ ଆକୁଳ ନିବେଦନ କଲେ ବାପା

ଜେରୁଜେଲମ୍‌,୨୪।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଅନେକ ବନ୍ଧକଙ୍କୁ ମୁକ୍ତ କରାଯିବ। ହମାସ୍‌ କବ୍ଜାରେ ଜଣେ ୯ ବର୍ଷର ଝିଅ ଏମିଲି ହ୍ୟାଣ୍ଡ ଅଛନ୍ତି। ଝିଅ ମୁକ୍ତ ପାଇଁ ଆକୁଳ ନିଦେନ କରିଛନ୍ତି। ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ…

ଗାଜାରେ ୫,୮୫୦ ପିଲାଙ୍କ ସମେତ ୧୪,୮୦୦ରୁ ଅଧିକଙ୍କର ମୃତ୍ୟୁ…

ଜେରୁଜେଲମ,୨୪।୧୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ବନ୍ଦ ରହିଛି । ଅକ୍ଟୋବର ୭ ରେ, ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ବହୁ ଲୋକଙ୍କୁ ହତ୍ୟା କରିଥିଲା। ଏଥିସହ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଥିଲା। ଏହା…

ପେଟ ଭିତରେ ଜୀବନ୍ତ ମାଛି, କର୍କଟ ପରୀକ୍ଷା କ୍ୟାମେରାରେ ପଡିଲା ଧରା, ଭିଡିଓ ଭାଇରାଲ…

ନ୍ୟୁୟର୍କ,୨୪।୧୧ : ସମ୍ପ୍ରତି ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମନୁଷ୍ୟର ପେଟ ଭିତରେ ମଧ୍ୟ ଏକ ମାଛି ବଞ୍ଚିପାରିବ ବୋଲି ଜାଣିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଡାକ୍ତରଙ୍କ ବହୁ ଉଦ୍ୟମ ସତ୍ତ୍ୱେ ମାଛି ସମ୍ପୃକ୍ତ ବ୍ୟକ୍ତିଙ୍କ…

ବଡ ଖବର: ୮ ପୂର୍ବତନ ନୌସେନା କର୍ମଚାରୀଙ୍କ ଉପରେ ଝୁଲୁଥିବା ମୃତ୍ୟୁ ଖଣ୍ଡା ହଟିବ! କତାର କୋର୍ଟ ଅପିଲ ଗ୍ରହଣ କଲେ…

ଦୋହା,୨୪।୧୧: କତାରରୁ ଏକ ବଡ ଖବର ଆସିଛି। ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ଫାଶୀ ଦଣ୍ଡାଦେଶକୁ ହଟାଇ ଦିଆଯାଇପାରେ। ଗତ ବର୍ଷ ଏହି ପୂର୍ବତନ ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଏବେ ମୃତ୍ୟୁଦଣ୍ଡ ବିରୋଧରେ ଦାଖଲ ହୋଇଥିବା ଅପିଲକୁ…

ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ: ଚାଲିଗଲା ୩୦ ଜୀବନ, ୯୩ ଜଣ ଆହତ

ଜେରୁଜେଲମ,୨୪।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୪୯ ଦିନ ବିତିଗଲାଣି। ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଷ୍ଟ୍ରିପ ଉପରେ ଏୟାରଷ୍ଟ୍ରଇକ୍‌ କରୁଛି। ଗାଜାରେ ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି (UNRWA) ଦ୍ୱାରା ପରିଚାଳିତ ଆବୁ…

ଲାଇଭ୍ ଶୋ’ ଚାଲିଥିବା ସମୟରେ ୟୁକ୍ରେନ ଷ୍ଟ୍ରାଇକରେ ଜୀବନ ହରାଇଲେ ରୁଷିଅ ଅଭିନେତ୍ରୀ

ନୂଆଦିଲ୍ଲୀ,୨୩ା୧୧: ଲାଇଭ୍ ଶୋ’ ଚାଲିଥିବା ସମୟରେ ୟୁକ୍ରେନ ଷ୍ଟ୍ରାଇକରେ ଜୀବନ ହରାଇଛନ୍ତି ଋଷର ଜଣେ ଅଭିନେତ୍ରୀ। ଋଷ ଅଧିକାରରେ ଥିବା ୟୁକ୍ରେନର ଏକ ସ୍ଥାନରେ ସେନା ମାନଙ୍କ ପାଇଁ ସଂଗୀତ ପରିବେଷଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଅଭିନେତ୍ରୀ ଜଣକ…

୨୦୨୪ ସୁଦ୍ଧା ପାକିସ୍ତାନରୁ ବାହାରିବେ ୧୦ ଲକ୍ଷ ଅବୈଧ ବିଦେଶୀ ନାଗରିକ

ଇସଲାମାବାଦ,୨୩।୧୧: ଦାରିଦ୍ର୍ୟ ତଥା ଅନାହାରରେ ପୀଡିତ ପାକିସ୍ତାନ କ୍ରମାଗତ ଭାବରେ ଦେଶରୁ ବେଆଇନ ପ୍ରବାସୀମାନଙ୍କୁ ବହିଷ୍କାର କରୁଛି। ଅକ୍ଟୋବର ୫ରେ ଡକ୍ୟୁମେଣ୍ଟ ହୋଇନଥିବା ଶରଣାର୍ଥୀଙ୍କୁ ଦେଶରୁ ବିତାଡିତ କରିବାକୁ ନିଷ୍ପତ୍ତି ଘୋଷଣା କରିବା ପରେ ପାକିସ୍ତାନ ୩୪୦,୦୦୦ରୁ ଅଧିକ ପ୍ରବାସୀଙ୍କୁ ଦେଶରୁ…

ଜି-୨୦: ରାଜନୈତିକ ସମ୍ପର୍କ ଖରାପ ଥିଲେ ବି ଭର୍ଚୁଆଲ ମିଟିଂରେ ସାମିଲ ହେଲେ ଜଷ୍ଟିନ ଟ୍ରୁଡୋ

ଟରଣ୍ଟୋ,୨୩।୧୧: ଖାଲିସ୍ତାନୀ ଆତଙ୍କବାଦୀ ନିଜାରଙ୍କ ମୃତ୍ୟୁ ପରଠାରୁ କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ତାଙ୍କ ସଂସଦରେ ଭାରତୀୟ ଗୁପ୍ତଚର ଏଜେନ୍ସି…

ମୋଷ୍ଟ ଓ୍ବାଣ୍ଟେଡ ସାପ: ସହର ସାରା ପୋଷ୍ଟର ଲଗାଇ ଖୋଜୁଛି ପୋଲିସ

ଆମଷ୍ଟେରଡାମ,୨୩।୧୧: ଅପରାଧୀ ଜେଲରୁ ଫେରାର୍‌ ହୋଇଗଲେ ସହର ହେଉ କି ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଥାଏ। ଏପରିକି ପୋଲିସ ମୋଷ୍ଟ ଓ୍ବାଣ୍ଟେଡ ଭାବରେ ସବୁ ସ୍ଥାନରେ ସେମାନଙ୍କ ପୋଷ୍ଟର ଲଗାଇଥାନ୍ତି। ଜାଣି ଆଶ୍ଚଯ୍ୟ ହେବେ ନେଦରଲାଣ୍ଡର ଟିଲବର୍ଗ ସହରରେ ସାପ…

ସ୍ପେସ ରେସ୍‌ରେ ଚାଇନା, ଇସ୍ରୋ ପୂର୍ବରୁ ଲଞ୍ଚ କରିବ ରକେଟ୍‌

ବେଜିଂ,୨୩।୧୧: ଇସ୍ରୋ ପରେ ଏବେ ଚନ୍ଦ୍ରରେ ନୂଆ ଇତିହାସ ଆରମ୍ଭ କରିବାକୁ ଯାଉଛି ଚାଇନା। ଚଳିତ ବର୍ଷ ଭାରତର ମହାକାଶ ଏଜେନ୍ସି ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ୩କୁ ଅବତରଣ କରି ବିଶ୍ୱରେ ଦବଦବା ସୃଷ୍ଟି କରିଥିଲା। ତେବେ ଭାରତର…

ମାସେ ଯାଏଁ ରହିଲା ବିଅରର ହ୍ୟାଙ୍ଗଓଭର, ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୩।୧୧: ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା କ୍ୟାନସର, ଯକୃତ ରୋଗ, ଷ୍ଟ୍ରୋକ ଏବଂ ହୃଦରୋଗ ହେବାର ଆଶଙ୍କା ବଢିଥାଏ। କିନ୍ତୁ ଅତ୍ୟଧିକ ମଦ୍ୟପାନ କରୁଥିବା ମଦ୍ୟପମାନେ ଏହି ସତର୍କ ବାଣୀକୁ ଅଣଦେଖା…

ଉତ୍ତର କୋରିଆକୁ କଡ଼ା ଜବାବ ଦେବା ପାଇଁ ଦକ୍ଷିଣ କୋରିଆ ପ୍ରସ୍ତୁତ

ସିଓଲ,୨୩ା୧୧: ଦକ୍ଷିଣ କୋରିଆର ଯୁଗ୍ମ କର୍ମଚାରୀମାନେ ଗୁରୁବାର ଏକ ବିବୃତ୍ତିରେ କହିଛନ୍ତି, ଉତ୍ତରର ରାଜଧାନୀରୁ ଉତ୍ତର ପୂର୍ବ ସମୁଦ୍ରରେ ଏକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଛି କିନ୍ତୁ ଏହି ଉତ୍‌କ୍ଷେପଣ ବିଫଳ ହୋଇଛି ବୋଲି ଜଣାପଡ଼ିଛି। କେଉଁ ପ୍ରକାରର କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri