ଅନ୍ତର୍ଜାତୀୟ

ଗ୍ରୀସରେ ବୁଡିଲା ମାଲବାହୀ ଜାହାଜ, ୪ ଭାରତୀୟଙ୍କ ସମେତ ୧୪ ନିଖୋଜ

ଏଥେନ୍ସ,୨୬।୧୧: କୋମୋରସ ଫ୍ଲାଗ ଥିବା ଏକ ମାଲ ପରିବହନ ଜାହାଜ ଲେସବୋସ ଦ୍ୱୀପ ନିକଟରେ ବୁଡ଼ିଯିବା କାରଣରୁ ୧୪ ଜଣ ନିଖୋଜ ହୋଇଯାଇଛନ୍ତି। ରବିବାର ଗ୍ରୀକ ତଟରକ୍ଷୀ ବାହିନୀ କହିଛନ୍ତି ଏଥିପାଇଁ ବଡ଼ ଉଦ୍ଧାର କାର୍ଯ୍ୟ ଚାଲିଛି। ନ୍ୟୁଜ ଏଜେନ୍ସି ଏଏଫପି…

ଇସ୍ରାଏଲ ସେନା ଆକ୍ରମଣରେ ହମାସର ୪ କମାଣ୍ଡର ନିହତ

ଜେରୁଜେଲମ,୨୬।୧୧: ପଶ୍ଚିମ ଏସିଆରେ ହିଂସାତ୍ମକ ବିବାଦ ଜାରି ରହିଛି। ଇସ୍ରାଏଲ ସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ଲୁଚି ରହିଥିବା ଚାରିଜଣ ହମାସ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ହମାସ ସାମରିକ କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ଖବର ଅନୁଯାୟୀ,…

ଜାପାନରେ ଗୁଜରାଟର ମୁଖ୍ୟମନ୍ତ୍ରୀ

ଟୋକିଓ,୨୬ା୧୧: ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରେ ପଟେଲଙ୍କୁ ଜାପାନରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସ୍ବାଗତ କରିଥିଲେ। ଭୂପେନ୍ଦ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ଯୋଗ ଦେବେ। ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ପୂର୍ବରୁ ଜାପାନ…

ସାଣ୍ଡଓ୍ବିଚ ଅର୍ଡର କରି ଟିପ୍ସରେ ଦେଲେ ୬ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୨୬।୧୧: କୌଣସି ଭଲ ରେଷ୍ଟୁରାଣ୍ଟରେ ଖାଇବା ପରେ ଆପଣ ଓ୍ବେଟରଙ୍କୁ ଟିପ୍ସ ଦେବାକୁ ପସନ୍ଦ କରନ୍ତି। ଖାଇବା ଓ ସର୍ଭିସରେ ଖୁସି ହେଲେ ଓ୍ବେଟରଙ୍କୁ ଏହି ଟିପ୍ସ ଦିଆଯାଇଥାଏ। ଭାରତରେ ଲୋକେ ୧୦-୨୦ଟଙ୍କା ଟିପ୍ସ ଦେଇଥାନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ…

‘ଭାରତ ଆମ ଯନ୍ତ୍ରଣାକୁ ନିଜର ଭାବିଛି’

ଜେରୁଜେଲମ୍‌,୨୬ା୧୧: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଥିବା ଜଣେ ଇସ୍ରାଏଲୀ ଶିଶୁଙ୍କ ଜେଜେବାପା ତାଙ୍କ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୧୫ ବର୍ଷ ପୂର୍ବେ ଆମ ସହିତ କ’ଣ ଘଟିଥିଲା ତାହା ଭାରତ ବେଶ୍‌ ଭଲ ଭାବେ ଜାଣେ।…

ୟୁକ୍ରେନର ୨୦ ଡ୍ରୋନ୍‌ ନଷ୍ଟ କଲା ରୁଷିଆ

ମସ୍କୋ,୨୬ା୧୧: ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍‌ ଆକ୍ରମଣ କରିଚାଲିଛନ୍ତି। ଏହି ସମୟ ମଧ୍ୟରେ ମସ୍କୋରେ ୟୁକ୍ରେନର ୨୦ ଡ୍ରୋନକୁ ଉଡ଼ାଇ ଦେଇଛି ବୋଲି ରୁଷିଆ ଦୃଢ଼ୋକ୍ତି…

ବନ୍ଧକଙ୍କୁ ମୁକ୍ତ କରିବାରେ ବିଳମ୍ବ କଲା ହମାସ, ପୁଣି ଅପରେସନ ଆରମ୍ଭ କରିବାକୁ ଧମକ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ,୨୫ା୧୧: ବନ୍ଧକ ମାନଙ୍କୁ ମୁକ୍ତ କରିବାକୁ ହମାସ ପକ୍ଷରୁ ବିଳମ୍ବ ହେବା ପରେ ଗାଜା ସିଟିରେ ଅପରେସନ ପୁଣି ଆରମ୍ଭ କରିବାକୁ ଧମକ ଦେଇଛି ଇସ୍ରାଏଲ। ବିଶେଷ ସୂତ୍ରରୁ ଇସ୍ରାଏଲ ମିଡ଼ିଆକୁ ମିଳିଥିବା ଖବର ଅନୁଯାୟୀ ଯଦି ଶନିବାର ମଧ୍ୟ ରାତ୍ରି…

ଦ୍ୱିତୀୟ ପର୍ଯ୍ୟାୟ ବନ୍ଧକ ମାନଙ୍କୁ ମୁକ୍ତ କରିବାରେ ବିଳମ୍ବ କଲା ହମାସ, ରଖିଲା ଏହି ସର୍ତ୍ତ

ନୂଆଦିଲ୍ଲୀ, ,୨୫ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିବା ପରେ ବନ୍ଧକ ମାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ହମାସ ଇସ୍ରାଏଲ ଆଗରେ କିଛି ନୂଆ ଦାବି ଉପସ୍ଥାପନ କରିଛି। ହାମାସ କହିଛି ଯେ, ଯଦି…

ମୃତ୍ୟୁକୁ ଭିସା ନେବାକୁ ପଡେନା,ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲଙ୍କ ବାସଭବନରେ ଗୁଳିମାଡ଼ ପରେ କହିଲା ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌…

ଟରୋଣ୍ଟୋ,୨୫।୧୧ : ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲଙ୍କ ବିଷୟରେ ବଡ ଖବର ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ କାନାଡ଼ାସ୍ଥିତ ବାସଭବନ ଉପରେ ଗୁଳିମାଡ଼ ହୋଇଛି। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଗୁଳି ଚଳାଇଥିବା ଦାବି କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ…

ଯୌନ ସମ୍ପର୍କ ଦ୍ୱାରା ବି ହୋଇଥାଏ ମଙ୍କିପକ୍ସ ସଂକ୍ରମଣ, କହିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୨୫।୧୧ : ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି ମଙ୍କିପକ୍ସ ମଧ୍ୟ ଯୌନ ସମ୍ପର୍କ ମାଧ୍ୟମରେ ବିସ୍ତାର ହୋଇପାରେ। ଆଫ୍ରିକୀୟ ଦେଶ କଙ୍ଗୋରେ ମଙ୍କିପକ୍ସ ସଂକ୍ରମଣ ବହୁ ପରିମାଣରେ ବ୍ୟାପିଛି। ଆଫ୍ରିକୀୟ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯଦି ଏହା…

ଲାହୋରରେ ହେବ କୃତ୍ରିମ ବର୍ଷା, ଖର୍ଚ୍ଚ ହେବ ୩୫ କୋଟି…

ଇସଲାମାବାଦ,୨୫।୧୧ : ଦୀର୍ଘ ଦିନ ଧରି ପାକିସ୍ତାନ ଏକ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସତ୍ତ୍ୱେ ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ କରି ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଲାହୋରରେ କୃତ୍ରିମ ବର୍ଷା ପାଇଁ…

ଶେଷ ହେବେ ମଣିଷ: ବୈଜ୍ଞାନିକ ପ୍ରକାଶ କଲେ ତାରିଖ !…

ଓ୍ବାଶିଂଟନ,୨୫।୧୧ : ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଚିନ୍ତାର କାରଣ ପାଲଟିଛି। କିନ୍ତୁ ଯଦି ଆମେ ଅନେକ ଅତ୍ୟାଧୁନିକ ଆକଳନକୁ ଦେଖିବା, ଜନସଂଖ୍ୟାର ଗତି ହ୍ରାସ ପାଇଛି। ତା’ପରେ ଏକ ସମୟ ଆସିବ ଯେତେବେଳେ ଏହାର ଗତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri