ଅନ୍ତର୍ଜାତୀୟ

ଚାଇନାର ୧୩ ବର୍ଷିୟ ଭାରତନାଟ୍ୟମ ନୃତ୍ୟାଙ୍ଗନା ରଚିଲେ ଇତିହାସ

ବେଜିଂ,୧୩।୮: ସ୍କୁଲ ଛାତ୍ରୀ ଲେ ମୁଜି ଚାଇନାରେ ଭାରତନାଟ୍ୟମ ‘ଅରଙ୍ଗେତ୍ରମ’ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି। ପଡୋଶୀ ଦେଶରେ ଲୋକପ୍ରିୟତା ହାସଲ କରୁଥିବା ପ୍ରାଚୀନ ଭାରତୀୟ ନୃତ୍ୟ ଫର୍ମର ଯାତ୍ରାରେ ଏହା ଏକ ମାଇଲଖୁଣ୍ଟ ଭାବରେ ଦେଖାଯାଉଛି। ଲେ (୧୩…

ଏଠିକୁ ଆସି ଦେଖିଯାଅ…ପରିସ୍ଥିତି କେମିତି ଅଛି…, ହିନ୍ଦୁଙ୍କ ଉପରେ ହିଂସାକୁ ନେଇ ଖାଲିଦା ଜିୟାଙ୍କ ବଡ ବୟାନ

ଢାକା,୧୩।୮: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହୋଇଥିବା ହିଂସାର ଫଟୋ, ଖବର, ଭିଡିଓ ଏବଂ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟରେ ଖାଲିଦା ଜିଆଙ୍କ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) କହିଛି ଯେ ଦେଶରେ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ କାହା ବିରୋଧରେ…

ସାଂଘାତିକ ଅଭିଯୋଗ ଆଣିଲେ ଟ୍ରମ୍ପ୍‌: ବାଇଡେନ୍‌ଙ୍କୁ ଜବରଦସ୍ତି…

ଓ୍ବାଶିଂଟନ୍‌,୧୩ା୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଫେରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫମରେ ଏକ୍ସ ମାଲିକ ଏଲନ ମସ୍କ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ…

ପାକ୍‌ ସେନା ଆତ୍ମସମର୍ପଣ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ଢାକା,୧୩ା୮: ବାଂଲାଦେଶ ସ୍ବାଧୀନତାର ସ୍ମାରକ ଭାବେ ପରିଚିତ ୧୯୭୧ ଯୁଦ୍ଧ ପରବର୍ତ୍ତୀ ପାକିସ୍ତାନୀ ସେନା ଆତ୍ମସମର୍ପଣ କରୁଥିବାର ପ୍ରତିମୂର୍ତ୍ତିକୁ ଭାଙ୍ଗିଦିଆଯାଇଛି। ଭାରତ ବିରୋଧୀ ଆନ୍ଦୋଳନକାରୀମାନେ ଉକ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା କଂଗ୍ରେସ ନେତା ଶଶୀ ଥରୁର କହିବା ସହ ଭଙ୍ଗା ପ୍ରତିମୂର୍ତ୍ତିର ଫଟୋ…

ଶେଖ ହାସିନା ବାଂଲାଦେଶ ଯିବେ ନା ନାହିଁ, ନୂଆ ସରକାରର ଗୃହମନ୍ତ୍ରୀ ଦେଲେ ବଡ଼ ସୂଚନା

ଢାକା,୧୨।୮: ବାଂଲାଦେଶ ଛାଡିବା ପରେ ଶେଖ ହାସିନା ବର୍ତ୍ତମାନ ଦିଲ୍ଲୀରେ ରହିଛନ୍ତି। ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ହାସିନା ବାଂଲାଦେଶ ଫେରିବେ କି ନାହିଁ। ଯଦି ସେ ଯାଆନ୍ତି, ସେଠାରେ ଥିବା ନୂତନ ସରକାର ସେମାନଙ୍କ ସହିତ କିପରି…

ହୋଟେଲ ଛାତ ଉପରେ ହେଲିକପ୍ଟର କ୍ରାସ, ୪୦୦ ଲୋକ ଉଦ୍ଧାର

ସିଡନୀ,୧୨।୮: ଅଷ୍ଟ୍ରେଲିଆର କେନର୍‌ସ ସହରର ଏକ ହୋଟେଲ ଛାତରେ ଏକ ହେଲିକପ୍ଟର ଖସିପଡିଛି। ଏହାନରେ ତୁରନ୍ତ ଜରୁରୀକାଳୀନ ଦଳକୁ ଡକାଯାଇଥିଲା। ପୋଲିସ ତୁରନ୍ତ ପୁରା ହୋଟେଲରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୪୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ…

ବାଂଲାଦେଶର ନୂଆ ବସ୍‌ ମହମ୍ମଦ ୟୁନୁସଙ୍କୁ ମିଳିଲା ପୁରସ୍କାର! ପ୍ରଥମେ ୬ ମାସର ଜେଲଦଣ୍ଡରୁ ମୁକ୍ତି

ଢାକା,୧୨।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେବା ପରେ ସେଠାକାର ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଏବେବି ହିଂସା ଲାଗି ରହିଛି। ତାଙ୍କ ପରେ ଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି ମହମ୍ମଦ ୟୁନୁସ। ଏହି ଦାୟିତ୍ୱ ଗ୍ରହଣ…

ଜୟଶଙ୍କର ପହଞ୍ଚିବା ପରେ ମାଳଦ୍ୱୀପର ଅହଂକାର ଭାଙ୍ଗିଲା

ମାଲେ,୧୨।୮: ଭାରତ ଏବଂ ଏହାର ଛୋଟ ପଡୋଶୀ ଦେଶ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ପୁଣି ଥରେ ଟ୍ରାକ୍‌କୁ ଫେରୁଛି। ଚାଇନା ସମର୍ଥନ ସତ୍ତ୍ୱେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ସହ ସମ୍ପର୍କ ନଷ୍ଟ କରିବାକୁ ଚାହୁଁନାହାଁନ୍ତି। ଏହି କାରଣରୁ ସେ ବର୍ତ୍ତମାନ…

ଟ୍ରମ୍ପ୍‌ଙ୍କ ହୋଶ୍‌ ଉଡାଇଲେ କମଲା ହାରିସ

ଓ୍ବାଶିଂଟନ୍‌,୧୨।୮: ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପକ୍ଷରୁ ଏବଂ କମଲା ହାରିସ ଡେମୋକ୍ରାଟିକ୍ସ ପକ୍ଷରୁ ମଇଦାନରେ ଅଛନ୍ତି। ଜୋ ବାଇଡେନ୍‌ ନିର୍ବାଚନ ଲଢିବା ପରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମସ୍ୟା ବଢୁଥିବା ଜଣାପଡିଛି।…

ଗାଜାର ଅଧିକ ଅଞ୍ଚଳ ଖାଲି କରିବାକୁ ଇସ୍ରାଏଲ୍‌ର ନିର୍ଦ୍ଦେଶ

ଡେଇର୍‌ ଅଲ୍‌-ବାଲାହ,୧୨ା୮: ଯୁଦ୍ଧରେ ଘରଦ୍ୱାର ହରାଇ ଗାଜା ସହରର ଏକ ସ୍କୁଲରେ ଆଶ୍ରୟ ନେଇଥିବା ଶତାଧିକ ଲୋକ ଶନିବାର ଇସ୍ରାଏଲ୍‌ ସେନାର ଏୟାରଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଥିଲେ। ଉକ୍ତ ସ୍କୁଲ ପରିସରରେ ହମାସ୍‌ ଆତଙ୍କବାଦୀ ରହୁଥିଲେ ଏବଂ ଆକ୍ରମଣରେ ୧୯ ଆତଙ୍କବାଦୀ ନିହତ…

ବାଂଲାଦେଶୀ ହିନ୍ଦୁଙ୍କ ବିକ୍ଷୋଭ

ଢାକା,୧୨ା୮: ବାଂଲାଦେଶରେ ଶେଖ୍‌ ହାସିନା ସରକାରର ପତନ ପରେ ଗତ ୫ ତାରିଖରୁ ଦେଶରେ ସଂଖ୍ୟାଲଘୁ ବିରୋଧୀ ହିଂସା ଲାଗିରହିଛି। ଏହାକୁ ବିରୋଧ କରି ଲକ୍ଷ ଲକ୍ଷ ହିନ୍ଦୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶନିବାର ରାଜଧାନୀ ଢାକା, ଦ୍ୱିତୀୟ ବୃହତ୍‌ ସହର ଚିଟ୍ଟାଗଙ୍ଗ…

ଦ୍ୱୀପ ଦେଲିନି, କ୍ଷମତା ନେଇଗଲା ଆମେରିକା

ନୂଆଦିଲ୍ଲୀ,୧୨ା୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ଶେଖ୍‌ ହାସିନା କ୍ଷମତାରୁ ହଟିବା ପଛରେ ଆମେରିକାର ହାତ ଥିବା ସେ ଅଭିଯୋଗ ଆଣିଛନ୍ତି। ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପର ସାର୍ବଭୌମତ୍ୱକୁ ଆମେରିକା ନିକଟରେ ସମର୍ପଣ କରିଦେଇଥିଲେ ସେ ଏବେ ବି କ୍ଷମତାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri