ଜନ୍ମ ହେଲା ଦୁନିଆର ପ୍ରଥମ ଦୁର୍ଲଭ ପ୍ରଜାତିର ଧଳା କୁମ୍ଭୀର, ଦେଖିବାକୁ ଲାଗିଛି ଲମ୍ବା ଧାଡି
ଫ୍ଲୋରିଡା,୯।୧୨: କୁମ୍ଭୀର ନାଁ ଶୁଣିବା ମାତ୍ରେ ଏକ କଳା ଓ ମାଟିଆ ରଙ୍ଗ, ଗୋଲ ପୃଥୁଳ ଶରୀର ଥିବା ଜୀବ ବୋଲି ଜାଣିଥିବେ। ହେଲେ କେବେ ଧଳା ରଙ୍ଗର କୁମ୍ଭୀର କଥା ଶୁଣିଛନ୍ତି। ଦୁନିଆରେ ପ୍ରଥମ ଥର ପାଇଁ ଧଳା...
ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବା ଲାଗି ଉପାୟ: କମାଯିବ ସୂର୍ଯ୍ୟ ଆଲୋକ…
ଲଣ୍ଡନ,୯।୧୨ : ଏହା ସ୍ପଷ୍ଟ ହେବାରେ ଲାଗିଛି ବିଭିନ୍ନ ଦେଶ ଜଳବାୟୁ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବାରେ ଲାଗିଛନ୍ତି। ୨୦୨୨ ମସିହାରେ ତାପମାତ୍ରା ବୃଦ୍ଧି ୧.୨୬ ଡିଗ୍ରୀ ସେଲସିୟସ ହେବା ନେଇ ନାନା ଆଲୋଚନା କରାଯାଇଥିଲା। ୨୦୩୦ ମଧ୍ୟଭାଗରେ...
ସିରିଆରେ ଆଇଏସ ଆକ୍ରମଣ: ୭ ମୃତ, ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…
ଦାମାସକସ,୯।୧୨ : ସିରିଆର ଡିଆର ଅଲ-ଜୁର ପ୍ରଦେଶରେ ଇସଲାମିକ ଷ୍ଟେଟ (ଆଇଏସ) ଆକ୍ରମଣରେ ୭ ଜଣ ସୈନିକ ଏବଂ ସରକାରୀ ସମର୍ଥକଙ୍କର ମୃତ୍ୟୁ ଘଟିଛି। ସିରିଆର ମାନାବାଧିକାର ଅବଜରଭେଟୋରୀ ଅନୁଯାୟୀ, ଶନିବାର ଦକ୍ଷିଣ ଡିଆର ଅଲ-ଜୁରରେ ଥିବା ଟି-୨ ତୈଳ...
ଭାରତ-ରୁଷିଆ ସମ୍ପର୍କର ଗ୍ୟାରେଣ୍ଟର ମୋଦି: ପୁଟିନ…
ମସ୍କୋ,୯।୧୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ପୁଟିନ ତାଙ୍କ ନୀତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ରୁଷିଆ-ଭାରତ ସମ୍ପର୍କର ମୁଖ୍ୟ ଗ୍ୟାରେଣ୍ଟର ବୋଲି ବର୍ଣ୍ଣନା...
ମାନବିକତା ପାଇଁ ଲଜ୍ୟା: ଗଳିତ ଅବସ୍ଥାରେ ଗାଜା ହସ୍ପିଟାଲରୁ ମିଳୁଛି ନବଜାତକଙ୍କ ମୃତଦେହ
ଜେରୁଜେଲମ,୯।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଅକଳ୍ପନୀୟ ମାନବିକ ବିପର୍ଯ୍ୟୟ ଆଣିଛି। ଗାଜାର ଅଲ ନସ୍ର ହସ୍ପିଟାଲର ଆଇସିୟୁରେ ନବଜାତ ଶିଶୁଙ୍କ ମୃତଦେହ ଗଳିତ ଅବସ୍ଥାରେ ମିଳିଛି। ଗାଜାର ଜଣେ ସାମ୍ବାଦିକ ଡାକ୍ତରଖାନାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି...
ଇସ୍ରାଏଲକୁ ସମର୍ଥନ କରିବା ଏହି ବଡ଼ କମ୍ପାନୀକୁ ପଡିଲା ମହଙ୍ଗା
ଜେରୁଜେଲମ,୯।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମୁସଲମାନ ଦେଶ ଅନେକ କମ୍ପାନୀକୁ ବର୍ଜନ କରୁଛନ୍ତି, କିନ୍ତୁ ଏହି ପ୍ରତିବାଦ ଦ୍ୱାରା ଗୋଟିଏ କମ୍ପାନୀ ଗଭୀର ଭାବେ ପ୍ରଭାବିତ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଏହି...
ରୁହନ୍ତୁ ସାବଧାନ, ବଜାରରେ ମିଳୁଛି ନକଲି ଚାଇନିଜ ରସୁଣ
ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧୨: ନକଲି ଚାଉଳ ଏବଂ ନକଲି ଅଣ୍ଡା ଭାରତୀୟ ବଜାରରେ ବିକ୍ରି ହେଉଥିବା ନେଇ ଦାବି ହୋଇସାରିଛି। ବର୍ତ୍ତମାନ ଯଦି କୁହାଯାଏ ଯେ ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ସୁନ୍ଦର ଧଳା ରସୁଣ ବାସ୍ତବ ନୁହେଁ କିନ୍ତୁ ନକଲି। ଜଣେ...
ଟ୍ରମ୍ଫଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି
ଓ୍ବାଶିଂଟନ,୯।୧୨: ଆମେରିକାର ଅପିଲିୟ କୋର୍ଟ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗ୍ୟାଗ ଅର୍ଡରରେ କିଛି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଏକ ଗ୍ୟାଗ ଅର୍ଡର ହେଉଛି ଏକ ଆଦେଶ ଯେଉଁଥିରେ ବିଚାରପତି, ଓକିଲ, ପକ୍ଷ କିମ୍ବା ସାକ୍ଷୀଙ୍କୁ ଏହି...
ଅସ୍ତ୍ରବିରତିକୁ ନେଇ ବିଶ୍ୱ ବିଭାଜିତ
ଜେରୁଜେଲମ୍ ,୯ା୧୨: ଦକ୍ଷିଣ ଇସ୍ରାଏଲ୍ ଉପରେ ହମାସ୍ ଅକ୍ଟୋବର ୭ରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ୨ ମାସ ପୂରିଥିବାବେଳେ ଜୋର୍ଡାନ ନଦୀ ଏବଂ ଭୂମଧ୍ୟସାଗର ମଧ୍ୟବର୍ତ୍ତୀ ଭୂଖଣ୍ଡରେ ଧ୍ୱଂସ ଓ ମୃତ୍ୟୁର ବିଭୀଷିକା ଲାଗି ରହିଛି। ହମାସ ଆତଙ୍କବାଦୀମାନେ...
ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ପୁଟିନ୍
ମସ୍କୋ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ଆଉ ୬ ବର୍ଷ କ୍ଷମତାରେ ରହିବାକୁ ଇଚ୍ଛାପ୍ରକାଶ କରିଛନ୍ତି। ଆସନ୍ତା ମାର୍ଚ୍ଚ ୧୭ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ସେ ନିଜର ପ୍ରାର୍ଥତ୍ତ୍ୱ ଘୋଷଣା କରିଛନ୍ତି ଏବଂ ସେ ବିଜୟୀ ହେବା...
ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ଅଗ୍ନୀକାଣ୍ଡ, ୧୪ ମୃତ, ୧୮ ଗୁରୁତର
ବାଗଦାଦ,୯।୧୨: ଇରାକର ଉତ୍ତର ସହର ଏରବିଲର ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଶୁକ୍ରବାର (8 ଡିସେମ୍ବର) ସାରେ ଘଟିଛି। ସୋରାନର ସ୍ବାସ୍ଥ୍ୟ...
ଅଡୁଆରେ ବାଇଡେନଙ୍କ ପୁଅ
ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୁଅ ହଣ୍ଟର ବାଇଡେନ୍ କାଲିଫର୍ନିଆରେ ୯ଟି ଟିକସ ଠକେଇ ମାମଲାରେ ଗୁରୁବାର ଅଭିଯୁକ୍ତ ହୋଇଛନ୍ତି। ହଣ୍ଟରଙ୍କ ବ୍ୟବସାୟ କାରବାରର ତଦନ୍ତ କରୁଥିବା ସ୍ବତନ୍ତ୍ର କାଉନସେଲ୍ ତାଙ୍କୁ ଅଭିଯକ୍ତ କରିଛନ୍ତି। ୨୦୧୮ରେ ସଂଘୀୟ ଅସ୍ତ୍ରଶସ୍ତ୍ର...
Archives


