ଅନ୍ତର୍ଜାତୀୟ

ଭାଗ୍ୟ ବଦଳେଇଦେଲା ChatGPT! ରାତାରାତି କରିଦେଲା କୋଟିପତି, ହେଲେ…

ଓ୍ବାଶିଂଟନ,୨୪।୯: ଆମେରିକାର ଭର୍ଜିନିଆର କ୍ୟାରି ଏଡୱାର୍ଡସ, ଯିଏ ମଜା ମଜାରେ ChatGPT କୁ ଲଟେରୀ ନମ୍ବର ମାଗିଥିଲେ, ଏବଂ ତା’ପରେ ଯାହା ଘଟିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। AI ଚାଟବଟ କ୍ୟାରିଙ୍କ ଭାଗ୍ୟ ବଦଳାଇ ଦେଇଛି। ସେ ସମ୍ପ୍ରତି...

ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଭାରତକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୪।୯:ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ଭାରତ ଏହି ବିବାଦକୁ ପ୍ରୋତ୍ସାହିତ କରୁଛି କି ନାହିଁ ସେ ବିଷୟରେ ପ୍ରାୟତଃ ପ୍ରଶ୍ନ ଉଠିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହାର ସ୍ପଷ୍ଟ ଜବାବ ଦେଇଛନ୍ତି। ସେ କହିଛନ୍ତି, ଭାରତ ମୁଖ୍ୟତଃ ୟୁକ୍ରେନ ପକ୍ଷରେ...

ହନୁମାନଙ୍କୁ ମିଛ ହିନ୍ଦୁ ଦେବତା କହି ବିବାଦରେ ଆମେରିକା ନେତା

ହ୍ୟୁଷ୍ଟନ୍‌,୨୪ା୯: ଆମେରିକାର ଜଣେ ରିପବ୍ଲିକାନ୍‌ ନେତା ଭଗବାନ ହନୁମାନଙ୍କୁ ହିନ୍ଦୁମାନଙ୍କ ମିଛ ଦେବତା ବୋଲି କହି ବିବାଦ ସୃଷ୍ଟି କରିଛନ୍ତି। ଏଥିସହିତ ଆମେରିକା ଏକ ଖ୍ରୀଷ୍ଟିଆନ୍‌ ରାଷ୍ଟ୍ର ବୋଲି ସେ ଘୋଷଣା କରିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ସମ୍ପ୍ରଦାୟ...

ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆକୁ ପାଣ୍ଠି ଯୋଗାଉଛନ୍ତି ଭାରତ-ଚାଇନା: ଟ୍ରମ୍ପ

ନ୍ୟୁୟର୍କ,୨୩।୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ଭାରତ ଓ ଚାଇନାକୁ ରୁଷିଆ ଯୁକ୍ରେନ୍‌ ଆକ୍ରମଣର ‘ପ୍ରାଥମିକ ଅନୁଦାନକାରୀ’ ବୋଲି ଅଭିଯୋଗ କରିଛନ୍ତି। ରୁଷୀୟ ତୈଳ-ଗ୍ୟାସ୍‌ ଆମଦାନି ଯୋଗୁଁ ମସ୍କୋର ଯୁଦ୍ଧକୁ...

ଜାତିସଂଘର ପୁଣି ଦୋହରାଇଲେ ଟ୍ରମ୍ପ, ‘ମୁଁ ଶେଷ କରିଛି ଭାରତ-ପାକିସ୍ତାନ ଯୁଦ୍ଧ’

ନୂଆଦିଲ୍ଲୀ,୨୩ା୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ୭ ମାସରେ ୭ଟି ‘ଅନ୍ତହୀନ’ ଯୁଦ୍ଧ ସମାପନ କରିବାର ଦାବି କରିଛନ୍ତି। “ସେମାନେ କହୁଥିଲେ ଏହା ଅସମ୍ଭବ, କିଛି ୩୧ ବର୍ଷ, ଗୋଟିଏ...

ଭାରତୀୟ ଇଞ୍ଜିନିୟର୍ସଙ୍କୁ ଚାଇନାର ଅଫର୍‌, କହିଲା- ଚାଇନା ଆସ 

ନୂଆଦିଲ୍ଲୀ/ବେଜିଂ,୨୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ  ଉପରେ ୫୦% ଟାରିଫ ପରେ H-୧B ଭିଜାକୁ ନେଇ ନୂଆ ନିୟମ ଲଗାଇ ଆଉ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଫଳରେ ଅନେକ ଭାରତୀୟଙ୍କ ଆମେରିକା ଯିବାର ସ୍ବପ୍ନ ମଉଳି ଯାଇଛି।...

Video: ଟ୍ରମ୍ପଙ୍କ କାର୍‌କେଡ୍‌ ଯିବା ପାଇଁ ସବୁ ରାସ୍ତା ବନ୍ଦ, ଚାଲି ଚାଲି ଫେରିଲେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୩।୯: ଜାତିସଂଘ ସାଧାରଣ ପରିଷଦରେ ଲମ୍ବା ଭାଷଣ ଦେବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦୂତାବାସ ଫେରୁଥିବା ବେଳେ ନ୍ୟୁୟର୍କ ପୋଲିସ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍‌କେଡ ପାଇଁ ଅଟକାଇଥିଲା। ରାସ୍ତା ଅବରୋଧ ହେତୁ ମାକ୍ରନ...

Paracetamol ଯୋଗୁ ବଢୁଛି Autismର ଆଶଙ୍କା, ଟ୍ରମ୍ପଙ୍କ ଏଭଳି ଦାବି ନେଇ କ’ଣ କହିଲେ WHO ଏକ୍ସପର୍ଟ? 

ନୂଆଦିଲ୍ଲୀ,୨୩।୯: ବିଶ୍ୱର ସବୁଠାରୁ ଲୋକପ୍ରିୟ ଔଷଧ ମଧ୍ୟରୁ ଗୋଟିଏ ପାରାସିଟାମଲ୍‌ ନିକଟରେ ଏକ ବଡ଼ ବିବାଦରେ ଫସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଗର୍ଭବତୀ ମହିଳାମାନେ ଟାଇଲେନଲ୍‌(ପାରାସିଟାମଲର ବ୍ରାଣ୍ଡ ନାମ, ଯାହା ଆମେରିକାରେ ଏହି ନାମରେ...

ଭାରତ ପାଇଁ ଖୁସିଖବର: ପାକିସ୍ତାନ-ଆମେରିକା ସ୍ତବ୍ଧ

କାଲିଫର୍ନିଆ,୨୩।୯: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଭାରତକୁ ପ୍ରଶଂସା କରିଛନ୍ତି। ଏହି ପ୍ରଶଂସା କେବଳ ପାକିସ୍ତାନ, ଚାଇନା ଏବଂ ତୁର୍କୀ ନୁହେଁ, ବରଂ ଆମେରିକାକୁ ମଧ୍ୟ ସ୍ତବ୍ଧ କରିଦେବ। ସେ ଜାତିସଂଘରେ ଭାରତର ଗୁରୁତ୍ୱ ଉପରେ...

ଭାରତ ଆସିବେ ବ୍ରିଟିଶ ପ୍ରଧାନମନ୍ତ୍ରୀ, ବାଣିଜ୍ୟ ଚୁକ୍ତି ପରେ ହେବ ପ୍ରଥମ ଗସ୍ତ

ନୂଆଦିଲ୍ଲୀ,୨୩।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଆସନ୍ତା ମାସରେ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଏହି ଗସ୍ତ ଅକ୍ଟୋବର ୭ ରୁ ୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ଫିନଟେକ ଫେଷ୍ଟ ସମୟରେ ହେବ।...

ଭାରତୀୟଙ୍କ ପାଇଁ ଆଶ୍ୱସ୍ତିକର ଖବର ଦେବେ ଟ୍ରମ୍ପ! H-1B ଭିଜାରେ ନିୟମ ହେବ କୋହଳ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିଜା ପାଇଁ ଫି ବୃଦ୍ଧି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି, କିନ୍ତୁ ଏହା ସହିତ ଜଡିତ ନିୟମରେ ପରିବର୍ତ୍ତନ ହେବାର ଖବର ଆସୁଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ...

ଏମିରେଟ୍ସ ବିମାନରୁ ଓହ୍ଲାଇ ପଡ଼ିଲେ ଭାରତୀୟ ଯାତ୍ରୀ

ଓ୍ବାଶିଂଟନ୍‌, ୨୩ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପକ୍ଷରୁ ଏଚ୍‌-୧ବି ଓ୍ବର୍କର ଭିଜାର ନୂତନ ଆବେଦନକାରୀଙ୍କ ପାଇଁ ଫିକୁ ୧ ଲକ୍ଷ ଡଲାର ବୃଦ୍ଧିର ନିର୍ଦ୍ଦେଶ ପରେ ସେଠାରେ ଥିବା ଭାରତୀୟଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏହି ଘୋଷଣାର ଠିକ୍‌ ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri