ତୃତୀୟଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବେ ମୋଦି: ପାକିସ୍ତାନ ବଂଶୋଦ୍ଭବଙ୍କ ଭବିଷ୍ୟବାଣୀ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୫।୫: ପାକିସ୍ତାନୀ ବଂଶୋଦ୍ଭବ ଆମେରିକାର ଜଣେ ପ୍ରସିଦ୍ଧ ଶିଳ୍ପପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ବାଲଟିମୋରରେ ରହୁଥିବା ପାକିସ୍ତାନୀ-ଆମେରିକୀୟ ବ୍ୟବସାୟୀ ସାଜିଦ ତାର କହିଛନ୍ତି, ମୋଦୀ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ମଧ୍ୟ ଭଲ।…
ଚାଇନାକୁ ବଡ଼ ଝଟ୍କା ଦେଲା ଆମେରିକା
ଓ୍ବାଶିଂଟନ୍,୧୫।୫: ଚାଇନାର ଉତ୍ପାଦ ଉପରେ ଆମେରିକା ଭାରି ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଇଲେକ୍ଟ୍ରିକ ଯାନ, ବ୍ୟାଟେରୀ, ଷ୍ଟିଲ, ସୌର ସେଲ୍ ଏବଂ ଆଲୁମିନିୟମ ସାମିଲ ଅଛି। ବୈଦ୍ୟୁତିକ ଯାନ ଉପରେ ୧୦୦ ପ୍ରତିଶତ, ସେମିକଣ୍ଡକ୍ଟର ଉପରେ ୫୦ପ୍ରତିଶତ…
ହ୍ବାଇଟ ହାଉସ ପାର୍ଟିରେ ଗୁପଚୁପର ଏଣ୍ଟ୍ରି, ବିଦେଶୀଙ୍କୁ ଖୁବ ପସନ୍ଦ
ଓ୍ବାଶିଂଟନ,୧୪।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଏକ ରୋଜ ଗାର୍ଡେନ ରିସେପ୍ସନ ଆୟୋଜନ କରିଥିଲେ। ଏହି ସମୟରେ ସମଗ୍ର ହ୍ବାଇଟ ହାଉସ ମହମ୍ମଦ ଇକବାଲଙ୍କ ଦ୍ୱାରା ଲିଖିତ ଦେଶପ୍ରେମ ଗୀତ ‘ସାରେ ଜାହାନ ସେ ଆଚ୍ଛା’ଭାବପୂର୍ଣ୍ଣ ଗୀତରେ ହ୍ବାଇଟ ହାଉସ…
ବ୍ରିଟେନ ଦେଲା ବଡ ଝଟ୍କା, ୯୧ ହଜାର ଭାରତୀୟ ଛାତ୍ରଙ୍କ ଉପରେ ପଡିବ ପ୍ରଭାବ
ଲଣ୍ଡନ,୧୪।୫: ବ୍ରିଟେନର ଋଷି ସୁନକ ସରକାର ଭାରତୀୟ ଛାତ୍ରମାନଙ୍କୁ ଏକ ବଡ ଝଟ୍କା ଦେବାକୁ ଯାଉଛନ୍ତି। ସ୍ନାତକୋତ୍ତର ଭିସା ରୁଟ ବନ୍ଦ କରିବାକୁ ସରକାରଙ୍କ ମାଇଗ୍ରେସନ ଆଡଭାଇଜରୀ କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି…
ଭାରତ ଇରାନ ମଧ୍ୟରେ ଚାବାହାର ଚୁକ୍ତିକୁ ନେଇ ରାଗିଲା ଆମେରିକା, ଦେଲା ଏମିତି ଧମକ
ଓ୍ବାଶିଂଟନ,୧୪।୫: ଇରାନର ଚାବାହାର ବନ୍ଦର ଚଳାଇବା ପାଇଁ ଭାରତ ୧୦ବର୍ଷର ଚୁକ୍ତିନାମା ସ୍ବାକ୍ଷର କରିବା ପରେ ଆମେରିକା ରାଗି ଯାଇଛି। ଆମେରିକା କହିଛି ଯେ ଇରାନ ସହ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଥିବା ଦେଶ ଉପରେ କଟକଣା ଲାଗୁ କରାଯାଇପାରିବ। ଆମେରିକାର…
ମାଳଦ୍ୱୀପ ପ୍ରତି ବଡ଼ ହୃଦୟ ଦେଖାଇଲା ଭାରତ
ମାଲେ/ନୂଆଦିଲ୍ଲୀ,୧୪।୫: ମାଳଦ୍ୱୀପ ସହିତ ସମ୍ପର୍କ ଖରାପ ମଧ୍ୟରେ ଭାରତ ପୁଣି ଏକ ବଡ଼ ହୃଦୟ ଦେଖାଇଛି। ପର୍ଯ୍ୟଟନ କ୍ଷେତ୍ରରେ ଏକ ଝଟ୍କାର ସମ୍ମୁଖୀନ ହୋଇଥିବା ମାଳଦ୍ୱୀପ ସହାୟତା ପାଇଁ ଗୁହାରି କରିବା ମାତ୍ରେ ବଡ଼ ହୃଦୟ ଦେଖାଇଛି ଭାରତ। ସହଯୋଗର ବାର୍ତ୍ତା…
ଜୟଶଙ୍କରଙ୍କ ଏହି କଥା ଶୁଣି ଖୁସିରେ ଗଦ୍ଗଦ୍ ଚାଇନା: ପ୍ରଶଂସାରେ ହେଲା ଶତମୁଖ
ନୂଆଦିଲ୍ଲୀ,୧୪।୫: ଆମେରିକାର ପ୍ରାଧାନ୍ୟ ବିରୋଧରେ ଏସ ଜୟଶଙ୍କରଙ୍କ ଏକ ବିବୃତ୍ତିକୁ ଚାଇନା ବହୁତ ପସନ୍ଦ କରିଛି। ନେପାଳରେ ପୋଷ୍ଟ ହୋଇଥିବା ଚାଇନା ରାଷ୍ଟ୍ରଦୂତ ଚେନ ଶୋଙ୍ଗ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଭିଡିଓ ଶେୟାର କରି ଚେନ…
ଛାଡପତ୍ର ପରେ ପଦରୁ ବି ଇସ୍ତଫା ଦେଲେ ମେଲିଣ୍ଡା: ମିଳିବ ଏତିକି ଟଙ୍କା
ନୂଆଦିଲ୍ଲୀ,୧୩।୫: ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଗକୁ ବଢିବା ପାଇଁ ଉପଯୁକ୍ତ ସମୟ। ବର୍ତ୍ତମାନ ମୁଁ ମୋ ଜୀବନରେ କିଛି ନୂଆ ଖୋଜୁଛି। ସୋରା…
‘ପ୍ରଚଣ୍ଡ’ଙ୍କ ନେତୃତ୍ୱ ବାଲା ସରକାରଙ୍କୁ ଲାଗିଲା ବଡ ଝଟ୍କା
କାଠମାଣ୍ଡୁ,୧୩।୫: ନେପାଳର ଉପପ୍ରଧାନମନ୍ତ୍ରୀ ତଥା ଜନତା ସମାଜବାଦି ପାର୍ଟି-ନେପାଳ (ଜେଏସପି-ଏନ)ର ଅଧ୍ୟକ୍ଷ ଉପେନ୍ଦ୍ର ଯାଦବ ସୋମବାର ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଯାଦବଙ୍କ ଇସ୍ତଫା ସହିତ ତାଙ୍କ ଦଳ ସରକାରରୁ ବାହାରି ଯାଇଛି। ଗୋଟିଏ ପ୍ରକାରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ…
ଭାରତର ଟେନ୍ସନ୍ ବଢାଇପାରେ ଚାଇନା: ଏହି ଦେଶ ସହ ମିଶି ରଚୁଛି ଷଡଯନ୍ତ୍ର
ନୂଆଦିଲ୍ଲୀ/ବେଜିଂ,୧୩।୫: ଆଗାମୀ ସମୟରେ ଚାଇନା ଭାରତର ଟେନ୍ସନ୍କୁ ବଢାଇପାରେ। ବର୍ତ୍ତମାନ ଚାଇନା ୟୁରୋପରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଫ୍ରାନ୍ସ ଉପରେ ଦୃଷ୍ଟି ରଖିଛି। ଡ୍ରାଗନ କେବଳ ସେଠାରେ ନୂତନ ସମ୍ଭାବନା ଖୋଜୁନାହିଁ ବରଂ କୂଟନୈତିକ ଚାପ ପକାଇ ବଡ଼ ଲକ୍ଷ୍ୟ ହାସଲ…
‘ହେଡଲାଇନ ପଛରେ ଦୌଡନ୍ତୁ ନାହିଁ, ଖବରକୁ ଯାଞ୍ଚ କରୁନ୍ତୁ,’ ରୁଷିଆ ଆକ୍ରମଣ ମଧ୍ୟରେ ଅନୁରୋଧ କଲେ ଜେଲନସ୍କି
କ୍ୱିଭ,୧୩।୫: ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି ଏକ ଭିଡିଓ ରିଲିଜ କରି ରୁଷିଆ ଆକ୍ରମଣର ଜବାବ ଦେଇଛନ୍ତି। ସେ ଏହି ଭିଡିଓରେ କହିଛନ୍ତି, ଆଜି ମୁଖ୍ୟ ପ୍ରସଙ୍ଗ ହେଉଛି ରୁଷିଆର କାର୍ଯ୍ୟକଳାପ ଉପରେ ଆମର ପ୍ରତିକ୍ରିୟା। ଦିନସାରା ମୁଖ୍ୟ କମାଣ୍ଡର, ଗୁପ୍ତଚର ବିଭାଗ…
ଲାଲ୍ ଲିପ୍ଷ୍ଟିକ୍ ଉପରେ ପ୍ରତିବନ୍ଧକ ଲଗାଇଲା ଏହି ଦେଶ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୧୩।୫: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନଙ୍କ ନେତୃତ୍ୱରେ ଉତ୍ତର କୋରିଆରେ କଠୋର ନିୟମ କାନୁନ କାର୍ଯ୍ୟକାରୀ ହେଉଛି। ଏଠାରେ ଲୋକପ୍ରିୟ ବିଶ୍ୱବ୍ୟାପୀ ଫ୍ୟାଶନ ବ୍ରାଣ୍ଡ ଏବଂ ପ୍ରସାଧନ ସାମଗ୍ରୀ ଉପରେ କଡା ପ୍ରତିବନ୍ଧକ ଲଗାଯାଇଛି, ଯାହାକୁ ପାଳନ ନକରିବା…
Archives


