ଅନ୍ତର୍ଜାତୀୟ

ଦୁନିଆରେ ପ୍ରଥମ, AI ପାର୍ଟନରଙ୍କୁ ବିବାହ କରିବେ ମହିଳା, ଜାଣନ୍ତୁ ଏହି ‘ହାଇବ୍ରିଡ କପୁଲ’ଙ୍କ ବିଷୟରେ…

ମାଦ୍ରିଦ,୧୬।୨: ବିବାହ ପାଇଁ ଜଣେ ପୁରୁଷ ଓ ଜଣେ ମହିଳା ଲୋଡା ପଡିଥାଏ। ହେଲେ କେବେ ଏଆଇକୁ ବିବାହ କରିବା ଶୁଣିଛନ୍ତି କି? ସେ ବି ଏକ ଛବି ଅର୍ଥାତ୍‌ ହୋଲଗ୍ରାମକୁ। ଦୁନିଆରେ ପ୍ରଥମ ଥର ଏପରି ଏକ ଘଟଣା ହେବାକୁ…

କାର୍‌ ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ କଟିଲା ଚାଲାଣ, ୩୩ହଜାର ଟଙ୍କାର ଜରିମାନା

କାର୍‌, ବାଇକ୍‌ କିମ୍ବା ସ୍କୁଟି ଚଲାଇବା ସମୟରେ ଲୋକେ ସଡକ ନିୟମର ବିଶେଷ ଧ୍ୟାନ ରଖିଥାନ୍ତି। ଯେପରିକି ରେଡ ଲାଇଟ୍‌ ସମୟରେ ଟ୍ରାଫିକରେ ଗାଡି ଅଟକାଇବା, ସ୍ପିଡକୁ ଲିମିଟରେ ରଖିବା, କାର୍‌ ଚଲାଇବାବେଳେ ସିଟ୍‌ ବେଲ୍ଟ ବିନ୍ଧିବା ସହ ଦୁଇଚକିଆ ଯାନ…

ହିଜବୁଲା କମାଣ୍ଡର ନିହତ, ଅନେକ ଚାଞ୍ଚଲ୍ୟକର ମାମଲାର ମାଷ୍ଟର ମାଇଣ୍ଡ ଥିଲେ

ତେଲ ଆଭିବ,୧୬।୨: ବୁଧବାର ରାତିରେ ଲେବାନନରେ ହୋଇଥିବା ଅପରେସନରେ ହିଜବୁଲ କମାଣ୍ଡରଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା କହିଛି। ଆଇଡିଏଫ କହିଛି ଯେ ଇସ୍ରାଏଲ ସୈନ୍ୟବାହିନୀ ତାଙ୍କ ଡେପୁଟି କମାଣ୍ଡର ଇବ୍ରାହିମ ଇସା ଏବଂ ଅନ୍ୟମାନଙ୍କ ସହ ହିଜବୁଲାର ଅଲ-ହଜ ରାଡୱାନ…

ଏଲନ ମସ୍କ ପ୍ରତି ସେକେଣ୍ଡରେ ଯେତେ ଟଙ୍କା କମାନ୍ତି, କୋଟି କୋଟି ଭାରତୀୟଙ୍କ ବାର୍ଷିକ ଦରମା ମଧ୍ୟ ସେତିକି ନୁହେଁ…

ନୁୟର୍କ,୧୬।୨: ଅନେକ ଲୋକ ଜାଣିବାକୁ ଆଗ୍ରହୀ ଯେ ଏଲନ ମସ୍କଙ୍କର କେତେ ଧନ ଅଛି। ତେବେ ଏହାକୁ ନେଇ ଏକ ନୂତନ ରିପୋର୍ଟରେ ଖୁଲାସା କରାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ…

ଆମେରିକା କାନ୍ଧରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ! କହିଲେ, ଆମକୁ ସାହାଯ୍ୟ କର

ଇସଲାମାବାଦ୍‌,୧୬।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶରେ ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ଜାଲିଆତି ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଆମେରିକାକୁ ଅନୁରୋଧ କରିଛନ୍ତି। ଅଗଷ୍ଟ ୨୦୧୮ରେ ପ୍ରଧାନମନ୍ତ୍ରୀ ହୋଇଥିବା ଖାନଙ୍କୁ ଏପ୍ରିଲ ୨୦୨୨ରେ ଏକ ଅବିଶ୍ୱାସ ଭୋଟ…

ଚାଇନାର ମୁଣ୍ଡବ୍ୟଥା ବଢାଇଲା ଆମେରିକା

ନୂଆଦିଲ୍ଲୀ,୧୬।୨: ଆମେରିକା କଂଗ୍ରେସର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟିଭ୍ସ ଅର୍ଥାତ୍‌ ନିମ୍ନ ସଦନରେ ଏକ ବିଲ ପାରିତ କରିଛି। ଏହି ବିଲ ଚାଇନାର ମୁଣ୍ଡବ୍ୟଥା ବଢାଇପାରେ। ଆମେରିକାର ନିମ୍ନ ଗୃହ ଚାଇନା-ତିବ୍ଦତ ବିବାଦ ସହ ଜଡିତ ଏକ ବିଲ ପାସ କରିଛି। ଏଥିରେ…

ଭାରତୀୟ ଛାତ୍ରଙ୍କୁ ଆକ୍ରମଣକୁ ନେଇ ଆମେରିକା ଚିନ୍ତିତ

ୱାଶିଂଟନ୍‌,୧୬।୨: ଆମେରିକାର ଭାରତୀୟ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ହ୍ବାଇଟ ହାଉସ ପ୍ରତିକ୍ରିୟା ରଖିଛି। ୱାଶିଂଟନ୍‌ରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ହ୍ବାଇଟହାଉସର ମୁଖପାତ୍ର ଜନ କିର୍ବି କହିଛନ୍ତି, ଜାତି, ଲିଙ୍ଗ, ଧର୍ମ କିମ୍ବା ଅନ୍ୟ କୌଣସି କାରଣରୁ…

କୁଏଟ୍‌ ପାର୍ଲାମେଣ୍ଟ ଭଙ୍ଗ

କୁଏଟ୍‌ ସିଟି,୧୬ା୨:କୁଏଟ୍‌ରେ ରାଜନୈତିକ ସଙ୍କଟ ଜାରି ରହିବାରୁ ଗୁରୁବାର ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଗତ ଡିସେମ୍ବରରେ ନୂଆ ଅମିରଙ୍କ ପଦଭାର ଗ୍ରହଣ ସତ୍ତ୍ୱେ କ୍ୟାବିନେଟ ମନ୍ତ୍ରୀ ଓ ଆଇନ ପ୍ରଣେତାମାନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗିରହିଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଏବଂ…

୬୦ ବର୍ଷ ବୟସରେ ବିବାହ କରିବେ ପ୍ରଧାନମନ୍ତ୍ରୀ, ନିଜ ଗର୍ଲଫ୍ରେଣ୍ଡ ସହ କଲେ ନିର୍ବନ୍ଧ

ସିଡ଼ନୀ,୧୫।୨: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିସ୍‌ ଗୁରୁବାର ତାଙ୍କ ଗର୍ଲଫ୍ରେଣ୍ଡ ଯୋଡି ହେଡେନଙ୍କ ସହ ନିର୍ବନ୍ଧ କରିଛନ୍ତି। ଏକ ଭିଡିଓ ଶେୟାର କରି ୬୦ ବର୍ଷିୟ ଆନ୍ଥୋନୀ ଲେଖିଛନ୍ତି , ତାଙ୍କ ଗର୍ଲଫ୍ରେଣ୍ଡ ବିବାହ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଅଲବାନିସ୍‌ ଏହି…

୨୦ଟି ଫୋନ୍ ବ୍ୟବହାର କରନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୫।୨: ଏକା ସାଙ୍ଗରେ ୨୦ଟି ମୋବାଇଲ ବ୍ୟବହାର କରନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ। ଏକ ସାକ୍ଷାତକାର ସମୟରେ ସେ ଏହି ଖୁଲାସା କରିଛନ୍ତି। ଏହାର କାରଣ ମଧ୍ୟ ସେ କହିଛନ୍ତି, ଯାହା ସାଧାରଣ ଲୋକମାନେ ମଧ୍ୟ ନିଜ ସହିତ ତୁଳନା…

ଆମେରିକାରେ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ୫୧ ମାସ ଜେଲଦଣ୍ଡ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୨: ଆମେରିକାର ଜଣେ ୨୪ ବର୍ଷୀୟ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ଆମେରିକୀୟ ମହିଳାଙ୍କୁ ଠକିବା ଅଭିଯୋଗରେ ୫୧ମାସ ଜେଲ ଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ, ବାଳକ କମ୍ପ୍ୟୁଟର ହ୍ୟାକିଂ ମାଧ୍ୟମରେ ୧୫୦,୦୦୦ ଆମେରିକୀୟ ଡଲାର ମହିଳାଙ୍କୁ ଠକିଥିଲେ। ଏହି ଛାତ୍ର ଜଣଙ୍କ…

ଏଠାରେ ଦରମାରେ ମିଳୁଛି ରସୁଣ

ବଜାରରେ ବୃଦ୍ଧି ପାଇଛି ରସୁଣ ଦର। ଯାହାଯୋଗୁ ଏବେ ମଧ୍ୟବିତ୍ତ ଓ ଗରିବଙ୍କ ଭାତଥାଳିରୁ ରସୁଣ ଗାଏବ ହୋଇଯାଇଛି। କିନ୍ତୁ ଆମେ ଏପରି ଏକ ସ୍ଥାନ ନାଁ କହିବାକୁ ଯାଉଛୁ ଯେଉଁଠି ରସୁଣ ଲୋକଙ୍କୁ ଦରମାରେ ମିଳିଥାଏ। ରସୁଣର ଦର ଦିନକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri