ଅନ୍ତର୍ଜାତୀୟ

ପୋଲାଣ୍ଡ ମାଟିରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି: ଚାରିଆଡେ ଚର୍ଚ୍ଚା

ଓ୍ବାର୍ସ,୨୨।୮: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତରେ ଅଛନ୍ତି। ମୋଦି ପୋଲାଣ୍ଡର ରାଜଧାନୀ ୱାର୍ସରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ଷ୍ଟାନିସ୍ଲାଭ ଜାନୁସ ମୋଦିଙ୍କୁ ବିମାନବନ୍ଦରକୁ ନେଇଥିଲେ। ଏହି ସମୟରେ…

ପୋଲାଣ୍ଡରେ ପହଞ୍ଚିଲେ ମୋଦି

ଓ୍ବାର୍ସ/ନୂଆଦିଲ୍ଲୀ,୨୧ା୮: ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୋଲାଣ୍ଡର ଓ୍ବାର୍ସରେ ପହଞ୍ଚିଛନ୍ତି। ପୋଲାଣ୍ଡ ପରେ ମୋଦି ମଧ୍ୟ ୟୁକ୍ରେନ ଗସ୍ତ କରିବେ। ଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ…

କଇଁଚି ପାଇଁ ବିମାନବନ୍ଦରରେ ଆତଙ୍କ:୩୬ ବିମାନ ବାତିଲ, ୨୦୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କଲେ, ପୂରା ଘଟଣା ଜାଣିଲେ…

ଟୋକିଓ,୨୧ା୮: ଜାପାନର ନୂଆ ଚିଟୋସ ବିମାନବନ୍ଦରରେ ଏକ କଇଁଚି ଯୋଗୁ ଆତଙ୍କ ସୃଷ୍ଟି ହୋଇଥିଲା। ସାମାନ୍ୟ କଇଁଚି ପାଇଁ ୩୬ଟି ବିମାନ ବାତିଲ କରାଯାଇଥିବା ବେଳେ ଏବଂ ୨୦୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରିଥିଲା। ଜାପାନର ଏହି ବିମାନବନ୍ଦର କଡ଼ା…

ବ୍ୟାପୁଛି ମଙ୍କିପକ୍ସ, ହେବ କି ଲକ୍‌ଡାଉନ? ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦେଲେ ବଡ଼ ସୂଚନା

ଜେନେଭା,୨୧।୮: ଆଫ୍ରିକୀୟ ଦେଶମାନଙ୍କରେ ଦ୍ରୁତ ବ୍ୟାପିଥିବା ମଙ୍କିପକ୍ସକୁ ନେଇ ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି। ଏହି କାରଣରୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ ହୋଇପାରେ। ଲୋକମାନେ କରୋନା କାରଣରୁ ଲକ୍‌ଡାଉନ ଦ୍ୱାରା ଘଟିଥିବା ଭୟଙ୍କର କଷ୍ଟକୁ ମନେ ପକାଇଲେ ଦେହ ଥରିଉଠେ। ତେଣୁ…

ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ୨୮ ମୃତ

ଇସଲାମାବାଦ,୨୧।୮: ପାକିସ୍ତାନରୁ ଇରାକକୁ ଯାଉଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବୁଧବାର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଜରୁରୀକାଳୀନ ଅଧିକାରୀ ମହମ୍ମଦ ଅଲି ମଲେକଜାହେଦ କହିଛନ୍ତି…

ଠିକ କରୁ ନାହିଁ ଭାରତ, ଶୀଘ୍ର ଫେରାଉ ହାସିନାଙ୍କୁ

ଢାକା,୨୧।୮: ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ସରକାର ବଦଳି ଯାଇଛନ୍ତି। ସଂରକ୍ଷଣ ଝଡ଼ରେ ଶେଖ ହାସିନା ନିଜ ପଦ ହରାଇଲେ। ତାଙ୍କୁ ବାଂଲାଦେଶ ଛାଡି ପଳାଇବାକୁ ପଡିଲା। ବର୍ତ୍ତମାନ ସେ ଭାରତରେ ଆଶ୍ରୟ ନେଇଛନ୍ତି। କିନ୍ତୁ ଭାରତରେ ମଧ୍ୟ ତାଙ୍କର ଅସୁବିଧା…

‘ଆମେରିକାର ଐତିହାସିକ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି କମଲା ହାରିସ୍‌’, ଭାବପ୍ରବଣ ହୋଇ ବାଇଡେନ କହିଲେ…

ଓ୍ବାଶିଂଟନ,୨୧।୮: ଆମେରିକାର ଡେମୋକ୍ରାଟିକ ପାର୍ଟିର ଚାରି ଦିନିଆ ନ୍ୟାଶନାଲ କନଭେନ୍‌ଶନ ଚାଲିଛି । ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଉଦ୍‌ବୋଧନ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, ଡେମୋକ୍ରାଟିକ ପାର୍ଟିର ଦାୟିତ୍ୱ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଦିଆଯାଇଛି।…

ଚାଲିଥିଲା ସଭା, ମଝିରେ କାନ୍ଦିଲେ ଆମେରିକା ରାଷ୍ଟ୍ରପତି

ଚିକାଗୋ, ୨୦।୦୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କର ବିଦାୟୀକାଳିନ ସଭାରେ ଭାବବିହ଼୍ବଳ ହୋଇଛନ୍ତି । ଚିକାଗୋର ଡେମୋକ୍ରାଟିକ୍‌ ନାଶନ୍ୟାଲ୍‌ କନ୍‌ଭେନ୍‌ସନ୍‌ ସେଣ୍ଟରରେ ସୋମବାର ଆୟୋଜିତ ସଭାରେ ସେ ଦେଶବାସୀଙ୍କୁ ସମ଼୍େବାଧନ କରିଥିଲେ । ଉପ-ରାଷ୍ଟ୍ରପତି କମଳା ହାରିସ୍‌ ଏହି ସଭାରେ…

ଯୁଦ୍ଧ ବିରାମ ପ୍ରସ୍ତାବକୁ ମଞ୍ଜୁର କଲା ଇସ୍ରାଏଲ, ବ୍ଲିଙ୍କେନ କହିଲେ ହମାସ ବି ଏହାକୁ ଗ୍ରହଣ କରୁ

ତେଲ ଆଭିଭ,୨୦।୮: ସୋମବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ତଥା ବନ୍ଧକମାନଙ୍କୁ ମୁକ୍ତ କରିବା ପ୍ରସ୍ତାବକୁ ଇସ୍ରାଏଲ ଗ୍ରହଣ କରିଛି। ସେ ମଧ୍ୟ…

ମନ୍ତ୍ରୀ ହେବେ ମସ୍କ! ଟ୍ରମ୍ପଙ୍କ ଅଫର ସ୍ବୀକାର କଲେ ଟେଲସା ମୁଖ୍ୟ

ଓ୍ବାଶିଂଟନ,୨୦।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ଅଭିଯାନ ଜାରି ରହିଛି। ଏହି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ନାଗରିକଙ୍କୁ ବଡ଼ ପ୍ରତିଶୃତି ଦେଉଛନ୍ତି। ଏହି କ୍ରମରେ ସେ ଟେସଲା ମାଲିକ ତଥା…

କମ୍‌ ପାର୍ଶ୍ୱ ପ୍ରତିକ୍ରିୟାର ଆଣ୍ଟିବାୟୋଟିକ୍ସ ପ୍ରସ୍ତୁତ କରିବ ଏଆଇ

ଓଟାଓ୍ବା, ୨୦ା୮: ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ଏହାରି ମଧ୍ୟରେ କାନାଡାର ମୈନିଟୋବା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନରେ ଏଆଇକୁ ବ୍ୟବହାର କରି କମ୍‌ ପାର୍ଶ୍ୱ ପ୍ରତିକ୍ରିୟା ଥିବା ଉତ୍ତମ ଆଣ୍ଟିବାୟୋଟିକ୍ସକୁ ବିକଶିତ କରିବାର…

ବାଇଡେନ୍‌ଙ୍କ ବିରୋଧରେ ରିପବ୍ଲିକାନଙ୍କ ମହାଭିଯୋଗ ରିପୋର୍ଟ

ଓ୍ବାଶିଂଟନ,୨୦ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ହାଉସ୍‌ ରିପବ୍ଲିକାନମାନେ ସେମାନଙ୍କର ପ୍ରାରମ୍ଭିକ ମହାଭିଯୋଗ ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ବାଇଡେନ୍‌ କ୍ଷମତାର ଦୁରୁପଯୋଗ କରି ପୁଅ ହଣ୍ଟର ବାଇଡେନ୍‌ ଏବଂ ପରିବାର ସମ୍ପୃକ୍ତ ଥିବା ଆର୍ଥତ୍କ କାରବାର ମାମଲାର ବିଚାରରେ ପ୍ରତିବନ୍ଧକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri