ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬
ଟୋକିଓ,୯।୧: ପୁଣିଥରେ ଜାପାନରେ ଭୂକମ୍ପ ଝଟକା। ମଙ୍ଗଳବାର ଜାପାନର ହୋନସୁର ପଶ୍ଚିମ ଉପକୂଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରେକର୍ଡ କରାଯାଇଛି। ତେବେ ଭୂକମ୍ପ ଫଳରେ ଏ ପର୍ଯ୍ୟନ୍ତ କୌଣସିି କ୍ଷୟକ୍ଷତି ଖବର...
ଇମ୍ରାନ୍ ଖାନଙ୍କୁ ଝଟକା, ଜିଏଚ୍କ୍ୟୁ ଆକ୍ରମଣ ମାମଲାରେ ହେଲେ ଗିରଫ
ଇସଲାମାବାଦ,୯।୧: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ମେ ୨ରେ ହୋଇଥିବା ଜିଏଚ୍କ୍ୟୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି। ଇମ୍ରାନ୍ ପ୍ରଥମରୁ ହିଁ ଆଦିଆଲା ଜେଲ୍ରେ ଦଣ୍ଡ ଭୋଗୁଛନ୍ତି। ରାୱଲପିଣ୍ଡିରେ ଆତଙ୍କବାଦ ବିରୋଧୀ କୋର୍ଟ...
ଏହି ଦେଶରେ କୁକୁର ମାଂସ ଖାଇବା, ବିକ୍ରି କରିବା ଉପରେ ଲାଗିବ ପ୍ରତିବନ୍ଧକ
ସିଓଲ,୯।୧: ଦକ୍ଷିଣ କୋରିଆ ସଂସଦ ମଙ୍ଗଳବାର କୁକୁର ମାଂସ ଖାଇବା ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ବିଲ ପାରିତ କରିଛି। ଦକ୍ଷିଣ କୋରିଆ ଏହି ପ୍ରଥାକୁ ଶୀଘ୍ର ନିଷିଦ୍ଧ କରିବ। କୋରିଆବାସୀ ବିଶ୍ୱାସ କରନ୍ତି ଯେ...
ବିବାଦ ମଧ୍ୟରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୯ା୧: ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦ ପୂର୍ବରୁ ଏହି ଗସ୍ତ ନିର୍ଦ୍ଧାରିତ ହୋଇଥିବା ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡିଛି। ଏହି ଖବର...
ଭାରତ ସହ ବିବାଦ ପରେ ମାଳଦ୍ଵୀପରେ ରାଜନୈତିକ ଅସ୍ଥିରତା! ରାଷ୍ଟ୍ରପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
ନୂଆଦିଲ୍ଲୀ, ୯ା୧: ଭାରତର ଶକ୍ତିକୁ ଅଣଦେଖା କରିବା ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ମହଙ୍ଗା ପଡିପାରେ। ପୂର୍ବରୁ ମାଳଦ୍ଵୀପର ବିରୋଧୀମାନେ ଭାରତ ସହିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେଠାରେ ସରକାରଙ୍କୁ ଦାୟୀ କରୁଛନ୍ତି ଏବଂ ବର୍ତ୍ତମାନ ରାଷ୍ଟ୍ରପତି...
୨୨ ବର୍ଷ ପରେ ଲଣ୍ଡନରେ ପହଞ୍ଚିଲେ ଭାରତର ପ୍ରତିରକ୍ଷା ମନ୍ତ୍ରୀ
ଲଣ୍ଡନ,୯।୧: ୨୨ ବର୍ଷ ପରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ଗସ୍ତରେ ଲଣ୍ଡନରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭାରତ-ବ୍ରିଟେନ ପ୍ରତିରକ୍ଷା ସହଭାଗୀତାର ସମସ୍ତ ଦିଗ ଉପରେ ଧ୍ୟାନ କରିଛନ୍ତି। ସିଂ ଦୁଇ ଦେଶ...
ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଗାଡି ନେଇ ହ୍ବାଇଟ ହାଉସ ଭିତରେ ପଶିଲେ ବ୍ୟକ୍ତି
ଓ୍ବାଶିଂଟନ,୯।୧: ଆମେରିକାର ହ୍ବାଇଟ ହାଉସର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ସୋମବାର ଜଣେ ଡ୍ରାଇଭର ତାଙ୍କ କାର ସହିତ ରାଷ୍ଟ୍ରପତି ବାଇଡେନଙ୍କ ଘରର ବାହାର ଫାଟକ ଦେଇ ପ୍ରବେଶ କରିଥିଲେ। ସିକ୍ରେଟ ସର୍ଭିସ ନିଶ୍ଚିତ...
ଦ୍ରୁତ ଗତିରେ ବିକଶିତ ହେଉଥିବା ସହରରେ ବଢୁଛି ମୃତ୍ୟୁସଂଖ୍ୟା, ଲୋକେ ଆତଙ୍କିତ
ଲଣ୍ଡନ,୯।୧: ଦ୍ରୁତ ବିକାଶଶୀଳ ସହରଗୁଡ଼ିକରେ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ବୃଦ୍ଧି ପାଇଛି । ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସୀୟ ସହରରେ ଏହି ସଂଖ୍ୟା ୧୫୦,୦୦୦ ରେ ପହଞ୍ଚିଛି। ଏସିଆର ଟ୍ରପିକାଲ ଅଞ୍ଚଳରେ ୧୮ ଟି ସହର ଅଛି ଯେଉଁଠାରେ...
ଏୟାର ଷ୍ଟ୍ରାଇକରେ ହିଜବୁଲାର ଟପ କମାଣ୍ଡର ନିହତ
ଜେରୁଜେଲମ,୯।୧: ଇସ୍ରାଏଲ ଗତକାଲି ସୋମବାର ରାତିରେ ଗାଜାର ହମାସ ଏବଂ ଲିବାନାନର ହିଜବୁଲ ବେସରେ ଏୟାର ଷ୍ଟ୍ରାଇକ କରିଥିଲା। ସୋମବାର ଇସ୍ରାଏଲ ସିରିଆରେ ଅବସ୍ଥିତ ଇରାନ ଏବଂ ହିଜବୁଲାର ବେସ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ମଧ୍ୟ ଆକ୍ରମଣ କରିଛି।...
ରାଗରେ ନିଆଁବାଣ ଚାଇନା: ଭାରତକୁ ଦେଖାଇଲା ନାଲିଆଖି
ବେଜିଂ,୯।୧: ମାଳଦ୍ୱୀପ ସହ ବିବାଦରେ ଭାରତକୁ ଅନ୍ୟ ଦେଶ ସମର୍ଥନ ଦେବା ଚାଇନାକୁ ପସନ୍ଦ ଆସିନାହିଁ। ଏଥିପାଇଁ ରାଗରେ ନିଆଁବାଣ ହୋଇପଡିଛି ଚାଇନା। ଚାଇନା ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଭାରତ ଖୋଲା ମନ ସହ ଚିନ୍ତା...
ଆସନ୍ତା ମାସରେ ୟୁଏଇ ଯିବେ ମୋଦି, ‘ଅହଲାନ ମୋଦି’ କର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ
ଆବୁ ଧାବି,୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ। ଏହି ସମୟ ମଧ୍ୟରେ, ଏନଆରଆଇ ସମ୍ପ୍ରଦାୟ ତାଙ୍କୁ ୧୩ ଫେବୃଆରୀରେ ଆବୁଧାବିରେ ସ୍ବାଗତ କରିବ ଏବଂ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ...
ବାଂଲାଦେଶରେ ହୋଇନାହିଁ ନିରପେକ୍ଷ ନିର୍ବାଚନ: ଆମେରିକା
ଓ୍ବାଶିଂଟନ୍,୯।୧: ବାଂଲାଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ରମାଗତ ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିଛନ୍ତି। ଗତଥର ତୁଳନାରେ କମ ନାଗରିକ ନିର୍ବାଚନରେ ଭାଗ ନେଇଥିଲେ। ଗତ ନିର୍ବାଚନରେ ପ୍ରାୟ ୮୦ ପ୍ରତିଶତ ଭୋଟର ଏହି ନିର୍ବାଚନରେ...
Archives


