ମାନିଲା ପାକିସ୍ତାନ, ପିଓକେ ବିଦେଶୀ ଅଞ୍ଚଳ
ଇସ୍ଲାମାବାଦ,୨ା୬: ପାକ୍ ଅଧିକୃତ କଶ୍ମୀର (ପିଓକେ) ବିଦେଶୀ ଅଞ୍ଚଳ ବୋଲି ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲ ଇସ୍ଲାମାବାଦ ହାଇକୋର୍ଟରେ ସ୍ବୀକାର କରିଛନ୍ତି। ଉକ୍ତ ଅଞ୍ଚଳ ପାକିସ୍ତାନ ସରକାରଙ୍କର କ୍ଷେତ୍ରାଧିକାର ମଧ୍ୟରେ ଆସୁନାହିଁ। ଶୁକ୍ରବାର ଇସ୍ଲାମାବାଦ ଉଚ୍ଚ ନ୍ୟାୟାଳୟରେ କଶ୍ମୀରୀ କବି ତଥା…
ଅଭିନେତ୍ରୀ ହେଲେ ମଲାଲା!
ମୁମ୍ବାଇ,୧।୬: ‘ନୋବେଲ ଶାନ୍ତି ପୁରସ୍କାର’ ଜିତିଥିବା ମଲାଲା ୟୁସୁଫଜାଇ ଅଭିନୟରେ ଡେବ୍ୟୁ କରିଛନ୍ତି। ସେ ବ୍ରିଟିଶ ସିଟକମ ‘ଓ୍ବି ଆର ଲେଡି ପାର୍ଟସ’ର ଦ୍ୱିତୀୟ ସିଜନରେ ଅଭିନୟ କରୁଛନ୍ତି । ସେ ଏଥିରେ ଏକ କ୍ୟାମୋ କରିଛନ୍ତି, ଟିଭି ଶୋ’ରୁ ତାଙ୍କର…
ଜାଣିପାରିଲେନି ଆମେରିକା ଏବଂ ବ୍ରିଟେନ; ବିଶାଳ ଗୋଇନ୍ଦା ସୈନ୍ୟ ଗଠନ କରିଦେଲା ଚାଇନା
ନୂଆଦିଲ୍ଲୀ,୩୧।୫: ଚାଇନା ଗତ କିଛି ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଯଥେଷ୍ଠ ଅଗ୍ରଗତି କରିଛି। ବାଣିଜ୍ୟ କ୍ଷେତରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ଚାଇନା ଆତ୍ମନିର୍ଭର ହେବା ସହିତ ଆମେରିକା ପରି ମହାଶକ୍ତିକୁ ଟକ୍କର ଦେଉଛି। ଏହାରି ମଧ୍ୟରେ ଚାଇନାର ବିଶାଳ…
ସୁଧୁରୁନି ଚାଇନା, ପୁଣି କଲା ଏମିତି କାମ
ନୂଆଦିଲ୍ଲୀ/ବେଜିଂ,୩୧ା୫: ଭାରତର ସିକିମ୍ ସୀମାଠାରୁ ୧୫୦ କିଲୋମିଟରରୁ କମ୍ ଦୂରରେ ଚାଇନା ଏହାର ଅତ୍ୟାଧୁନିକ ଜେ-୨୦ ଲଢ଼ୁଆ ବିମାନ ମୁତୟନ କରିଛି। ତିବ୍ବତର ଦ୍ୱିତୀୟ ବୃହତ୍ ସହର ଶିଗାତ୍ସେରେ ସାମରିକ ଏବଂ ବେସାମରିକ ବ୍ୟବହାର ପାଇଁ ଥିବା ଏୟାରପୋର୍ଟରେ ଚାଇନା ବାୟୁସେନାର…
ଦୋଷୀକୁ ବିନା କଷ୍ଟରେ ମୃତ୍ୟୁଦଣ୍ଡ: ନାଇଟ୍ରୋଜେନ ଗ୍ୟାସ ପରେ ଏବେ ଏହି ଘାତକ ଇଞ୍ଜେକସନର ବ୍ୟବହାର କରିବ ଆମେରିକା
ଅଲବାମା,୩୧।୫: ଆମେରିକାର ଦକ୍ଷିଣ ପୂର୍ବରେ ଅବସ୍ଥିତ ଅଲବାମା ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜ୍ୟର ଜଣେ ବ୍ୟକ୍ତିଙ୍କୁ ଦୁଇ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିବା ଅଭିଯୋଗରେ ସାଂଘାତିକ ଇଞ୍ଜେକସନ ଦିଆଯାଇଥିଲା। ଅଭିଯୁକ୍ତଙ୍କ ନାମ ଜାମି…
ସମସ୍ତ ୩୪ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ
ନ୍ୟୁୟର୍କ,୩୧।୫: ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (୭୭)ଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର (ମେ ୩୧, ୨୦୨୪), ସେ ହସ ମନି ଟ୍ରାଏଲ ସହ ଜଡିତ ସମସ୍ତ ୩୪ ଟି…
ନିର୍ବାଚନ ପୂର୍ବରୁ ବ୍ରିଟିଶ ପାର୍ଲାମେଣ୍ଟ ଭଙ୍ଗ: ଜୁଲାଇ ୪ରେ ନିର୍ବାଚନ
ଲଣ୍ଡନ,୩୦ା୫: ଜୁଲାଇ ୪ରେ ବ୍ରିଟେନ୍ ସାଧାରଣ ନିର୍ବାଚନ ହେବାକୁ ଯାଉଥିଲା ବେଳେ ଗୁରୁବାର ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଏଥିସହ ୫ ସପ୍ତାହ ପ୍ରଚାର ସମୟ ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନରେ କଞ୍ଜରଭେଟିଭ୍ ପାର୍ଟିକୁ ହରାଇ ଲେବର ପାର୍ଟି ୧୪ ବର୍ଷ ପରେ…
ଯେ କୌଣସି ସମୟରେ ପରମାଣୁ ବୋମା ବ୍ୟବହାର କରିପାରେ ପାକିସ୍ତାନ, କହିଲା ଆମର ନୋ ଫାଷ୍ଟ ୟୁଜ ନୀତି ନାହିଁ…
ଇସଲାମାବାଦ,୩୦।୫: ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରରେ ପାକିସ୍ତାନ ପ୍ରଥମ ବ୍ୟବହାର ନୀତି ଅନୁସରଣ କରୁନାହିଁ। ଦେଶର ଆଣବିକ ଅସ୍ତ୍ର ପ୍ରତିରୋଧର ବିକାଶ ପାଇଁ ଏବଂ ଶତ୍ରୁଙ୍କ ବିପଦକୁ ଦୃଷ୍ଟିରେ ରଖି ଏହା ବ୍ୟବହାର କରାଯିବ। ପାକିସ୍ତାନର ନ୍ୟାସନାଲ କମାଣ୍ଡ ଅଥରିଟିର ପରାମର୍ଶଦାତା ତଥା…
ଥରିଲା ମ୍ୟାନ୍ମାର, ରିକ୍ଟର ସ୍କେଲ୍ରେ ତୀବ୍ରତା ଥିଲା…
ମ୍ୟାନ୍ମାର,୨୯ା୫: ବୁଧବାର ମ୍ୟାନ୍ମାରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ ଯେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୬ ମାପ କରାଯାଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମ୍ୟାନ୍ମାରରେ ଏହି ଭୂକମ୍ପ…
ପାକିସ୍ତାନର ପ୍ରତିଟି ବ୍ୟକ୍ତି ଚାହାନ୍ତି ମୋଦି ନିର୍ବାଚନରେ ପରାଜିତ ହୁଅନ୍ତୁ, ରାହୁଲ-କେଜ୍ରିଓ୍ବାଲଙ୍କୁ ଆଗୁଆ ଶୁଭକାମନା ଦେଲେ…
ଇସଲାମାବାଦ,୨୯।୫: ପାକିସ୍ତାନର ପ୍ରତିଟି ବ୍ୟକ୍ତି ନରେନ୍ଦ୍ର ମୋଦି ନିର୍ବାଚନ ହାରି ଯାଆନ୍ତୁ ବୋଲି ଚାହାନ୍ତି। ସେମାନେ ମୋଦିଙ୍କୁ ହରାଇବା ଲାଗି ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମମତା ବାନାର୍ଜୀଙ୍କୁ ଶୁଭକାମନା ଜଣାଇଛନ୍ତି। କିଛି ଏଭଳି ବୟାନ ଦେଇ ଚର୍ଚ୍ଚାରେ ପାକିସ୍ତାନର…
ବିଶ୍ୱର ଲକ୍ଷ ଲକ୍ଷ ଲୋକେ ଶେୟାର କରୁଛନ୍ତି ଏହି ଫଟୋ, ଜାଣନ୍ତୁ ଏହାର ଅର୍ଥ କ’ଣ ?
ନୂଆଦିଲ୍ଲୀ,୨୯।୫: ଗୋଟିଏ ଫଟୋ ଏବେ ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେଉଛି। ତେବେ ଏହି ଫଟୋ କ’ଣ ଲେଖା ଅଛି, କାହିଁକି ଏହାକୁ ଲୋକେ ଏତେ ମାତ୍ରାରେ ଶେୟାର କରୁଛନ୍ତି ? ପ୍ରକୃତରେ ଇସ୍ରାଏଲର ଗାଜା ସହର ଉପରେ ସବିଶେଷ…
ଇସ୍ରାଏଲ୍ ରକେଟ୍ରେ ଏମିତି କିଛି ଲେଖିଦେଲେ ନିକ୍କି ହାଲି:ଫଟୋ ହେଉଛି ଭାଇରାଲ
ଓ୍ବାଶିଂଟନ୍,୨୯।୫: ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ନର ନିକ୍କି ହାଲି ଇସ୍ରାଏଲ ଗସ୍ତ ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ରକେଟରେ କିଛି ଶବ୍ଦ ଲେଖି ଉତ୍ସାହିତ କରିଥିଲେ। ସେ ମେମୋରିୟଲ୍ ଡେ’ରେ ଇସ୍ରାଏଲରେ ପହଞ୍ଚିଥିଲେ। ଏଠାରେ ସେ ‘ଫିନିଶ୍ ଦେମ୍’ ଲେଖି ରକେଟରେ…
Archives


