ଅନ୍ତର୍ଜାତୀୟ

କିଏ କବାଟ ତ କିଏ ଲୁଟି ନେଉଛି ଇଟା…ୟୁନୁସ୍‌ଙ୍କ ଚେତାବନୀ ସତ୍ତ୍ୱେ ଶେଖ ମୁଜିବୁର ରେହମାନଙ୍କ ଘରୁ ଲୁଟ୍‌ପାଟ୍‌ ଜାରି

ଢାକା,୭।୨:ବାଂଲାଦେଶର ଧାନମଣ୍ଡିର ରୋଡ୍‌ ୩୨ରେ ଅବସ୍ଥିତ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ଘର ଏକ ଭୂତକୋଠିରେ ପରିଣତ ହୋଇଗଲାଣି। ପୋଡ଼ାଜଳା ଏବଂ ଲୁଟପାଟ ପରେ ଲୋକମାନେ ଏବେ ଧ୍ୱଂସପ୍ରାପ୍ତ ଐତିହାସିକ ଘରୁ ଲୁହା ରଡ୍‌ କାଟି ନେଉଛନ୍ତି। ସେମାନେ ସେହି…

କୌଣସି ଦେଶକୁ ଧ୍ୱଂସ କରିପାରିବ କି ଆମେରିକା? ଏପରି ନିୟମ ବିଷୟରେ ଜାଣିଲେ ଥରି ଉଠିବେ…

ଓ୍ବାଶିଂଟନ୍‌,୭।୨: ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହିଛନ୍ତି, ଆମେରିକା ଏବଂ ଇସ୍ରାଏଲ ମିଶି ଇରାନକୁ ଖଣ୍ଡ ଖଣ୍ଡ…

ଇରାନ-ଭାରତର ବନ୍ଧୁତାକୁ ସହି ପାରୁନି ଆମେରିକା, ଟେନସନରେ ଭାରତ!

ଓ୍ବାଶିଂଟନ/ନୂଆଦିଲ୍ଲୀ,୭।୨: ଆମେରିକାରେ କ୍ଷମତାକୁ ଫେରିବା ପରଠାରୁ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଦମନ କରିବା ପାଇଁ ପ୍ରତ୍ୟେକ ପ୍ରକାରର ପଦ୍ଧତି ଗ୍ରହଣ କରିଆସୁଛନ୍ତି। ତଥାପି, ଏବେ ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଅଧିକ ଚାପ ପକାଇବା ପାଇଁ ରଣନୀତିର ଅଂଶ ଭାବରେ…

‘ମୋତେ ସୁଯୋଗ ମିଳିଲେ, ମୁଁ ଗୋଟିଏ କ୍ଷଣ ବି ଚିନ୍ତା କରିବନି ତୁମକୁ ହତ୍ୟା କରିବାକୁ’, ଟ୍ରମ୍ପକୁ ଏମିତି ଧମକ ଦେଲେ ଇରାନ ସାଂସଦ

ତେହରାନ,୭।୨: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ନିକଟରେ ଟ୍ରମ୍ପ ଗାଜା ସମ୍ପର୍କରେ ତାଙ୍କର ଯୋଜନା ଉପସ୍ଥାପନ କରିଥିଲେ। ଇରାନ ଏହା ବିରୋଧରେ ପ୍ରତିବାଦ କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ଗାଜା ଷ୍ଟ୍ରିପକୁ ମିଶ୍ରଣ ଏବଂ ପୁନଃବିକଶିତ…

ଆମେରିକାକୁ ବଡ଼ କ୍ଷତି ପହଞ୍ଚାଉଛି ପାକିସ୍ତାନ, ଏଫବିଆଇର ବଡ଼ ଆକ୍ସନ

ଓ୍ବାଶିଂଟନ/ଇସଲାମାବାଦ,୭।୨: ଏକ ବଡ଼ ତଥ୍ୟ ସାମ୍ନାକୁ ଆଣି ଆମେରିକୀୟ ଗୁଇନ୍ଦା ସଂସ୍ଥା FBI (ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ) କହିଛି ଯେ ଆମେରିକୀୟ ନ୍ୟାୟ ବିଭାଗ (DOJ) ପାକିସ୍ତାନରୁ କାର୍ଯ୍ୟ କରୁଥିବା ଏକ ବଡ଼ ସାଇବର ଅପରାଧ ଗ୍ୟାଙ୍ଗ ବିରୋଧରେ କଠୋର…

ଟ୍ରମ୍ପଙ୍କୁ ‘ଗୋଲ୍ଡେନ ପେଜର୍‌’ ଉପହାର ଦେଲେ ନେତାନ୍ୟାହୁ, ପଛରେ ରହିଛି ଏହି କାରଣ

ଜେରୁଜେଲମ, ୭।୨: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହ୍‌ବାଇଟ୍‌ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ଟ୍ରମ୍ପଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଏକ ‘ଗୋଲ୍ଡେନ ପେଜର୍‌’…

ବିବାଦ ମଧ୍ୟରେ ଟ୍ରମ୍ପଙ୍କ ବଡ ନିଷ୍ପତ୍ତି: ୯,୭୦୦ ରୁ ଅଧିକ USAID କର୍ମଚାରୀଙ୍କୁ ବହିଷ୍କାର କରିବେ: ରିପୋର୍ଟ

ନୂଆଦିଲ୍ଲୀ,୭ା୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ବିଶ୍ୱବ୍ୟାପୀ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟରେ ଏଜେନ୍ସିର ମୋଟ ୧୦,୦୦୦ ରୁ ଅଧିକ କର୍ମଚାରୀଙ୍କ ମଧ୍ୟରୁ ୩୦୦ ରୁ କମ୍ କର୍ମଚାରୀଙ୍କୁ ରଖିବାକୁ ଯୋଜନା କରୁଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସକୁ ଗୁରୁବାର…

କିଏ ସେହି ବାଂଲାଦେଶୀ ସୁନ୍ଦରୀ, ଯାହାକୁ ଦେଖି ଭୟଭୀତ ହୋଇଗଲେ ୟୁନୁସ୍‌ ସରକାର! ଜାଣନ୍ତୁ ପୂରା ଘଟଣା

ଢାକା,୭।୨: ବାଂଲାଦେଶ ପୋଲିସ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସମାଲୋଚନା କରିବା ପରେ ଅଭିନେତ୍ରୀ ମେହେର ଆଫରୋଜ ଶୋନଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରିଛି। କିଛି ଘଣ୍ଟା ପୂର୍ବରୁ ଜମାଲପୁରରେ ତାଙ୍କ ପରିବାରର ଘର ପୋଡ଼ି ଯାଇଥିଲା। ଶୋନ ଏବଂ ତାଙ୍କ ପରିବାର ଆୱାମୀ…

ପୁଣି ବଡ଼ ଆକ୍ସନ ନେଲେ ଟ୍ରମ୍ପ: ଅନ୍ତର୍ଜାତୀୟ ଅପରାଧ ଅଦାଲତ ବିରୋଧରେ ପ୍ରତିବନ୍ଧକ ଘୋଷଣା

ଓ୍ବାଶିଂଟନ,୭।୨: ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଆସୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅନ୍ତର୍ଜାତୀୟ ଅପରାଧ ଅଦାଲତ(ଆଇସିସି) ବିରୋଧରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ତାଙ୍କର ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ, ସେ ଏହି ସଂଗଠନକୁ…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲା ବାଂଲାଦେଶ: ଏମିତି କଲେ ପରିସ୍ଥିତି ହେବ ଖରାପ

ଢାକା,୭।୨(ପି.ଟି.):ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଭାରତରେ ରହିଥିବାବେଳେ ମିଥ୍ୟା ଓ ମନଗଢ଼ା ମନ୍ତବ୍ୟ ଦେଉଥିବା ନେଇ ଢାକା ଗୁରୁବାର ନୂଆଦିଲ୍ଲୀ ନିକଟରେ ପ୍ରତିବାଦ ଜଣାଇଛି। ବାଂଲାଦେଶର ସାମ୍ପ୍ରତିକ ଶାସନ ବିରୋଧରେ ପ୍ରତିରୋଧ ପାଇଁ ଦେଶବାସୀ ସଂଗଠିତ ହେବାକୁ ବୁଧବାର ରାତିରେ…

ହାସିନାଙ୍କ ପୈତୃକ ଘର ଜାଳିଦେଲେ ବିକ୍ଷୋଭକାରୀ

ଢାକା,୭।୨:ବାଂଲାଦେଶରେ ବିକ୍ଷୋଭକାରୀମାନେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ପୁରୁଣା ପୈତୃକ ଘର ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇଦେଇଛନ୍ତି। ଏଥିସହିତ ହାସିନାଙ୍କ ଦଳର କେତେଜଣ ସଦସ୍ୟଙ୍କ ଘର ମଧ୍ୟ ଭଙ୍ଗାରୁଜା କରାଯାଇଛି। ଗତବର୍ଷ ଜୁଲାଇ-ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ…

ପ୍ରତ୍ୟର୍ପିତଙ୍କ ହାତରେ ହ୍ୟାଣ୍ଡ୍‌କଫ୍‌, ଗୋଡ଼ରେ ବେଡ଼ି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୭ା୨:ହାତରେ ହ୍ୟାଣ୍ଡ୍‌କଫ୍‌, ଗୋଡ଼ରେ ବେଡ଼ି। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ୧୦୪ ଭାରତୀୟଙ୍କୁ ଟ୍ରମ୍ପ୍‌ ପ୍ରଶାସନ ସେନା ବିମାନରେ ଏଭଳି ପଠାଇ ଦେଇଛି ଭାରତକୁ। ବିମାନରେ ସମସ୍ତଙ୍କ ପାଇଁ ଗୋଟିଏ ମାତ୍ର ଟଏଲେଟ୍‌ ଥିଲା। ଦୀର୍ଘ ଯାତ୍ରାବେଳେ ଶିକୁଳିରେ ବନ୍ଧାହୋଇଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri