ଅନ୍ତର୍ଜାତୀୟ

ପୁଣିଥରେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା! ଜବାବ ଦେଲା ତେହେରାନ

ଓ୍ବାଶିଂଟନ,୯।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ପୁଣି ଏକ ଷଡଯନ୍ତ୍ର ରଚାଯାଇଛି। ଏଥର ଟ୍ରମ୍ପଙ୍କୁ ହତ୍ୟା ଷଡଯନ୍ତ୍ରରେ ଇରାନର ନାମ ସାମ୍ନାକୁ ଆସୁଛି। ଅଭିଯୋଗ ହୋଇଛି ଯେ ସମଗ୍ର ଦାୟିତ୍ୱ ଆଫଗାନିସ୍ତାନ ନାଗରିକ ଫରହାଦ…

କାନାଡା ବନ୍ଦ କଲା ଫାଷ୍ଟ ଟ୍ରାକ୍‌ ଭିଜା ପ୍ରୋଗ୍ରାମ, ଜାଣନ୍ତୁ ଭାରତୀୟ ଛାତ୍ରଙ୍କ ଉପରେ କ’ଣ ପଡିବ ଏହାର ପ୍ରଭାବ

ଓଟାଓ୍ବା/ନୂଆଦିଲ୍ଲୀ,୯।୧୧: କାନାଡା ଶୁକ୍ରବାର ଏହାର ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) କାର୍ଯ୍ୟକ୍ରମ ବନ୍ଦ କରିବାକୁ ଘୋଷଣା କରିଛି। ଏହା ଏକ ଫାଷ୍ଟ-ଟ୍ରାକ ଅଧ୍ୟୟନ ଅନୁମତି ପ୍ରକ୍ରିୟା ଯାହା ହଜାର ହଜାର ଅନ୍ତର୍ଜାତୀୟ ଛାତ୍ରଙ୍କୁ କାନାଡାରେ ଉଚ୍ଚଶିକ୍ଷା ପାଇଁ ଶୀଘ୍ର ଭିସା ପାଇବାକୁ…

ନିର୍ବାଚନ ସିନା ଜିତିଗଲେ, ଟ୍ରମ୍ପଙ୍କ ବିପକ୍ଷରେ ଚାଲୁଛି ୪ ଅପରାଧିକ ମାମଲା; ନଭେମ୍ବର ୨୬ ଦଣ୍ଡାଦେଶ ଉପରେ ଏବେ ନଜର

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରେଟିକ୍‌ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାଜିତ କରିଛନ୍ତି। ସାରା ଦେଶରେ ତାଙ୍କ ସମର୍ଥକ ନାଚିଗାଇ ବିଜୟର ଉତ୍ସବ ପାଳନ କରୁଛନ୍ତି। ଏସବୁ ମଧ୍ୟରେ ଟ୍ରମ୍ପଙ୍କ ବିପକ୍ଷରେ କୋର୍ଟରେ ଚାଲୁଥିବା ମାମଲାଗୁଡ଼ିକ ଆଗାମୀ…

ଟ୍ରମ୍ପ ଜିତିବାରୁ କାହିଁକି କାନାଡାରେ ଘୋଷଣା ହେଲା ‘ହାଇ ଆର୍ଲଟ’? ଆସିଲା ବଡ଼ କାରଣ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ପରେ ଆମେରିକାର ପରିବର୍ତ୍ତନ ନୀତିକୁ ନେଇ ବିଶ୍ୱର ଅନେକ ଦେଶ ଭୟଭୀତ ଅଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ଅନେକ ଘୋଷଣା କରିଥିଲେ ଯାହା ଅନେକ ଦେଶ ଉପରେ…

ପାକିସ୍ତାନରେ ଲକ୍‌ଡାଉନ୍‌, ସ୍ଥିତି ସାଂଘାତିକ, ୨୦୦୦ ପାର୍‌ କଲା…

ଇସଲାମବାଦ,୯।୧୧: ପାକିସ୍ତାନରେ ସ୍ଥିତି ଭୟଙ୍କର। ଏନେଇ ଶେୟବାଜ ସରକାର ନେଲେ ବଡ଼ ନିଷ୍ପତ୍ତି। ପ୍ରଦେଶରେ ଘୋଷଣା ହୋଇଛି ଲକ୍‌ଡାଉନ। କେବଳ ଭାରତ ନୁହେଁ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ବାୟୁ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହୋଇଛି। ଏଠାରେ ପଞ୍ଜାବ ପ୍ରଦେଶରେ ଏୟାର…

କିଏ ଏହି ଟ୍ରମ୍ପଙ୍କ ଘନିଷ୍ଠ କାଶ୍‌ ପଟେଲ, ହୋଇପାରନ୍ତି CIA ମୁଖ୍ୟ, ରାମ ମନ୍ଦିର ସହ ଅଛି ଲିଙ୍କ୍‌

ଓ୍ବାଶିଂଟନ୍‌,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ହରାଇଛନ୍ତି। ୪ ବର୍ଷ ପରେ ପୁଣି ଟ୍ରମ୍ପ ଦିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଟ୍ରମ୍ପ ବହୁମତ ୨୭୦ ହାସଲ କରିବା ସହ…

ଏହି ମହିଳା ଚା’ ବାଲାଙ୍କ ପାଖରେ ବସନ୍ତି ବଡ଼ ବଡ଼ ଧନୀ, ଜାଣନ୍ତୁ ତାଙ୍କ ବିଷୟରେ…

ଲଣ୍ଡନ,୯।୧୧: ଋଷି ସେଠିୟା। ୟୁନାଇଟେଡ କିଙ୍ଗଡମର ଜଣେ ପ୍ରଭାବଶାଳୀ ତଥା ଧନୀକ ପରିବାରରୁ ସେ ଆସନ୍ତି । ତାଙ୍କ ପରିବାର ବ୍ୟବସାୟ ତଥା ବାଣିଯ୍ୟ ପାଇଁ ଜଣାଶୁଣା। କହିରଖୁଛୁୁ, ଋଷିଙ୍କ ବାପା ନିର୍ମଳ କୁମାର ସେଠିୟା ଜଣେ ସଫଳ ଉଦ୍ୟୋଗପତି ଭାବରେ…

ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ: ୨୧ ମୃତ, ୩୦ରୁ ଅଧିକ ଆହତ

ଇସଲାମାବାଦ,୯।୧୧: ପାକିସ୍ତାନରୁ ଏକ ବଡ ଖବର ଆସିଛି। ଶନିବାର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେଶନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ…

ଶେଷରେ ଭୁଲ୍‌ ମାନିଲେ ଜଷ୍ଟିନ ଟ୍ରୁଡୋ: କାନାଡାରେ ଅଛନ୍ତି…

ଓଟଓ୍ବା,୯।୧୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦୋମୁହାଁ ଚରିତ୍ର ପୁଣି ଥରେ ପ୍ରକାଶ ପାଇଛି। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଟ୍ରୁଡୋ ଏବଂ ତାଙ୍କ ସରକାରଙ୍କ ବିରୋଧରେ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି। ସେ ବିଚ୍ଛିନ୍ନତାବାଦୀଙ୍କୁ ଆତଙ୍କବାଦୀ ବୋଲି ଭାବିବାକୁ…

ସୁସି ଓ୍ବିଲ୍ସଙ୍କୁ ଚିଫ୍‌ ଅଫ୍‌ ଷ୍ଟାଫ୍‌ ମନୋନୀତ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୯ା୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଭାବେ ସୁସି ଓ୍ବିଲ୍ସଙ୍କୁ ମନୋନୀତ କରିଛନ୍ତି। ଟ୍ରମ୍ପ୍‌ଙ୍କ ପ୍ରଚାରର ସଫଳ ପରିଚାଳନା କରିଥିଲେ ସୁସି। ସେ ଟ୍ରମ୍ପ୍‌ଙ୍କର ଘନିଷ୍ଠ ହୋଇଥିବାବେଳେ ଅତ୍ୟନ୍ତ ଶୃଙ୍ଖଳିତ ଏବଂ ଖୁବ୍‌…

ଭାରତ ବିଶ୍ୱ ମହାଶକ୍ତି ତାଲିକାରେ ରହିବାକୁ ହକ୍‌ଦାର: ପୁଟିନ୍‌

ମସ୍କୋ,୯ା୧୧: ଭାରତର ଅର୍ଥନୀତି ଏବେ ଅନ୍ୟ ଦେଶଗୁଡ଼ିକଠାରୁ ଦ୍ରୁତ ବେଗରେ ଅଗ୍ରଗତି କରୁଛି। ତେଣୁ ଏହା ବିଶ୍ୱ ମହାଶକ୍ତି ତାଲିକାରେ ସ୍ଥାନ ପାଇବାକୁ ହକ୍‌ଦାର ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ କହିଛନ୍ତି। ସୋଚିଠାରେ ଭାଲ୍‌ଡାଇ ଡିସ୍‌କସନ କ୍ଲବ୍‌ର ଅଧିବେଶନକୁ ଉଦ୍‌ବୋଧନ…

ମିଶିଯିବେ ପୁଟିନ୍‌-ଟ୍ରମ୍ପ! ପୁଟିନ୍‌ କଲେ ବଡ଼ ଘୋଷଣା…

ମସ୍କୋ,୮।୧୧: ସୁପରପାଓ୍ବାରର ମୁକୁଟ ପିନ୍ଧିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆଗାମୀ ବର୍ଷ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପଙ୍କ ଆମେରିକା ଦଖଲ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଶ୍ୱର ସବୁ ଦେଶର ମୁଖ୍ୟ ତାଙ୍କୁ ଶୁଭେଚ୍ଛା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri