ଦେଶ ଛାଡି ପଳାଇଲେ ସିରିଆ ରାଷ୍ଟ୍ରପତି, ଏହି କାରଣ ପାଇଁ ବଢୁଛି ଇସ୍ରାଏଲର ଚିନ୍ତା
ଦାମସକସ,୮।୧୨: ସିରିଆର ବିଦ୍ରୋହୀମାନେ ପୁଣି ଥରେ ସରକାରଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡିଥିବା ଖବର ରହିଛି। ସମସ୍ତ ଘଟଣାକ୍ରମ ହେତୁ ବର୍ତ୍ତମାନ ଇସ୍ରାଏଲ ମଧ୍ୟ ଭୟଭୀତ ଅନୁଭବ କରୁଛନ୍ତି। ଏକ ଭୟ ରହିଛି...
ଡାମାସ୍କସ୍ରେ ସିରିଆ ବିଦ୍ରୋହୀ
ଡାମାସ୍କସ୍୮।୧୨: ସିରିଆର ବିଦ୍ରୋହୀ ଯୋଦ୍ଧାମାନେ ଶନିବାର ରାତିରେ ରାଷ୍ଟ୍ରପତି ବଶର ଅଲ୍-ଅସାଦ ରହୁଥିବା ରାଜଧାନୀ ଡାମାସ୍କସ୍ର କେତେକ ଉପନଗରରେ ପହଞ୍ଚତ୍ ଯାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀମାନେ ଦାରା ସମେତ ୪ ସହରକୁ ଦଖଲ କରିସାରିଛନ୍ତି। ଡାମାସ୍କସ୍ ସେମାନଙ୍କର ଶେଷ ଟାର୍ଗେଟ ବୋଲି...
ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ମିଳୁଛି ସ୍ମୋକିଂ ବ୍ରେକ୍
ବ୍ରିସ୍ବେନ: ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡସ୍ଥିତ ଆରେଥୁସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବିଦ୍ୟାଳୟ ନିଜ ଛାତ୍ରୀଛାତ୍ରମାନଙ୍କୁ ଧୂମପାନ କରିବାକୁ ଅନୁମତି ପ୍ରଦାନ କରିଛି। ଉକ୍ତ ବିଦ୍ୟାଳୟର କ୍ୟାମ୍ପସ୍ ମଧ୍ୟରେ ସିଗାରେଟ ଟାଣିବା ପାଇଁ...
ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଅଧିକାରୀ
ଇସଲାମାବାଦ,୭।୧୨: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦକ୍ଷ ଯୁବକ ଯୁବତୀ, ବିଶେଷକରି ହିନ୍ଦୁ ସମ୍ପ୍ରଦାୟ, ପ୍ରତିବନ୍ଧକ ଭାଙ୍ଗି ବଡ଼ ସଫଳତା ହାସଲ କରୁଛନ୍ତି। ରାଜେନ୍ଦ୍ର ମେଘୱାର ସେମାନଙ୍କ ମଧ୍ୟରୁ ଅନ୍ୟତମ। ପାକିସ୍ତାନ ପୋଲିସ ସେବା (ପିଏସପି) ରେ ଯୋଗ ଦେଇଥିବା ପ୍ରଥମ...
ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ଲଗାଇ ଦେଲେ ନିଆଁ, ଜଳିଗଲା ଅନେକ ମୂର୍ତ୍ତି!
ଢାକା,୭।୧୨: ବାଂଲାଦେଶରେ ହିନ୍ଦୁମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ହିନ୍ଦୁମାନଙ୍କ ଘର ଜାଳିବା ବ୍ୟତୀତ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ମଧ୍ୟ ଅନେକ ଥର ସାମ୍ନାକୁ ଆସିଥିଲା। ଏବେ ପୁଣି ଥରେ ଇସ୍କନ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଇସ୍କ ନିଜେ...
ସାରା ବିଶ୍ୱରେ ଖେଳିଯିବ ଆତଙ୍କ: ବୈଜ୍ଞାନିକମାନେ ଦେଲେ ଚେତାବନୀ
ନୂଆଦିଲ୍ଲୀ,୬।୧୨: ଜଳବାୟୁ ପରିବର୍ତ୍ତନ ହେତୁ ଖୁବ୍ ଆର୍କଟିକ ଗ୍ଲେସିୟର ସମ୍ପୂର୍ଣ୍ଣ ଲୋପ ପାଇବାକୁ ଯାଉଛି। ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡିଛି। ଏହାର ଅର୍ଥ ହେଉଛି ୨୦୨୭ ସୁଦ୍ଧା ପ୍ରଥମ ଥର ପାଇଁ ଏଠାରେ ଗ୍ରୀଷ୍ମ ଋତୁ ଆସିପାରେ। ଅଧ୍ୟୟନ...
କାଲିଫର୍ନିଆରେ ୭ ତୀବ୍ରତାର ବଡ଼ ଭୁମିକମ୍ପ: ପ୍ରଥମେ ସୁନାମି ଚେତାବନୀ ଜାରି ପୁଣି ନିଷ୍ପତ୍ତି ବଦଳାଇଲେ ସରକାର
ନୂଆଦିଲ୍ଲୀ,୬।୧୨: ଗୁରୁବାର ଆମେରିକାର ଉତ୍ତର କାଲିଫର୍ନିଆରେ ବଡ ଧରଣର ଭୂମିକମ୍ପ ହୋଇଛି। ଏହାପରେ ଅଧିକାରୀମାନେ ପ୍ରଥମେ ସୁନାମି ଚେତାବନୀ ଦେଇଥିଲେ କିନ୍ତୁ କିଛି ସମୟ ପରେ ଏହାକୁ ବାତିଲ କରିଥିଲେ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଓରେଗନ୍ ସୀମା ନିକଟ...
ଫ୍ରାନ୍ସ ସରକାର ଭାଙ୍ଗିଲା
ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମିଶେଲ ବର୍ନିଅର ପାର୍ଲାମେଣ୍ଟରେ ଅନୁଷ୍ଠିତ ଆସ୍ଥାଭୋଟରେ ପରାଜିତ ହେବା ପରେ ତାଙ୍କ ସରକାର ଭାଙ୍ଗିଯାଇଛି। ସରକାର ପତନ ପାଇଁ ୨୮୮ ଭୋଟ ଆବଶ୍ୟକ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୩୩୧ ଜଣ ଆଇନପ୍ରଣେତା ମତଦାନ କରିଛନ୍ତି। ଫଳରେ ସରକାର...
ପୁଷ୍ପା-୨ ସ୍କ୍ରିନିଂ ସମୟରେ ଦଳାଚକଟାରେ ମହିଳା ମୃତ, ଅଲୁ ଅର୍ଜୁନଙ୍କ ନାଁରେ ରୁଜୁ ହେଲା ମାମଲା
ହାଇଦ୍ରାବାଦ, ୫ା୧୨: ପୁଷ୍ପା-୨ ର ପ୍ରିମିୟର ସମୟରେ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ନିକଟରେ ହୋଇଥିବା ଦଳାଚକଟାରେ ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ପୁଷ୍ପରାଜ ଅଲୁ ଅର୍ଜୁନଙ୍କ...
ସିଧା ଚିଫ ଗେଷ୍ଟଙ୍କ କୋଳରେ ଲ୍ୟାଣ୍ଡ କଲେ ପରାଗ୍ଲାଇଡର, ଭିଡିଓ ଭାଇରାଲ
ଇସଲାମାବାଦ,୫।୧୨: ପାକିସ୍ତାନରେ ଏକ ଇଭେଣ୍ଟ ସମୟରେ ହଠାତ ଜଣେ ପାରାଗ୍ଲାଇଡର୍ ଅବତରଣ କରିବାର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ୟୁଜର୍ସଙ୍କୁ ହସାଇ ହସାଇ ବେଦମ କରୁଛି। ଲୋକପ୍ରିୟ ଆକାଉଣ୍ଟ ‘ଘର କେ କଲେଶ’...
ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ହିଂସା, ଘର ଛାଡିଲେଣି ୨୦୦ ପରିବାର
ଢାକା,୫।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହିଂସା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୟୁନୁସ ସରକାରଙ୍କ ହସ୍ତକ୍ଷେପ ସତ୍ତ୍ୱେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ମୌଳବାଦୀଙ୍କ ଏକ ଦଳ ସୁମଙ୍ଗଞ୍ଜ ଜିଲାର ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ବୁଧବାର...
ବିଶ୍ୱକୁ ସ୍ତବ୍ଧ କଲା ଭାରତ: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ
ମସ୍କୋ,୫।୧୧:ଭାରତ ପୁଣି ଥରେ ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏଥର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପଦକ୍ଷେପକୁ ବିଶେଷ କରି ମେକ ଇନ ଇଣ୍ଡିଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ କ୍ଷୁଦ୍ର ଓ...
Archives


