ହସିନାଙ୍କୁ ମାଗୁଛି ବାଂଲାଦେଶ, ହେଲେ ୟୁନୁସ ସରକାର କରିଦେଲେ ଏମିତି ଭୁଲ, ଏବେ ଭାରତ କ’ଣ କରିବ ଜାଣନ୍ତୁ
ଢାକା/ନୂଆଦିଲ୍ଲୀ,୩।୧: ବାଂଲାଦେଶ ବାରମ୍ବାର ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଛି। ସେ ଭାରତକୁ ନିବେଦନ କରିଛି। ଏବେ ପ୍ରଶ୍ନ ହେଉଛି ଭାରତ ଶେଖ ହସିନାଙ୍କୁ ହସ୍ତାନ୍ତର କରିବ କି? ବାଂଲାଦେଶ କଥା ଭାରତ ମାନି ନେବ କି? ଅବା ଭାରତ...
ସିରିଆ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ
ତେଲ ଅଭିଭ,୩।୧: ଗୁରୁବାର ରାତିରେ ଇସ୍ରାଏଲ ସିରିଆର ଅଲେପ୍ପୋ ସହରର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ ସିରିଆ ସେନା ଶିବିର ଉପରକୁ ବୋମା ମାଡ଼ କରିଥିଲା। ସିରିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା ଅଲ-ସଫିରା ସହର ନିକଟରେ ଅବସ୍ଥିତ ଏକ...
‘ଘରେ ପଶି ମାରୁଛି ଭାରତ’, ପାକିସ୍ତାନ ଲଗାଉଛି ଅଜବ ଅଭିଯୋଗ
ଇସଲାମାବାଦ/ନୂଆଦିଲ୍ଲୀ,୩।୧: ସବୁଥର ପରି ଏଥର ମଧ୍ୟ ପାକିସ୍ତାନ ଭାରତକୁ ଭୟ କରୁଛି। ଏଥର ସେ ନିଜେ ଏହାକୁ ଗ୍ରହଣ କରିଛି। ସୂଚନାଯୋଗ୍ୟ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ନିଜ ଦେଶରେ ଆତଙ୍କବାଦୀଙ୍କ ବିରୋଧରେ ଭାରତର ଅଭିଯାନକୁ ନେଇ ଉଦବେଗ ପ୍ରକାଶ କରିଛି।...
ବାଇଡେନଙ୍କ ସ୍ତ୍ରୀଙ୍କୁ ଦାମୀ ଉପହାର ଦେଇଥିଲେ ମୋଦି: ଦାମ୍ ଜାଣିଲେ ଉଡିଯିବ ହୋଶ୍
ଓ୍ବାଶିଂଟନ୍,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ରେ ଆମେରିକାର ପ୍ରଥମ ଲେଡି ଜିଲ ବିଡେନଙ୍କୁ ୧୭ ଲକ୍ଷ ଟଙ୍କା ମୂଲ୍ୟର ହୀରା ଉପହାର ଦେଇଥିଲେ। ମୋଦିଙ୍କ ଏହି ଉପହାର ୨୦୨୩ରେ ଜିଲ ବାଇଡେନଙ୍କୁ ବିଦେଶୀ ନେତାଙ୍କଠାରୁ ମିଳିଥିବା ସବୁଠାରୁ ମହଙ୍ଗା ଉପହାର...
ବିଲ୍ଡିଂରେ ମାଡ଼ ହୋଇ କ୍ରାଶ୍ ହେଲା ବିମାନ: ୨ ମୃତ, ୧୮ ଆହତ
କାଲିଫର୍ନିଆ,୩।୧: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦକ୍ଷିଣ କାଲିଫର୍ନିଆର ଏକ ବ୍ୟବସାୟିକ ବିଲ୍ଡିଂରେ ବିମାନ ମାଡ଼ ହୋଇ କ୍ରାଶ୍ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୮ଜଣ ଆହତ ହୋଇଥିବା...
ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଭାରତ-ବାଂଲାଦେଶ, ଜଣେ ଅନ୍ୟଦେଶକୁ…
ଢାକା/ନୂଆଦିଲ୍ଲୀ,୩।୧: ଭାରତ ଗୁରୁବାର ୯୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ଯେ ଭାରତ ୯୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଏହି...
ହସ୍ପିଟାଲ୍ରେ ଭିଡ଼,ଶ୍ମଶାନଘାଟରେ ନାହିଁ ଜାଗା: କରୋନା ପରେ ଚାଇନାରେ ବ୍ୟାପୁଛି ଆଉ ଏକ ବିପଜ୍ଜନକ ଭାଇରସ୍
ବେଜିଂ,୩।୧:୨୦୨୦ରେ ବିଶ୍ୱକୁ ଆସିଥିବା କରୋନା ମହାମାରୀ ପରେ ଚାଇନାରେ ଆଉ ଏକ ବିପଜ୍ଜନକ ଭାଇରସ୍ ମାଡ଼ିବାରେ ଲାଗିଛି। ହ୍ୟୁମାନ୍ ମେଟାନ୍ୟୁମୋଭାଇରସ (ଏଚ୍ଏମ୍ପିଭି)ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ହସ୍ପିଟାଲରେ ବଢିବାରେ ଲାଗିଛି। ପରିସ୍ଥିତି ଏପରି...
ନୂଆବର୍ଷ ଆରମ୍ଭରେ ଆମେରିକାରେ ଖେଳିଗଲା ଆତଙ୍କ
ନ୍ୟୁଅର୍ଲିନ୍ସ/ଲାସ୍ଭେଗାସ୍/ଓ୍ବାଶିଂଟନ୍,୩ା୧:୨୦୨୫ ଜାନୁଆରୀ ୧ ସମୟ ଭୋର ୩ଟା ୧୫। ନବବର୍ଷ ପାଳନରେ ଆମେରିକୀୟମାନେ ମସ୍ଗୁଲ ଥିବାବେଳେ ନ୍ୟୁଅର୍ଲିନ୍ସର ବରବୋନ୍ ରାସ୍ତା ଉପରେ ଦ୍ରୁତଗତିରେ ମାଡ଼ିଆସିଥିଲା ଏକ ଟ୍ରକ୍। ଚାହୁଁ ଚାହୁଁ ଭିଡ଼ ଉପରେ ଚଢ଼ିଯାଇଥିଲା ସେହି ମୃତ୍ୟୁର ଯାନ। ଫୋର୍ଡ...
ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟଭୀତ ହୋଇ ଦୌଡିଲେ ଲୋକେ
ସାଣ୍ଟିଆଗୋ,୩।୧୨: ଚିଲିର କାଲାମା ନିକଟ ଆଣ୍ଟୋଫାଗାସ୍ତା ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଭୂକମ୍ପ। ଏହାର ତିବ୍ରତା ରିକ୍ଟର ସ୍କେଲରେ ୬.୨ ରହିଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍ଏସ୍ସି) ସୂଚନା ଦେଇଛି। ଭୂକମ୍ପର କେନ୍ଦ୍ରସ୍ଥଳ କାଲାମା ୮୪ କିଲୋମିଟର ଉତ୍ତର-ପଶ୍ଚିମ...
ଫେସବୁକ୍ ପ୍ରେମିକାଙ୍କୁ ଭେଟିବା ଲାଗି ପାକିସ୍ତାନ ସୀମା ଡେଇଁଥିଲେ ୟୁପିର ଯୁବକ, ଗିରଫ ହେବା ପରେ ଫସାଇଦେଲେ…
ଅଲିଗଡ଼/ଲାହୋର,୨।୧: ଫେସବୁକ୍ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା...
ଟ୍ରମ୍ପଙ୍କ ହୋଟେଲ ବାହାରେ ଜଳିଗଲା ମସ୍କଙ୍କ ସାଇବର ଟ୍ରକ୍, ଜଣେ ମୃତ ଦେଖନ୍ତୁ ଭିଡିଓ
ଓ୍ବାଶିଂଟନ,୨।୧: ଆମେରିକାରେ ପୁଣି ଥରେ ଏକ ଦୁର୍ଘଟଣା ଘଟିଛି। ପ୍ରଥମେ ନ୍ୟୁ ଆର୍ଲିନ୍ସରେ ଏକ ଟ୍ରକ ଅନେକ ଲୋକଙ୍କ ଉପର ମାଡି ଯାଇଥିବା ବେଳେ ଏବେ ଲସ ଭେଗାସରେ ଏକ ବିସ୍ଫୋରଣ ଘଟିଛି । ଟ୍ରମ୍ପ ଟାୱାର ବାହାରେ ଏହି...
ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୧୨ ପାଲେଷ୍ଟିନୀୟ ନିହତ
ଡେର୍ ଅଲ୍ ବଲାହ, ୨।୧:ନୂଆ ବର୍ଷରେ ମଧ୍ୟ ଗାଜାରେ ଇସ୍ରାଏଲ ଆକ୍ରମଣ କରିଛି। ଇସ୍ରାଏଲର ୩ ପୃଥକ୍ ଏୟାର ଷ୍ଟ୍ରାଇକ୍ରେ ବୁଧବାର ୧୨ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ଗାଜାର ଜାବାଲିୟା...
Archives


