ଅନ୍ତର୍ଜାତୀୟ

ଭାରତଠାରୁ ଏତିକି ଟଙ୍କାର ଋଣ ନେଇଛି ଆମେରିକା, ଜାଣିଲେ ଉଡିଜିବ ହୋସ୍‌

ଓ୍‌ବାଶିଂଟନ୍‌/ନୂଆଦିଲ୍ଲୀ,୧୭।୨: ଆପଣ ଅନେକ ଥର ଶୁଣିଥଥିବେ ଯେ ବିଶ୍ୱର ସୁପର ପାୱାର କୁହାଯାଉଥିବା ଆମେରିକା ଅନ୍ୟ ଦେଶଗୁଡ଼ିକୁ ଋଣ ଦିଏ। କିନ୍ତୁ ଏହା ସେପରି ନୁହେଁ। ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ମଧ୍ୟ ଅନ୍ୟ ଦେଶମାନଙ୍କଠାରୁ କୋଟି କୋଟି ଡଲାରର ଋଣୀ। ସବୁଠାରୁ…

ବାଂଲାଦେଶରେ ହଇଚଇ: ୟୁନୁସ୍‌ଙ୍କୁ ଅଲ୍ଟିମେଟମ୍‌ ଦେଲେ ଆନ୍ଦୋଳନକାରୀ, ଯଦି ଏପରି ନ ହୁଏ…

ଢାକା,୧୭।୨: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପୁଣି ଥରେ ବୃଦ୍ଧି ପାଇଛି। ଶେଖ ହାସିନାଙ୍କୁ କ୍ଷମତାରୁ ବାହାର କରିଥିବା ଛାତ୍ର ପ୍ରତିବାଦକାରୀମାନେ ପୁଣିଥରେ ହିଂସାତ୍ମକ ହେବାର ସଙ୍କେତ ଦେଖାଉଛନ୍ତି। ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଉପରେ ବିଏନପି ଏବଂ ଛାତ୍ର ଆନ୍ଦୋଳନ…

ପାକିସ୍ତାନର ହିନମନ୍ୟତା! ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ହଟାଇଲା ଭାରତର ପତାକା, ସୋସିଆଲ ମଡିଆରେ…

ଇସଲାମାବାଦ,୧୭।୨: ଚାମ୍ପିୟନ୍ସ ଟ୍ରଫି ୧୯ ଫେବୃଆରୀରୁ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ୧୯୯୬ ବିଶ୍ୱକପ ପରେ ଏହା ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି।…

ସିରିଆ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌, ଅଲ କାଏଦା ସହ ଜଡିତ ସିନିୟର କମାଣ୍ଡର ନିହତ

ଓ୍ବାଶିଂଟନ,୧୭।୨: ସିରିଆରେ ବିମାନ ଆକ୍ରମଣରେ ଆମେରିକୀୟ ସେନା ଅଲକାଏଦା ସହିତ ଜଡିତ ଏକ ଆତଙ୍କବାଦୀ ଗୋଷ୍ଠୀର ଜଣେ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରିଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ଏହି ସୂଚନା ଦେଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ରବିବାର (୧୬ ଫେବୃଆରୀ, ୨୦୨୫)…

ଆମେରିକାରୁ ନିର୍ବାସିତ ପ୍ରବାସୀ ମହିଳା-ଶିଶୁଙ୍କୁ ନେଇ ଟ୍ରମ୍ପ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ ଏହା କ’ଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୨: ପଞ୍ଜାବର ଅମୃତସରରେ ଦ୍ୱିତୀୟ ଆମେରିକୀୟ ସାମରିକ ବିମାନରୁ ଓହ୍ଲାଇଥିବା ନିର୍ବାସିତଙ୍କ ମଧ୍ୟରେ ଥିବା ମହିଳା ଏବଂ ପିଲାମାନଙ୍କୁ ‘ଉଡ଼ାଣ ସମୟରେ ଶିକୁଳିରେ ବାନ୍ଧି ଦିଆ ଯାଇନଥିଲା’। ରବିବାର ବିଭିନ୍ନ ସୂତ୍ରରୁ ଏହି ସୂଚନା ମିଳିଛି। ମହିଳା ଏବଂ ଶିଶୁ ସମେତ…

ପାକିସ୍ତାନର ଅମାନବୀୟ କାଣ୍ଡ, ସୀମାରେ କଲା ଏୟାର ଷ୍ଟ୍ରାଇକ, ୭ ପିଲା ମୃତ

ଇସଲାମାବାଦ,୧୭।୨: ପାକିସ୍ତାନ ବାୟୁସେନା ରବିବାର (୧୬ ଫେବୃଆରୀ, ୨୦୨୫) ରାତିରେ ଆଫଗାନିସ୍ତାନ ଏବଂ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ (ଟିଟିପି)ର ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ସାଇମନର ଉଭୟ ପାର୍ଶ୍ୱରେ ଥିବା ଟିଟିପି…

ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମଙ୍କୁ ହତ୍ୟା

ପ୍ରିଟୋରିଆ, ୧୭ା୨: ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମ ମୁହସିନ ହେଣ୍ଡ୍ରିକ୍ସଙ୍କୁ ରବିବାର ଦକ୍ଷିଣ ଆଫ୍ରିକାର ଗକେବରହା ସହରରେ ଗୁଳିକରି ହତ୍ୟା କରାଯାଇଛି। ୧୯୯୬ରେ ବିଶ୍ୱର ପ୍ରଥମ ଇମାମ ଭାବେ ସେ ସର୍ବସାଧାରଣରେ ନିଜ ସମଲିଙ୍ଗୀ ପରିଚୟକୁ ସ୍ବୀକାର କରିଥିଲେ। ମୁହସିନ ଗକେବରହା…

ବିନା ବାନ୍ଧବୀରେ ଚିଡ଼ିଆଖାନା ମନା

ଟୋକିଓ,୧୭।୨: ପୂର୍ବ ଜାପାନର ଟୋଚିଗି ଅଞ୍ଚଳସ୍ଥିତ ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାରେ କୌଣସି ପୁରୁଷ ଏକାକୀ ଭ୍ରମଣ କରିପାରିବେ ନାହିଁ। ଚିଡ଼ିଆଖାନା ମଧ୍ୟରେ ମହିଳାଙ୍କୁ ଦୁର୍ବ୍ୟବହାର, ଅସଦାଚରଣ, ଉତ୍ପୀଡ଼ନ ଆଦି ମାମଲା ବଢ଼ୁଥିବାରୁ କର୍ତ୍ତୃପକ୍ଷ ପୁରୁଷଙ୍କ ଉପରେ ଏପରି କଟକଣା ଲଗାଇଛନ୍ତି। ଏଠାରେ…

ନିର୍ବାଚନ କମିଶନରେ ଆମେରିକା ଟଙ୍କା

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୨(ପି.ଟି./ଏଜେନ୍ସି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆର୍ଥିକ ସହାୟତା ମିଳୁଥିଲା। ଟଙ୍କା ମିଳୁଥିବାବେଳେ ଜଣାପଡ଼ୁ ନ ଥିଲା। କିନ୍ତୁ ବନ୍ଦ ହୋଇଯିବା ପରେ ଏହି ବିଷୟ ରବିବାର ସାମ୍ନାକୁ ଆସିଛି। ନିର୍ବାଚନ କମିଶନଙ୍କୁ ମତଦାନ ବୃଦ୍ଧି ସକାଶେ ଆମେରିକା…

ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିରେ ଚିନ୍ତିତ ୟୁରୋପୀୟ ନେତା: ଜରୁରୀ ବୈଠକ ଡାକିଲେ ମାକରଁ

ପ୍ୟାରିସ୍‌,୧୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟର ପ୍ରଭାବ ସମ୍ପର୍କରେ ଆଲୋଚନା କରିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ ୟୁରୋପୀୟ ନେତାମାନଙ୍କ ଏକ ଜରୁରୀ ବୈଠକ ଡାକିଛନ୍ତି। ସୋମବାର ଏହି ବୈଠକ ପ୍ୟାରିସ୍‌ରେ ବସିବ ବୋଲି ଶନିବାର ମୁନିକଖ ସୁରକ୍ଷା…

ଭୁଶୁଡ଼ିଲା ସୁନା ଖଣି: ୪୮ ମୃତ

ବାମାକୋ, ୧୬।୨: ଆଫ୍ରିକୀୟ ଦେଶ ମାଲିର ପୂର୍ବବର୍ତ୍ତୀ ଅଞ୍ଚଳ କୋନିଏବା ଜିଲା ବିଲାଲି କୋଟୋଠାରେ ବେଆଇନ ଭାବେ ପରିଚାଳିତ ଏକ ସୁନା ଖଣି ଭୁଶୁଡ଼ି ପଡ଼ିବାରୁ ୪୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା କୋନିଏବା…

ମସ୍କଙ୍କ ବିବାଦୀୟ ବୟାନ, Barack Obama ଜଣେ ସମଲିଙ୍ଗୀ, ପୁରଷଙ୍କୁ ବିବାହ କରିଛନ୍ତି!

ଓ୍ବାଶିଂଟନ୍‌,୧୬।୨: Obama Couple ଜଣେ ସମଲିଙ୍ଗୀ। ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି। ଏପରି ବିବାଦୀୟ ବୟାନ ଦେଇଛନ୍ତି କୋଟିପତି ଏଲନ ମସ୍କଙ୍କ ବାପା ଏରୋଲ ମସ୍କ। ସମ୍ପ୍ରତି ପୂର୍ବତନ ଆମେରିକାର ପ୍ରଥମ ମହିଳା ମିଶେଲ ଓବାମା ଚର୍ଚ୍ଚାରେ ରହି ଆସିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri