ଅନ୍ତର୍ଜାତୀୟ

‘ଆମେ ତୁମକୁ ଖୋଜି ଖୋଜି ମାରିବୁ’, ଆମେରିକା ଏୟାର ଷ୍ଟ୍ରାଇକ ପରେ କାହା ଉପରେ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୨।୨: ସୋମାଲିଆରେ ଆଇଏସ୍‌ ଘାଟି ଉପରେ ଆମେରିକା ବିମାନ ଆକ୍ରମଣ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏହି ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ, ଆମେରିକୀୟ ସେନା ସୋମାଲିଆର ଗୁମ୍ଫାରେ ଲୁଚି ରହିଥିବା ଆଇଏସ୍‌ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲା।...

US Tariff War: ଆକ୍ସନ ମୁଡ୍‌ରେ ଟ୍ରମ୍ପ…କାନାଡା-ଚାଇନା-ମେକ୍ସିକୋ ଉପରେ ଭାରୀ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ

ଓ୍ବାଶିଂଟନ,୨।୨: ଆମେରିକା କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଶୁଳ୍କ ଲାଗୁ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି। ଏଥିସହ ‘ବ୍ୟବସାୟିକ ଯୁଦ୍ଧ’ ଆରମ୍ଭ ହୋଇଛି। ଟ୍ରମ୍ପ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫...

ଆମେରିକାରେ ଆଉ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ତ: ୬ ଜଣଙ୍କ ମୃତ୍ୟୁ

ଓ୍ବାଶିଂଟନ୍‌,୧।୨: ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫିଲାଡେଲଫିଆ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ୱାଶିଂଟନର ରିଗାନ ନ୍ୟାଶନାଲ ଏୟାରପୋର୍ଟ...

ଟ୍ରମ୍ପଙ୍କୁ ଚିନ୍ତାରେ ପକାଇଲା ଚାଇନା, ଜିନପିଙ୍ଗ ଖେଳିଲେ ବଡ଼ ଗେମ୍‌, ଆମେରିକାରେ ଚହଳ

ବେଜିଂ,୩୧।୧: ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ରିପୋର୍ଟ ଅନୁଯାୟୀ, ଚାଇନା ବେଜିଂରୁ ୩୦ କିଲୋମିଟର ଦୂରରେ ଏକ ବିଶାଳ ପ୍ରତିରକ୍ଷା କେନ୍ଦ୍ର ନିର୍ମାଣ କରୁଛି। ଯାହା ଆମେରିକାର ପେଣ୍ଟାଗନଠାରୁ ୧୦ ଗୁଣ ବଡ଼ ହେବ। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏହି...

ବାଂଲାଦେଶ ପାଲଟିଲା ଆଫଗାନିସ୍ତାନ! ମହିଳା ଫୁଟବଲ ଖେଳିବା ଇସଲାମ ବିରୋଧି

ଢାକା,୩୧।୧: ବାଂଲାଦେଶ ଏବେ ଧୀରେ ଧୀରେ ତାଲିବାନର ଆଫଗାନିସ୍ତାନରେ ପରିଣତ ହେବାକୁ ଯାଉଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବଶାଳୀ ହୋଇଛନ୍ତି। ହିନ୍ଦୁମାନଙ୍କ କଥା ଛାଡିଦିଅନ୍ତୁ। ଏବେ ମୁସଲିମ ମହିଳାମାନଙ୍କ ପାଇଁ ମଧ୍ୟ ବଞ୍ଚିବା କଷ୍ଟକର ହୋଇଗଲାଣି। ହଁ, ଏବେ...

ଟ୍ରମ୍ପଙ୍କ ନିର୍ଦ୍ଦେଶ: ନୂଆ ପାର୍ସପୋର୍ଟରେ ଟ୍ରାନ୍ସଓମ୍ୟାନଙ୍କ ବଦଳିଗଲା ଜେଣ୍ଡର

ଓ୍ବାଶିଂଟନ,୩୧।୧: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ଦ୍ଦେଶ ଜାରି କରିଥିଲେ ଯାହା ଅନୁସାରେ ଦେଶରେ କେବଳ ଦୁଇଟି ଲିଙ୍ଗ, ପୁରୁଷ ଏବଂ ସ୍ତ୍ରୀଲିଙ୍ଗକୁ ସ୍ବୀକୃତି ଦିଆଯିବ। ଏଥିପାଇଁ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ...

ଭାରତକୁ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ: ଯଦି ଏମିତି କରିବ ତେବେ…

ଓ୍ବାଶିଂଟନ୍‌,୩୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଚାଇନା ସମେତ ବ୍ରିକ୍ସ ଦେଶଗୁଡ଼ିକୁ ଧମକ ଦେଇଛନ୍ତି। ଟ୍ରମ୍ପ ଧମକପୂର୍ଣ୍ଣ ସ୍ବରରେ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡ଼ିକ ଜାଣିଯିବା ଉଚିତ ଯେ ସେମାନେ ଆମେରିକୀୟ ଡଲାରକୁ ବଦଳାଇ ପାରିବେ ନାହିଁ।...

ସିରିଆ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା

ୱାଶିଂଟନ,୩୧।୧: ସିରିଆରେ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଏୟାରଷ୍ଟ୍ରାଇକ୍‌ରେ ଅଲ-କାଏଦା ଆତଙ୍କବାଦୀ ମହମ୍ମଦ ସଲାହ ଅଲ-ଜାବିର ନିହତ ହୋଇନ୍ତି। ଉତ୍ତର-ପଶ୍ଚିମ ସିରିଆରେ ଏୟାରଷ୍ଟ୍ରାଇକ୍‌ ନେଇ ଆମେରିକୀୟ ସେନା କହିଛି ଯେ ସେମାନେ ଅଲ-କାଏଦା ସହିତ ଜଡିତ ଆତଙ୍କବାଦୀ ଗୋଷ୍ଠୀର...

ସ୍ପେସ୍‌ଓ୍ବାକ୍‌ କଲେ ସୁନୀତା, ବୁଚ୍‌

ଓ୍ବାଶିଂଟନ, ୩୧ା୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୮ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଓ ସହଯାତ୍ରୀ ବୁଚ୍‌ ଓ୍ବିଲମୋର ଗୁରୁବାର ପ୍ରଥମଥର ପାଇଁ ଆଇଏସ୍‌ଏସ୍‌ ବାହାରେ ସ୍ପେସ୍‌ଓ୍ବାକ୍‌ କରିଛନ୍ତି। ବିଭିନ୍ନ ବୈଜ୍ଞାନିକ...

ବିଦ୍ରୋହୀ ନେତା ଅଲ୍‌-ସାରା ହେଲେ ସିରିଆ ରାଷ୍ଟ୍ରପତି

ଡମାସ୍‌କସ୍‌,୩୧।୧: ସିରିଆ ରାଷ୍ଟ୍ରପତି ବଶର ଅସାଦଙ୍କୁ କ୍ଷମତାଚ୍ୟୁତ କରିଥିବା ବିଦ୍ରୋହୀ ଗୋଷ୍ଠୀର ନେତା ଅହମଦ ଅଲ୍‌-ସାରାଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି। ପୂର୍ବତନ ଇନ୍‌ସର୍ଜେଣ୍ଟ ଗୋଷ୍ଠୀ ହୟାତ୍‌ ତହରିର ଅଲ୍‌- ଶାମ୍‌ (ଏଚ୍‌ଟିଏସ୍‌)ର ବୈଠକ ପରେ ଅଲ୍‌-ସାରାଙ୍କୁ ରାଷ୍ଟ୍ରପତି...

ୟୁନୁସ ସରକାରଙ୍କ ନିଦ ଉଡାଇଲା ଟ୍ରମ୍ପଙ୍କ ନିଷ୍ପତ୍ତି, ସଙ୍କଟରେ ବାଂଲାଦେଶ ନାଗରିକ

ଓ୍ବାଶିଂଟନ/ଢାକା,୩୧।୧: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ପୁନର୍ବାର କ୍ଷମତାକୁ ଆସିବା ପରେ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ଆମେରିକା ପ୍ରଶାସନ ବାଂଲାଦେଶକୁ ଲକ୍ଷ ଲକ୍ଷ ଡଲାରର ସହାୟତା ବନ୍ଦ କରିଦେଇଛି। ପୂର୍ବରୁ, ବାଇଡେନ ପ୍ରଶାସନ ସମୟରେ, ଆମେରିକା...

ବିମାନ-ହେଲିକପ୍ଟର ଦୁର୍ଘଟଣା: ୨୫ ବର୍ଷ ଇତିହାସରେ ସବୁଠାରୁ ବଡ ଦୁର୍ଘଟଣା, ସମସ୍ତ ୬୪ ଯାତ୍ରୀ ମୃତ

ଓ୍ବାଶିଂଟନ,୩୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାରେ ଆମେରିକୀୟ ଏୟାରଲାଇନ୍ସ ବିମାନରେ ଥିବା ସମସ୍ତ ୬୪ ଜଣଙ୍କର ମୃତ୍ୟୁ ହୋଇଛି। ଟ୍ରମ୍ପ ହୱାଇଟ ହାଉସରେ ସାମ୍ବାଦିକମାନଙ୍କୁ କହିଥିଲେ, ଉଭୟ ବିମାନ ପୋଟୋମାକର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri