ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ବିଦେଶୀ ଛାତ୍ରଙ୍କ ନାମଲେଖାରୁ ବାରଣ କଲା ଟ୍ରମ୍ପ ପ୍ରଶାସନ
କେମ୍ବ୍ରିଜ,୨୩।୫: ମାର୍କିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରଙ୍କୁ ନାମଲେଖା କରିବାର ଅନୁମତିକୁ ପ୍ରତ୍ୟାହାର କରିଛି। ଏହି ନିଷ୍ପତ୍ତି ବିଶ୍ୱବିଦ୍ୟାଳୟ ସହ ଟ୍ରମ୍ପ ପ୍ରଶାସନର ଚାଲିଥିବା ବିବାଦକୁ ଆହୁରି ତୀବ୍ର କରିଛି। ଗୃହ ସୁରକ୍ଷା ବିଭାଗ (ଡିପାର୍ଟମେଣ୍ଟ…
ଭାରତୀୟ ହାଇ କମିଶନ ଅଧିକାରୀଙ୍କୁ ବହିଷ୍କାର କଲା ପାକିସ୍ତାନ
ଇସ୍ଲାମାବାଦ,୨୨।୫: ଇସ୍ଲାମାବାଦ ସ୍ଥିତ ଭାରତୀୟ ହାଇ କମିଶନର ଜଣେ ଅଧିକାରୀଙ୍କୁ ଗୁରୁବାର ପାକିସ୍ତାନ ବହିଷ୍କାର କରିଛି। ତାଙ୍କୁ ପାକିସ୍ତାନ ସରକାର ଅବାଞ୍ଛିତ ଘୋଷଣା କରିବା ସହ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ହାଇ କମିଶନ’ର ମୁଖ୍ୟଙ୍କୁ…
ଫିଫା ବିଶ୍ୱକପ ୨୦୨୬ ଭିସା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦୁଇ ସିଫ୍ଟରେ କାମ କରିବେ ଆମେରିକା ଅଧିକାରୀ
ୱାଶିଂଟନ ଡିସି,୨୨।୫: ଟ୍ରମ୍ପ ପ୍ରଶାସନ ୨୦୨୬ ଫିଫା ବିଶ୍ୱକପ ପୂର୍ବରୁ ଯୁକ୍ତରାଷ୍ଟ୍ରର କନସୁଲାର ଅଧିକାରୀମାନଙ୍କୁ ଦୁଇ ସିଫ୍ଟରେ କାମ କରାଇବା ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ବ୍ୟବହାର କରି ଭିସା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ବିଚାର କରୁଛି ବୋଲି…
ଚାଇନାର ଭୟଙ୍କର ଷଡଯନ୍ତ୍ର, ଭାରତ ସୀମାରେ କରୁଛି…
ନୂଆଦିଲ୍ଲୀ, ୨୨।୫: ଚାଇନା ଭାରତର ଉତ୍ତର-ପୂର୍ବ ସୀମା, ବିଶେଷତଃ ଅରୁଣାଚଳ ପ୍ରଦେଶ, ମଣିପୁର ଓ ନାଗାଲାଣ୍ଡ ଅଞ୍ଚଳରେ ଏକ ଅଣପାରମ୍ପାରିକ ଯୁଦ୍ଧ ଚଳାଇଛି ବୋଲି ସାମ୍ପ୍ରତିକ ଜାତୀୟ ରିପୋର୍ଟରୁ ଜଣାପଡିଛି। ଏହି ରଣନୀତି ଅଧୀନରେ ଚାଇନା ସାମରିକ ରଣନୀତି ସହିତ ମାଦକ…
ପାକିସ୍ତାନ ସହ ବଡ଼ ଡିଲ୍ କଲେ ମେଲୋନି, ଭାରତକୁ ଜୋରଦାର ଝଟ୍କା!
ନୂଆଦିଲ୍ଲୀ,୨୨।୫: କୁହାଯାଏ ଯେ ବିପଦ ସମୟରେ ଆମେ ବନ୍ଧୁ ଏବଂ ଶତ୍ରୁ ମଧ୍ୟରେ ପାର୍ଥକ୍ୟ ଜାଣିପାରୁ। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଭାରତ ସେହି ସମସ୍ତ ଦେଶ ବିଷୟରେ ମଧ୍ୟ ଜାଣିବାକୁ ପାଉଛି ଯେଉଁମାନେ ନିଜକୁ ଭାରତର ବନ୍ଧୁ ବୋଲି ବାହାନା କରୁଥିଲେ…
ପାକିସ୍ତାନ ମାଟିରେ ଥାଇ ଭାରତକୁ ଏମିତି ବଡ଼ ସୂଚନା ଦେଇଥିଲେ ଅଜିତ ଡୋଭାଲ: ନିମିଷକେ ଫସର ଫାଟିଥିଲା ପାକ୍ ପ୍ଲାନ୍
ନୂଆଦିଲ୍ଲୀ,୨୨।୫: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭାରତର ଜେମ୍ସ ବଣ୍ଡ କୁହାଯାଏ। ତାଙ୍କୁ ଭାରତର ଶ୍ରେଷ୍ଠ ଗୁପ୍ତଚର ମଧ୍ୟ କୁହାଯାଏ। କାରଣ ଅଜିତ ଡୋଭାଲ ଯେଉଁ ପ୍ରକାରର କାରନାମା କରିଛନ୍ତି, ପାକିସ୍ତାନ ଏବେ ବି ତାଙ୍କ ନାମ ଶୁଣି…
ପାକିସ୍ତାନ ପରେ ଏବେ ବାଂଲାଦେଶର ପାଳି, ମୋଦି ଖେଳିଲେ ବଡ଼ ଗେମ୍!
ଢାକା,୨୨।୫: ପାକିସ୍ତାନର ଜେନେରାଲ ଜିଆ ଉଲ ହକ ହୁଅନ୍ତୁ କିମ୍ବା ଅସୀମ ମୁନିର, ସମସ୍ତଙ୍କର ସ୍ବପ୍ନ ସମାନ। ପ୍ରଥମେ ସେନା ଉପରେ ହାତମୁଠା ମଜବୁତ କର ଏବଂ ତା’ପରେ ସରକାରକୁ ଭାଙ୍ଗି ଦିଅ। ଶେଖ ହାସିନାଙ୍କ ପତନ ପରେ ବାଂଲାଦେଶରେ କ୍ଷମତାକୁ…
ଆଫଗାନିସ୍ତାନରେ ଜାଲ ବିଛାଉଛି ଚାଇନା, ପାକିସ୍ତାନ ସହ ହାତ ମିଳାଇ ଭାରତକୁ ଘେରିବାକୁ ବଡ଼ ଷଡ଼ଯନ୍ତ୍ର
ଢ଼ାକା,୨୨।୫: ଭାରତ ନିରନ୍ତର ଦୁଇ ପଡ଼ୋଶୀ ଚାଇନା ଏବଂ ପାକିସ୍ତାନ ସହିତ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହେଉଛି। ନିକଟରେପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା। ଏହି ସମ୍ପୂର୍ଣ୍ଣ ଘଟଣାକ୍ରମରେ ଚାଇନା ପାକିସ୍ତାନକୁ ନୀରବ ସମର୍ଥନ ଦେଇଥିଲା। ଏବେ…
ଓ୍ବାଶିଂଟନରେ ଭୟଙ୍କର ଗୁଳିକାଣ୍ଡ, ୨ ଇସ୍ରାଏଲ ଦୂତାବାସ କର୍ମଚାରୀଙ୍କ ମୃତ୍ୟୁ, ଆକ୍ରମଣକାରୀ ଚିତ୍କାର କରି କହିଲେ ‘ଫ୍ରି ପାଲେଷ୍ଟାଇନ’
ଓ୍ବାଶିଂଟନ,୨୨।୫: ଆମେରିକାର ୱାଶିଂଟନରେ ଥିବା ୟିହୁଦୀ ସଂଗ୍ରହାଳୟ ନିକଟରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଛି। ଏହି ଘଟଣାରେ ଇସ୍ରାଏଲୀ ଦୂତାବାସର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି।…
ରାଷ୍ଟ୍ରପତିଙ୍କ ଉପରେ କାହିଁକି ନରସଂହାର ଭଳି ବଡ଼ ଅଭିଯୋଗ ଆଣିଲେ ଟ୍ରମ୍ପ, ଜାଣନ୍ତୁ ଏହା ପଛର କାରଣ
ଓ୍ବାଶିଂଟନ,୨୨।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ବାଇଟ ହାଉସରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ବିବାଦର କିଛି ସବୁଠାରୁ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ, ଯେଉଁଥିରେ ଟ୍ରମ୍ପଙ୍କ ଶ୍ୱେତାଙ୍ଗ ନରସଂହାର ଦାବି…
ବାନୁ ମୁସ୍ତାକଙ୍କୁ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍
ଲଣ୍ଡନ,୨୨ା୫ (ପି.ଟି.): ଲେଖିକା, ଆକ୍ଟିଭିଷ୍ଟ ତଥା ଆଇନଜୀବୀ ବାନୁ ମୁସ୍ତାକ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ହାର୍ଟ ଲ୍ୟାମ୍ପ୍’ (ହୃଦୟ ଦୀପ) ପାଇଁ ଚଳିତ ବର୍ଷର ସମ୍ମାନଜନକ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍ ପାଇଛନ୍ତି। ଏହି ପୁରସ୍କାର ଜିତିବାରେ ହାର୍ଟ ଲ୍ୟାମ୍ପ୍ ପ୍ରଥମ କନ୍ନଡ଼…
ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି ଚାଇନା, ତାଲିବାନ-ପାକିସ୍ତାନକୁ ଏକାଠି କରି…
ମୁମ୍ବାଇ, ୨୧।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ସହ ଆଲୋଚନା କରିବାର କିଛି ଦିନ ପରେ ଚାଇନା ଭାରତ ବିରୋଧରେ ଷଡଯନ୍ତ୍ର ରଚିବା ଆରମ୍ଭ କରିଛି। ଚାଇନା ଇସଲାମାବାଦ ଓ…
Archives


