ଅନ୍ତର୍ଜାତୀୟ

ବଡ଼ ଖବର: ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୫: ବିଶ୍ୱର ଅଗ୍ରଣୀ ବ୍ୟବସାୟୀ ଏବଂ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି। ସେ ଟ୍ରମ୍ପ ପ୍ରଶାସନରେ ସ୍ବତନ୍ତ୍ର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ ଏବଂ ସରକାରୀ ଖର୍ଚ୍ଚ ହ୍ରାସ କରିବା…

ଏହିଦେଶ ସହ ଭାରତ କରିବ ବଡ଼ ଯୁଦ୍ଧାଭ୍ୟାସ, ମହାଶକ୍ତି ଦେଖି କାବା!

ନୂଆଦିଲ୍ଲୀ/ଉଲାନବାତର,୨୮।୫: ଅପରେସନ ସିନ୍ଦୂର ପରେ ଭାରତୀୟ ସେନା ମଙ୍ଗୋଲିଆ ସହିତ ଏକ ବଡ଼ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି। ଏହି ସଂଯୁକ୍ତ ସୈନ୍ୟ ଅଭ୍ୟାସ ୩୧ ମେ’ରୁ ୧୩ ଜୁନ ପର୍ଯ୍ୟନ୍ତ ମଙ୍ଗୋଲିଆର ରାଜଧାନୀ ଉଲାନବାତରରେ ଅନୁଷ୍ଠିତ ହେବ। ଏହି ଅଭ୍ୟାସର ନାମ…

ଋଷିଆର ବିଶ୍ୱ ଯୁଦ୍ଧ ୩ ଚେତାବନୀ, ସାରା ବିଶ୍ୱରେ ଚହଳ

ମସ୍କୋ/ୱାଶିଂଟନ,୨୮।୫: ପୂର୍ବତନ ଋଷିଆ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେଭ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କଠୋର ଚେତାବନୀ ଦେଇଛନ୍ତି। ଟ୍ରମ୍ପଙ୍କ ଦ୍ୱାରା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରାଯିବା ପରେ ମେଦଭେଦେଭ…

୭ ଫୁଟର କନ୍ୟାଙ୍କୁ ୫ ଫୁଟର ବର, ଏବେ ହେବାକୁ ଯାଉଛନ୍ତି ମାତାପିତା, ପରିବାରର ବାଧା ପରେ ବି….

ବେଜିଂ,୨୮।୫: ପିଲାଦିନରୁ ଆମେ ଶୁଣି ଆସିଛୁ ଯେ ଭଗବାନ ଯୋଡି ତିଆରି କରନ୍ତି, କିନ୍ତୁ ଏହାକୁ ବଜାୟ ରଖିବା ମଣିଷର କାମ। ବର୍ତ୍ତମାନ ଚାଇନାର ଏକ ଦମ୍ପତି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ଲୋକମାନେ ଏହି ଦମ୍ପତିଙ୍କ ଫଟୋକୁ ବହୁ…

ଆମେରିକାକୁ ଧମକ ଦେଲା ଋଷିଆ, ଶୀତଳ ଯୁଦ୍ଧ ଆରମ୍ଭ!

ଓ୍ବାଶିଂଟନ୍‌,୨୮।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ଏବେ ସାର୍ବଜନୀନ ଧମକ ସ୍ତରରେ ପହଞ୍ଚିଛି। ଏପରି ଦେଖାଯାଉଛି ଯେ ଚୁକ୍ତି ପ୍ରସ୍ତୁତକାରୀ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ବନ୍ଧୁତା ଭାଙ୍ଗିବାକୁ…

ମୋଦିଙ୍କୁ ଖୋଲା ଚିଠି ଲେଖିଲେ ବାଲୋଚିସ୍ତାନ ନେତା: ପାକିସ୍ତାନକୁ ନେଇ କହିଦେଲେ ଚାଞ୍ଚଲ୍ୟକର କଥା…

ଇସଲାମାବାଦ୍‌,୨୮।୫: ବାଲୋଚିସ୍ତାନର ମାନବାଧିକାର କର୍ମୀ ଏବଂ ସାମ୍ବାଦିକ ମୀର ୟାର ବାଲୁଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଚିଠିରେ ସେ ପାକିସ୍ତାନକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ଚିଠିରେ ସେ ୧୯୯୮ ମସିହାରେ ପାକିସ୍ତାନ ଦ୍ୱାରା ବାଲୋଚିସ୍ତାନରେ…

୩୧ ଥର ଏଭରେଷ୍ଟରେ ଚଢ଼ି ରେକର୍ଡ କଲେ ଏହି ବ୍ୟକ୍ତି

କାଠମାଣ୍ଡୁ, ୨୮।୫:ନେପାଳର ଏଭରେଷ୍ଟ ମ୍ୟାନ୍‌ ଭାବେ ପରିଚିତ ୫୫ ବର୍ଷୀୟ ପର୍ବତାରୋହୀ କାମି ରିତା ଶେର୍‌ପା ପୁଣିଥରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗରେ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି। ମଙ୍ଗଳବାର ସେ ଏଭରେଷ୍ଟର ଶିଖରରେ ୩୧ତମ ଥର ପାଇଁ ଚଢ଼ି ନିଜ ପୁରୁଣା…

ବିଶ୍ୱ ମଞ୍ଚରେ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଶଶି ଥରୁର: କଂଗ୍ରେସ ନେତା କହିଲେ ଭାଜପାର ‘ଚାମ୍‌ଚା’

ନୂଆଦିଲ୍ଲୀ/ପାନାମା,୨୮।୫: ପାକିସ୍ତାନ ଏବଂ ଆତଙ୍କବାଦ ମଧ୍ୟରେ ସମ୍ପର୍କର ପର୍ଦ୍ଦାଫାସ କରିବା ପାଇଁ ଭାରତୀୟ ନେତାମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ବିଶ୍ୱର ବିଭିନ୍ନ ଦେଶ ଗସ୍ତରେ ଅଛନ୍ତି। ଏହି କ୍ରମରେ, କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପାନାମାରେ ପହଞ୍ଚିଛି।…

ଭାରତ ସହିତ ଉତ୍ତେଜନା ମଧ୍ୟରେ ଶେହବାଜଙ୍କ ଟେନ୍‌ସନ ବଢାଇଲେ ଇମ୍ରାନ: କହିଲେ, ମୁଁ ଶପଥ ନେଉଛି…

ଇସଲାମାବାଦ୍‌,୨୮।୫: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ୍‌ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ସ୍ବେଚ୍ଛାଚାର ଏବଂ ଦମନର ଶିକାର ହେବା ଅପେକ୍ଷା ତାଙ୍କ ସମଗ୍ର ଜୀବନ ଜେଲରେ ବିତାଇବାକୁ ପସନ୍ଦ କରିବେ। ସେ ସାମରିକ ପ୍ରତିଷ୍ଠାନକୁ ସ୍ପଷ୍ଟ…

ମୋତେ ମଦ ପିଇ ଟେବୁଲ ଉପରେ ନାଚିବାକୁ କରାଯାଇଥିଲା ବାଧ୍ୟ: ମହିଳା ଏମ୍‌ପି ଆଣିଲେ ସାଂଘାତିକ ଅଭିଯୋଗ

ସିଡନୀ,୨୮।୫: ଆଜିକାଲି ସାରା ବିଶ୍ୱରେ ହିଜାବ କିମ୍ବା ବୁର୍ଖା ପିନ୍ଧିଥିବା ମୁସଲମାନ ଝିଅମାନଙ୍କ ପ୍ରତି ଭେଦଭାବ ଏବଂ ଆପତ୍ତିଜନକ ଆଚରଣର ଘଟଣା ବୃଦ୍ଧି ପାଉଛି। ଅଷ୍ଟ୍ରେଲିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମୁସଲମାନ ମହିଳା ସାଂସଦଙ୍କୁ ଏପରି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାହାଯ୍ୟ ଲୋଡ଼ିଲେ ପାକିସ୍ତାନୀ ନେତା: କହିଲେ…ଦୟାକରି ବଞ୍ଚାନ୍ତୁ

ଇସଲାମାବାଦ୍‌,୨୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲା। ଏହି ସମୟରେ,…

ଜ୍ୟୋତିଙ୍କ ପରି ଧରାପଡିଲେ ସୁନୀତା! ୨ଥର ଡେଇଁଥିଲେ ବର୍ଡର, ନିଜ ଛୋଟ ପୁଅକୁ ଛାଡି…

ନୂଆଦିଲ୍ଲୀ,୨୭।୫: ହରିୟାଣାର ହିସାରର ବାସିନ୍ଦା YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଗୁପ୍ତଚର ଅଭିଯୋଗରେ ଜେଲ ପଠାଇ ଦିଆଯାଇଛି। ସେ ଦୁଇଥର ପାକିସ୍ତାନ ଗସ୍ତ କରିଥିଲେ ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଏଜେଣ୍ଟମାନେ ମଧ୍ୟ ତାଙ୍କର ବନ୍ଧୁ ଥିଲେ। ସେହିପରି, ମହାରାଷ୍ଟ୍ରର ନାଗପୁରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri