ଅନ୍ତର୍ଜାତୀୟ

କାର ବୋମା ବିସ୍ଫୋରଣ: ୪ ମୃତ; ୨୦ରୁ ଅଧିକ ଆହତ

କାବୁଲ,୨୭।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଜ୍‌ନୀ ପ୍ରଦେଶରେ ଶନିବାର ସକାଳେ ଏହି…

ଭାରତ-ପାକିସ୍ତାନ କଳିରୁ ଲାଭରେ ଆମେରିକା: ଗରିବ ପାକିସ୍ତାନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପାଇଁ ୨୪ ଘଣ୍ଟିଆ ସହାୟତା ଯୋଗାଇବ ଆମେରିକା

ଓ୍ବାଶିଂଟନ୍‌,୨୭।୭: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥିରୁ ଆମେରିକା ବେଶ୍‌ ଲାଭରେ ରହିଥିବା କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଆମେରିକା ଗସ୍ତର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ଏହା ଅନ୍ତର୍ଗତ ଆମେରିକା ପାକିସ୍ତାନକୁ ଏଫ୍‌-୧୬…

ଫିଲିପାଇନ୍ସରେ ୨ଟି ଭୂକମ୍ପ ବଡ ବଡ କୋଠା କ୍ଷତିଗ୍ରସ୍ତ: ୮ ମୃତ, ୧୨ ଆହତ

ମନିଲା,୨୭।୭: ଫିଲିପାଇନ୍ସର ଲୋଜେନ ଦ୍ୱୀପର ଉତ୍ତରରେ ଥିବା ଦ୍ୱୀପ ଗୁଡିକରେ ଶନିବାର ୨ଟି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ଅନୁମାନ…

୯ ଭାରତୀୟଙ୍କୁ ମୁକ୍ତକଲା ଇରାନ

ନୂଆଦିଲ୍ଲୀ,୨୭ା୭(ଆଇଏଏନ୍‌ଏସ୍‌): ହର୍ମୁଜ୍‌ ପ୍ରଣାଳୀରେ ପାନାମାର ଏକ ତୈଳବାହୀ ଜାହାଜକୁ ଇରାନ ଗତ ୧୩ ତାରିଖରେ ଜବତ କରିଥିବାବେଳେ ସେଥିରେ ଥିବା ୧୨ ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ ୯ ଜଣଙ୍କୁ ମୁକ୍ତ କରିଦେଇଛି। ଏହି ଜାହାଜ ସମେତ ଅନ୍ୟ ଦୁଇଟି ଜାହାଜର ୪୫…

ଭାରତୀୟ ଶାନ୍ତିଦୂତଙ୍କୁ ଜାତିସଂଘର ମରଣୋତ୍ତର ସମ୍ମାନ

ୟୁଏନ୍‌: ଲେବାନନ୍‌ରେ ଜାତିସଂଘର ମିଶନରେ କର୍ତ୍ତବ୍ୟରତ ସର୍ଜେଣ୍ଟ ରମେଶ ସିଂହଙ୍କୁ ଶ୍ରେଷ୍ଠ ବଳିଦାନ ଲାଗି ଜାତିସଂଘ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ସମର୍ପଣ ଭାବ ଓ ପ୍ରତିବଦ୍ଧତା ଲାଗି ଏହା ପ୍ରଦାନ କରାଯାଇଛି। ଲେବାନନ୍‌ରେ ଜାତିସଂଘ ଦ୍ୱାରା ୟୁନାଇଟେଡ…

କୃତ୍ରିମ ଗଳା

ବୈଜ୍ଞାନିକମାନେ ଏବେ ଏକ କୃତ୍ରିମ ଗଳା ବିକାଶ କରିଛନ୍ତି। ଏହା ୦.୬/୧.୨ ଇଞ୍ଚ ଆକାରର ଏହି କୃତ୍ରିମ ଗଳାକୁ ଟେମ୍ପୋରାରି ଟାଟୁ ଭଳି ବେକରେ ଲଗାଇହେବ । ବୃଦ୍ଧାଙ୍ଗୁଳି ନଖର ଦୁଇ ଗୁଣ ଆକାରର ଏହି ଗଳା କଣ୍ଠର ମୁଭ୍‌ମେଣ୍ଟକୁ ଶବ୍ଦରେ…

ଶେଷ ଇଚ୍ଛା ପୂରଣ କରିବ ଆମ୍ବୁଲାନ୍ସ

ସିଡନି,୨୬।୭: କୁହାଯାଏ ମରିବାକୁ ଥିବା ବା ମୃତବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ କରିବା ଭଲ। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ତାଙ୍କୁ ଆମ୍ବୁଲନ୍ସ ଜରିଆରେ ହସ୍ପିଟାଲ ନେବା ପୂର୍ବରୁ ସମୁଦ୍ର କୂଳକୁ ନିଆଯାଇଥିଲା।…

ସୀମା ପାର ହେବାକୁ ସୁରକ୍ଷା କର୍ମୀଙ୍କୁ ହାତ ଯୋଡିଲେ ମା’: ଭିଡିଓ ଭାଇରାଲ

ମେକ୍ସିକୋ,୨୬।୭: ପ୍ରତିବର୍ଷ ବହୁ ସଂଖ୍ୟାରେ ମଧ୍ୟ ଆମେରିକାର ଶରଣାର୍ଥୀ ମେକ୍ସକୋ ଦେଇ ଆମେରିକା ପହଞ୍ଚିବାକୁ ଚେଷ୍ଟା କରିଥାଆନ୍ତି। ଏହି ସମୟରେ କେହି ସୀମା ପାର କରି ଯାଉଥିବା ବେଳେ କେହି କେହି ସୁରକ୍ଷାକର୍ମୀଙ୍କ ହାତରେ ଧରାପଡନ୍ତି ତ ପୁଣି କାହାର ଜୀବନ…

ବୋରିସ୍‌ଙ୍କ କ୍ୟାବିନେଟ୍‌ରେ ୩ ଭାରତୀୟ ବଂଶୋଦ୍ଭବ

ଲଣ୍ଡନ,୨୬।୭(ପି.ଟି.):ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦ୍ୱାରା ବୋରିସ୍‌ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବାର କିଛି ଘଣ୍ଟା ପରେ ସେ ପ୍ରୀତି ପଟେଲ୍‌ଙ୍କୁ…

ସପ୍ତାହରେ ଥରେ କରନ୍ତୁ ଉପବାସ ମିଳିବ ଏସବୁ ଲାଭ…

ବିଭିନ୍ନ ପର୍ବ ପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି । ସାଧାରଣତଃ ଉପବାସକୁ ଶ୍ରଦ୍ଧା ଓ ଭକ୍ତି ଭାବ ସହ ଯୋଡା ଯାଇଥାଏ । କିଛି ଲୋକ ଏହାଦ୍ୱାରା ଓଜନ ହ୍ରାସ ପାଇଥାଏ ବୋଲି ମନେ କରିଥାନ୍ତି । ତେବେ ଉପବାସ ଦ୍ୱାରା…

ପ୍ରଦୂଷଣ ଦୂର କରିବ ଜୈବ ପରଦା

ଲଣ୍ଡନ: ଲଣ୍ଡନର ଇକୋ-ଲୋଜିକ ଷ୍ଟୁଡିଓ ନାମକ ଏକ ଫାର୍ମ ଜୈବ ପରଦା ବିକାଶ କରିଛନ୍ତି, ଯାହା ଦିନକୁ ଏକ କେଜି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରିବ। ଏହି ପରଦାର ନାମ ରଖାଯାଇଛି ଫଟୋସିନ୍ଥେଟିକା। ୨୦ଟି ଗଛ ଯେତିକି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରେ ଗୋଟିଏ…

ନୀରବ ମୋଦିଙ୍କ ଜାମିନ୍‌ ଆବେଦନ ପୁଣି ଖାରଜ

ଲଣ୍ଡନ, ୨୫।୭: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଏକ ଝଟକା ଲାଗିଛି। ଗୁରୁବାର ଲଣ୍ଡନର ଏକ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି। କ୍ରମାଗତ ୩ ଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?