ଅନ୍ତର୍ଜାତୀୟ

ଢାକା ବସ୍ତିରେ ଅଗ୍ନିକାଣ୍ଡ: ୧୦ ହଜାର ବାସହରା

ଢାକା,୧୯ା୮(ଏଏଫ୍‌ପି): ବାଂଲାଦେଶ ରାଜଧାନୀ ଢାକାର ଏକ ଜନଗହଳିପୂର୍ଣ୍ଣ ବସ୍ତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଫଳରେ ସେଠାରେ ବସବାସ କରୁଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବେଘର ହୋଇଛନ୍ତି। ମିରପୁର ବସ୍ତିରେ ପାଖାପାଖି ୨୦୦୦ ଝୁମ୍ପୁଡ଼ି ଘର ଥିଲା। ବିଳମ୍ବିତ ରାତିରେ…

ହଂକଂରେ ସରକାର ବିରୋଧୀ ବିଶାଳ ରାଲି

ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି ଭିକ୍ଟୋରିଆ ପାର୍କରୁ ଶୋଭାଯାତ୍ରାରେ ବାହାରିଥିଲେ। ୨ ମାଇଲ ବ୍ୟାପୀ ବିଶାଳ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ…

ଇମ୍ରାନ୍‌ଙ୍କୁ ଭାରତର ଆଣବିକ ଅସ୍ତ୍ର ଭୟ

ଇସ୍‌ଲାମାବାଦ,୧୯ା୮:ଭାରତର ଆଣବିକ ଅସ୍ତ୍ର ପ୍ରୟୋଗ ନୀତିରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଛାନିଆ ହୋଇଯାଇଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଅଧୀନରେ ଭାରତର ଆଣବିକ ଅସ୍ତ୍ରଶସ୍ତ୍ର ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କାବ୍ୟକ୍ତ କରିବା ସହ ବିଶ୍ୱ ସମୁଦାୟ…

ଡୋକଲାମ ବିବାଦ କଥାବାର୍ତ୍ତା ଦ୍ୱାରା ସମାଧାନ ସମ୍ଭବ: ଲୋଟେ ଶେରିଙ୍ଗ୍‌

ନୂଆଦିଲ୍ଲୀ, ୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଭୂଟାନ ଗସ୍ତରେ ଯାଇ ଭାରତ ଫେରିବା ପରେ ଭୂଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ଡୋକଲାମ ବିବାଦକୁ ନେଇ ବଡ ବୟାନ ଦେଇଛନ୍ତି। ଏଥର ମୋଦିଙ୍କ ସହ ସାକ୍ଷାତବେଳେ ଡୋକଲାମକୁ ନେଇ କୌଣସି ଆଲୋଚନା…

ଭୁଟାନରେ ଯେତେବେଳେ ମୋଦିଙ୍କ ସାମ୍ନାରେ ଆସିଲେ ଆଉ ଜଣେ ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭାରତ ଗସ୍ତରେ ଗତ ୧୭ ତାରିଖରେ ଭୁଟାନ ଗସ୍ତ କରିଥିଲେ। ସେତେବେଳେ ବିମାନ ବନ୍ଦରରୁ ହିଁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ହେଲେ ମୋଦିଙ୍କ ଉଦ୍ଦେଶ୍ୟରେ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା…

ଆର୍ଥିକ କଟକଣାରୁ ରକ୍ଷା ପାଇବା ପାଇଁ ଆତଙ୍କବାଦୀଙ୍କୁ ଗିରଫ ନାଟକ କରୁଛି ପାକିସ୍ତାନ

ଇସଲାମାବାଦ୍‌, ୧୮।୮: ଆମେରିକା ପକ୍ଷରୁ ପାକିସ୍ତାନ ଉପରେ ଆର୍ଥିକ କଟକଣା ଜାରି କରାଯାଇଛି। ଏଥିରୁ ମୁକ୍ତି ପାଇବା ଲାଗି ପାକିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିବା ନାଟକ କରୁଛି। ଆତଙ୍କବାଦୀଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଛୋଟ ଛୋଟ ମାମଲା ରୁଜୁ କରାଯାଉଛି।…

ଭିକାରି ବେଶରେ ଭାଇରାଲ ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଇସଲାମାବାଦ,୧୮।୮: ସାଧାରଣତଃ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଅନେକ ଶବ୍ଦ ବ୍ୟବହାର କରି ବିଭିନ୍ନ ତଥ୍ୟ ଖୋଜା ଯାଇଥାଏ। ଏବେ କିନ୍ତୁ ଦେଖିବାକୁ ମିଳିଛି ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ‘ଭିକାରି’ ଲେଖି ସର୍ଚ୍ଚ କଲେ ଏହାର ଇମେଜରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ…

ଦିନେ ଭୁଟାନର ବୈଜ୍ଞାନିକ ବି ନିର୍ମାଣ କରିବେ ଉପଗ୍ରହ: ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଯାଇ ସ୍ଥାନୀୟ ରୟାଲ ୟୁନିଭର୍ସିଟିର ଶିକ୍ଷାର୍ଥୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଦିନେ ଭୁଟାନର ବୈଜ୍ଞାନିକ ମଧ୍ୟ ଉପଗ୍ରହ ନିର୍ମାଣ କରିବେ। ଭୁଟାନର ଯୁବ ବୈଜ୍ଞାନିକ କ୍ଷୁଦ୍ର ଉପଗ୍ରହ…

ବିବାହ ଉତ୍ସବ ପାଲଟିଲା ଶ୍ମଶାନ

କାବୁଲ, ୧୮।୮: ଆଫଗାନିସ୍ତାନରେ ଏକ ବିବାହ ଉତ୍ସବରେ ବିସ୍ଫୋରଣ ଘଟି ୬୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ଶହେ ୮୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ଉଦ୍ଧାର କାର୍ଯ୍ୟ ଜାରି…

ସ୍ଥାନାନ୍ତର ହେବ ଇଣ୍ଡୋନେସିଆ ରାଜଧାନୀ

ଜାକର୍ତ୍ତା,୧୮ା୮: ବିଶ୍ୱ ମାନଚିତ୍ରରୁ ହଜିବାକୁ ଯାଉଛି ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା। ପରିବେଶ ବିଶେଷଜ୍ଞମାନଙ୍କ ମତରେ ଯଦି ବର୍ତ୍ତମାନ ହାରରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଏ ତେବେ ୨୦୫୦ ବେଳକୁ ଜାକର୍ତ୍ତାର ଏକ-ତୃତୀୟାଂଶ ଅଞ୍ଚଳ ଜଳମଗ୍ନ ହୋଇଯିବ। ସେଥିପାଇଁ ଇଣ୍ଡୋନେସିଆ ସରକାର ରାଜଧାନୀକୁ…

ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ: ୧୦ ଏମ୍‌ଓୟୁ ସ୍ବାକ୍ଷର

ଥିମ୍ଫୁ,୧୮ା୮(ପି.ଟି.): ଭୁଟାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ତାଙ୍କ ପ୍ରତିପକ୍ଷ ଲୋଟେ ଶେରିଙ୍ଗ୍‌ଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୧୦ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି।…

ପାକିସ୍ତାନକୁ ଶକ୍ତ ଝଟ୍‌କା: ୪୪୦ ନିୟୁତ ଡଲାର ସହାୟତା କମାଇଲା ଆମେରିକା

ନୂଆଦିଲ୍ଲୀ,୧୮ା୮: ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆମେରିକା ପାକିସ୍ତାନକୁ ଯୋଗାଉଥିବା ଆର୍ଥିକ ସହାୟତାକୁ ୪୪୦ ନିୟୁତ ଡଲାର ହ୍ରାସ କରିଛି। ପାକିସ୍ତାନ ବର୍ଦ୍ଧିତ ସହଭାଗିତା ରାଜିନାମା (ପିଇପିଏ),୨୦୧୦ ଅନୁଯାୟୀ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?