ଅନ୍ତର୍ଜାତୀୟ

ସ୍କୁଲରେ ନିଆଁ ଲାଗି ୩୦ ପିଲା ଜଳିଗଲେ

ମନ୍‌ରୋଭିଆ, ୧୯ା୯: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆର ରାଜଧାନୀ ମନ୍‌ରୋଭିଆ ଅନ୍ତର୍ଗତ ପେନେସ୍‌ଭିଲ୍ଲେସ୍ଥିତ ଏକ କୋରାନିକ୍‌ ସ୍କୁଲରେ ମଙ୍ଗଳବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩୦ ସ୍କୁଲ ପିଲାଙ୍କ ପ୍ରାଣହାନି ଘଟିଛି। ପିଲାମାନେ ଏଠାରେ କୋରାନ୍‌ ଅଧ୍ୟୟନ କରୁଥିଲେ। ଏମାନଙ୍କ ବ୍ୟତୀତ…

ଆସୁଛି ଆଉ ଏକ ମହାପ୍ରଳୟ

ନ୍ୟୁୟର୍କ: ଆଜକୁ ୨୬୦ ମିଲିଅନ ଅର୍ଥାତ୍‌ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀ ସାମୂହିକ ବିନାଶର ବା ମହାପ୍ରଳୟର ସମ୍ମୁଖୀନ ହୋଇଥିଲା। ସେ ସମୟରେ ପୃଥିତ୍ବୀ ଜୀବଜନ୍ତୁ ବିହୀନ ହୋଇଯାଇଥିଲା। ଏହାସହ ଭୂଗର୍ଭ ତଥା ବାହ୍ୟ କାରଣ ଯୋଗୁ ୬ଥର…

କଶ୍ମୀରରୁ କର୍ଫ୍ୟୁ ହଟିଲେ ଭାରତ ସହ ହେବ ଦ୍ୱିପାକ୍ଷିକ ଆଲୋଚନା: ଇମ୍ରାନ

ଇସ୍‌ଲାମାବାଦ,୧୮।୯: କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ କେତେବେଳେ କ’ଣ କରୁଛି, କ’ଣ କହୁଛି ନିଜେ ମଧ୍ୟ ଜାଣିପାରୁନାହିଁ। ଏନେଇ ପ୍ରତିଦିନ ପାକିସ୍ତାନର ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସୁଥିବା ବେଳେ କଶ୍ମୀରକୁ ପ୍ରସଙ୍ଗ କରି ଅନ୍ତର୍ଜାତୀୟ ସ୍ତରରେ…

ସ୍ମାର୍ଟଫୋନ୍‌କୁ ସାବଧାନ..

ଦିନରେ ଅଧଘଣ୍ଟା ଧରି ଫୋନ୍‌ରେ ଗପିଲେ ବ୍ରେନ୍‌ ଟ୍ୟୁମର ହେବ ବୋଲି ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଦ୍ୱାରା ଆଖି ଉପରେ ଖରାପ ପ୍ରଭାବ ପଡ଼ିବା ସହିତ ଅନିଦ୍ରା ଆଦି ରୋଗ ସୃଷ୍ଟି ହୋଇଥାଏ। ଏହାଦ୍ୱାରା…

୭୫ ବର୍ଷ ବୟସରେ ଡ୍ରାଇଭିଂ ଲାଇସେନ୍ସ କଲେ ମହିଳା

ଅ.େଷ୍ଟ୍ରଲିଆର ପିଲବରା ଅଞ୍ଚଳରେ ଥିବା ହେଡଲ୍ୟାଣ୍ଡରେ ରହନ୍ତି ବିନ୍ନି ଶୌମ୍ପି। ବୟସ ୭୫ ବର୍ଷ। ଏହି ବୟସରେ ସେ ଏବେ ଡ୍ରାଇଭିଂ ଲାଇସେନ୍ସ କରି ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ସେ ଡ୍ରାଇଭିଂ ଲାଇସେନ୍ସ କରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା।…

ଶହେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ୨୯ ମୃତ ଦେହ ଜବତ: ପୋଲିସର ତନାଘନା

ମେକ୍ସିକୋ ସିଟି,୧୮।୯: ଏକ କବରସ୍ତାନରେ ପଡ଼ିଥିବା ଶହେଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ପୋଲିସ ୨୯ଟି ମୃତ ଦେହ ଜବତ କରିଛି। ଏଭଳି ଏକ ଘଟଣା ମେକ୍ସିକୋର ଜଲିସ୍କୋସ୍ଥିତ ଜୈପୋପେନ୍‌ ନଗରପାଳିକା ଅଞ୍ଚଳରେ ଘଟିଛି। ଏଠାରେ ବହୁ ସମୟରେ ହିଂସାକାଣ୍ଡ ଘଟିଥାଏ। କେହି ଜାଣିଶୁଣି…

ଭାରତକୁ ଚନ୍ଦ୍ରରୁ ନୁହେଁ ପଡୋଶୀ ଦେଶରୁ ଆସୁଛନ୍ତି ଆତଙ୍କବାଦୀ

ପୋଲାଣ୍ଡ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ଏହାକୁ ନେଇ ସେ ଯାହାକୁ ସାହାଯ୍ୟ ମାଗିଲେ ମଧ୍ୟ ସବୁଠାରୁ ତାକୁ ନିରାଶ ହେବାକୁ ପଡୁଛି। ଜାତିସଂଘ ପରେ ଏବେ ପୋଲାଣ୍ଡ ସ୍ଥିତ ୟୁରୋପୀୟ…

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ପ୍ରଦାନ କରାଯାଉଛି ସମ୍ମାନ ଜନକ ଛାତ୍ରବୃତ୍ତି; ଏହା ଅନେକଙ୍କୁ ଏବେ ବି ଅଜଣା

ଓ୍ବାଶିଂଟନ,୧୮।୯ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପୃଥିବୀର ଏକ ସମ୍ମାନ ଜନକ ତଥା ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ। ଏଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମରେ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ପିଏଚ୍‌ଡି ଏବଂ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ଏହି ବୃତ୍ତି ପ୍ରଦାନ କରାଯାଇଥାଏ।…

ମୋଦିଙ୍କୁ ଭେଟିବେ ଜିନ୍‌ପିଙ୍ଗ୍‌: ହେବନି କଶ୍ମୀର ପ୍ରସଙ୍ଗରେ ଆଲୋଚନା

ବେଜିଂ,୧୮।୯: ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ୍‌ ଏକ ଶିଖର ସମ୍ମିଳନୀରେ ଭେଟିବେ। ତେବେ ଏହି ସାକ୍ଷାତ୍‌କାରରେ କଶ୍ମୀର ପ୍ରସଙ୍ଗ ଉପରେ କୌଣସି ଆଲୋଚନା ହେବ ନାହିଁ ବୋଲି ଚାଇନା ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ହୁଆ…

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ପାଇଁ ନାଁ ବାଛିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୯: ଗତ ସପ୍ତାହରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ପଦରୁ ଜନ୍‌ ବୋଲ୍ଟନଙ୍କୁ ପଦରୁ ହଟାଇବା ପରେ ମଙ୍ଗଳବାର ଏହି ପଦ ପାଇଁ ୫ ଜଣଙ୍କ ନାଁ ବାଛିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏହି ସୂଚନା…

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା

ସିନ୍ଧ୍‌, ୧୮ା୯: ପାକିସ୍ତାନର ସିନ୍ଧ୍‌ରେ ଜଣେ ହିନ୍ଦୁ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ଘୋଟ୍‌କି ନିବାସୀ ନମ୍ରିତା ଚନ୍ଦାନୀ ହଷ୍ଟେଲ୍‌ରେ ରହି ମେଡିକାଲ ପଢୁଥିଲେ। ମଙ୍ଗଳବାର ହଷ୍ଟେଲ୍‌ ରୁମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରୁମ୍‌ ଭିତରେ ତାଙ୍କ ବେକରେ ଲୁଗା ଲାଗିଥିବାରୁ…

‘ଉତ୍ତେଜନା ହ୍ରାସ ପାଇଁ ବହୁତ କିଛି କରାଯାଇଛି’

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭ା୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୁବ୍‌ଶୀଘ୍ର ସାକ୍ଷାତ୍‌ ହେବ। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଅନେକ କିଛି କରାଯାଇଛି ବୋଲି ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ଆମେରିକାର ହ୍ୟୁଷ୍ଟନରେ ଆସନ୍ତା ୨୨ରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?