ଇରାନ୍ ଉପରେ ଆକ୍ରମଣ କରିବାକୁ ଚାହେଁନା ଆମେରିକା: ଟ୍ରମ୍ପ୍
ଓ୍ବାଶିଂଟନ,୬।୬: ଆମେରିକା ଇରାନ୍ ଉପରେ ଆକ୍ରମଣ କରିବାକୁ ଚାହେଁନା। ତେବେ ଏଭଳି ସମ୍ଭାବନା ସବୁବେଳେ ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଇରାନ୍ର ପରମାଣୁ ଅସ୍ତ୍ର କ୍ଷମତା ନେଇ ଦୁଇ ଦେଶ ମଧ୍ୟରେ ସମସ୍ୟା ରହିଛି। ତେବେ…
ପ୍ରଥମଥର ପାଇଁ ଗଦାଫି ଷ୍ଟାଡିୟମରେ ନମାଜ ପଢିପାରିଲେନି ହଫିଜ୍ ସୟିଦ୍: ଲାଗିଲା କଟକଣା
ଇସଲମାବାଦ୍, ୬।୬: ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କୀ ସଂଗଠନ ଜାମାତ୍ ଉଦ୍ ଦାଓ୍ବା ମୁଖ୍ୟ ସୟିଦ ହଫିଜ୍ଙ୍କୁ ଗଦାଫି ଷ୍ଟାଡିୟମରେ ନମାଜ ପଢିବାର ସୁଯୋଗ ମିଳିପାରି ନାହିଁ। ପାକିସ୍ତାନ ସରକାରଙ୍କ ପକ୍ଷରୁ ଏନେଇ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ଇଦ୍ରେ ଗଦାଫି…
ଗୋଟିଏ ବିଲେଇଠାରୁ ହାରିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ
ଲଣ୍ଡନ, ୬।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତିନିଦିନିଆ ବ୍ରିଟେନ ଗସ୍ତରେ ଯାଇଛନ୍ତି। ଟମ୍ଫଙ୍କ ଗସ୍ତକୁ ନେଇ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଏୟାରପୋର୍ଟରୁ ପାଛୋଟି ନିଆଯାଇଥିଲା। ଲଣ୍ଡନରେ ଟ୍ରମ୍ଫ ଏବଂ…
ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ପ୍ରଚାରକାରୀଙ୍କୁ ୫ ବର୍ଷ ଜେଲ୍; ୧୦ ଲକ୍ଷ ଜରିମାନା
କଲମ୍ବୋ, ୬।୬: ଶ୍ରୀଲଙ୍କା ସରକାର ସୋସିଆଲ୍ ମିଡ଼ିଆରେ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏଭଳି ବ୍ୟକ୍ତିଙ୍କୁ ୫ ବର୍ଷ ସଶ୍ରମ ଜେଲ୍ ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ଦଣ୍ଡବିଧାନ କରାଯିବ…
ତାଲିବାନ୍ କବ୍ଜାରୁ ମୁକୁଳିଲେ ୮୩ ସାଧାରଣ ଲୋକ
କାବୁଲ,୬।୬: ଆଫ୍ଗାନୀସ୍ଥାନରେ ତାଲିବାନ୍ ଆତଙ୍କବାଦୀ ସଂଗଠନ ଦ୍ୱାରା ବନ୍ଦୀ ହୋଇରହିଥିବା ୮୩ ସାଧାରଣ ଲୋକଙ୍କୁ ମିଳିତ ସୁରକ୍ଷାକର୍ମୀ ମୁକୁଳାଇଛନ୍ତି। କ୍ୱାଇଜାର ଜିଲାର ଫାରେୟାବ ପ୍ରଦେଶରେ ହୋଇଥିବା ସ୍ପେଶାଲ ଅପରେଶନ୍ରେ ଏହି ଲୋକମାନଙ୍କୁ ଉଦ୍ଧାର କରାଯାଇଛି ବୋଲି ଶାହିନ୍ ସୈନ୍ୟବାହିନୀ ମୁଖପାତ୍ର ମହମ୍ମଦ୍…
ସୋମାଲିଆରେ ୨୦ଲକ୍ଷ ଲୋକଙ୍କ ମୃତ୍ୟୁ ଭୋକରେ ହେବା ଆଶଙ୍କା: ଜାତିସଂଘ
ଜେନେଭା,୬।୬: ଆଗାମୀ ଦିନରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଯୋଗାଇ ଦିଆ ନ ଗଲେ ସୋମାଲିଆରେ ୨୦ ଲକ୍ଷ ଲୋକଙ୍କର ଭୋକରେ ମୃତ୍ୟୁ ହେବାର ଆଶଙ୍କା ରହିଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ସ୍ଥିତି ସୁଧାର ଳାଗି…
ବାଟହୁଡ଼ା ପିଲାଦିନ: ପୃଥିବୀରେ ୬୯ କୋଟି ଶିଶୁ ଅବହେଳିତ
ଓ୍ବାଶିଂଟନ, ୬।୬: ପୃଥିବୀର ୧୭୬ ଦେଶରେ ଶିଶୁଙ୍କ ପିଲାଦିନ ବାଟ ହୁଡ଼ିଛି। ପ୍ରାୟ ୬୯ କୋଟି ଶିଶୁଙ୍କର ପିଲାଦିନ ହଜିଯାଇଥିବା ସେଭ୍ ଦି ଚିଲଡ୍ରେନ୍ ସଂସ୍ଥା ଦ୍ୱାରା ପ୍ରକାଶିତ ‘ଦି ଏଣ୍ଡ ଅଫ୍ ଚାଇଲ୍ଡହୁଡ୍ ଇଣ୍ଡେକ୍ସ୍’ରେ ପ୍ରକାଶ ପାଇଛି। ସେଥି ମଧ୍ୟରୁ…
ପ୍ରତିରକ୍ଷା ବଜେଟ କମାଇବ ପାକ୍
ଇସ୍ଲାମାବାଦ,୬ା୬(ପି.ଟି.)-ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପକ୍ଷରୁ ଏକ ଅପ୍ରତ୍ୟାଶିତ ପଦକ୍ଷେପ ନିଆଯିବା ପାଇଁ ସ୍ଥିର କରାଯାଇଛି। ଆସନ୍ତା ଆର୍ଥତ୍କବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ ହ୍ରାସ କରିବା ପାଇଁ ସେଠାକାର ସେନା ଓ ସରକାର ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନୀ ସେନାର…
ଯୌନ ନିର୍ଯାତନା ସହିପାରିଲେନି ୧୭ବର୍ଷୀୟ ଯୁବତୀ: ମାଗିଲେ ଇଚ୍ଛାମୃତ୍ୟୁ
ପିଲାଦିନେ ବାରମ୍ବାର ବଳାତ୍କାର ଯନ୍ତ୍ରଣା ସହିଆସୁଥିବା ଯୁବତୀ ଶେଷରେ ମୃତ୍ୟୁର ବାଟ ଆପଣାଇଛନ୍ତି। ନେଦରଲାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୧୧ ବର୍ଷ ବୟସର ହୋଇଥିବାବେଳେ ଯୁବତୀ ଜଣଙ୍କ ବଳାତ୍କାରର ଶିକାର ହୋଇଥିଲେ। ଯୌନ ନିର୍ଯାତନାର ଶିକାର ହେବା ପରେ ୧୭ବର୍ଷୀୟ…
ଯନ୍ତ୍ରଣା ସହି ନପାରି ମାତ୍ର ୧୭ ବର୍ଷ ବୟସରେ ନାବାଳିକା ବାଛିନେଲେ ‘ଇଛାମୃତ୍ୟୁ’
ଆମଷ୍ଟରଡମ୍,୫।୬: ମାନସିକ ଯନ୍ତ୍ରଣା ଓ ଡିପ୍ରେସନରୁ ବାହାରି ନ ପାରି ଶେଷରେ ‘ଇଛାମୃତ୍ୟୁ’ ଦ୍ୱାରା ନାବାଳିକା ଜଣଙ୍କ ଜୀବନ ହାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନେଦରଲ୍ୟାଣ୍ଡ ଅର୍ନହୋମରେ। ଉକ୍ତ ସହରର ୧୭ ବର୍ଷର ଝିଅ ପିିଲାଦିନେ ବଳାତ୍କାରର ଶୀକାର ହୋଇଥିଲେ।…
ଇରାନରେ ଭୂକମ୍ପ ଝଟକା
ତେହରାନ,୫।୬: ଇରାନର ପଶ୍ଚିମ ଭାଗ କରମନଶାହ ସହରରେ ବୁଧବାର ୨ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଓ ୪.୯ ରହିଛି। ପ୍ରଥମ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଓ ଦ୍ୱିତୀୟଟିର କେନ୍ଦ୍ର ୧୧ କିଲୋମିଟର ଗଭୀରତା…
ବ୍ରିଟେନରେ ମହିଳାଙ୍କୁ ବଳାତ୍କାର କରି ଭାରତ ଚାଲିଆସିଥିଲେ ଯୁବକ: ମିଳିଲା ୭ ବର୍ଷ ଜେଲ୍ ଦଣ୍ଡାଦେଶ
ଲଣ୍ଡନ, ୫।୬: ବ୍ରିଟେନରେ ଜଣେ ମହିଳାଙ୍କୁ ବଳାତ୍କାର କରି ଭାରତ ପଳାଇଆସିଥିବା ଜଣେ ବ୍ୟକ୍ତିଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅଜୟ ରାଣା(୩୫) ନାମକ ଜଣେ ଯୁବକ ୨୦୧୭, ଡିସେମ୍ବର ୯ରେ ଇଂଲଣ୍ଡର ଲୋବସ୍ଫୋଟ ସହରରେ ଲିଫ୍ଟ ଦେବାକୁ କହି…
Archives


