ଅନ୍ତର୍ଜାତୀୟ

ବାଂଲାଦେଶର ରୋହିଙ୍ଗ୍ୟା ଶିବିରରେ ବଢୁଛି ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା

ଢାକା,୨୭।୧୨: ବାଂଲାଦେଶରେ ଶରଣ ନେଇଥିବା ରୋଗିଙ୍ଗ୍ୟାଙ୍କ ମଧ୍ୟରେ ଏବେ ଏଚ୍‌ଆଇଭି ଓ ଅନ୍ୟ ଯୌନ ରୋଗ ସଂକ୍ରମଣ ବଢିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା କଥା ହେଲା ଯେକୌଣସି ରୋଗ ବଢିବାର ମୁଖ୍ୟ କାରଣ ହେଲା ଏହାର ସଚେତନତାର ଅଭାବ। ତେଣୁ ରୋହିଙ୍ଗ୍ୟା…

ଭାରତ, ଚାଇନା ସେନା ମଧ୍ୟରେ ସମ୍ପର୍କ ମଜଭୁତ ହେଉଛି: ପିଏଲ୍‌ଏ

ବେଜିଂ, ୨୭।୧୨: ଭାରତ ଏବଂ ଚାଇନା ସେନା ମଧ୍ୟରେ ସମ୍ପର୍କ ମଜଭୁତ ହେଉଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି.ଜିନପିଙ୍ଗ୍‌ଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଚାଇନାର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)ପକ୍ଷରୁ କୁହାଯାଇଛି। ଏହି ଦୁଇ…

କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୯ ମୃତ

ନୁର-ସୁଲତାନ, ୨୭।୧୨: କାଜାଖସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛିି। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି। ବିମାନଟି ଉଡାଣ ଭରୁଥିବାବେଳେ ଏକ ଦୁଇ ମହଲା କୋଠାରେ ବାଜି ଏଭଳି…

ଫିଲିପାଇନ୍ସରେ ବାତ୍ୟା: ୨୦ ମୃତ

ମାନିଲା, ୨୭-୧୨:କେନ୍ଦ୍ରୀୟ ଫିଲିପାଇନ୍ସରେ ଭୟଙ୍କର ଝଡ଼ବାତ୍ୟା ‘ଫନ୍‌ଫୋନ’ ତାଣ୍ଡବ ରଚିଛି। ଏଥିରେ ୨୦ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଝଡ଼ବାତ୍ୟା ଯୋଗୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଦେଖାଦେଇଛି। ଭୂସ୍ଖଳନ ଓ ଜଳବନ୍ଦୀ ଯୋଗୁ ଲୋକମାନଙ୍କୁ…

ଦୁବାଇରେ ୨ ଭାରତୀୟ ଛାତ୍ର ମୃତ

ଦୁବାଇ,୨୬।୧୨: ଦୁବାଇରେ ଛୁଟି କାଟିବାକୁ ଯାଇଥିବା ୨ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କର କାର୍‌ ଦୁର୍ଘଟଣାରେ ଖ୍ରୀଷ୍ଟମାସ ଅର୍ଥାତ୍‌ ବୁଧବାର ମୃତ୍ୟୁ ହୋଇଛି। କେରଳର ମୂଳ ବାସିନ୍ଦା ଶରତ କୁମାର ଓ ରୋହିତ କିଷ୍ଣାକୁମାର ଛୁଟି କାଟିବାକୁ ଦୁବାଇ ଆସିଥିଲେ। ଖ୍ରୀଷ୍ଟମାସ…

ଫିଲିପାଇନ୍ସରେ ତାଣ୍ଡବ ରଚିଲା ‘ଫନଫୋନ’: ୧୬ ମୃତ

ମନିଲା,୨୬।୧୨: ଖ୍ରୀଷ୍ଟମାସକୁ ଫିକା କରିଦେଲା ଘୂର୍ଣ୍ଣିଝଡ଼ ‘ଫନଫୋନ’। ଡିସେମ୍ବର ୨୫ରେ ଫିଲିପାଇନ୍ସରେ ଆସିଥିବା ଏହି ଘୂର୍ଣ୍ଣଝଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏଥିରେ ମଧ୍ୟଫିଲିପାଇନ୍ସରେ ୧୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ପବନର ବେଗ ଏତେ ଅଧିକ ଥିଲା ଯେ…

ପାକ୍‌ ସେନା ମୁଖପାତ୍ରଙ୍କ ଖ୍ରୀଷ୍ଟମାସ ଶୁଭେଚ୍ଛା ଟୁଇଟ୍‌ : ଓଡ଼ିଶାକୁ ବଦ୍‌ନାମ ଲାଗି ପ୍ରୟାସ

ଇସ୍‌ଲାମାବାଦ, ୨୬ା୧୨: ସାରା ବିଶ୍ୱରେ ଖ୍ରୀଷ୍ଟମାସ ଧୁମ୍‌ଧାମରେ ପାଳନ କରାଯାଉ ଥିବାବେଳେ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୂରାଇ ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର ବୁଧବାର ଓଡ଼ିଶାକୁ ବଦ୍‌ନାମ କରିବା ଲାଗି ପ୍ରୟାସ କରିଛନ୍ତି। ଗଫୁର ଟୁଇଟ୍‌…

ସ୍ମୃତିଶକ୍ତି ହରାଇଲେ ବ୍ରାଜିଲ ରାଷ୍ଟ୍ରପତି

ସାଓ ପାଉଲୋ,୨୬ା୧୨(ଏଏଫ୍‌ପି): ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲସନାରୋ ସରକାରୀ ବାସଭବନରେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ସାମିୟକ ଭାବେ ସ୍ମୃତିଶକ୍ତି ହରାଇଥିବା ଜଣାପଡିଛି। ସୋମବାର ରାତିରେ ବୋଲସନାରୋ ବାଥ୍‌ରୁମ୍‌ରେ ପଡ଼ିଯାଇଥିଲେ। ପୂର୍ବରୁ ୨୦୧୮ ସେପ୍ଟେମ୍ବରରେ ସେ ନିର୍ବାଚନ ପ୍ରଚାର…

ଜଣେ ଭଲ ପିତା ଆଣିଦେବା ପାଇଁ ସାନ୍ତାକ୍ଲଜ୍‌ଙ୍କୁ ଚିଠି ଲେଖିଲେ ୭ ବର୍ଷ ବାଳକ

ଟେକ୍ସାସ୍‌,୨୫।୧୨: ବନଦିନ ଅବସରରେ ଟେକ୍ସାସ୍‌ର ଜଣେ ୭ ବର୍ଷର କୋମଳମତି ବାଳକ ତାଙ୍କ ପାଇଁ ଉପହାର ଭାବେ ଜଣେ ଭଲ ପିତା ଆଣିଦେବାକୁ ସାନ୍ତାକ୍ଲଜ୍‌ଙ୍କୁ ଚିଠି ଲେଖିଛନ୍ତି। ଏବେ ଏହି ଚିଠି ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘରୋଇ ହିଂସା…

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୩୫ ସାଧାରଣ ଲୋକ ଏବଂ ୮୦ ଆତଙ୍କବାଦୀ ନିହତ

ଓଗାଡୋଗୁୁ,୨୫।୧୨: ଉତ୍ତର ବୁର୍କିନା ଫାସୋରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୮୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୫ ଜଣ ସାଧାରଣ ଲୋକ ମଧ୍ୟ ନିହତ ହୋଇଥିବା ରାଷ୍ଟ୍ରପତି ରୋଚ୍‌ ମାର୍କ କାବୋରେ ସୂଚନା ଦେଇଛନ୍ତି। ନିହତ ହୋଇଥିବା ସାଧାରଣ ଲୋକଙ୍କ…

ନଦୀକୁ ଖସିଲା ବସ୍‌:୨୭ ମୃତ

ପାଲେମ୍‌ବାଙ୍ଗ୍‌, ୨୫ା୧୨: ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ପ୍ରଦେଶ ଅନ୍ତର୍ଗତ ଉପାନ୍ତ ପଗାର ଆଲମ୍‌ ଅଞ୍ଚଳରେ ଏକ ବସ୍‌ ୫୦୦ ଫୁଟ ତଳ ନଦୀ ଭିତରକୁ ଖସିବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୭ ଜଣଙ୍କ ପ୍ରାଣହାନି ଘଟିଛି। ସୋମବାର ମଧ୍ୟରାତ୍ରରେ ଏଭଳି…

ଗମ୍ଭୀର ସ୍ଥିତିରେ ଅର୍ଥ ବ୍ୟବସ୍ଥା:ତ୍ୱରିତ ପଦକ୍ଷେପ ନେବାକୁ ଆଇଏମ୍‌ଏଫ୍‌ର ପରାମର୍ଶ

ଓ୍ବାଶିଂଟନ,୨୫ା୧୨:ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଗମ୍ଭୀର ସ୍ଥିତିରେ ରହିଛି। ଏହି ସମୟରେ ସରକାର ନୀତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ ବିଶ୍ୱ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ ହୋଇଥିବାରୁ ସରକାର ଏହାକୁ ଧ୍ୟାନରେ ରଖି ପଦକ୍ଷେପ ନେବାକୁ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?