ଅନ୍ତର୍ଜାତୀୟ

ଚଳନ୍ତା କାର ଉପରେ ବସିଲା ହାତୀ: ଭିଡ଼ିଓ ଭାଇରାଲ

ବ୍ୟାଙ୍କକ୍‌,୬।୧୧: ଥାଇଲାଣ୍ଡରେ ଥିବା ଖାଓ ୟାଇ ଜାତୀୟ ଉଦ୍ୟାନରେ ଏକ ଚଳନ୍ତା କାର ଉପରେ ହାତୀ ବସିବାକୁ ପ୍ରୟାସ କରୁଥିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ହାତୀଟି କାର ପାଖରେ କିଛି ସମୟ ବୁଲା ବୁଲି କରିବା…

କରତାର୍‌ପୁର ଭିଡ଼ିଓ ଜାରି କଲା ପାକିସ୍ତାନ: ୩ ଖଲିସ୍ତାନୀଙ୍କ ଫଟୋ

ଇସଲାମାବାଦ୍‌,୬।୧୧: ପାକିସ୍ତାନ ପକ୍ଷରୁ କରତାର୍‌ପୁର ସମ୍ପର୍କିତ ଏକ ଭିଡ଼ିଓ ଜାରି କରିଛି। ଏଥିରେ ୧୯୮୪ ଜୁନରେ ଅମୃତସରଠାରେ ଥିବା ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ବ୍ଲୁଷ୍ଟାର ଅପରେଶନରେ ମୃତ୍ୟୁ ଘଟିଥିବା ଖଲିସ୍ତାନୀ ଉଗ୍ରବାଦୀଙ୍କ ଫଟୋ ରହିଛି। ଭିଡ଼ିଓରେ ଜର୍ନାଇଲ୍‌ ସିଂ ଭିନ୍ଦରଓ୍ବାଲେ, ମେଜର ଜେନେରାଲ…

ବାଗ୍‌ଦାଦିଙ୍କ ଭଉଣୀ ଅଟକ

ଇସ୍ତାନ୍‌ବୁଲ, ୬ା୧୧(ପି.ଟି.): ଉତ୍ତର ସିରିଆରେ ଆଇଏସ୍‌ ଆତଙ୍କବାଦୀ ନେତା ବକର ଅଲ୍‌ ବାଗ୍‌ଦାଦିଙ୍କ ଭଉଣୀକୁ ଅଟକ ରଖାଯାଇଥିବା ତୁର୍କୀ ପକ୍ଷରୁ କୁହାଯାଇଛି। ବାଗ୍‌ଦାବି ଆମେରିକା ସେନା କାର୍ଯ୍ୟାନୁଷ୍ଠାନରେ ପୂର୍ବରୁ ନିହତ ହୋଇଥିଲେ। ତାଙ୍କ ଭଉଣୀ ରଶ୍ମିୟା ଆଓ୍ବାଦ୍‌ଙ୍କୁ ଆଜାଜ୍‌ ସହରରେ ଅଟକ…

ଇସ୍ତଫାକୁ ଛାଡ଼ି ସବୁ ବୁଝାଯିବ: ଇମ୍ରାନ୍‌

ଇସ୍‌ଲାମାବାଦ, ୬ା୧୧(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଇସ୍ତଫା ଦାବିରେ ଜାରି ରହିଥିବା ଆନ୍ଦୋଳନକୁ ଚପାଇବା ଲାଗି ଜୋର୍‌ଦାର ଉଦ୍ୟମ ଚାଲିଛି। ବିକ୍ଷୋଭକାରୀଙ୍କ ସବୁ ଦାବି ପୂରଣ କରାଯିବ ବୋଲି ଇମ୍ରାନ୍‌ ମଙ୍ଗଳବାର କହିଛନ୍ତି। ତେବେ ସେ ଇସ୍ତଫା ଦାବିକୁ ଅଗ୍ରାହ୍ୟ…

ସପ୍ତାହରେ ୪ଦିନ କାମ: ପରିଣାମ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମାଲିକ

ସରକାରୀ ହେଉ କି ବେସରକାରୀ କମ୍ପାନୀଗୁଡିକରେ କାମ କରୁଥିବା କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ସାପ୍ତାହିକ ଛୁଟି ମିଳିଥାଏ। ଆଜିକାଲି ବେସରକାରୀ କମ୍ପାନୀଗୁଡିକରେ କାର୍ଯ୍ୟ ଏତେ ବଢ଼ିଯାଇଛି ଯେ, ଅଧିକାଂଶ କମ୍ପାନୀ ୨୪ଘଣ୍ଟା ପାଇଁ କାମ କରୁଛି। ଏତେ କାର୍ଯ୍ୟବ୍ୟସ୍ତତା ଭିତରେ…

ବିଶ୍ୱର ଏପରି ୫ଟି ସ୍ଥାନ, ଯେଉଁଠି ହୁଏନି ରାତି

ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ। କିନ୍ତୁ ସତ୍ୟ କଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ। ଆସନ୍ତୁ ଜାଣିବା ଦୁନିଆର ଏପରି ପାଞ୍ଚଟି ସ୍ଥାନ ବିଷୟରେ ଯେଉଁଠାରେ ଆପଣ ରାତି ହେବା…

ନଭେମ୍ବର ୧୧ରେ ସୂର୍ଯ୍ୟରେ ଦେଖା ଯିବ କଳାଜାଇ

ଓ୍ବାଶିଂଟନ୍‌,୫।୧୧: ନଭେମ୍ବର ୧୧ରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ। ଫଳରେ ସୂର୍ଯ୍ୟ ଉପରେ ଏକ ବଡ଼ କଳାଜାଇ ଗତି କରୁଥିବାର ଦେଖାଯିବ। ଏହା ଗ୍ରୀନିଚ୍‌…

ଆଫଗାନିସ୍ତାନରେ ୫ ତାଲିବାନ ଆତଙ୍କବାଦୀ ମୃତ

ବାରାକ୍‌-ଇ-ବାରାକ୍‌,୫।୧୧: ଆଫଗାନିସ୍ତାନର ବାରାକ୍‌-ଇ-ବାରାକ୍‌ ଜିଲାର ଶନା କ୍ୱେଲା ଗାଁରେ ୫ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମଧ୍ୟ ଲାଗୋର ଅଞ୍ଚଳରେ ସୋମବାର ସ୍ପେଶାଲ ପୋଲିସ ଫୋର୍ସଙ୍କ ଦ୍ୱାରା ଚାଲିଥିବା ଅପରେଶନରେ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ସମୟରେ ଆତଙ୍କବାଦୀମାନେ…

ଅଲ୍‌ଜାଇମର୍‌ ପାଇଁ ଚାଇନା ପ୍ରସ୍ତୁତ କଲା ଔଷଧ: ୫ କୋଟିରୁ ଅଧିକ ଲୋକ ହେବେ ଉପକୃତ

ବେଜିଂ,୫।୧୧: ଭୁଲାପଣ ସମସ୍ୟା ଅଲ୍‌ଜାଇମର୍‌ ପାଇଁ ଚାଇନା ଔଷଧ ପ୍ରସ୍ତୁତ କରିଛି। ସାଙ୍ଘାଇର ଏକ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଥିବା ଚାଇନାର ଜାତୀୟ ମେଡିକାଲ ଉତ୍ପାଦ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୧୭ ବର୍ଷର ଦୀର୍ଘ ଗବେଷଣା ପରେ ଚାଇନା…

ରେଫ୍ରିଜରେଟେଡ୍‌ ଟ୍ରକ୍‌ରୁ ୪୧ ଦାଦନ ଶ୍ରମିକ ଉଦ୍ଧାର

ଗ୍ରୀସ୍‌,୫ା୧୧-ଗ୍ରୀସ୍‌ରେ ଏକ ରେଫ୍ରିଜରେଟେଡ୍‌ ଟ୍ରକ୍‌ରୁ ସୋମବାର ୪୧ ଜଣ ଦାଦନ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ପୋଲିସ ଉକ୍ତ ଟ୍ରକ୍‌ର ଡ୍ରାଇଭରଙ୍କୁ ଗିରଫ କରିଛି। ଦାଦନ ଶ୍ରମିକମାନେ ଆଫଗାନିସ୍ତାନର ମୂଳ ବାସିନ୍ଦା ବୋଲି କୁହାଯାଉଛି। ୭ ଜଣଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା…

ଉଗ୍ରବାଦ ଦମନରେ ମ୍ୟାନ୍‌ମାରର ସହଯୋଗ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌,୫ା୧୧: ଆସିଆନ ସମ୍ମିଳନୀରେ ଯୋଗଦେବା ଲାଗି ଥାଇଲାଣ୍ଡ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାନ୍‌ମାର ଷ୍ଟେଟ୍‌ କାଉନସିଲର ଅଙ୍ଗ୍‌ ସାନ୍‌ ସୁ କୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ସ୍ଥିର ଓ ଶାନ୍ତିପୂର୍ଣ୍ଣ ସୀମା ଗୁରୁତ୍ୱପୂର୍ଣ୍ଣ…

ମୃତଦେହ ପୋତିବାକୁ ଏଠାରେ ଦେବାକୁ ପଡେ କୋଟି କୋଟି ଟଙ୍କା

ହଂକଂ: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା ପାଇଁ ସେମାନଙ୍କୁ ଜମି କିଣିବାକୁ ପଡ଼ୁଛି। ଆଉ ଏହା ପାଇଁ ପ୍ରାୟ ୧କୋଟି ୬୨ଲକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri