ଅନ୍ତର୍ଜାତୀୟ

ଚର୍ଚ୍ଚାରେ ଆଲବାନିଆ ପ୍ରଧାନମନ୍ତ୍ରୀଙ୍କ ବୟାନ: AI ମନ୍ତ୍ରୀ ‘ଡିଏଲା’ ହେବେ ୮୩ ପିଲା’ର ମା’

ନୂଆଦିଲ୍ଲୀ/ବର୍ଲିନ୍,୨୬ା୧୦: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ଯେ ଦେଶର AI-ନିର୍ମିତ ମନ୍ତ୍ରୀ ‘ଡିଏଲା’ ବର୍ତ୍ତମାନ ‘ଗର୍ଭବତୀ’ ଏବଂ ସେ ଶାସକ ସୋସିଆଲିଷ୍ଟ୍ ପାର୍ଟିର ସମସ୍ତ ୮୩ ଜଣ ସାଂସଦଙ୍କ ପାଇଁ ‘୮୩ ପିଲା’ (ସହାୟକ) ସୃଷ୍ଟି…

ଲୁଭରେ ଫଟୋରେ ଭାଇରାଲ୍ ‘ଡିଟେକ୍ଟିଭ୍’: କିଏ ସେ ଷ୍ଟାଇଲିସ୍ ବ୍ୟକ୍ତି?

ପ୍ୟାରିସ୍,୨୬ା୧୦: ପ୍ୟାରିସ୍‌ର ଲୁଭରେ (Louvre) ସଂଗ୍ରହାଳୟରୁ ମୁକୁଟ(crown jewels) ଚୋରି ଘଟଣାର ତଦନ୍ତ ଚାଲିଥିବା ବେଳେ, ଜଣେ ବ୍ୟକ୍ତିଙ୍କ ଫଟୋ ଅନ୍‌ଲାଇନ୍‌ରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଷ୍ଟାଇଲିସ୍ ସୁଟ୍, ସୁନେଲି ରଙ୍ଗର ୱେଷ୍ଟକୋଟ୍, କଳା ଜ୍ୟାକେଟ୍ ଏବଂ ଫେଡୋରା (ଟୋପି) ପିନ୍ଧିଥିବା…

ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ! ଶହବାଜ-ମୁନିରଙ୍କୁ କଲେ ଖୁବ ପ୍ରଶଂସା

ଓ୍ବାଶିଂଟନ/ଇସଲାମାବାଦ,୨୬।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ‘ଚମତ୍କାର ଲୋକ’ ଏବଂ ୱାଶିଂଟନ ଖୁବ ଶୀଘ୍ର ପାକିସ୍ତାନ-ଆଫଗାନିସ୍ତାନ ବିବାଦର ସମାଧାନ କରିବେ। ଟ୍ରମ୍ପ ମାଲେସିଆର…

ବିମାନ ବନ୍ଦରରେ ନାଚିଲେ ରାଷ୍ଟ୍ରପତି,ସମସ୍ତେ ଆଶ୍ଚର୍ଯ୍ୟ!

କୁଆଲାଲମପୁର,୨୬।୧୦: ମାଲେସିଆରେ ଆସିଆନ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ମାଲେସିଆ ବିମାନବନ୍ଦରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭବ୍ୟ ସ୍ବାଗତ ପାଇଁ ଶନିବାର ମାଲେସିଆରେ ପହଞ୍ଚିଥିଲେ। ସେ ତାଙ୍କ ନୃତ୍ୟ ପ୍ରଦର୍ଶନ ମଧ୍ୟ କରିଥିଲେ, ଯାହାର ଏକ ଭିଡିଓ ଏବେ ସୋସିଆଲ…

ସୀମାରେ ଚାଇନା ଗଢୁଛି ନୂଆ ଏୟାର ଡିଫେନ୍ସ କମ୍ପ୍ଲେକ୍ସ

ନୂଆଦିଲ୍ଲୀ,୨୫ା୧୦: ତିବ୍ବତର ପଙ୍ଗୋଙ୍ଗ୍‌ ହ୍ରଦର ପୂର୍ବ ପାର୍ଶ୍ୱ କୂଳରେ ଚାଇନା ନୂଆ ଏୟାର ଡିଫେନ୍ସ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ସାଟେଲାଇଟ୍‌ ଫଟୋରୁ ସ୍ପଷ୍ଟ ହୋଇଛି। ୨୦୨୦ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥାନଠାରୁ ଏହା ପ୍ରାୟ ୧୧୦…

ପାକିସ୍ତାନକୁ ପାଣି ବନ୍ଦ କରିବ ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୫ା୧୦: ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଗତ ଏପ୍ରିଲ୍‌ ୨୨ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖି ପାକିସ୍ତାନକୁ ଜଳପ୍ରବାହ ହ୍ରାସ କରିଥିଲା। ଏବେ ତାଲିବାନ୍‌ ଶାସିତ ଆଫଗାନିସ୍ତାନ ଅନୁରୂପ ପଦକ୍ଷେପ ନେବାକୁ ଯାଉଛି। ତାଲିବାନ୍‌ ସରକାର ଯଥାଶୀଘ୍ର…

ଚାଇନା ସହ ବଡ଼ ଡିଲ୍‌ କଲା ଭାରତ, ଋଷିଆକୁ ଝଟ୍‌କା!

ନୂଆଦିଲ୍ଲୀ,୨୪।୧୦: ଭାରତର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ଏକ ନୂଆ ପ୍ରେରଣା ଦେଇପାରିବ ବୋଲି ଏକ ପ୍ରମୁଖ ଚୁକ୍ତି ଭାରତ-ଚାଇନା ମଧ୍ୟରେ ସ୍ବାକ୍ଷରିତ ହୋଇଛି। INOXGFL ଗ୍ରୁପର ଏକ କମ୍ପାନୀ ଆଇନକ୍ସ ସୋଲାର, ଏକ ଅଗ୍ରଣୀ ଚାଇନା ସୌର ଶକ୍ତି କମ୍ପାନୀ ଲଙ୍ଗି…

ଆମେରିକା ଦେଲା ଧୋକା! ଏବେ ଭାରତ ଆସିବେ କାନାଡ଼ା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧୦: ପ୍ରାୟ ଦୁଇ ବର୍ଷ ପରେ, କାନାଡା ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳ ସମୟରେ ସ୍ଥଗିତ ରହିଥିବା କାର୍ଯ୍ୟକ୍ରମ ଏବଂ ସହଭାଗୀତା ପୁନର୍ବାର ଆରମ୍ଭ ହେବାର ସମ୍ଭାବନା ଦେଖାଯାଉଛି। କାନାଡା…

ପାକିସ୍ତାନରେ ମହିଳା ହେବେ ଆତଙ୍କବାଦୀ, ଜୈଶ-ଏ-ମହମ୍ମଦ ୧,୫୦୦ ସୈନ୍ୟବାହିନୀ ପ୍ରସ୍ତୁତ କରୁଛି

ଇସଲାମାବାଦ,୨୪।୧୦: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହୋଇଛି। ସଂଗଠନ ଏବେ ଜମାତ-ଉଲ-ମୋମିନାତ ନାମରେ ଏହାର ପ୍ରଥମ ମହିଳା ବ୍ରିଗେଡ ଆରମ୍ଭ କରିଛି। ଅକ୍ଟୋବର ୮ରେ ଏହାର ନିଯୁକ୍ତି ଆରମ୍ଭ ହୋଇଥିଲା। ଅପରେଶନ ସିନ୍ଦୂର ସମୟରେ, ଭାରତୀୟ ସଶସ୍ତ୍ର ବାହିନୀ…

ଭାରତ ପରେ ପାକିସ୍ତାନକୁ ନଦୀ ଜଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି ତାଲିବାନ

କାବୁଲ,୨୪।୧୦: ଭାରତ ପରେ ଏବେ ତାଲିବାନ ଶାସିତ ଆଫଗାନିସ୍ତାନ ପାକିସ୍ତାନକୁ ଯାଉଥିବା ନଦୀ ଜଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି। ଆଫଗାନିସ୍ତାନର ସୂଚନା ମନ୍ତ୍ରଣାଳୟ ଅନୁଯାୟୀ, ଦେଶର ସର୍ବୋଚ୍ଚ ନେତା ମୌଲବୀ ହିବାତୁଲ୍ଲା ଅଖୁନ୍ଦଜାଦା ଶୀଘ୍ର କୁନାର ନଦୀ ଉପରେ…

‘ଆଗାମୀ ୬ ମାସ ମଧ୍ୟରେ…’ପୁଟିନଙ୍କୁ ସିଧାସଳଖ ଧମକ ଦେଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ,୨୪।୧୦: ୟୁକ୍ରେନ ଯୁଦ୍ଧ ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ଏକ ପ୍ରମୁଖ ଉତ୍ସ ପାଲଟିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ସିଧାସଳଖ ରୁଷିଆକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନ ଦୁଇଟି ପ୍ରମୁଖ ରୁଷୀୟ ତୈଳ କମ୍ପାନୀ ଉପରେ…

ପାକିସ୍ତାନରେ ୪୦୦% ବଢ଼ିଲା ଟମାଟୋ ଦାମ୍, କିଲୋଗ୍ରାମ ୬୦୦ ଟଙ୍କା

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବନ୍ଦ ଯୋଗୁଁ ଉଭୟ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ବିଶେଷ କରି, ପାକିସ୍ତାନରେ ଟମାଟୋ ଦର ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଏବଂ କିଲୋଗ୍ରାମ ପ୍ରତି ପାଖାପାଖି ୬୦୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri