ପାକିସ୍ତାନରେ ବିମାନ ଯାତ୍ରା ହେଲା ମହଙ୍ଗା
ଇସଲାମାବାଦ,୩୦।୫: ପାକିସ୍ତାନର ପ୍ରାୟ ସମସ୍ତ ଖାଦ୍ୟ ସାମଗ୍ରୀ ଏବେ ଆକାଶଛୁଆଁ ଦାମ୍ ହୋଇ ଯାଇଥିବା ବେଳେ ଚିନ୍ତାରେ ପାକିସ୍ତାନ ବାସୀ। ଖାଦ୍ୟ ସାମଗ୍ରୀ ପରେ ଏବେ ଏଠାକାର ବିମାନ ଯାତ୍ରା ମଧ୍ୟ ମହଙ୍ଗା ହୋଇଥିବା ଖବର ମିଳିଛି। ପାକିସ୍ତାନ ଏୟାର ଲାଇନ୍ସ(ପିଆଇଏ)…
ଗଛ ଲଗାଇବା ବାଧ୍ୟତାମୂଳକ: ନ ହେଲେ ମିଳିବନି ଡିଗ୍ରୀ ସାର୍ଟିଫିକେଟ
ମାନିଲା, ୩୦।୫: ଫିଲିପାଇନ୍ସ ସରକାର ବିପର୍ଯ୍ୟସ୍ତ ପରିବେଶକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ମର୍ମରେ ଦେଶରେ ନୂଆ ଆଇନ ପ୍ରଣୟନ କରାଯାଇଛି। ଛାତ୍ରୀଛାତ୍ର ୧୦ଟି ଗଛ ନ ଲଗାଇଲେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ଡିଗ୍ରୀ ସାର୍ଟିଫିକେଟ୍ ମିଳିବନି। ଇତିମଧ୍ୟରେ ଦେଶର ଜଙ୍ଗଲ…
ସାପୁଆ କେଳାଙ୍କ ନାଗେଶ୍ୱରୀ ଧ୍ୱନୀ ପିଲାଙ୍କ ମସ୍ତିଷ୍କ ବିକାଶ କରେ: ରିପୋର୍ଟ
ଜେନେଭା,୩୦।୫: ଭାରତରେ ସାପୁଆ କେଳା ସାପ ଖେଳ ସମୟରେ ବଜାଉଥିବା ନାଗେଶ୍ୱରୀ ଧ୍ୱନୀ ଛୋଟ ପିଲାଙ୍କ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ। ଏନେଇ ଜେନେଭା ବିଶ୍ୱ ବିଦ୍ୟାଳୟରେ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସମୟ ପୂର୍ବରୁ…
ଭାରତ ସହ ଏକାଠି କାମ କରିବ ଆମେରିକା
ଓ୍ବାଶିଂଟନ,୩୦ା୫(ପି.ଟି.): ଭାରତ ଆମେରିକାର ବଡ ସହଯୋଗୀ ଓ ଭାଗୀଦାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଅନେକ ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନ ନୂଆଦିଲ୍ଲୀ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବ ବୋଲି ଏହାର ବହିର୍ବ୍ୟାପାର ବିଭାଗ ମୁଖପାତ୍ର ମୋର୍ଗାନ୍ ଓର୍ଟାଗୁସ୍ କହିଛନ୍ତି।…
ଏହି ମହାଦେଶରେ ରହିଛି ମାତ୍ର ଗୋଟିଏ ଏଟିଏମ୍
ଓ୍ବାଶିଂଟନ ୨୯।୫: ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଆଣ୍ଟାର୍କଟିକାରେ ରହିଛି ଗୋଟିଏ ମାତ୍ର ଏଟିଏମ୍। ଏଠାକାର ଏକ କୋଟି ୪୦ ଲକ୍ଷ କିଲୋମିଟର କ୍ଷେତ୍ରଫଳ ଅଞ୍ଚଳରେ ୧୯୯୮ରେ ୨ଟି ଏଟିଏମ୍ ସ୍ଥାପନ କରାଯାଇଥିଲା। ତେବେ ଏବେ ସେଥି ମଧ୍ୟରୁ ଗୋଟିଏ ଖରାପ…
ନୂଆ ସରକାରଙ୍କୁ ପରାମର୍ଶ ଦେଲେ ଋଷି କପୁର
ନ୍ୟୁୟର୍କ,୨୯।୫: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ନେଇ ବଲିଉଡ୍ ଅଭିନେତା ଋଷି କପୁର ନିଜର ମତ ରଖିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ନୂଆ ସରକାର ନିଯୁକ୍ତି, ଶିକ୍ଷା ତଥା ସ୍ବାସ୍ଥ୍ୟ ସେବା ଉପରେ ବିଶେଷ ଗୁରୁତ୍ୱ…
ପାକିସ୍ତାନରେ ଏକ ମାସରେ ୭ ଶହ ଶିଶୁ ଓ ନାବାଳକ ଏଚ୍ଆଇଭି ସଂକ୍ରମିତ
ଲାହୋର, ୨୯।୫: ଏଡସ୍ ମହାମାରୀର ଦ୍ୱାରରେ ଛିଡ଼ା ହୋଇଛି ପାକିସ୍ତାନ। ଏଠାରେ ଏକମାସରେ ୭ଶହ ଶିଶୁ ଏବଂ ନାବାଳକ ଏଚ୍ଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ବୟସ ୨ ବର୍ଷରୁ ଆରମ୍ଭ କରି ୧୫ ବର୍ଷ ମଧ୍ୟରେ ବୋଲି କୁହାଯାଉଛି। ବ୍ଲଡ୍…
ଧନୀ ଦେଶଙ୍କ ଡମ୍ପି ଗ୍ରାଉଣ୍ଡ୍ ହେବନି ମାଲେସିଆ: ୩ ହଜାର ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଆମେରିକା ସମେତ ଅନ୍ୟ ଦେଶକୁ ପଠାଯିବ
କୁଆଲାମ୍ପୁର,୨୯।୫: ମାଲେସିଆର ବିଭିନ୍ନ ବନ୍ଦରରେ ୩ ହଜାର ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଜମା ହୋଇ ରହିଛି। ଏସବୁ ୬୦ଟି କଣ୍ଟେନରରେ ଏଠାକୁ ଆସିଥିବା ମାଲେସିଆ ପରିବେଶ ମନ୍ତ୍ରୀ ୟୋ.ବି.ୟିନ୍ ଏନେଇ ସୂନା ଦେଇଛନ୍ତି। ଏସବୁ ବେଆଇନ୍ ଭାବେ ଆମେରିକା, ବ୍ରିଟେନ୍,…
ମୋଦିଙ୍କ ଶପଥଗ୍ରହଣ ଉତ୍ସବକୁ ପାକିସ୍ତାନକୁ ନିମନ୍ତ୍ରଣ ନାହିଁ: ସଫେଇ ଦେଲା ପାକିସ୍ତାନ
ଇସଲମାବାଦ୍, ୨୮।୫: ଆସନ୍ତା ୩୦ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଏହି ଶପଥ ଗ୍ରହଣ ଉତ୍ସବକୁ ୮ ବିମ୍ଷ୍ଟେକ୍ ସଦସ୍ୟ ବାଂଲାଦେଶ, ମ୍ୟାନ୍ମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଏବଂ ଭୂଟାନର ନେତାମାନଙ୍କୁ ନିମନ୍ତ୍ରଣ…
ଆଫଗାନୀସ୍ତାନରେ ସର୍ଚ୍ଚ ଅପରେଶନ୍ ଜୋର୍ଦାର୍: ୧୦ ତାଲିବାନ୍ ଆତଙ୍କବାଦୀ ନିହତ
କାବୁଲ,୨୮।୫: ଆଫଗାନୀସ୍ତାନରେ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେଶନ୍କୁ ଜୋର୍ଦାର୍ କରାଯାଇଛି। ସ୍ଥାନୀୟ ଫରୟାବ ଅନ୍ତର୍ଗତ ଖ୍ବାଜା ସାବ୍ ପୋଶ୍ ଜିଲାରେ ସୈନ୍ୟ ବାହିନୀର ଏକ ଅପରେଶନ୍ରେ ୧୦ ତାଲିବାନ୍ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ତାଲିବାନ ଗଭର୍ନର ଥିବା…
ମୁସଲମାନ୍ଙ୍କ ପାଇଁ ଇଫତାର ଆୟୋଜନ କରୁଛି ଗୁରୁଦ୍ୱାର
ଦୁବାଇ,୨୮।୫: ରମଜାନ୍ ମାସରେ ମୁସଲମାନ୍ଙ୍କ ପାଇଁ ଦୁବାଇର ଏକ ଗୁରୁଦ୍ୱାର ଇଫତାର ଆୟୋଜନ କରୁଛି। ପୂର୍ବରୁ ଗୁରୁଦ୍ୱାର ପକ୍ଷରୁ ରମଜାନ୍ ମାସରେ କେବଳ ଗୋଟିଏ ଦିନ ଇଫତାର୍ ଦିଆଯାଉଥିଲା। ତେବେ ୨୦୧୯ଠାରୁ ଏକମାସ ବ୍ୟାପି ଇଫତାର ଦେବାର ଯୋଜନା କରାଯାଇଛି। ଏହାଦ୍ୱାରା…
ଏଭରେଷ୍ଟରେ ୧୧ ଟନ୍ ବର୍ଜ୍ୟବସ୍ତୁ ସଫା କଲା ନେପାଳ: ମିଳିଲା ୪ ପର୍ବତ୍ୟାରୋହୀଙ୍କ ମୃତଦେହ
କାଠମାଣ୍ଡୁ,୨୮।୫: ଏଭରେଷ୍ଟରେ ବର୍ଜ୍ୟବସ୍ତୁ ଗଦା ହେବାରେ ଲାଗିଛି। ନେପାଳ ପକ୍ଷରୁ ଏଭରେଷ୍ଟ ସଫା ଅଭିଯାନ ଅନ୍ତର୍ଗତ ୧୧ ଟନ୍ ବର୍ଜ୍ୟବସ୍ତୁ ସଫା କରାଯାଇଛି। ଏଥି ପାଇଁ ୨ କୋଟି ୩୦ ଲକ୍ଷ ଟଙ୍କା ଖଚର୍ଚ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା…
Archives


