ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରୟୁଥ ଚାନ୍-ଓକା
ବ୍ୟାଙ୍କକ୍,୧୨ା୬(ଆଇଏଏନ୍ଏସ୍): ସେନାମୁଖ୍ୟ ଜେନେରାଲ ପ୍ରୟୁଥ ଚାନ୍-ଓକା ମଙ୍ଗଳବାର ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସାମରିକ ଶାସନର ଦୀର୍ଘ ୫ବର୍ଷ ପରେ ଦେଶରେ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଜୁନ୍ ୫ରେ ପାର୍ଲାମେଣ୍ଟ ଭୋଟରେ ପ୍ରୟୁଥ ପ୍ରଧାନମନ୍ତ୍ରୀ…
ଶାନ୍ତିବାର୍ତ୍ତା ଲାଗି ୨ଶହରୁ ଅଧିକ ତାଲିବାନ୍ କଏଦୀଙ୍କୁ ମୁକ୍ତ କରିବ ଆଫଗାନୀସ୍ତାନ
କାବୁଲ,୧୧।୬: ଆଫଗାନୀସ୍ତାନରେ ଶାନ୍ତି ସ୍ଥାପନ ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତିବାର୍ତ୍ତା ଲାଗି ଉଦ୍ୟମ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ୨ ଶହରୁ ଅଧିକ ତାଲିବାନ୍ କଏଦୀଙ୍କୁ ମୁକ୍ତ…
ଲୁଣରେ ଆୟୋଡ଼ିନ୍: ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ ଦେଶରେ ପ୍ରତିବନ୍ଧିତ
ଓ୍ବାଶିଂଟନ,୧୧।୬: ଭାରତରେ ଆୟୋଡ଼ିନ୍ଯୁକ୍ତ ଲୁଣର ବ୍ୟବହାର ପାଇଁ ସରକାରଙ୍କ ସ୍ବୀକୃତି ମିଳିଛି। ତେବେ ଏହାକୁ ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ଟି ଦେଶରେ ପ୍ରତିବନ୍ଧିତ କରାଯାଇଛି। ଏହାଯୋଗୁ କର୍କଟ, ପକ୍ଷାଘାତ,ଉଚ୍ଚ ରକ୍ତଚାପ, ନପୁଂଷକତା, ଡାଇବେଟିସ୍ ଆଦି ବିଭିନ୍ନ ସମସ୍ୟା ଦେଖାଯାଇଥାଏ ବୋଲି…
ଅନ୍ଲାଇନ୍ରେ ଭିକ୍ଷାବୃତ୍ତି କରି ୧୭ ଦିନରେ ୩୪ ଲକ୍ଷ ଜମା କଲେ ମହିଳା
ଦୁବାଇ,୧୧।୬: ସୌଦିରେ ବାସ କରୁଥିବା ଜଣେ ୟୁରୋପିଆନ୍ ମହିଳା ଅନ୍ଲାଇନ୍ରେ ଭିକ୍ଷାବୃତ୍ତି କରି ମାତ୍ର ୧୭ ଦିନରେ ୩୪ ଲକ୍ଷ ୮୧ ହଜାର ଟଙ୍କା ଜମା କରିଛନ୍ତି। ଏନେଇ ମହିଳାଙ୍କ ପୂର୍ବତନ ସ୍ବାମୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ…
ମାଳିରେ ନରସଂହାର: ୧୦୦ମୃତ
ବମାକୋ,୧୧।୬: ଆଫ୍ରିକୀୟ ଦେଶ ମାଳିରେ ନରସଂହାରର ଏକ ବଡ ମାମଲା ସାମ୍ନାକୁ ଆସିଛି। ରାତି ସମୟରେ ଏକ ବିସ୍ଫୋରଣ ଘଟାଇ ଗୋଟିଏ ଗାଁର ପାଖାପାଖି ଶହେ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୧୯ ଜଣ ନିଖୋଜ ଥିବା…
୫୪ ମହଲା କୋଠା ଉପରେ ଲାଣ୍ଡିଂ ସମୟରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ
ଓ୍ବାଶିଂଟନ,୧୧।୬: ଆମେରିକା ମୈନହଟନଠାରେ ଏକ ୫୪ ମହଲା କୋଠା ଉପରେ ହେଲିକପ୍ଟର ଲାଣ୍ଡିଂ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଅଗଷ୍ଟା ଏ-୧୦୯-ଇ ହେଲିକପ୍ଟର ଲାଣ୍ଡିଂ କରୁଥିବା ସମୟରେ ଏଥିରେ ନିଆଁ ଲାଗିଯାଇଥିଲା। ସୁରକ୍ଷା ଦୃଷ୍ଟିରୁ…
ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ
ଇସ୍ଲାମାବାଦ,୧୧ା୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସହ-ଅଧ୍ୟକ୍ଷ ଅସିଫ ଅଲି ଜର୍ଦ୍ଦାରୀଙ୍କୁ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଜାମିନ ମିଆଦ ବଢ଼ାଇବା ଲାଗି ଇସ୍ଲାମାବାଦ ହାଇକୋର୍ଟରେ ସେ କରିଥିବା ଆବେଦନ ଖାରଜ…
ମୋଦି ବର୍ଷାରେ ଓଦା ନ ହେବା ପାଇଁ ଛତା ଧରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ,୧୦।୬: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦ୍ୱୀପ ଯାଇଥିଲେ। ସେଠାରୁ ସେ ଶ୍ରୀଲଙ୍କା ଗସ୍ତ କରିଥିଲେ। ଶ୍ରୀଲଙ୍କାରେ ପହଞ୍ଚିବା ବେଳକୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ହେଲେ…
ଚାଇନା କୋଇଲା ଖଣିରେ ଅଘଟଣ: ୯ ମୃତ, ୧୦ ଆହତ
ବେଜିଂ,୧୦।୬: ଚାଇନାର ଉତ୍ତର ପୂର୍ବରେ ଥିବା ଜିଲିନ୍ ଅଞ୍ଚଳରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୧୦ ଆହତ ହୋଇଥିବା ସୂଚନା ମିଳିଛି। ଚାଇନା ଗଣମାଧ୍ୟମର ସୂଚନା ଅନୁଯାୟୀ, ଭୁକମ୍ପ ଫଳରେ ଖଣି…
ବାଲାକୋଟ ଷ୍ଟ୍ରାଇକ୍ ଏବଂ ଏଫ୍ଏଟିଏଫ୍ ଭୟ: ପିଓକେରେ ୧୧ ଆତଙ୍କବାଦୀ ଶିବିର ବନ୍ଦ
ଇସଲାମାବାଦ୍,୧୦।୬: ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଏବଂ ଫାଇନାନ୍ସିଆଲ ଆକ୍ସନ୍ ଟ୍ୟାକ୍ସ୍ ଫୋର୍ସ(ଏଫ୍ଏଟିଏଫ୍) ଭୟ ପାକିସ୍ତାନକୁ ଘାରିଛି। ତେଣୁ ଗତ କିଛିମାସ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଚାଲିଥିବା ୧୧ ଆତଙ୍କବାଦୀ ତାଲିମ୍ ଶିବିରକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ବନ୍ଦ କରିଛନ୍ତି।…
କାଜାଖସ୍ତାନରେ ନୂଆ ନେତାଙ୍କୁ ବିରୋଧ: ୫୦୦ ଗିରଫ
ଅଲମାଟି,୧୦ା୬(ଏଏଫ୍ପି): କାଜାଖସ୍ତାନ ରାଷ୍ଟ୍ରପତି ନୁର୍ସୁଲତାନ୍ ନଜାର୍ବାୟେବ୍ଙ୍କ ୩୦ ବର୍ଷ ଶାସନର ଅନ୍ତ ଘଟିବା ପରେ ଦେଶବାସୀ କାସିମ୍ ଜୋମ୍ରାଟ-ଟୋକାୟଭ୍ଙ୍କୁ ନୂଆ ନେତା ଭାବେ ନିର୍ବାଚିତ କରିଥିବାବେଳେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରବିବାର ଅନୁଷ୍ଠିତ ନିର୍ବାଚନ ମୁକ୍ତ ଓ ଅବାଧ…
ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଆହ୍ବାନ
କଲମ୍ବୋ,୧୦ା୬(ପି.ଟି.): ଦ୍ୱିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ଚରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଲମ୍ବୋରେ ପହଞ୍ଚତ୍ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଓ ଅନ୍ୟ ଶୀର୍ଷ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଆତଙ୍କବାଦ ଉଭୟ ଦେଶ ପାଇଁ ବିପଦ ବୋଲି ସେମାନେ ଏକମତ…
Archives


