ନେପାଳ ପୋଲିସକୁ ୨୮ଟି ସ୍ଥାନରେ ମିଳିଲା ସନ୍ଦିଗ୍ଧ ପ୍ୟାକେଟ
କାଠମାଣ୍ଡୁ,୨୫।୬: ନେପାଳ ପୋଲିସକୁ ୨୮ଟି ସ୍ଥାନରୁ ସନ୍ଦିଗ୍ଧ ପ୍ୟାକେଟ ମିଳିଥିବା କହିଛନ୍ତି ପୋଲିସ ପ୍ରବକ୍ତା ବିଶ୍ୱରାଜ ପୋଖରେଲ। ଏହାପରେ ସବୁଠି ଭୟର ବାତାବରଣ ଦେଖାଯାଇଛି। ତେବେ କୌଣସିରେ ବିସ୍ଫୋରକ ବା ବୋମା ନ ଥିବା ସ୍ପଷ୍ଟ ହୋଇଛି। ତେବେ ଡରାଇବା ପାଇଁ…
କୈଳାସ ମାନସରୋବର ଯାତ୍ରା: ନେପାଳ ହିଲ୍ସାରେ ଫସିଛନ୍ତି ୪୪ ଭାରତୀୟ
କାଠମାଣ୍ଡୁ,୨୫।୬: ନେପାଳର ଉତ୍ତର ପଶ୍ଚିମରେ ଥିବା ହିଲସା ନିକଟରେ ତେଲେଙ୍ଗାନାର ପ୍ରାୟ ୪୪ ଜଣ ଭାରତୀୟ ତୀର୍ଥଯାତ୍ରୀ ଫସି ରହିଥିବା ସୂଚନା ମିଳିଛି। ଏମାନେ କୈଳାସ ମାନସରୋବର ଯାତ୍ରାରୁ ଫେରିବା ସମୟରେ ଫସି ରହିଥିବା ସୂଚନା ମିଳିଛି। ଯେଉଁ ଟ୍ରାଭେଲ ଏଜେନ୍ସିରେ…
ଅମୀର ଶେଖଙ୍କ ପାଇଁ କାର ଚଳାଇ ଟ୍ରୋଲ ହେଲେ ଇମ୍ରାନ: ଲୋକେ କହିଲେ, ସବୁଠାରୁ ଦାମୀ ଡ୍ରାଇଭର
ଇସ୍ଲାମାବାଦ,୨୪।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି। ଇମ୍ରାନ ଖାଁ କତରର ଅମୀର ଶେଖ ତମିମ ବିନ ହମ୍ମାଦ ଅଲ-ଥାନୀଙ୍କୁ ନେବା ପାଇଁ ଯାଇଥିଲେ। ତାଙ୍କର ଏହି ଭିଡିଓ ପାକିସ୍ତାନରେ ଭାଇରାଲ ହେବା…
ମହାକାଶରେ ପୁରୁଷଙ୍କ ବିନା ମହିଳା ହେବେ ସନ୍ତାନ ସମ୍ଭବା: ମଙ୍ଗଳରେ ମଣିଷ ଜନସଂଖ୍ୟା ବୃଦ୍ଧିରେ ହେବ ସହାୟକ
ଓ୍ବାଶିଂଟନ,୨୪।୬: ମହାକାଶରେ ପୁରୁଷଙ୍କ ବିନା ମହିଳା ସନ୍ତାନ ସମ୍ଭବା ହୋଇପାରିବେ। ଏହାଦ୍ୱାରା ଏବେ କେବଳ ଶୁକ୍ରାଣୁର ଉପଯୋଗ କରାଯାଇ ମହାକାଶରେ ଥିବା ମହିଳା ସନ୍ତାନଙ୍କୁ ଜନ୍ମ ଦେଇପାରିବେ। ୟୁରୋପିଆନ୍ ସୋସାଇଟି ଅଫ୍ ହ୍ୟୁମାନ୍ ରିପ୍ରଡକ୍ସନ୍ ଆଣ୍ଡ୍ ଏମ୍ବ୍ରିୟୋଲୋଜିର ବାର୍ଷିକ ବୈଠକରେ ଏନେଇ…
ଗେଣ୍ଡା ପାଇଁ ଅଟକିଲା ୨୬ ଟ୍ରେନ୍: ହଇରାଣ ହେଲେ ୧୨ ହଜାର ଯାତ୍ରୀ
ଟୋକିଓ,୨୪।୬: ଜାପାନର ଟ୍ରେନ୍ ସେବା ଅତି ଉଚ୍ଚକୋଟୀର। ଏଠାରେ ହୁଏତ ବିମାନ ଉଡ଼ାଣରେ ବିଳମ୍ବ ହୋଇପାରେ ମାତ୍ର ସମସ୍ତ ଟ୍ରେନ୍ର ଆସିବା ଏବଂ ଛାଡିବା ସମୟ ସବୁବେଳେ ଠିକ ଥାଏ। ଟ୍ରେନ୍ ସମୟ ଅନୁସାରେ ଲୋକେ ନିଜର ଘଣ୍ଟା ସମୟ ଯାଞ୍ଚ୍…
ପୁଣି ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୨୪।୬: ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଭୂଗର୍ଭର ୨୨୦ କିମି ତଳେ ଥିବା ଅନୁମାନ କରାଯାଉଛି। ଇଷ୍ଟ୍ ଟିମୋରରେ…
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ପୂର୍ବତନ ସେନା ଅଧିକାରୀ
ଓ୍ବାଶିଂଟନ,୨୪।୬: ଆସନ୍ତା ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। ଏବେ ଏହି ଦୌଡ଼ରେ ଜଣେ ପୂର୍ବତନ ସେନା ଅଧିକାରୀ ସାମିଲ ହୋଇଥିବା କୁହାଯାଉଛି। ଡେମୋକ୍ରାଟିକ୍ ଦଳର ଭୋଟ ବଢାଇବାକୁ ପୂର୍ବ ଆମେରିକା ପ୍ରତିନିଧି ତଥା ସେନା ଅଧିକାରୀ ଜୋ ସେଷ୍ଟକ…
ସେନା ହସ୍ପିଟାଲରେ ବିସ୍ଫୋରଣ: ୧୦ ଆହତ
ଇସଲାମାବାଦ,୨୪।୬: ପାକିସ୍ତାନର ରାଓ୍ବଲପିଣ୍ଡିରେ ଥିବା ସେନା ହସ୍ପିଟାଲରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ହେଲେ ଏହି ବିସ୍ଫୋରଣର କଭରେଜ କରିବାକୁ ଗଣମାଧ୍ୟମକୁ ବାରଣ କରିଛି ସେନା। ତେବେ ବିସ୍ଫୋରଣର…
ପାକ୍ ସେନାମୁଖ୍ୟଙ୍କ ସଫେଇ: ଆତଙ୍କବାଦ ଦମନ ପାଇଁ ଉଦ୍ୟମ କରୁଛୁ
ଲଣ୍ଡନ,୨୪ା୬: ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍ଏଟିଏଫ୍)ର ଚେତାବନୀ ପରେ ଇସ୍ଲାମାବାଦ ନରମିଛି। ପାକ୍ ମାଟିରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଯଥାସାଧ୍ୟ ଉଦ୍ୟମ କରାଯାଉଛି ଓ ସମସ୍ତ ତାକତକୁ ଲଗାଯାଇଛି…
ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ
ଅଡିସ୍ ଅବାବା,୨୪ା୬ (ପି.ଟି./ଏ.ଏଫ୍.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା ପାଇଁ ସେନା ମୁଖ୍ୟ ସିୟରେ ମେକୋନେନ୍ ପ୍ରୟାସ ଚଳାଇଥିବାବେଳେ ତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ଗୁଳିକରି…
ଭିନ୍ନକ୍ଷମ କଇଁଛ ପାଇଁ ସ୍ବତନ୍ତ୍ର ହ୍ବିଲ୍ ଚେୟାର୍
ଲୁସିୟାନା, ୨୩।୬:ସାଧାରଣତଃ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହ୍ବିଲ୍ ଚେୟାର୍ ନିର୍ମାଣ କରାଯାଉଥିବା ଦେଖାଯାଏ। କିନ୍ତୁ ଲୁସିୟାନା ଷ୍ଟେଟ ୟୁନିଭରସିଟିର ଛାତ୍ର ଏବଂ ଡାକ୍ତରମାନେ ମିଶି ଏକ ଭିନ୍ନକ୍ଷମ କଇଁଛ ପାଇଁ ହ୍ବିଲ୍ ଚେୟାର୍ ନିର୍ମାଣ କରିଛନ୍ତି। ୧୫ ବର୍ଷ ବୟସ୍କ ଉକ୍ତ…
୨୦୮ କୋଟି ଟଙ୍କା ଲଟେରି ଜିତିଲେ ଜଣେ ବ୍ୟକ୍ତି: କୋର୍ଟ କହିଲେ, ପୂର୍ବତନ ସ୍ତ୍ରୀଙ୍କୁ ୫୦ପ୍ରତିଶତ ଦିଅ
ନ୍ୟୁୟର୍କ, ୨୩।୬: ଆମେରିକାର ମିଶିଗାନରେ ଜଣେ ବ୍ୟକ୍ତି ୨୦୮ କୋଟି ଟଙ୍କା ଲଟେରି ଜିତିଛନ୍ତି। ରିଚ୍ ଜ୍ୟାଲୋସ୍କୋ ନାମକ ଏହି ବ୍ୟକ୍ତି ଜଣଙ୍କ ଖୁସିରେ ଆତ୍ମହରା ଥିବାବେଳେ କୋର୍ଟ ତାଙ୍କ ଖୁସିରେ ପାଣି ପକାଇଦେଇଛନ୍ତି। ଜିତିଥିବା ରାଶିର ଅଧା ଅଂଶକୁ ରିଚ୍…
Archives


