ବାହାରିନ୍ର ୨ ଶହ ବର୍ଷ ପୁରାତନ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ ମୋଦି
ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିନ୍ ଗସ୍ତରେ ଯାଇଛନ୍ତି। ସେ ରବିବାର ରାଜଧାନୀ ମାନାମାଠାରେ ଥିବା ୨ଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି। ଏହାର ନିର୍ମାଣ ୧୮ ଶତାବ୍ଦୀର ଦ୍ୱିତୀୟ...
୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି
ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏଭଳି ଚାଲିି ଶୁକ୍ରବାର ୮୦୦କିଲୋମିଟର ସମ୍ପୂର୍ଣ୍ଣ କରିଛନ୍ତି। ନିଜ ପ୍ରଦେଶର ଜଙ୍ଗଲ ସୁରକ୍ଷା...
ରୁଷିଆର ପ୍ରଥମ ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ
ରୁଷିଆ ପ୍ରଥମେ ତା’ର ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ ନିର୍ମାଣ ଶେଷ କରି ସେଥିରୁ ବିଦ୍ୟୁତ ଉପତ୍ାଦନ ଲାଗି ଯୋଜନା ବି ଚୂଡାନ୍ତ କରିଛି। ସୁନାମୀ ଓ ବଡ଼ ବଡ଼ ଭାସମାନ ବରଫ ଖଣ୍ଡ ଯେପରି ପ୍ଲାଣ୍ଟ୍ର କିଛି କ୍ଷତି ନ...
ଯକ୍ଷ୍ମା ଲାଗି ନୂଆ ଟିକା
ସିଡ୍ନୀ: ସେଣ୍ଟ୍ନାରୀ ଇନ୍ଷ୍ଟିଚ୍ୟୁଟ ଏବଂ ସିଡ୍ନୀ ୟୁନିଭର୍ସିଟି (ଅଷ୍ଟ୍ରେଲିଆ)ର ଗବେଷକମାନେ ଯକ୍ଷ୍ମାର ସଫଳ ଉପଚାର ଲାଗି ଏକ ପ୍ରକାର ଟିକା ଉଦ୍ଭାବନ କରିଛନ୍ତି। ଏ ସମ୍ପର୍କିତ ତଥ୍ୟ ଦି ଜର୍ନାଲ ଅଫ୍ ମେଡିସିନାଲ କେମେଷ୍ଟ୍ରିରେ ପ୍ରକାଶ ପାଇଛି। ବିଶ୍ୱରେ ଏବେ...
ଚନ୍ଦ୍ରରେ ମଣିଷଙ୍କୁ ପହଞ୍ଚାଇବାରେ ସାହାଯ୍ୟ କରିବ ସୁପର୍ କମ୍ପ୍ୟୁଟର
ସନଫ୍ରାନ୍ସିସ୍କୋ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଓ ହ୍ୟୁଲେଟ ପାକାର୍ଡ ଏଣ୍ଟରପ୍ରାଇଜ୍(ଏଚ୍ପିଇ) ସହଭାଗିତାରେ ନିର୍ମାଣ କରାଯାଇଥିବା ଏକ ନୂଆ ସୁପର୍ କମ୍ପ୍ୟୁଟର ନାସାର ଅନ୍ତରୀକ୍ଷ ଅଭିଯାନରେ ସାହାଯ୍ୟ କରିବ । ୨୦୨୪ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ମଣିଷ ଅବତରଣ...
ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ
ଥାଇଲାଣ୍ଡର ହିମାଫନ ଜଙ୍ଗଲ ଆଜିବି ରହସ୍ୟ ହୋଇ ରହିଯାଇଛି। ଏଠାରେ ଥିବା ଏକ ଗଛରେ ଆଶ୍ଚର୍ଯ୍ୟ କଲାଭଳି ଫଳକୁ ଦେଖି ଯେ କେହି ଚମକି ଯାଉଛନ୍ତି। ଗଛରେ ଝୁଲୁଛନ୍ତି ଶହ ଶହ ନିବସ୍ତ୍ର ନାରୀ। ଏମାନଙ୍କ ମୁଣ୍ଡର ଚୁଟି ଗଛରେ...
ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେଲେ ମୋଦି
ଆବୁଧାବି,୨୪।୮: କ୍ରାଉନ୍ ପ୍ରିନ୍ସ ଶେଖ୍ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଜାୟଦ’ରେ ସମ୍ମାନୀତ କରିଛନ୍ତି। ମୋଦି ତାଙ୍କର ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ...
ଅନୁଚ୍ଛେଦ ୩୭୦ ଥିଲା ଆତଙ୍କବାଦର ମୁଖ୍ୟ କାରଣ: ୟୁଏଇରେ କହିଲେ ମୋଦି
ଆବୁଧାବି, ୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ ସମୟରେ ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବ ଅନୁଚ୍ଛେଦ ୩୭୦ ଉପରେ ସୂଚନା ଦେଇଛନ୍ତି। ଏକ ସାକ୍ଷାତ୍କାରରେ ମୋଦି କହିଛନ୍ତି, ଏହି ଅନୁଚ୍ଛେଦ ଯୋଗୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା। ଏହା...
ପାକ୍ ରେଳମନ୍ତ୍ରୀଙ୍କୁ ଲଣ୍ଡନରେ ଅଣ୍ଡାମାଡ଼
ଇସ୍ଲାମାବାଦ,୨୪।୮(ଆଇଏଏନ୍ଏସ୍): ପାକିସ୍ତାନ ରେଳମନ୍ତ୍ରୀ ତଥା ଆଓ୍ବାମୀ ମୁସ୍ଲିମ୍ ଲିଗ୍ (ଏଏମ୍ଏଲ୍) ଅଧ୍ୟକ୍ଷ ଶେଖ୍ ରଶିଦ୍ ଅହମ୍ମଦଙ୍କୁ ମଙ୍ଗଳବାର ଲଣ୍ଡନରେ ଅଣ୍ଡାମାଡ଼ ହୋଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଦୁଇଜଣ ନେତା ତାଙ୍କୁ ଅଣ୍ଡାମାଡ଼ କରିବା ସହ ମୁଥ ମାରିଥିଲେ। ପିପିପି...
ଜଳୁଛି ଆମାଜନ ଜଙ୍ଗଲ
ହୁମାଇଟା,୨୪।୮: ବିଶ୍ୱର ଫୁସ୍ଫୁସ୍ କୁହାଯାଉଥିବା ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ହୁ ହୁ ହୋଇ ଜଳୁଛି। ପୃଥିବୀକୁ ୨୦ ପ୍ରତିଶତ ଅମ୍ଳଜାନ ଯୋଗାଉଥିବା ଏହି ଚିରହରିତ ଜଙ୍ଗଲର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡିଛି। ଏହା ଉପରେ ଜରୁରୀ...
ପ୍ରିୟଙ୍କା ବ୍ୟକ୍ତିଗତ ମତ ଦେଇପାରିବେ: ଜାତିସଂଘ
ଜତିସଂଘ: ୟୁନିସେଫ୍ ଗୁଡଓ୍ବିଲ୍ ଆମ୍ବାସାଡର (ସଦିଚ୍ଛାମୂଳକ ରାଷ୍ଟ୍ରଦୂତ)ଭାବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ବ୍ୟକ୍ତିଗତ ମତ ଦେବା ଅଧିକାର ରହିଛି ବୋଲି ଜାତିସଂଘ ମୁଖପାତ୍ର ପ୍ରକାଶ କରିଛନ୍ତି। ପ୍ରିୟଙ୍କା ଭାରତୀୟ ବାୟୁସେନାକୁ ଉତ୍ସାହିତ କରିବାଭଳି ଏକ ଟୁଇଟ୍ କରିବା ପରେ ପାକିସ୍ତାନ...
ମୋଦିଙ୍କ ଭାଷଣ ଶୁଣିବାକୁ ନାମ ପଞ୍ଜୀକରଣ କଲେ ୫୦ ହଜାର ଲୋକ
ହଷ୍ଟନ,୨୩।୮: ଆସନ୍ତା ମାସରେ ଆମେରିକାର ହଷ୍ଟନଠାରେ ଥିବା ଏନ୍ଜିଆର୍ ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଉଦ୍ବୋଧନ ଶୁଣିବା ଲାଗି ଗତ ୩ ସପ୍ତାହ ମଧ୍ୟରେ ପାଖାପାଖି ୫୦ ହଜାର ବ୍ୟକ୍ତି ସେମାନଙ୍କ...
Archives


