‘ଭାରତର ଅଛି ୧୬ ଲକ୍ଷ ସେନା, ଆମେ ତାଙ୍କ ନିକଟରେ ତିଷ୍ଠି ପାରିବୁ ନାହିଁ’, ଶହବାଜ ସରକାରଙ୍କ ପୋଲ ଖୋଲିଲେ ପୂର୍ବତନ ବାୟୁସେନା ମୁଖ୍ୟ
ଇସଲାମାବାଦ,୧୦।୫: ୭ ମଇ ୨୦୨୫ରେ ଅପରେଶନ ସିନ୍ଦୂର ଅଧୀନରେ ଭାରତ ଦ୍ୱାରା କରାଯାଇଥିବା ସଠିକ ସାମରିକ ଆକ୍ରମଣ ପରେ, ପାକିସ୍ତାନର ସେନା ଏବଂ ସରକାରଙ୍କ ଭିତରେ ଏକ ଅଜଣା ଭୟ ସ୍ପଷ୍ଟ ଭାବରେ ଦେଖାଦେଇଛି। ପାକିସ୍ତାନ ସରକାର ସୀମାରେ ଗୁଳିବର୍ଷା...
ଆମେ ଯୁଦ୍ଧର ଦ୍ୱାରଦେଶରେ ଅଛୁ, ସବୁର ହିସାବ ନେବୁ: ପୁଣି ଭାରତକୁ ଉସୁକାଇଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ
ଇସଲାମାବାଦ୍,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଛନ୍ତି। ପ୍ଏକ ସାକ୍ଷାତକାରରେ ସେ କହିଛନ୍ତି, ଗତ ଚାରି ଦିନ ମଧ୍ୟରେ ଭାରତ ଦ୍ୱାରା ନିଆଯାଇଥିବା ଆକ୍ରମଣାତ୍ମକ...
ଏପଟେ ଯୁଦ୍ଧ ପରିସ୍ଥିତିକୁ ସେପଟେ ଭୂକମ୍ପ: ଭୟରେ ଥରହର ପାକିସ୍ତାନ
ଇସଲାମାବାଦ,୧୦ା୫: ଯୁଦ୍ଧ ପରିସ୍ଥିତି ଭିତରେ ଥରିଲା ପାକିସ୍ତାନ। ପାକିସ୍ତାନରେ ଶନିବାର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ଥିଲା। EQ of M: 4.0, On: 10/05/2025 01:44:17 IST, Lat: 29.67 N,...
ପାକିସ୍ତାନର ୪ ଏୟାରବେସ୍କୁ ଧ୍ୱଂସ କଲା ଭାରତ: ଚାରିଆଡେ ଖେଳିଗଲା ହଇଚଇ
ନୂଆଦିଲ୍ଲୀ,୧୦।୫: ଭାରତର ଆକ୍ରମଣାତ୍ମକ ମନୋଭାବ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ସୂତ୍ର ଅନୁସାରେ, ଭାରତ ପାକିସ୍ତାନରେ ଥିବା ଅତି କମରେ ୪ଟି ଏୟାରବେସ୍ ଉପରେ ଆକ୍ରମଣ କରିଛି। ରାୱଲପିଣ୍ଡିରେ ନୁର ଖାନ ଏୟାରବେସ୍, ସୋରକୋଟର ରଫିକି ଏୟାରବେସ୍, ଚକୱାଲରେ ମୁରିଦ...
ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ୍ଙ୍କ ପରାମର୍ଶ: ଭାରତର କୂଟନୈତିକ ପ୍ରସ୍ତୁତି ଜୋର୍ଦାର
ଓ୍ବାଶିଂଟନ୍/ନୂଆଦିଲ୍ଲୀ/ଇସ୍ଲାମାବାଦ,୧୦ା୫:ଭାରତ-ପାକିସ୍ତାନ ମଧ୍ୟରେ ୩ ଦିନ ଧରି ଯୁଦ୍ଧ ସ୍ଥିତି ଲାଗିରହିଥିବାବେଳେ ଦୁଇ ପଡ଼ୋଶୀ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶୁକ୍ରବାର ରାତିରେ ଓଭାଲ ଅଫିସ୍ରୁ ପରାମର୍ଶ ଦେଇଛନ୍ତି। ଯଥାଶୀଘ୍ର ସମ୍ଭବ...
ଭାରତର ୨୬ସହର ଉପରେ ଆଟାକ୍ କଲା ପାକିସ୍ତାନ, ସେନାର ମୁହଁତୋଡ ଜବାବ
ନୂଆଦିଲ୍ଲୀ,୧୦।୫: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ହଠାତ ବହୁ ସଂଖ୍ୟକ ଡ୍ରୋନ ଦେଖାଯାଇଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଲଗାତାର ଭାରତର ବାୟୁସୀମା ଉଲ୍ଲଂଘନ କରୁଛି। ଭାରତ-ପାକିସ୍ତାନ ସୀମାରେ ବାରାମୁଲ୍ଲାରୁ ଭୁଜ ପର୍ଯ୍ୟନ୍ତ ୨୬ରୁ ଅଧିକ...
ବଡ଼ ଖବର: ଭାରତ ସହ ଯୁଦ୍ଧ ଘୋଷଣା କଲା ପାକିସ୍ତାନ ସେନା, ସରକାର ବି…
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏବେ ପାକିସ୍ତାନ ସେନା ସିଧାସଳଖ ଯୁଦ୍ଧ ଘୋଷଣା କରିଛି। ଅଲ ଜାଜିରା ଅନୁଯାୟୀ, ପାକିସ୍ତାନୀ ସେନା କହିଛି ଯେ ‘ଆମେ ଭାରତ ସହିତ ଯୁଦ୍ଧ ସ୍ଥିତିରେ ଅଛୁ।’ ଏହି...
ପାକିସ୍ତାନକୁ ୧ ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ଦେଲା IMF, ଭାରତକୁ ଝଟ୍କା
ଇସଲାମବାଦ,୧୦।୫: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ 1 ବିଲିୟନ ଡଲାରର ବେଲଆଉଟ ପ୍ୟାକେଜ ଘୋଷଣା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହା ଘୋଷଣା କରାଯାଇଛି। ଶେହବାଜ ସରିଫଙ୍କ କାର୍ଯ୍ୟାଳୟ କହିଛି ଯେ ଶୁକ୍ରବାର...
ପାକିସ୍ତାନ ସେନାକୁ ପଛଆଡୁ ଆଟାକ୍ କଲେ ବେଲୁଚ ବିଦ୍ରୋହୀ, ଏକାଥରେ ମାରିଲେ…
ଇସଲାମବାଦ,୯।୫: ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପୁଣି ଥରେ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଛି। ଟିଟିପି ଏକ ଭିଡିଓ ଜାରି କରିଛି ଯେଉଁଥିରେ ଏହାର ସ୍ନାଇପରମାନେ ଅନେକ ପାକିସ୍ତାନୀ ସୈନିକଙ୍କୁ ଆମ୍ବୁସ କରୁଛନ୍ତି ଏବଂ ଦାବି କରିଛି ଯେ ୧୦ ଜଣ...
ଯୁଦ୍ଧ ଭିତରେ ବଡ଼ ଖବର: ପାକିସ୍ତାନକୁ ଆଇଏମଏଫ ସହାୟତା, ଭୋଟ୍ ଦେଲାନି ଭାରତ
ନୂଆଦିଲ୍ଲୀ,୯।୫: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ପାକିସ୍ତାନକୁ ୨.୩ ବିଲିୟନ ଡଲାରର ନୂଆ ଋଣ ପ୍ରଦାନ ପ୍ରସ୍ତାବକୁ ବିରୋଧ କରିଛି। ଭାରତ କହିଛି ଯେ, ଏହି ଅର୍ଥ ରାଷ୍ଟ୍ରୀୟ ପୃଷ୍ଠପୋଷଣରେ ସୀମାପାର ଆତଙ୍କବାଦକୁ ଅର୍ଥଯୋଗାଣ କରିବା ପାଇଁ ଅପବ୍ୟବହାର ହୋଇପାରେ।...
ଭାରତ ବିରୋଧରେ ତୁର୍କି ଡ୍ରୋନ୍କୁ କାହିଁକି ବ୍ୟବହାର କରୁଛି ପାକିସ୍ତାନ? ଏ ହେଉଛି ପୁରା ପ୍ଲାନ୍…
ନୂଆଦିଲ୍ଲୀ,୯।୫: ଏଲ୍ଓସିରେ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ଭାରତ ବିରୁଦ୍ଧରେ ତୁର୍କୀର ଡ୍ରୋନ ବ୍ୟବହାର କରୁଛି। ଶୁକ୍ରବାର ସାରେ ଅନୁଷ୍ଠିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ କହିଛନ୍ତି ଯେ ପାକିସ୍ତାନ...
ରାତାରାତି ଷ୍ଟ୍ରାଟେଜି ବଦଳାଇଲା ପାକିସ୍ତାନ! ଆକାଶରେ ଦେଖାଗଲା…
ନୂଆଦିଲ୍ଲୀ,୯।୫: ଆଜି ମଧ୍ୟ ପାକିସ୍ତାନ ବେସାମରିକ ବିମାନର ଆବରଣ ତଳେ ଭାରତ ଉପରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିଛି। ଆଟାକ୍ର ୩ୟ ରାତିରେ ବଡ଼ ଆଟାକ୍ କରିଛି ପାକସ୍ତାନ। କିନ୍ତୁ ଭାରତ ଏହାକୁ ବିଫଳ କରିଦେଇଛି। ତେବେ ଏହାରି...
Archives


