ଅନ୍ତର୍ଜାତୀୟ

‘ତରବରରେ ହୋଇଥିବା ଆଇନ ପିଲାଙ୍କ ପାଇଁ କ୍ଷତିକାରକ’, ଅଷ୍ଟ୍ରେଲିଆରେ ସୋସିଆଲ ମିଡ଼ିଆ ବ୍ୟାନକୁ ବିରୋଧ କଲା ୟୁଟ୍ୟୁବ

ସିଡନୀ,୩।୧୨: ଅଷ୍ଟ୍ରେଲିଆ ଡିସେମ୍ବର ୧୦ ତାରିଖରୁ ୧୬ ବର୍ଷରୁ କମ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ତିଆରି କରିବାକୁ ନିଷେଧ କରିବ। ସୋସିଆଲ ମିଡିଆରେ ଏପରି କଟକଣା ଲାଗୁ କରିବାରେ ଏହା ପ୍ରଥମ ଦେଶ ହେବ। ୟୁଟ୍ୟୁବ ଅଷ୍ଟ୍ରେଲିଆରେ…

ପୁଟିନ୍‌ଙ୍କ ଭାରତ ଗସ୍ତ ପୂର୍ବରୁ ରୁଷିଆରୁ ଆସିଲା ଗୁଡ୍‌ନ୍ୟୁଜ୍‌, ଶୁଶିଲେ ପାକିସ୍ତାନକୁ ଲାଗିବ ଝଟକା

ନୂଆଦିଲ୍ଲୀ,୩।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର ଏବଂ ଶୁକ୍ରବାର (ଡିସେମ୍ବର ୪-୫, ୨୦୨୫) ଦୁଇ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ଆସୁଛନ୍ତି। ତଥାପି, ପୁଟିନ୍‌ଙ୍କ ଗସ୍ତ ପୂର୍ବରୁ, ରୁଷିଆ ସଂସଦ (ଡୁମା) ମଙ୍ଗଳବାର (ଡିସେମ୍ବର ୨, ୨୦୨୫) ଭାରତ ସହିତ…

ମୁଁ ୮ ଯୁଦ୍ଧ ବନ୍ଦ କଲେଣି, କିନ୍ତୁ…ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ କଥା କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୩।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ୱାଶିଂଟନରେ ଏକ କ୍ୟାବିନେଟ ବୈଠକ ପୂର୍ବରୁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, ଏହି ସଂଘର୍ଷ ଏକ…

ପାକିସ୍ତାନରେ ବଢୁଛି ମହିଳାଙ୍କ ଉପରେ ନିର୍ଯ୍ୟାତନା! ବଳାତ୍କାରୀଙ୍କୁ ମିଳୁନି ଦଣ୍ଡ, ଡରାଉଛି ସଂଖ୍ୟା

ଇସଲାମାବାଦ,୩।୧୨: ପାକିସ୍ତାନରେ ମହିଳାମାନଙ୍କ ଅବସ୍ଥା ଅତ୍ୟନ୍ତ ଭୟଙ୍କର ରହିଛି। ମହିଳାମାନଙ୍କ ବିରୁଦ୍ଧରେ ହିଂସା ନିରନ୍ତର ବୃଦ୍ଧି ପାଉଛି। ସାହିଲ ନାମକ ଏକ ସଂଗଠନ ଏହାର ରିପୋର୍ଟରେ ଦାବି କରିଛି ଯେ ୨୦୨୫ ର ପ୍ରଥମ ୧୧ ମାସରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ…

ବଢୁଛି HIV ସଂକ୍ରମଣ! ୧୫ ବର୍ଷରେ ୨୦୦ ପ୍ରତିଶତ ବୃଦ୍ଧି, ଚେତାବନୀ ଦେଲାଣି WHO

ଇସଲାମାବାଦ,୩।୧୨: ପାକିସ୍ତାନ ବର୍ତ୍ତମାନ HIV ସଂକ୍ରମଣର ଏକ ଲହରୀ ସହିତ ସଂଘର୍ଷ କରୁଛି ଯାହା ଏହାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ଦୁର୍ବଳତାକୁ ପ୍ରକାଶ କରିଛି। ବିଶ୍ୱ ଏଡସ ଦିବସ କାର୍ଯ୍ୟକ୍ରମରେ WHO ଏବଂ UNAIDS ଦ୍ୱାରା ଶେୟାର କରାଯାଇଥିବା ତଥ୍ୟ ଅନୁଯାୟୀ, ଗତ…

ୟୁରୋପ ଯୁଦ୍ଧ ଚାହିଁଲେ ରୁଷ୍ ପ୍ରସ୍ତୁତ: ଆମେରିକା ଆଲୋଚନା ପୂର୍ବରୁ ପୁଟିନଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ ,୨।୧୨: ଆମେରିକାର ଦୂତମାନଙ୍କ ସହ ଆଲୋଚନା ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର କହିଛନ୍ତି ଯେ ଯଦି ୟୁରୋପ ଯୁଦ୍ଧ ଚାହେଁ, ତେବେ ରୁଷିଆ ଏଥିପାଇଁ “ପ୍ରସ୍ତୁତ”। ସେ ୟୁରୋପୀୟ ନେତାମାନଙ୍କୁ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ ହେବାକୁ ଥିବା…

ଜେଲରୁ ଫେରି ଇମ୍ରାନ ଖାନଙ୍କ ଭଉଣୀ କଲେ ବଡ଼ ଖୁଲାସା, ଇମ୍ରାନ ଆଉ…

ଇସଲାମବାଦ,୨।୧୨: ପ୍ରାୟ ଗୋଟିଏ ମାସ ପରେ ପୂର୍ୱତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଭଉଣୀ ଡକ୍ଟର ଉଜମା ଖାତୁନଙ୍କୁ ଭେଟିବା ପାଇଁ ଅନୁମତି ମିଳିଛି। ସେ ଇମ୍ରାନ ଖାନଙ୍କୁ ଭେଟିଛନ୍ତି। ଆଦିଆଲା ଜେଲ ବାହାରେ ବିରୋଧ ପ୍ରଦର୍ଶନ ମଧ୍ୟରେ, ଇମ୍ରାନ…

ଶ୍ରୀଲଙ୍କାକୁ ଏକ୍ସପାଏରି ରିଲିଫ୍ ସାମଗ୍ରୀ ପଠାଇ ପାକିସ୍ତାନ ନିନ୍ଦିତ, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ,୨।୧୨: ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ସହାୟତା ପଠାଇବାର ପାକିସ୍ତାନର ଉଦ୍ୟମ ବଡ଼ ଧରଣର ଲଜ୍ଜାର କାରଣ ହୋଇଛି। ପାକିସ୍ତାନର ହାଇ କମିଶନଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ରିଲିଫ୍ ପ୍ୟାକେଜ୍‌ର ଫଟୋରେ ସାମଗ୍ରୀର ଏକ୍ସପାଏରି ତାରିଖ ପୂର୍ବରୁ ସରିଯାଇଥିବା ଦେଖିବାକୁ…

ବାଂଲାଦେଶରେ ଦ୍ରୁତ ଗତିରେ ବଢିଚାଲିଛନ୍ତି ‘ଅଣ୍ଡର ଓ୍ବାର୍ଲଡ’ ମାଫିଆ, ଢାକାରେ ବଢୁଛି ଅପରାଧ

ଢାକା,୨।୧୨: ବାଂଲାଦେଶରେ ନିର୍ବାଚନ ପାଖେଇ ଆସୁଛି, କିନ୍ତୁ ଦେଶ ଭିତରେ ଅପରାଧୀ ଗୋଷ୍ଠୀର ବୃଦ୍ଧି ଏବଂ ଅସ୍ତ୍ରଶସ୍ତ୍ରର ବ୍ୟାପକ ଚୋରା ଚାଲାଣ ଏକ ଗମ୍ଭୀର ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୨୦୨୪ ନିର୍ବାଚନର ବ୍ୟାପକ ହିଂସାତ୍ମକ ଆନ୍ଦୋଳନ ସମୟରେ ସୁରକ୍ଷା ବାହିନୀ…

ଗୁରୁତର ଅସୁସ୍ଥ ଅଛନ୍ତି ଖଲିଦା ଜିଆ, ଚାଇନାରୁ ବାଂଲାଦେଶ ପହଞ୍ଚିଲେ ବିଶେଷଜ୍ଞ ଡାକ୍ତରୀ ଦଳ, ସୁରକ୍ଷା କଡ଼ାକଡି

ଢାକା,୨।୧୨: ତିନିଥର ବାଂଲାଦେଶ ପ୍ରଧାନମନ୍ତ୍ରୀ ରହିଥିବା ଏବଂ ନ୍ୟାସନାଲିଷ୍ଟ ପାର୍ଟି (BNP) ଅଧ୍ୟକ୍ଷା ଖାଲିଦା ଜିଆଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଢାକାର ଏଭରକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଖରାପ ହେଉଥିବା ଦେଖି, ସୋମବାର ଏକ…

ହାସିନାଙ୍କୁ ପୁଣି ୫ ବର୍ଷ ଜେଲଦଣ୍ଡ

ଢାକା,୨ା୧୨: ବାଂଲାଦେଶର କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସେଠାର ଏକ ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉକ୍ତ ମାମଲାରେ ହାସିନାଙ୍କ ଝିଆରୀ ତଥା ବ୍ରିଟିଶ ପାର୍ଲାମେଣ୍ଟାରିଆନ୍‌ ତୁଲିପ୍‌ ସିଦ୍ଦିକଙ୍କୁ…

ଇମ୍ରାନଙ୍କୁ ନେଇ ପାକିସ୍ତାନରେ ହଙ୍ଗାମା! ରାଓ୍ବଲପିଣ୍ଡିରେ ୧୪୪ ଧାରା ଜାରି

ଇସଲାମାବାଦ,୨।୧୨: ପାକିସ୍ତାନ ସରକାର ରାୱଲପିଣ୍ଡି ଜିଲାରେ ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟ ଏବଂ ଉପସ୍ଥିତି ବିଷୟରେ ଗୁଜବ ତୀବ୍ର ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ପ୍ରଶାସନ ଭୟ କରିଥିଲା ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri