ଦିନକରେ ୫୬ ହଜାର ଆକ୍ରାନ୍ତ
ଓ୍ବାଶିଂଟନ/ରୋମ୍/ଲଣ୍ଡନ,୬ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍ ଉଗ୍ରରୂପ ଦେଖାଇଛି। ବିଶ୍ୱର ୨୦୫ ଦେଶରେ ସେ ନିଜର ଅଧିକାର ଜାହିର କରିବା ସହ ୧୨ ଲକ୍ଷ ୫୦ ହଜାର ଲୋକଙ୍କୁ ନିଜ କବ୍ଜାକୁ ନେଇଛି। ଅଦ୍ୟାବଧି ମୃତ୍ୟୁସଂଖ୍ୟା ୬୮ ହଜାର ଛୁଇଁଥିବା...
ଚାଇନାର ବନ୍ଧୁ ପଣିଆ: ସହାୟତା ପାଇଁ ଇଟାଲି ଦାନ କରିଥିବା ଚିକିତ୍ସା ଉପକରଣ ବିକ୍ରି କରିବାକୁ ଚାହୁଁଛି
ବେଜିଂ,୬।୪: ଚାଇନାର ବନ୍ଧୁ ପଣିଆର ମୁଖା ଏବେ ଖୋଲି ଯାଇଛି। ଉହାନରେ ଗତ ମାସରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇ ଉଠିଥିଲା। ଏପରିସ୍ଥଳେ ଇଟାଲି ସହାୟତାର ହାତ ବଢ଼ାଇଥିଲା। ଇଟାଲି ପକ୍ଷରୁ ଚାଇନାକୁ ବହୁ ଚିକିତ୍ସା ଉପକରଣ...
ପାକିସ୍ତାନରେ କରୋନା ସଂକ୍ରମଣଙ୍କ ସଖ୍ୟା ୩୨୭୮
ଇସ୍ଲାମାବାଦ,୬ ।୪: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତଠାରୁ କମ୍ ବୋଲି ଜଣାପଡିଛି । ସୋମବାର ସକାଳ ସୁଦ୍ଧା ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୭୮ ବୋଲି କହିଛନ୍ତି ପାକିସ୍ତାନର ସ୍ୱାସ୍ଥ୍ୟ ଅଧିକାରୀ । ଏହି ସମୟରେ ଲୋକଙ୍କୁ ଘରେ...
ନ୍ୟୁୟର୍କ ବ୍ରୋନକ୍ସ୍ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍
ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର ବ୍ରୋନକ୍ସ୍ ଚିଡ଼ିଆଖାନାରେ ଥିବା ଏକ ବାଘୁଣୀଠାରେ କରୋନା ସଂକ୍ରମଣ ହୋଇଛି। ବାଘୁଣୀର ରିପୋର୍ଟ...
ଇନ୍ଫ୍ରା ରେଡ, ଅଲଟ୍ରା ଭାଓଲେଟ କିରଣ ଯୋଗୁ କମିବ କରୋନା ସଂକ୍ରମଣ!
ଏଥେନ୍ସ,୬ ।୪: ଦୀନ ବଡ ଓ ଗ୍ରୀଷ୍ମର ପ୍ରଭାବ ଅଧିକ ହେଲେ କରୋନା ସଂକ୍ରମଣ କମ୍ ହେବ ବୋଲି କୁହାଯାଉଛି । ବିଶେଷ କରି ଏହାଦ୍ୱାରା ଖୋଲା ସ୍ଥାନରେ ସଂକ୍ରମଣ କମ୍ ହେବ ବୋଲି କହୁଛନ୍ତି ବିଶେଷଜ୍ଞ । ଗ୍ରୀସର...
କରୋନା ପାଇଁ ଚାଇନାକୁ ଦେବାକୁ ପଡ଼ିବ ୨୭ ହଜାର କୋଟି ଡଲାର କ୍ଷତିପୂରଣ !
ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୪: ଚାଇନାର ଉହାନ ମାଂସ ବଜାରରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ବହୁ ଲୋକଙ୍କ ଜୀବନ ଯାଇଛି। ଏଥିପାଇଁ ବ୍ରିଟେନ୍ ଏବଂ ଆମେରିକା ଚାଇନାକୁ ଦାୟୀ କରିଛନ୍ତି। କ୍ଷତିର ଭରଣା ଲାଗି ଚାଇନାକୁ ୨୭ ହଜାର...
ଔଷଧ-ଭେଣ୍ଟିଲେଟରର ଅଭାବ: କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ଦେବାରେ ଅସମର୍ଥ ଡାକ୍ତର !
ପ୍ୟାରିସ୍,୬।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଫ୍ରାନ୍ସ୍ରେ ଯନ୍ତ୍ରଣା ଉପଶମକାରୀ ଔଷଧ ଏବଂ ଭେଣ୍ଟିଲେଟରର ଅଭାବ ଦେଖାଦେଇଛି। ଫଳରେ ଡାକ୍ତରମାନେ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାରେ ଅସମର୍ଥ ହେଉଥିବା କହିଛନ୍ତି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ...
କୋଭିଡ-୧୯: ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ,୬ ।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କରୋନାରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତ ମାସରେ ପ୍ରଧାନମନ୍ତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ...
ଇଟାଲିରେ କରୋନା ମୃତ୍ୟୁ ସଂଖ୍ୟା ୧୫,୦୦୦ ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷେରୁ ଅଧିକ
ରୋମ୍,୬।୪: ଇଟାଲିରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଇତିମଧ୍ୟରେ ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୫,୮୮୭ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୧,୨୮, ୯୪୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫୨୫...
କରୋନା ପାଇଁ ସାମାଜିକ ଦୂରତା: ଦୀକ୍ଷାନ୍ତ ସମାରୋହରେ ଡିଗ୍ରୀ ପ୍ରମାଣପତ୍ର ଗ୍ରହଣ କଲା ରୋବୋ
ଟୋକିଓ,୫ ।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି । ଏଥିରୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି...
ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା
ଇସଲାମାବାଦ୍,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା ଲାଗି ପ୍ରସ୍ତୁତ ହୋଇଥାନ୍ତି । ଏହାର ସଦ୍ୟତମ ଉଦାହରଣ ପାକିସ୍ତାନର ଏକ ଛୋଟ...
ଅଧାରୁ ଅଧିକ ଜନସଂଖ୍ୟା ଘରେ ବନ୍ଦ: ପୃଥିବୀର କମ୍ପନ ୩୦ରୁ ୫୦ ପ୍ରତିଶତ ହେଲା କମ୍ !
ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଏବେ ସାରା ପୃଥିବୀର ଅଧାରୁ ଅଧିକ ଜନସଂଖ୍ୟା ଲକ୍ଡାଉନ୍ରେ ନିଜ ନିଜ ଘରେ ବନ୍ଦ ରହିଛନ୍ତି । ଏହାଯୋଗୁ ପୃଥିବୀରେ ବିଭିନ୍ନ ଯାନବାହାନ ଚଳାଚଳ ଯୋଗୁ ସୃଷ୍ଟି ହେଉଥିବା କମ୍ପନ ୩୦ରୁ ୫୦ ପ୍ରତିଶତ...
Archives


