ଅନ୍ତର୍ଜାତୀୟ

ଭାରତ ସହ ହାତ ମିଳାଇଲା ଆଫଗାନିସ୍ତାନ! ପାକିସ୍ତାନ ଉପରେ ହେବ ବଡ଼ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨୦।୫: ଭାରତ ପାକିସ୍ତାନକୁ ପାଣି ପ୍ରବାହ ଉପରେ ନିୟନ୍ତ୍ରଣ କରିବା ପାଇଁ ଇଣ୍ଡସ ଜଳ ଚୁକ୍ତି ସ୍ଥଗିତ ରଖିଥିବା ବେଳେ, ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ପାଣି ଯୋଗାଣ ବନ୍ଦ କରିବା ପାଇଁ କୁନାର ନଦୀ ଉପରେ ବନ୍ଧ ନିର୍ମାଣ...

୫ଥର ବିବାହ କରିଥିବା ପ୍ରଧାନମନ୍ତ୍ରୀ, ନିଜ ବେଗମ ପାଇଁ କରିଥିଲେ ଫ୍ଲାଇଓଭର

ଇସଲାମାବାଦ,୨୦।୫: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କ ରାଜନୈତିକ ଜୀବନ ସହିତ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି। ଅନେକ ରିପୋର୍ଟରେ କୁହାଯାଇଛି ଯେ ସେ ଥରେ ନୁହେଁ ୫ଥର ବିବାହ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ...

ପାକିସ୍ତାନ ସହ ହାତ ମିଳାଇଲା ଚାଇନା, କଲା ବଡ଼ ଘୋଷଣା…

ବେଜିଂ,୨୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ସଂଘର୍ଷ ସମୟରେ ଅନେକ ସାମରିକ ଏବଂ ରଣନୈତିକ ଘଟଣା ଘଟିଥିଲା, ଯେଉଁଥିରେ ଚାଇନାର ଭୂମିକା ବହୁତ ଗମ୍ଭୀର ଥିଲା। ଚୀନ କେବଳ ଅସ୍ତ୍ରଶସ୍ତ୍ର ଯୋଗାଣରେ ସୀମିତ ନଥିଲା ବରଂ ପ୍ରତିରକ୍ଷା...

୧୪,୦୦୦ ଶିଶୁ ଗାଜାରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମରିପାରନ୍ତି, ସତର୍କ କରିଲା ଜାତିସଂଘ

ନୂଆଦିଲ୍ଲୀ,୨୦।୫: ଜାତିସଂଘ ସତର୍କ କରିଛି ଯେ ଯଦି ଯୁଦ୍ଧବିଧ୍ୱସ୍ତ ଗାଜାରେ ଅଧିକ ସାହାଯ୍ୟ ପହଞ୍ଚି ନପାରେ, ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ୧୪,୦୦୦ ଶିଶୁ ମରିପାରନ୍ତି। ଇସ୍ରାଏଲୀ କର୍ତ୍ତୃପକ୍ଷ ପାଲେଷ୍ଟାଇନ ଅଞ୍ଚଳକୁ ୧୧ ସପ୍ତାହ ଧରି ସମ୍ପୂର୍ଣ୍ଣ ଅବରୋଧ...

ଭାରତର ଆକ୍ସନ ପରେ ବ୍ୟାକଫୁଟକୁ ଆସିଲା ବାଂଲାଦେଶ, ସମସ୍ୟା ତୁଟାଇବାକୁ ରଖିଲା ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ/ଢାକା,୨୦।୫: ଭାରତ ସ୍ଥଳପଥ ଦେଇ ବାଂଲାଦେଶୀ ରପ୍ତାନି ଉପରେ କଟକଣା ଲଗାଇବା ପରେ, ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ସେ ଭାରତ ସହିତ ସମସ୍ତ ବାଣିଜ୍ୟ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି। ମହମ୍ମଦ ୟୁନୁସଙ୍କ ପରାମର୍ଶଦାତା କହିଛନ୍ତି ଯେ...

ପାକିସ୍ତାନକୁ ଧୋକା ଦେଲା ବାଂଲାଦେଶ! ଅସିମ ମୁନିରଙ୍କ ବଢିଲା ମୁଣ୍ଡବିନ୍ଧା

ଇସଲାମାବାଦ୍‌,୨୦।୫: ପାକିସ୍ତାନର ଶେହବାଜ ଶରିଫ ସରକାର ଏବଂ ଜେନେରାଲ ଅସିମ ମୁନିରଙ୍କ ସେନା ସମ୍ମୁଖରେ ଏବେ ଏକ ନୂତନ ଏବଂ ଅପ୍ରତ୍ୟାଶିତ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହି ବିପଦ କେବଳ ପାକିସ୍ତାନ ସୀମା ମଧ୍ୟରେ ସୃଷ୍ଟି ହୋଇ ନାହିଁ,...

ହାସିନାଙ୍କୁ ସହଜେ ଛାଡ଼ିବେନି ୟୁନୁସ ସରକାର: ପୁଣି ୨ ମାମଲାରେ ଫସାଇଲେ

ଢାକା,୨୦।୫: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅଡୁଆ ବଢିବାରେ ଲାଗିଛି। ବାଂଲାଦେଶର ୟୁନୁସ ସରକାର ହାସିନାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡ଼ୁଆ ବଢ଼ାଇବାରେ ଲାଗିଛନ୍ତି। ଏବେ ଦେଶରେ ହାସିନାଙ୍କ ବିରୋଧରେ ଦୁଇଟି ନୂତନ ମାମଲା ରୁଜୁ ହୋଇଛି।...

ଭାରତଠାରୁ ଖାଇଲା ମାଡ, ଏବେ ବାହାଦୂରୀର ଢୋଲ ପିଟୁଛି ପାକିସ୍ତାନ: ଶହବାଜ ସରିଫ କହିଲେ, ‘ଯଦି ଭାରତ…’

ନୂଆଦିଲ୍ଲୀ/ଇସଲାମାବାଦ,୨୦।୫: ଅପରେଶନ ସିନ୍ଦୂର ସମୟରେ ଭାରତ ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା। ଏହା ପ୍ରଥମେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିଲା ଏବଂ ତା’ପରେ ପାକିସ୍ତାନ ସେନା ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା, କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ...

ନିକୁସୋର୍‌ ଡାନ୍‌ ରୋମାନିଆ ରାଷ୍ଟ୍ରପତି ନିର୍ବାଚିତ

ବୁଚାରେଷ୍ଟ,୨୦ା୫: ରୋମାନିଆ ରାଷ୍ଟ୍ରପତି ନିର୍ବାଚନରେ ୟୁରୋପୀୟ ସଂଘ ସପକ୍ଷବାଦୀ ବୁଚାରେଷ୍ଟ ମେୟର ନିକୁସୋର ଡାନ୍‌ ବିଜୟୀ ହୋଇଛନ୍ତି। ରୋମାନିଆର ଦକ୍ଷିଣପନ୍ଥୀ ଜାତୀୟତାବାଦୀ ମାନଙ୍କୁ ପରାସ୍ତ କରିବାରେ ଡାନ୍‌ ସଫଳ ହୋଇଛନ୍ତି। ଡାନ୍‌ଙ୍କୁ ୫୩.୪ ପ୍ରତିଶତ ଭୋଟ ମିଳିଥିବାବେଳେ ଦକ୍ଷିଣପନ୍ଥୀ ପ୍ରାର୍ଥୀ ଜର୍ଜ...

ଟ୍ରମ୍ପ୍‌-ପୁଟିନ୍‌ଙ୍କ ସହ ୨ ଘଣ୍ଟା ଆଲୋଚନା: ଯୁଦ୍ଧ ବନ୍ଦ ଦିଗରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ

ଓ୍ବାଶିଂଟନ,୨୦ା୫: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ସହ ୨ ଘଣ୍ଟା ଆଲୋଚନା କରିଛନ୍ତି। ଯୁଦ୍ଧ ବନ୍ଦ ଦିଗରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ପୁଟିନ୍‌...

ପାକିସ୍ତାନ ପରେ ଏବେ ବାଂଲାଦେଶକୁ ଲୁଟୁଛି ଚାଇନା! ଡ୍ରାଗନ ଆଗରେ ଅସହାୟ ଯୁନୁସ ସରକାର

ନୂଆଦିଲ୍ଲୀ,୧୯ା୫: ଏକପଟେ ଚାଇନା ବାଂଲାଦେଶର ଅର୍ଥନୀତିରେ ଗଭୀର ଭାବେ ପ୍ରବେଶ କରୁଛି, ଅନ୍ୟପଟେ ବାଂଲାଦେଶର ଘରୋଇ ବଜାର ଚାଇନା ସାମଗ୍ରୀରେ ପରିପୂର୍ଣ୍ଣ ହୋଇପଡ଼ିଛି। ସାମ୍ପ୍ରତିକ ତଥ୍ୟ ଆଶ୍ଚର୍ଯ୍ୟଜନକ, ବାଂଲାଦେଶର ଏକ ଚତୁର୍ଥାଂଶରୁ ଅଧିକ ଆୟାତ ଏବେ ଚୀନରୁ ହେଉଛି। ତଥ୍ୟ...

ଚମକାଇ ଦେବ ପାକିସ୍ତାନ ଭିକାରୀଙ୍କ ସମ୍ପତ୍ତି ତାଲିକା, ରହିଛି ବହୁତଳ ପ୍ରାସାଦ, ସୁଇମିଂ ପୁଲ, SUV! ଜାଣନ୍ତୁ କେମିତି ଚାଲିଛି ଏହି ବ୍ୟବସାୟ

ଇସଲାମାବାଦ,୧୯।୫: ଆମର ପଡ଼ୋଶୀ ଦେଶ ପାକିସ୍ତାନର ଲୋକମାନଙ୍କୁ ବିଶ୍ୱର ଯେକୌଣସି କୋଣରେ କିମ୍ବା ସାର୍ବଜନୀନ ସ୍ଥାନରେ ଭିକ୍ଷା ମାଗୁଥିବାର ଦେଖିବାକୁ ମିଳିବେ। କିନ୍ତୁ ଏହା ସତ୍ୟ ନୁହେଁ ଯେ ପାକିସ୍ତାନର ସମସ୍ତ ଭିକାରୀ ବାଧ୍ୟବାଧକତାରେ ସେଠାରେ ଭିକ୍ଷା ମାଗୁଛନ୍ତି। ପ୍ରକୃତରେ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri