ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହେଲେ ହମାସ ନେତାଙ୍କ ଭାଇ
ଜେରୁ ଜେଲମ,୧୯।୫: ଇସ୍ରାଏଲୀ ସେନା (IDF) ହମାସର ଜଣେ ଶୀର୍ଷ କମାଣ୍ଡର ଏବଂ ନିହତ ହମାସ ମୁଖ୍ୟ ୟାହ୍ୟା ସିନୱାରଙ୍କ ସାନ ଭାଇ ମହମ୍ମଦ ସିନୱାରଙ୍କୁ ହତ୍ୟା କରିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ କହିଛନ୍ତି ଯେ ୟାହ୍ୟା...
ଏହି ମାରାତ୍ମକ ରୋଗ ସହ ସଂଘର୍ଷ କରୁଛନ୍ତି ବାଇଡେନ
ଓ୍ବାଶିଂଟନ,୧୯ା୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏକ ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି। ବାଇଡେନଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ରୋଗ ହୋଇଛି। ଡାକ୍ତରୀ ପରୀକ୍ଷା ଅନୁସାରେ, ଡାକ୍ତରମାନେ ପ୍ରଥମେ ଏକ ଛୋଟ ଗଣ୍ଠି ବା ଫୁଲା ପାଇଥିଲେ, ଯାହା ପରେ...
ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୯ା୫: ଆମେରିକା ଭାରତୀୟ ରପ୍ତାନିକାରୀଙ୍କୁ ଝଟ୍କା ଦେବା ଭଳି କାର୍ଯ୍ୟ କରିଛି। ଭାରତରୁ ଲସ୍ଏଞ୍ଜେଲ୍ସ, ସାନ୍ ଫ୍ରାନ୍ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିଯୋଗୁ...
ବାଂଲାଦେଶର ଅଂଶ ହେଉଛି ଓଡ଼ିଶା? ତୁର୍କୀରେ ହେଉଛି ଷଡ଼ଯନ୍ତ୍ର…
ଢାକା, ୧୮/୫: ତୁର୍କୀ ଦ୍ୱାରା ସମର୍ଥିତ ଏକ ବାଂଲାଦେଶୀ ଇସଲାମିକ ଗୋଷ୍ଠୀ ‘ସଲତାନାତ-ଏ-ବାଂଲା’ ନାମକ ସଂଗଠନ ଏକ ବିଵାଦୀୟ ‘ଗ୍ରେଟର ବାଂଲାଦେଶ’ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ଭାରତର ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର କେତେକ ରାଜ୍ୟ ଏବଂ ମିଆଁମାରର ଅରାକାନ...
ବିବାଦରେ ସ୍ପୋଟିଫାଇ: ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି କରୁଥିବା ଅଭିଯୋଗ
ନ୍ୟୁୟର୍କ,୧୮ା୫: ସ୍ପୋଟିଫାଇ, ଏକ ଜଣାଶୁଣା ମ୍ୟୁଜିକ ଓ ପଡ଼କାଷ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ, ବର୍ତ୍ତମାନ ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ସ୍ପୋଟିଫାଇରେ ଶହ ଶହ ନକଲି ପଡ଼କାଷ୍ଟ ଚିହ୍ନଟ...
ଅପରେଶନ ସିନ୍ଦୂର ପରେ ପାକିସ୍ତାନ ପାଇଁ IMFର ବଡ଼ ଚେତାବନୀ: ଲଗାଇଲା ୧୧ କଡ଼ା ସର୍ତ୍ତ
ଇସଲାମାବାଦ,୧୯।୫: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ ୧ ବିଲିୟନ ଡଲାର ବେଲଆଉଟ ପ୍ୟାକେଜ ଘୋଷଣା କରିଛି। ବେଲଆଉଟ ପ୍ୟାକେଜର ପରବର୍ତ୍ତୀ ପର୍ଯ୍ୟାୟ ଜାରି କରିବା ପାଇଁ IMF ପାକିସ୍ତାନ ଉପରେ ୧୧ଟି ନୂତନ ସର୍ତ୍ତ ରଖିଛି। ଏହା ସହିତ,...
ଭାରତକୁ ଆଖି ଦେଖାଇଲେ ୟୁନୁସ, ମୋଦିଙ୍କୁ କହିଲେ…
ଢାକା,୧୮।୫:ବାଂଲାଦେଶ ଗୃହ ବ୍ୟାପାର ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମହମ୍ମଦ ଜାହାଙ୍ଗୀର ଆଲମ ଚୌଧୁରୀ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦେଶରେ ଅବୈଧ ଭାବରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଉପଯୁକ୍ତ କୂଟନୈତିକ...
ବିନା ପାଇଲଟରେ ୧୦ ମିନିଟ୍ ଆକାଶରେ ଉଡ଼ିଲା ବିମାନ, ଏଥିରେ ଥିଲେ ୨୦୦ ଯାତ୍ରୀ, ଜାଣନ୍ତୁ ପ୍ରକୃତ କାରଣ…
ବର୍ଲିନ୍,୧୮ା୫: ମଝି ଆକାଶରେ ଏକ ଭୟଙ୍କର ଘଟଣା ଘଟିଥିଲା। ଉକ୍ତ ଘଟଣାଟି ୨୦୨୪ର ହୋଇଥିଲେ ହେଁ ଶନିବାର ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ବିମାନଟି ବିନା ପାଇଲଟ୍ରେ ପ୍ରାୟ ୧୦ ମିନିଟ୍ ପାଇଁ ଆକାଶରେ ଉଡ଼ିଥିଲା। ଯାହା...
ରାତିଅଧରେ ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରିଥିଲା ଭାରତ, ଶୋଇ ପାରି ନ ଥିଲେ ପ୍ରଧାନମନ୍ତ୍ରୀ, ଏବେ ମାନିଲେ…
ଇସ୍ଲାମାବାଦ,୧୮ା୫: ଅପରେଶନ ସିନ୍ଦୂର ବେଳେ ପାକିସ୍ତାନର ରାଓ୍ବଲପିଣ୍ଡିସ୍ଥିତ ନୁର୍ ଖାନ୍ ଏୟାରବେସ୍ ଓ ଅନ୍ୟ କେତେକ ସ୍ଥାନରେ ଭାରତ ଆକ୍ରମଣ କରିଥିବା ଏହାର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ସ୍ବୀକାର କରିଛନ୍ତି। ଭାରତର ଏହି ଆକ୍ରମଣ ସମ୍ପର୍କରେ ପାକ୍ ସେନାମୁଖ୍ୟ ଜେନେରାଲ...
ପାକ୍ ପରେ ବାଂଲାଦେଶକୁ ମୋଦି ଦେଲେ ଜୋରଦାର ଝଟ୍କା, ଲାଗିଲା ବ୍ୟାନ୍…
ନୂଆଦିଲ୍ଲୀ,୧୮।୫: ଭାରତ ପୁଣି ଥରେ ବାଂଲାଦେଶର ୟୁନୁସ ସରକାରଙ୍କୁ କଡ଼ା ଜବାବ ଦେଇଛି। ୟୁନୁସ ସରକାର ନିରନ୍ତର ଭାରତ ବିରୋଧରେ ପଦକ୍ଷେପ ନେଉଛନ୍ତି ଏବଂ ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ବିଦ୍ୟମାନ କୂଟନୈତିକ ବିବାଦକୁ ଆହୁରି ଘନିଷ୍ଠ କରୁଥିବା...
କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ସୋସିଆଲ ମିଡ଼ିଆରେ ଗୁହାରି କଲେ ଝିଅ
ଟରଣ୍ଟୋ,୧୭।୫: ୫୧ ବର୍ଷୀୟ କାନାଡିୟ ବ୍ୟବସାୟୀ ହରଜିତ ସିଂହ ଧଡ୍ଡାଙ୍କୁ ମିସିସାଗାରେ ଗୁଳି କରି ହତ୍ୟା କରାଯାଇଛି। ଡିକ୍ସନ ଏବଂ ହେରି ରୋଡ ନିକଟରେ ଟେଲଫୋର୍ଡ ୱେରେ ଅପରାଧୀମାନେ ଧଡ୍ଡାଙ୍କୁ ଗୁଳି କରିଥିଲେ ଏବଂ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା...
ଧମକ ଦେଉଥିବା ପାକିସ୍ତାନଠାରୁ ଛଡ଼ାଇ ନିଆଯିବ ପରମାଣୁ ଅସ୍ତ୍ର? ରାଜନାଥଙ୍କ ବୟାନ ପରେ…
ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହା ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା। ଏପରିକି ପରିସ୍ଥିତିକୁ ଦେଖି ଅନେକ ଯୁଦ୍ଧ ହୋଇପାରେ ବୋଲି କହୁଥିଲେ। ହେଲେ ପରେ ଉଭୟ...
Archives


