ମେଲୋନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, ଏସବୁ ପ୍ରସଙ୍ଗରେ ହେଲା ଆଲୋଚନା
ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଫୋନ୍ରେ ଆଲୋଚନା କରି ଭାରତ-ୟୁରୋପୀୟ ସଂଘ (EU) ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଏବଂ ଇଉକ୍ରେନ ସଂଘର୍ଷ ନିରସନ ଉପାୟ ସହ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ…
ପୂର୍ବତନ ମୁଖ୍ୟ ବିଚାରପତି ହୋଇ ପାରନ୍ତି ନେପାଳରେ ନୂଆ ସରକାର ମୁଖ୍ୟ
ନୂଆଦିଲ୍ଲୀ,୧୦।୮: ନେପାଳର ଯୁବ ପିଢ଼ି ଜେନ୍ ଜି’ର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନେତୃତ୍ୱ ପାଇଁ ପସନ୍ଦ କରିଛନ୍ତି। ବୁଧବାର ଏକ ଭର୍ଚ୍ଚୁଆଲ ବୈଠକରେ ୫,୦୦୦ରୁ ଅଧିକ ଲୋକ ଯୋଗ ଦେଇ ଦେଶର ପରବର୍ତ୍ତୀ…
ଟ୍ରମ୍ପଙ୍କ ‘ପୁଷ୍ପା’ ଚାଲ୍: ଦୁଇମୁହାଁ ବ୍ୟବହାର କରି କତାରକୁ ଲଗାଇଲେ ୪୦୦ ମିଲିୟନ ଡଲାର ଚୂନ
ନୂଆଦିଲ୍ଲୀ,୧୦।୯: ଇସ୍ରାଏଲ୍ଙ୍କ କତାର ଉପରେ ହମଲାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମାନ ପ୍ରଭାବିତ ହୋଇଛି। ହମାସ୍ ନେତାଙ୍କୁ ଲକ୍ଷ୍ୟ କରି ଦୋହାରେ ଇସ୍ରାଏଲ୍ଙ୍କ ବୋମା ହମଲାକୁ ଟ୍ରମ୍ପ ସମର୍ଥନ ଦେଇଥିବା ଦାବି କରାଯାଇଛି। “ହମଲା ରୋକିବା ପାଇଁ ବହୁତ୍ ବିଳମ୍ବ…
Gen-Zର ବଡ଼ ଘୋଷଣା, ପ୍ରଦର୍ଶନକାରୀ କହିଲେ ଆମେ ଓଲିଙ୍କୁ ପିଟିବାକୁ ଚାହୁଁଥିଲୁ ହେଲେ…
କାଠମାଣ୍ଡୁ,୧୦।୯: ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ସୁଭାଷ ନାମକ ଜଣେ ଯୁବ ପ୍ରଦର୍ଶନକାରୀ ANI କୁ ଏକ ସାକ୍ଷାତକାରରେ Gen-Z ସମ୍ପର୍କରେ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ Gen-Z ଦୁର୍ନୀତିରୁ ମୁକ୍ତି ଚାହାଁନ୍ତି। ଆମେ ପରିବର୍ତ୍ତନ ଚାହୁଁଛୁ, ସେଥିପାଇଁ…
ଦେଶ ଛାଡ଼ି ପଳାଇଲେ ଓଲି! ନେପାଳରେ ଉଗ୍ରରୂପ ନେଲା ହିଂସା
କାଠମାଣ୍ଡୁ,୧୦।୯: ନେପାଳ ବର୍ତ୍ତମାନ ଏକ ବଡ଼ ରାଜନୈତିକ ଏବଂ ସାମାଜିକ ଅସ୍ଥିରତା ଦେଇ ଗତି କରୁଛି। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବଢ଼ୁଥିବା ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିଂସାତ୍ମକ ମୋଡ଼ ନେଇଛି। ପରିସ୍ଥିତି ଏତେ ଖରାପ…
ଫ୍ରାନ୍ସରେ ନେପାଳ ଭଳି ପରିସ୍ଥିତି, ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା
ପ୍ୟାରିସ,୧୦।୯: ଫ୍ରାନ୍ସରେ ବୁଧବାର ପ୍ୟାରିସ ଏବଂ ଅନ୍ୟାନ୍ୟ ଅନେକ ସ୍ଥାନରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ଦଙ୍ଗାକାରୀମାନେ ସାର୍ବଜନୀନ ସମ୍ପତ୍ତିରେ ନିଆଁ ଲଗାଇ ଦେଇଥିଲେ। ସହରଗୁଡ଼ିକରେ ପୋଡ଼ାଜଳା ଯୋଗୁ ଉତ୍ତେଜନା ବ୍ୟାପିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ…
ଜେଲରୁ ପଳାଇଲେ ୫୦୦ କଏଦୀ, ହାଇ ଆଲର୍ଟରେ ସେନା-ପୋଲିସ
କାଠମାଣ୍ଡୁ,୧୦।୯: ନେପାଳର ସଂସଦ ଭବନ, ରାଷ୍ଟ୍ରପତିଙ୍କ ବାସଭବନ, ସୁପ୍ରିମକୋର୍ଟ, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ନିଆଁରେ ଜଳୁଛି। ନେପାଳର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, କ୍ୟାବିନେଟ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି। ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଏହି ସମୟରେ, ନେପାଳର ନବଲପାରାସିର ଜିଲା ଜେଲରୁ…
ପ୍ରେସ କନଫରେନ୍ସ ସମୟରେ ବେହୋସ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ, ଭିଡିଓ ଭାଇରାଲ
ଷ୍ଟକହୋମ,୧୦।୯: ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ମଙ୍ଗଳବାର ସ୍ବିଡେନର ସ୍ବାସ୍ଥ୍ୟମନ୍ତ୍ରୀ ଏଲିସାବେଟ ଲାନ ମଞ୍ଚ ଉପରେ ପଡ଼ିଗଲେ। ଏହି ଘଟଣା ଏତେ ଆଶ୍ଚର୍ଯ୍ୟଜନକ ଥିଲା ଯେ ସମଗ୍ର ହଲ ସ୍ତବ୍ଧ ହୋଇଗଲା। କ୍ୟାମେରାରେ ରେକର୍ଡ ହୋଇଥିବା ଏହି ଭିଡିଓଟି ସୋସିଆଲ ମିଡିଆରେ…
‘ଭାରତ ଉପରେ ଲଗାଅ ୧୦୦ ପ୍ରତିଶତ ଟାରିଫ’ ମୋଦିଙ୍କୁ ଭଲ ବନ୍ଧୁ କହି କାହିଁକି ପଛରୁ ଛୁରୀ ମାରୁଛନ୍ତି ଟ୍ରମ୍ପ? ଜାଣନ୍ତୁ କାରଣ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରୁଷିଆ ବିରୁଦ୍ଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ସେ ୟୁରୋପୀୟ ସଂଘ (EU)କୁ କହିଛନ୍ତି ଯେ ଯଦି ରୁଷିଆ ଉପରେ ଚାପ ପକାଇବାକୁ ହୁଏ, ତେବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ…
‘ଜଳୁଛି ହୋଟେଲ ଦୟାକରି ଆମକୁ ଏଠାରୁ ନେଇଯାଅ…’, ସରକାରଙ୍କୁ ଗୁହାରି କଲେ ନେପାଳରେ ଫସିଥିବା ଭାରତୀୟ
କାଠମାଣ୍ଡୁ,୧୦।୯: ନେପାଳରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ମଧ୍ୟରେ କାଠମାଣ୍ଡୁରେ ଅନେକ ଭାରତୀୟ ଏବଂ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି। ହିଂସା ଦେଖି ନାଗରିକମାନେ ଭାରତୀୟ ଦୂତାବାସକୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ପରିସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ…
Nepal Unrest: ବେଳକୁ ବେଳ ବିଗୁଡୁଛି ସ୍ଥିତି, ପାଣିଟାଙ୍କି ଦେଇ ଭାରତ ଫେରୁଛନ୍ତି ଲୋକେ
ଦାର୍ଜିଲିଂ,୧୦।୯: ନେପାଳରେ ସରକାରୀ ଦୁର୍ନୀତି ବିରୋଧରେ Gen Zର ପ୍ରତିବାଦ ଯୋଗୁ ହିଂସା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି। ଏପରି ପରିସ୍ଥିତିରେ, ନେପାଳ ଯାଇଥିବା ପର୍ଯ୍ୟଟକ ଏବଂ ସେଠାରେ ରହୁଥିବା ଭାରତୀୟ ନାଗରିକମାନେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲାର ପାଣିଟାଙ୍କିରେ ଭାରତ-ନେପାଳ ସୀମା…
ମିଡିଆ ହାଉସ୍ ଜାଳିଦେଲେ ବିକ୍ଷୋଭ ପ୍ରଦର୍ଶନକାରୀ, କୋଠାରୁ ବାହାରୁଛି…
କାଠମାଣ୍ଡୁ,୧୦ା୯: ବିକ୍ଷୋଭକାରୀମାନେ ଏକ ନେପାଳୀ ମିଡିଆ ହାଉସ୍ରେ ନିଆଁ ଲଗାଇ ଦେଇଥିଲେ। ବୁଧବାର ମଧ୍ୟ ବିଲ୍ଡିଂରୁ ଧୂଆଁ ଉଠିଥିବା ଦେଖିବାକୁ ମିଳିଛି। ଭୟଙ୍କର ଉତ୍ତେଜନା ପରେ କାଠମାଣ୍ଡୁରେ ଶାନ୍ତି ପ୍ରତିଷ୍ଠା ହୋଇଛି। ବହୁତ କମ ଲୋକ ଘରୁ ବାହାରକୁ ଆସିଥିଲେ। ନେପାଳର…
Archives


