ଆମେରିକାକୁ ଧମକ ଦେଲା ଋଷିଆ, ଶୀତଳ ଯୁଦ୍ଧ ଆରମ୍ଭ!
ଓ୍ବାଶିଂଟନ୍,୨୮।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ଏବେ ସାର୍ବଜନୀନ ଧମକ ସ୍ତରରେ ପହଞ୍ଚିଛି। ଏପରି ଦେଖାଯାଉଛି ଯେ ଚୁକ୍ତି ପ୍ରସ୍ତୁତକାରୀ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ବନ୍ଧୁତା...
ମୋଦିଙ୍କୁ ଖୋଲା ଚିଠି ଲେଖିଲେ ବାଲୋଚିସ୍ତାନ ନେତା: ପାକିସ୍ତାନକୁ ନେଇ କହିଦେଲେ ଚାଞ୍ଚଲ୍ୟକର କଥା…
ଇସଲାମାବାଦ୍,୨୮।୫: ବାଲୋଚିସ୍ତାନର ମାନବାଧିକାର କର୍ମୀ ଏବଂ ସାମ୍ବାଦିକ ମୀର ୟାର ବାଲୁଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଚିଠିରେ ସେ ପାକିସ୍ତାନକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ଚିଠିରେ ସେ ୧୯୯୮ ମସିହାରେ ପାକିସ୍ତାନ ଦ୍ୱାରା...
୩୧ ଥର ଏଭରେଷ୍ଟରେ ଚଢ଼ି ରେକର୍ଡ କଲେ ଏହି ବ୍ୟକ୍ତି
କାଠମାଣ୍ଡୁ, ୨୮।୫:ନେପାଳର ଏଭରେଷ୍ଟ ମ୍ୟାନ୍ ଭାବେ ପରିଚିତ ୫୫ ବର୍ଷୀୟ ପର୍ବତାରୋହୀ କାମି ରିତା ଶେର୍ପା ପୁଣିଥରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗରେ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି। ମଙ୍ଗଳବାର ସେ ଏଭରେଷ୍ଟର ଶିଖରରେ ୩୧ତମ ଥର ପାଇଁ ଚଢ଼ି ନିଜ...
ବିଶ୍ୱ ମଞ୍ଚରେ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଶଶି ଥରୁର: କଂଗ୍ରେସ ନେତା କହିଲେ ଭାଜପାର ‘ଚାମ୍ଚା’
ନୂଆଦିଲ୍ଲୀ/ପାନାମା,୨୮।୫: ପାକିସ୍ତାନ ଏବଂ ଆତଙ୍କବାଦ ମଧ୍ୟରେ ସମ୍ପର୍କର ପର୍ଦ୍ଦାଫାସ କରିବା ପାଇଁ ଭାରତୀୟ ନେତାମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ବିଶ୍ୱର ବିଭିନ୍ନ ଦେଶ ଗସ୍ତରେ ଅଛନ୍ତି। ଏହି କ୍ରମରେ, କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପାନାମାରେ...
ଭାରତ ସହିତ ଉତ୍ତେଜନା ମଧ୍ୟରେ ଶେହବାଜଙ୍କ ଟେନ୍ସନ ବଢାଇଲେ ଇମ୍ରାନ: କହିଲେ, ମୁଁ ଶପଥ ନେଉଛି…
ଇସଲାମାବାଦ୍,୨୮।୫: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ୍ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ସ୍ବେଚ୍ଛାଚାର ଏବଂ ଦମନର ଶିକାର ହେବା ଅପେକ୍ଷା ତାଙ୍କ ସମଗ୍ର ଜୀବନ ଜେଲରେ ବିତାଇବାକୁ ପସନ୍ଦ କରିବେ। ସେ ସାମରିକ ପ୍ରତିଷ୍ଠାନକୁ...
ମୋତେ ମଦ ପିଇ ଟେବୁଲ ଉପରେ ନାଚିବାକୁ କରାଯାଇଥିଲା ବାଧ୍ୟ: ମହିଳା ଏମ୍ପି ଆଣିଲେ ସାଂଘାତିକ ଅଭିଯୋଗ
ସିଡନୀ,୨୮।୫: ଆଜିକାଲି ସାରା ବିଶ୍ୱରେ ହିଜାବ କିମ୍ବା ବୁର୍ଖା ପିନ୍ଧିଥିବା ମୁସଲମାନ ଝିଅମାନଙ୍କ ପ୍ରତି ଭେଦଭାବ ଏବଂ ଆପତ୍ତିଜନକ ଆଚରଣର ଘଟଣା ବୃଦ୍ଧି ପାଉଛି। ଅଷ୍ଟ୍ରେଲିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମୁସଲମାନ ମହିଳା ସାଂସଦଙ୍କୁ...
ପ୍ରଧାନମନ୍ତ୍ରୀ ମୋଦିଙ୍କ ସାହାଯ୍ୟ ଲୋଡ଼ିଲେ ପାକିସ୍ତାନୀ ନେତା: କହିଲେ…ଦୟାକରି ବଞ୍ଚାନ୍ତୁ
ଇସଲାମାବାଦ୍,୨୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲା। ଏହି...
ଜ୍ୟୋତିଙ୍କ ପରି ଧରାପଡିଲେ ସୁନୀତା! ୨ଥର ଡେଇଁଥିଲେ ବର୍ଡର, ନିଜ ଛୋଟ ପୁଅକୁ ଛାଡି…
ନୂଆଦିଲ୍ଲୀ,୨୭।୫: ହରିୟାଣାର ହିସାରର ବାସିନ୍ଦା YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଗୁପ୍ତଚର ଅଭିଯୋଗରେ ଜେଲ ପଠାଇ ଦିଆଯାଇଛି। ସେ ଦୁଇଥର ପାକିସ୍ତାନ ଗସ୍ତ କରିଥିଲେ ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଏଜେଣ୍ଟମାନେ ମଧ୍ୟ ତାଙ୍କର ବନ୍ଧୁ ଥିଲେ। ସେହିପରି, ମହାରାଷ୍ଟ୍ରର...
ଯେଉଁଠି ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ, ସେଇଠି ପୁଣି ଆଜି ଦୋହଲିଗଲା ପାକିସ୍ତାନ
ଇସଲାମବାଦ,୨୭।୫: ଏଥର ଆତଙ୍କବାଦର ଆଶ୍ରୟସ୍ଥଳ ପାକିସ୍ତାନ ରାତି ହେଉ ହେଉ ଦୋହଲି ଯାଇଛି। ଗୋଟିଏ ପଟେ, ଭାରତ ବିମାନ ଆକ୍ରମଣ କରି ପାକିସ୍ତାନର ଆତଙ୍କବାଦୀ ଶିବିର ଏବଂ ସାମରିକ ଘାଟିଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ଅନ୍ୟପକ୍ଷରେ, ପ୍ରକୃତି ମଧ୍ୟ ଆତଙ୍କବାଦକୁ...
ପାକିସ୍ତାନ ସହ ବଡ଼ ଡିଲ୍ କଲା ଋଷିଆ, ଭାରତକୁ ଜୋରଦାର ଝଟ୍କା
ନୂଆଦିଲ୍ଲୀ,୨୭।୫: ଭାରତର ବନ୍ଧୁ ଦେଶ ଋଷିଆ ପାକିସ୍ତାନ ସହିତ ଏକ ଆଧୁନିକ ଇସ୍ପାତ କାରଖାନା ର୍ନିମାଣ ପାଇଁ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିଛି। ଏହି ଚୁକ୍ତି ୨୦୧୫ରେ ବନ୍ଦ ହୋଇଯାଇଥିବା ସୋଭିଏତ-ର୍ନିମିତ ଇସ୍ପାତ କାରଖାନାକୁ ପୁନର୍ଜୀବିତ କରିବ। ପାକିସ୍ତାନୀ ଅଧିକାରୀ...
ଆମେରିକାକୁ ପରମାଣୁ ଧମକ ଦେଲା ଏହି ଦେଶ, ସାରା ବିଶ୍ୱରେ ଚହଳ!
ଓ୍ବାଶିଂଟନ୍,୨୭।୫: ସାରା ବିଶ୍ୱରେ ଚାଲିଥିବା ଅଶାନ୍ତି ମଧ୍ୟରେ ଏପରି ଏକ ଖବର ଆସିଛି ଯାହା ବିଶ୍ୱରେ ଚହଳ ପକାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦେଶ ପରମାଣୁ ଧମକ ଦେଇଛି। ଆମେରିକାକୁ ଏପରି ଧମକ ଉତ୍ତର କୋରିଆ ସରକାର...
ସମସ୍ତଙ୍କ ସାମ୍ନାରେ ସ୍ତ୍ରୀଙ୍କ ଠାରୁ ମାଡ଼ ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି! ଭିଡିଓ ଭାଇରାଲ, ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୨୭।୫: ସମସ୍ତଙ୍କ ସାମ୍ନାରେ ମାଡ ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି। ଆଉ ସେ ବି ନିଜ ସ୍ତ୍ରୀଙ୍କ ହାତରୁ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି...
Archives


