ରୁଷିଆରେ ଥାଇ ଟ୍ରମ୍ପଙ୍କ ପୋଲ୍ ଖୋଲିଦେଲେ ଜୟଶଙ୍କର
ମସ୍କୋ,୨୧।୮: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ, ସମ୍ପ୍ରତି ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହା ପଛରେ ଆମେରିକା ଯୁକ୍ତି ରଖିଛି ଯେ ଭାରତ ରୁଷିଆରୁ…
ମୋଦି ଉଠାଇଲେ ବଡ଼ ପଦକ୍ଷେପ, ଛାନିଆ ହୋଇଗଲେ ଟ୍ରମ୍ପ, ଏବେ…
ନୂଆଦିଲ୍ଲୀ,୨୧।୮: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ “ମୃତ ଅର୍ଥନୀତି” ବୋଲି କହିଥିଲେ ଏବଂ ଆମେରିକାର ଟାରିଫ୍କୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏହି ବିବୃତ୍ତି ପରେ, ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ପ୍ରାୟ ସ୍ଥଗିତ ରହିଛି। ଏବେ…
ଇଣ୍ଡିଆ ଶିଖିଲା ପାଠ, ଆଉ ଅମେରିକାକୁ ବିଶ୍ୱାସ କରିବନି: ବିଶିଷ୍ଟ ଆମେରିକୀୟ ଅର୍ଥନୀତିଜ୍ଞ ବଡ ବୟାନ
ନୂଆଦିଲ୍ଲୀ,୨୧ା୮: ପ୍ରସିଦ୍ଧ ଆମେରିକୀୟ ଅର୍ଥନୀତିଜ୍ଞ ଜେଫ୍ରି ସାକ୍ସ ଆମେରିକାର ଭାରତ ଉପରେ ଟାରିଫ୍ ଲଗାଇବାକୁ ନିଷ୍ପତ୍ତିକୁ “ଆମେରିକା ବିଦେଶୀ ନୀତିର ସବୁଠାରୁ ମୂର୍ଖତାପୂର୍ଣ୍ଣ ଚାଲ” ବୋଲି ନିନ୍ଦା କରିଛନ୍ତି। ସାକ୍ସ କହିଛନ୍ତି ଯେ, ଏହି ଟାରିଫ୍ ଆମେରିକାର ଏସିଆରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ…
ରୁଷିଆ ସହ ବଡ଼ ଡିଲ୍ କଲା ଭାରତ: ଟ୍ରମ୍ପଙ୍କୁ ଲାଗିଲା ଜୋରଦାର ଝଟ୍କା
ମସ୍କୋ,୨୧।୮: ଆମେରିକା ସହ ଟାରିଫ୍ ଯୁଦ୍ଧ ମଧ୍ୟରେ ରୁଷିଆ ସହ ସମ୍ପର୍କ ଦୃଢ କରୁଛି ଭାରତ। ଏବେ ଭାରତ ରୁଷିଆ ସହ ଏକ ବଡ଼ ଡିଲ୍ କରିଛି। ରୁଷିଆର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ ମାଣ୍ଟୁରୋଭ କହିଛନ୍ତି, ରୁଷିଆରୁ ତୈଳ ଏବଂ ଶକ୍ତି…
୨୦୨୭ ସୁଦ୍ଧା ଏହି ଦେଶକୁ କବ୍ଜା କରିଦେବ ଚାଇନା: ଆମେରିକାର ଚାଞ୍ଚଲ୍ୟକର ଖୁଲାସା
ଓ୍ବାଶିଂଟନ୍,୨୧।୮: ଆମେରିକାର ରଣନୀତିକବାହିନୀ କମାଣ୍ଡର ଜେନେରାଲ ଆଣ୍ଟୋନି କଟନ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ ଆମେରିକା କଂଗ୍ରେସକୁ କହିଛନ୍ତି,ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସେନାକୁ ୨୦୨୭ ସୁଦ୍ଧା ତାଇୱାନ ଦଖଲ କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…
ଭାରତର ପଡୋଶୀ ଦେଶ ଉପରେ ବଡ଼ ଗେମ୍ପ୍ଲାନ କଲେ ଟ୍ରମ୍ପ, ବିଶ୍ୱରେ ଚହଳ!
ଓ୍ବାଶିଂଟନ,୨୧।୮:ସାନ ଫ୍ରାନ୍ସିସ୍କୋ କୋର୍ଟ ଟ୍ରମ୍ପ ପ୍ରଶାସନ ସପକ୍ଷରେ ରାୟ ଦେଇ ମଧ୍ୟ ଆମେରିକା ଏବଂ ନେପାଳରୁ ଆସିଥିବା ୬୦,୦୦୦ ପ୍ରବାସୀଙ୍କୁ ଅସ୍ଥାୟୀ ସୁରକ୍ଷା ବଜାୟ ରଖିବା ପାଇଁ ନିମ୍ନ ଅଦାଲତର ନିର୍ଦ୍ଦେଶକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି। ଏହି କୋର୍ଟ ନିଷ୍ପତ୍ତି…
ଭାରତ-ରୁଷିଆ ବାଣିଜ୍ୟକୁ ନେଇ ଜୟଶଙ୍କରଙ୍କ ବଡ ବୟାନ: ଭାରତରେ ଅଧିକ ନିବେଶ କରିବାକୁ ଆହ୍ୱାନ
ଭୁବନେଶ୍ୱର,୨୧।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବୁଧବାର ମସ୍କୋରେ ରୁଷିଆର କମ୍ପାନୀମାନଙ୍କୁ ଭାରତରେ ଅଧିକ ବିନିଯୋଗ ଓ ବ୍ୟବସାୟିକ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଶୁଳ୍କ ଓ ଅଣ-ଶୁଳ୍କ ବାଧାଗୁଡ଼ିକ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ…
ଟେନ୍ସନ୍ରେ ଟ୍ରମ୍ପ: ଆମେରିକା ବିରୋଧରେ ମୋର୍ଚ୍ଚା ଖୋଲିଲେ ଏହି ୨ ଦେଶ
ଓ୍ବାଶିଂଟନ,୨୦।୮: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଏବଂ ଶାନ୍ତି ପାଇଁ ଆହ୍ବାନ ଦେଉଥିବା ଆମେରିକା ଏହି ସମୟରେ ବଢ଼ୁଥିବା ଚାପ ଦ୍ୱାରା ଘେରି ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସମ୍ପ୍ରତି ଦାବି କରିଛନ୍ତି, ସେ ୬ ମାସରେ ୬ଟି…
ଟ୍ରମ୍ପଙ୍କ ନାଁ ନ ନେଇ ପୁଟିନ ଦେଲେ ବଡ଼ ଧମକ! କହିଲେ ଭାରତ ସହ…
ମସ୍କୋ,୨୦।୮: ଟାରିପ୍ ବିବାଦ ଭିତରେ ରୁଷିଆ କରିଛି ବଡ଼ ଘୋଷଣା। ରୁଷିଆ କହିଛି ଯେ ଭାରତ ରୁଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ ଶୁଳ୍କ ଲଗାଇବା…
ଭାରତକୁ ଦମ୍ଦାର ଅଫର ଦେଲେ ପୁଟିନ୍: ଶୁଣିଲେ ନିଆଁ ହୋଇଯିବେ ଟ୍ରମ୍ପ
ନୂଆଦିଲ୍ଲୀ,୨୦।୯: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍କୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ରୁଷିଆ ଭାରତକୁ ଏକ ବଡ଼ ପ୍ରସ୍ତାବ ଦେଇଛି। ରୁଷିଆ କହିଛି ଯେ ଯଦି ଟାରିଫ୍ ଯୋଗୁଁ ଆମେରିକୀୟ ବଜାରର ଦ୍ୱାର ଭାରତୀୟ ସାମଗ୍ରୀ ପାଇଁ ବନ୍ଦ ହୋଇଯାଏ,…
କାହିଁକି ଭାରତ ଉପରେ ଟାରିଫ୍ ଲଗାଇଲା ଆମେରିକା: ପ୍ରଥମଥର ବଡ଼ କାରଣ କହିଲା ହ୍ବାଇଟ ହାଉସ
ନୂଆଦିଲ୍ଲୀ,୨୦।୮: ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍ ସମ୍ପର୍କରେ ଆମେରିକା ଲଗାତାର ନୂଆ ଦାବି କରୁଛି। ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ବିବାଦର ଅନ୍ତ ପାଇଁ ଭାରତ ଉପରେ ଟାରିଫ୍…
ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ବସ୍: ୫୦ରୁ ଅଧିକ ଲୋକଙ୍କ ଚାଲିଗଲା ଜୀବନ
କାବୁଲ,୨୦।୮: ଆଫଗାନିସ୍ତାନରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ଅତି କମରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସ ଏବଂ ଜଣେ ପ୍ରାଦେଶିକ ଅଧିକାରୀ କହିଛନ୍ତି, ପଶ୍ଚିମ ଆଫଗାନିସ୍ତାନରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଇରାନରୁ ଫେରୁଥିବା ପ୍ରବାସୀଙ୍କୁ ନେଇ…
Archives


