ଅନ୍ତର୍ଜାତୀୟ

ଇସ୍ରାଏଲୀ ଆକ୍ରମଣରେ ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ

ତେହରାନ୍‌,୨।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବାଘେରଜାଦେହଙ୍କ ଦେହାନ୍ତ ହୋଇଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ସେ ନିକଟରେ ଆମେରିକା ଏବଂ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ଦୀର୍ଘ ଚିକିତ୍ସା…

ଲାଇଭ୍ ଶୋ’ରେ କାନ୍ଦିଲେ ପାକିସ୍ତାନୀ ଆଙ୍କର, ଭାବପ୍ରବଣ ହୋଇ କହିଲେ ମୋ ପରିବାର….

ନୂଆଦିଲ୍ଲୀ,୨।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ଏହା ଉଲ୍ଲେଖନୀୟ ଯେ, ଇରାନରେ ହୋଇଥିବା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ସମେତ ଅନେକ ସାମରିକ ଅଧିକାରୀ ଏବଂ ନେତାଙ୍କ ମୃତ୍ୟୁ ହୋଇଥିଲା। ଇରାନ…

‘ମୁଁ ସୁରକ୍ଷିତ ଅଛି’, ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ ଦୁବଇରେ ଫସିଥିବା ସୋନାଲ ଚୌହାନ ଦେଲେ ବଡ଼ ଅପଡେଟ, କହିଲେ…

ଦୁବଇ,୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟପ୍ରାଚ୍ୟ ବର୍ତ୍ତମାନ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ଅନୁଭବ କରୁଛି। ଏହି ସମୟରେ, ଦୁବାଇରେ ଫସି ରହିଥିବା ସୋନାଲ ଚୌହାନ ଏକ ସାର୍ବଜନୀନ ବିବୃତ୍ତି ଜାରି କରି ନିଶ୍ଚିତ କରିଛନ୍ତି…

ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ବଡ଼ ନିଷ୍ପତ୍ତି, ଫିଫା ବିଶ୍ୱକପରୁ ଓହରି ଯିବା ନେଇ ଆସିଲା ବଡ଼ ସଙ୍କେତ

ତେହରାନ୍‌,୨।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବେ ଫିଫା ବିଶ୍ୱକପ୍‌ 2026 ଉପରେ ମଧ୍ୟ ପ୍ରଭାବ ପକାଇବା ପରି ମନେ ହେଉଛି। ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ଆମେରିକା ମାଟିରେ ସମସ୍ତ ଗ୍ରୁପ ମ୍ୟାଚ୍‌ ଖେଳୁଥିବା…

ଏୟାର ଷ୍ଟ୍ରାଇକରେ ଇରାନର ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ! ରିପୋର୍ଟରେ ବଡ଼ ଦାବି

ତେହରାନ,୨।୩: ଇରାନରେ ଇସ୍ରାଏଲର ବିମାନ ଆକ୍ରମଣ ଜାରି ରହିଛି। ସଦ୍ୟତମ ଘଟଣାକ୍ରମରେ, ପୂର୍ବତନ ଇରାନ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ପୂର୍ବରୁ ଏହି ନେତା କହିଥିଲେ, ‘ଇରାନକୁ ମାନଚିତ୍ରରୁ ପୋଛିଦେବା ଉଚିତ।’ ଯାହାକୁ ନେଇ ସେ ଚର୍ଚ୍ଚାକୁ…

ଆମେରିକାର F-15 ଫାଇଟର ଜେଟ କ୍ରାସ, ସାମ୍ନାକୁ ଆସିଲା ଭିଡ଼ିଓ

କୁଓ୍ବେତ ସିଟି,୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଶନିବାର ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ପରେ, ସମଗ୍ର ଅଞ୍ଚଳ ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଏହି ଆକ୍ରମଣ ପରେ, ଇରାନ ଇସ୍ରାଏଲ, ଇରାକ ଏବଂ ୟୁଏଇ ସମେତ ଅନେକ…

କେତେଦିନ ଇରାନ ଉପରେ ବୋମା ବର୍ଷଣ କରିବେ ଟ୍ରମ୍ପ? ଲିକ୍‌ ହେଲା ପ୍ଲାନ, ଧୂଆଁମୟ ମିଡଲ ଇଷ୍ଟ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷ ଚାରି ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ। ପୂର୍ବରୁ, ଟ୍ରମ୍ପ କହିଥିଲେ ଯେ ଆମେରିକାର ବୋମାମାଡ଼ ସମ୍ପୂର୍ଣ୍ଣ…

‘ଆମେରିକା ସହିତ ଆଉ କୌଣସି ବୁଝାମଣା କରାଯିବ ନାହିଁ’, ଟ୍ରମ୍ପଙ୍କୁ ଇରାନର କଡ଼ା ବାର୍ତ୍ତା

ତେହରାନ୍‌,୨।୩: ଇସ୍ରାଏଲୀ-ଆମେରିକୀୟ ଆକ୍ରମଣରେ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ଇରାନ ଏବେ ଯେକୌଣସି ମୂଲ୍ୟରେ ଏହାର ପ୍ରତିଶୋଧ ନେବାକୁ ସ୍ଥିର କରିଛି। ଏହା ଇରାନ ରାଜନୀତି ଏବଂ ଜାତୀୟ ସୁରକ୍ଷାର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ…

ପାକିସ୍ତାନ ଉପରେ ଗର୍ଜିଲା ତାଲିବାନ, ନୁର ଖାନ ଏୟାରବେସ ଉପରେ କଲା ଆକ୍ରମଣ

ଇସଲାମାବାଦ,୨।୩: ଆଫଗାନିସ୍ତାନରେ କ୍ଷମତାସୀନ ଆଫଗାନ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହା ପାକିସ୍ତାନର ଅନେକ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଉପରେ ସଫଳତାର ସହ ବିମାନ ଆକ୍ରମଣ କରିଛି। ମନ୍ତ୍ରଣାଳୟ ଅନୁଯାୟୀ, ଆଫଗାନିସ୍ତାନ କ୍ଷେତ୍ରରେ ପାକିସ୍ତାନ ଦ୍ୱାରା ସମ୍ପ୍ରତି ବିମାନ…

ଦେଖନ୍ତୁ ଭୟଙ୍କର ଭିଡ଼ିଓ, ଆମେରିକା ଆକ୍ରଣରେ IRGC ମୁଖ୍ୟାଳୟ ଧ୍ୱଂସ,US ସେଣ୍ଟ୍ରାଲ କମାଣ୍ଡ କହିଲେ…

ଓ୍ବାଶିଂଟନ,୨।୩: ଆମେରିକା ଏକ ବଡ଼ ଆକ୍ରମଣରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ମୁଖ୍ୟାଳୟକୁ ଧ୍ୱଂସ କରିଥିବା ନିଶ୍ଚିତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) କହିଛି ଯେ IRGC ଗତ ୪୭ ବର୍ଷ ମଧ୍ୟରେ ୧,୦୦୦ ରୁ ଅଧିକ…

ଗୋଟି ଗୋଟି ହିସାବ ନେବୁ…ଇରାନକୁ ଟ୍ରମ୍ପଙ୍କ ଚେତାବନୀ

ଓ୍ବାଶିଂଟନ୍‌,୨।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟ ତେହେରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଜାରି ରହିଛି। ଆମେରିକା ସୈନ୍ୟବାହିନୀ ଇସଲାମିକ ରିଭଲ୍ୟୁସନରୀ ଗାର୍ଡ କର୍ପସର ମୁଖ୍ୟାଳୟକୁ ଉଡ଼ାଇ ଦେଇଛନ୍ତି। ଆମେରିକା ଆକ୍ରମଣ ମଧ୍ୟରେ…

୧୨ ଘଣ୍ଟାରେ ଇରାନ୍‌ର ୯୦୦ ଠିକଣାରେ ବୋମାମାଡ଼

ତେହରାନ୍‌ ,୨ା୩: ଆମେରିକା ଏବଂ ଇସ୍ରାଏଲର ମିଳିତ ସେନା ଗତ ୧୨ ଘଣ୍ଟା ମଧ୍ୟରେ ଇରାନ୍‌ର ପ୍ରମୁଖ ୯୦୦ ଠିକଣାରେ ବୋମାମାଡ଼ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ଇରାନ୍‌ର ସାମରିକ ପ୍ରତିଷ୍ଠାନ ଏବଂ ଅସ୍ତ୍ର ଭଣ୍ଡାର ରହିଛି। ଏହାମଧ୍ୟରେ ଇରାନର ଏକ ଯୁଦ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri