ଅନ୍ତର୍ଜାତୀୟ

ଉପନିର୍ବାଚନରେ ୩୩ ଆସନରେ ଲଢିବ ଇମ୍ରାନଙ୍କ ପାର୍ଟି

ଇସଲାମାବାଦ,୩୦ ।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ମାର୍ଚ୍ଚରେ ହେବାକୁ ଥିବା ଉପନିର୍ବାଚନରେ ସମସ୍ତ ୩୩ ସଂସଦୀୟ ଆସନରେ ନିଜର ପ୍ରାର୍ଥୀ ଦେବ । ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ଉପାଧ୍ୟକ୍ଷ ଓ ପୂର୍ବତନ ବୈଦେଖିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି…

ଆମେରିକାକୁ ବିନାଶର ପଥରେ ରଖିଛନ୍ତି ବାଇଡେନ୍‌: ଟ୍ରମ୍ପ

ଓ୍ବାଶିଂଟନ୍‌,୩୦।୧: ୨୦୨୪ରେ ଆମେରିକାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ନିର୍ବାଚନ ଦଳ ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ…

ମାର୍ଚ୍ଚରେ ଭାରତ ଆସିପାରନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ, ରାଇସିନା ଡାଏଲଗରେ ନେବେ ଭାଗ

ୱାଶିଂଟନ,୩୦ ।୧: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଲିଂକନ ମାର୍ଚ୍ଚରେ ଭାରତ ଆସିପାରନ୍ତି । ବ୍ଲିଂକନ ଏହି ସମୟରେ ରାଇସିନା ଡାଏଲଗରେ ଭାଗ ନେବାର ସମ୍ଭାବନା ରହିଛି । ସେ ରାଜଧାନୀ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହେବେ ।…

ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି: ଭାରତୀୟ ଛାତ୍ରଙ୍କୁ ମାଡ଼

ସିଡ଼ନୀ,୩୦।୧: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଉଛି। ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦିର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ ଛାତ୍ରଙ୍କୁ ମାଡ ମାରୁଥିବାର ନଜର ଆସିଛି। ଏହି ପୁରା ଘଟଣା ମେଲବୋର୍ଣ୍ଣର ଫେଡେରେସନ…

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୨୪ ମୃତ

ଲିମା,୨୯।୧:ପେରୁରେ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଏକ ପାହାଡ଼ିଆ ରାସ୍ତାରୁ ଖସିପଡ଼ିବାରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ପେରୁ ଉତ୍ତର ଭାଗରେ ଥିବା ଏଲ୍‌ ଅଲ୍‌ଟୋ ଜିଲାରେ ଏହି ଦୁର୍ଘଟଣା ଘଟିଛି। ପେରୁର ବିପଦପୂର୍ଣ୍ଣ ରାସ୍ତାରେ ଡ୍ରାଇଭରମାନେ ଉପଯୁକ୍ତ…

ପାକିସ୍ତାନରେ ପେଟ୍ରୋଲ ୨୪୯, ଡିଜେଲ ୨୬୨ ଟଙ୍କାରେ ପହଞ୍ଚିଲା

ଇସ୍‌ଲାମାବାଦ,୨୯।୧: ଦରବୃଦ୍ଧି ସାଙ୍ଗକୁ ଖାଦ୍ୟ ସଙ୍କଟ ମଧ୍ୟରେ ଗତି କରୁଛି ପାକିସ୍ତାନ। ଏଭଳି ସ୍ଥିତିରେ ଶେହବାଜ ସରିଫ ସରକାର ରବିବାର ପେଟ୍ରୋଲିୟମର ନୂତନ ମୂଲ୍ୟ ଘୋଷଣା କରିଛନ୍ତି। ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ଟଙ୍କା…

ଥରିଲା ପାକିସ୍ତାନ

ଇସଲାମାବାଦ୍‌,୨୯।୧: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ମାପ କରାଯାଇଛି। ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।…

ପେଟ୍ର ପାଭେଲ ହେଲେ ଚେକ୍‌ ରିପବ୍ଲିକର ନୂଆ ରାଷ୍ଟ୍ରପତି

ପ୍ରାଗ୍ୟୁ,୨୯।୧: ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସାମରିକ କମିଟିର ପୂର୍ବତନ ଅଧ୍ୟକ୍ଷ ପେଟ୍ର ପାଭେଲ ଚେକ୍‌ ରିପବ୍ଲିକର ନୂତନ ରାଷ୍ଟ୍ରପତି ହୋଇଛନ୍ତି। ପେଟ୍ର ପାଭେଲ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିବାଦୀୟ ରାଷ୍ଟ୍ରପତି ମିଲୋସ ଜେମାନଙ୍କୁ ସ୍ଥାନ ନେବା ପାଇଁ ରନ…

୨୦୨୫ରେ ହେବ ଭାରତ-ଚାଇନା ମଧ୍ୟରେ ମହାଯୁଦ୍ଧ!

ଓ୍ବାଶିଂଟନ୍‌,୨୯।୧: ଦୁଇ ବର୍ଷ ମଧ୍ୟରେ ଚାଇନା ଏବଂ ଆମେରିକା ମଧ୍ୟରେ ମହାଯୁଦ୍ଧ ହେବାର ସମ୍ଭାବନା ଅଛି। ଆମେରିକାର ବାୟୁସେନାର ବରିଷ୍ଠ ଜେନେରାଲଙ୍କ ଦାବି ପରେ ବିଶ୍ୱ ଚକିତ ହୋଇଯାଇଛି। ଜେନେରାଲ ମାଇକ ମିନିହାନ କହିଛନ୍ତି, ୨୦୨୫ରେ ଆମେରିକା ଏବଂ ଚୀନ ମଧ୍ୟରେ…

ଦୁନିଆରୁ ଶୀଘ୍ର ଯିବ ନାହିଁ କରୋନା, ଟିକାକରଣ ଜରୁରୀ

ହଂକଂ,୨୯ା୧: ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପ୍ରାୟ ୭୧ ପ୍ରତିଶତ ଲୋକ ଦୀର୍ଘଦିନ ଧରି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏପରିକି କରୋନା ସଂକ୍ରମିତମାନେ ୬ ମାସରୁ ଅଧିକ ଧରି କାମ କରିବାକୁ ଅସମର୍ଥ ହୋଇଥିଲେ। କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୧୮…

ଘାଟିରୁ ଖସିଲା ବସ୍‌, ଚାଲିଗଲା ୩୯ ଜୀବନ

ଇସଲାମାବାଦ,୨୯ା୧: ରବିବାର ପାକିସ୍ତାନର ଲାସବେଲା ଜିଲାର ଏକ ବସ୍‌ ଘାଟିରୁ ଖସିପଡ଼ିଥିବା ବେଳେ ଅତି କମ୍‌ରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଲାସବେଲା ଆସିଷ୍ଟାଣ୍ଟ କମିଶନର ହମଜା ଅଞ୍ଜୁମ କହିଛନ୍ତି, ୪୮ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି କ୍ୱେଟାଠାରୁ କରାଚି ଅଭିମୁଖେ…

‘ଅନାବଶ୍ୟକ କଥା କହୁଛନ୍ତି ଇମ୍ରାନ’

ଇସଲାମାବାଦ,୨୯ା୧: ପୂର୍ବତନ ରାଷ୍ଟ୍ରପତି ଆସିଫ୍‌ ଅଲି ଜରଦାରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କୁ ନିନ୍ଦା କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସହ-ଚେୟାରମ୍ୟାନ ଜରଦାରୀଙ୍କୁ ହତ୍ୟା କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri