ଅନ୍ତର୍ଜାତୀୟ

କିମ୍‌ଙ୍କୁ ଅଭିନନ୍ଦନ ଜଣାଇ ଟ୍ରମ୍ପ୍‌ ଅଡ଼ୁଆରେ

ଓ୍ବାଶିଂଟନ, ୫ା୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କାର୍ଯ୍ୟକାରିଣୀ ବୋର୍ଡରେ ଉତ୍ତର କୋରିଆ ସାମିଲ ହେବାକୁ ନେଇ ଏହାର ନେତା କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ଆମେରିକାର ପୂର୍ବତନ…

3 years ago

ମାସକରେ ୪,୦୦୦ ଚାକିରି ନେଇଛି ଏଆଇ

ଓ୍ବାଶିଂଟନ, ୫ା୬ : ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଆମେରିକାରେ ମେ’ ମାସରେ ପ୍ରାୟ ୪,୦୦୦ ଲୋକଙ୍କ ଚାକିରି ଛଡ଼ାଇନେଇଛି। ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ ପକ୍ଷରୁ ଜାରି…

3 years ago

ୟୁକ୍ରେନ୍‌ ଯୁଦ୍ଧ ୫୦୦ ଶିଶୁଙ୍କ ଜୀବନ ନେଲାଣି

କିଭ୍‌, ୫ା୬ : ୟୁକ୍ରେନ୍‌ ଉପରେ ଚାଇନାର ଆକ୍ରମଣ ୧୬ ମାସରେ ପହଞ୍ଚତ୍ଛି। ଏହି ଯୁଦ୍ଧରେ ୟୁକ୍ରେନ୍‌ର ଅନୂ୍ୟନ ୫୦୦ ଶିଶୁ ପ୍ରାଣ ହରାଇଲେଣି ବୋଲି ରାଷ୍ଟ୍ରପତି…

3 years ago

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ପୋପ ଫ୍ରାନ୍ସିସ୍‌ଙ୍କ ଶୋକ ପ୍ରକାଶ…

ଭଟିକାନ ସିଟି,୪।୬ : ରବିବାର ପୋପ ଫ୍ରାନ୍ସିସ ଭାରତର ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୁଁ ଭାରତରେ ଟ୍ରେନ…

3 years ago

ଭାରତ-ମାଳଦ୍ୱୀପ ସମ୍ପର୍କ ଆହୁରି ସୁଦୃଢ଼ ହେବ

ମାଲେ,୪ା୬: ଦୀର୍ଘଦିନ ଧରି ଭାରତ-ମାଳଦ୍ୱୀପ ସମ୍ପର୍କ ସ୍ବତନ୍ତ୍ର ରହିଛି। ରାଜନୈତିକ ସମ୍ପର୍କ ବ୍ୟତୀତ ମାଳଦ୍ୱୀପ ଏବଂ ଭାରତର ମଧ୍ୟ ସାମାଜିକ, ଧାର୍ମିକ ଏବଂ ବାଣିଜି୍ୟକ ସମ୍ପର୍କ ରହିଛି।…

3 years ago

ଇମ୍ରାନଙ୍କ ମାମଲାରେ ସାକ୍ଷି ଭାବେ ରେକର୍ଡ କରାଯିବ ପତ୍ନୀଙ୍କ ବୟାନ

ଇସଲାମାବାଦ,୪।୬: ନେଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ ଅଫ ପାକିସ୍ତାନ ବା (ଏନଏବି) ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପତ୍ନୀ ବୁଶରା ବିବିଙ୍କୁ ନୋଟିସ ଜାରି କରିଛନ୍ତି। ତାଙ୍କୁ ରାଷ୍ଟ୍ରୀୟ…

3 years ago

ଡିଜିଟାଲ କ୍ଷେତ୍ରରେ ଭାରତ ୟୁରୋପଠାରୁ ଆଗରେ: ଜୟଶଙ୍କର…

କେପଟାଉନ,୪।୬ : ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଭାରତୀୟ ମୂଳ ବ୍ୟକ୍ତିମାନେ ମନ୍ତ୍ରୀଙ୍କ ସମ୍ମାନାର୍ଥେ ଶନିବାର କେପଟାଉନରେ ଏକ…

3 years ago

ଚାଇନାରେ ଭୂସ୍ଖଳନ: ୧୪ ମୃତ, ୫ ନିଖୋଜ…

ବେଜିଂ,୪।୬ : ଚାଇନାର ଦକ୍ଷିଣ-ପଶ୍ଚିମ ସିଚୁଆନ ପ୍ରଦେଶରେ ଭୂସ୍ଖଳନରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ନିଖୋଜ ହୋଇଯାଇଛନ୍ତି। ଚାଇନାର ରାଜ୍ୟ ଗଣମାଧ୍ୟମ ସିସିଟିଭି…

3 years ago

ଆଫଗାନିସ୍ତାନରେ ଓଲଟିଲା ମିନି ବସ, ୨ ମୃତ, ୮ ଆହତ…

କାବୁଲ,୪।୬ : ଆଫଗାନିସ୍ତାନରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଠାରେ ଆଠ ଜଣ ଆହତ ହୋଇଛନ୍ତି। ପୂର୍ବ ଆଫଗାନିସ୍ତାନର ୱାର୍ଡକ ଠାରେ ଏହି…

3 years ago

୬ ମାସ ପରେ ଭୂପୃଷ୍ଣକୁ ଫେରିଲେ ଚାଇନା ମହାକାଶଚାରୀ…

ବେଜିଂ,୪।୬ : ଚାଇନାର ମହାକାଶଚାରୀମାନେ ରବିବାର ୬ ମାସ ପରେ ନିରାପଦରେ ପୃଥିବୀକୁ ଫେରିଥିଲେ। ଶେନଝୋଉ-୧୫ରୁ ପୃଥିବୀକୁ ଫେରିଥିବା ମହାକାଶଚାରୀମାନେ ୬ମାସ ଧରି ମହାକାଶରେ ଥିଲେ, ଯେଉଁଠାରେ…

3 years ago