ଅନ୍ତର୍ଜାତୀୟ

ପ୍ରମାଣ ଥିଲେ ମଧ୍ୟ ବିଶ୍ୱ ଆତଙ୍କବାଦୀ ତାଲିକାରେ ନାମ ଅନ୍ତର୍ଭୁକ୍ତ କରାଯିବା ଲାଗି ରୋକା ଯାଉଛି: ଭାରତ…

ଜେନେଭା,୬।୯ : ଜାତିସଂଘ ପରିଷଦକୁ ଭାରତ କହିଛି କୌଣସି କାରଣ ନ ଦର୍ଶାଇ ବିଶ୍ୱସ୍ତରରେସ୍ତରରେ ଅନୁମୋଦିତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ଅବରୋଧ କରିବା ଅନାବଶ୍ୟକ।…

3 years ago

‘ପୃଥିବୀର ଫୁସଫୁସ’ ବଞ୍ଚାଇବାରେ ନିୟୋଜିତ ବ୍ରାଜିଲ ସରକାର: ଗତ ମାସ ତୁଳନାରେ ଜଙ୍ଗଲ ନଷ୍ଟ ହେବା ୬୬ ପ୍ରତିଶତରୁ ଅଧିକ ହ୍ରାସ…

ବ୍ରାସିଲିଆ,୬।୯: ବିଶ୍ୱର ବୃହତ୍ତମ ଚିରହରିତ ଜଙ୍ଗଲ, ଘନ ଏବଂ ବୃହତ ଜଙ୍ଗଲ ମଧ୍ୟରୁ ଗୋଟିଏ ବ୍ରାଜିଲରେ ଅବସ୍ଥିତ । ଆମାଜନ ଜଙ୍ଗଲରୁ ଏକ ବହୁତ ଭଲ ଖବର…

3 years ago

ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ

ଟୋକିଓ,୬।୯: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ହୋଇଥିବା ଆକ୍ରମଣରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର ଜାପାନର ଓକିଲମାନେ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ…

3 years ago

ବାଇଡେନଙ୍କ କୋଭିଡ୍‌ ରିପୋର୍ଟ ଆସିଲା ନେଗେଟିଭ୍‌, ଜି-୨୦ ବୈଠକରେ ହେବେ ସାମିଲ

ଓ୍ବାଶିଂଟନ୍‌,୬।୯: ସେପ୍ଟେମ୍ବର ୯-୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜି…

3 years ago

ଇସ୍ରାଏଲରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେଲେ ଜ୍ୟାକ ଲ୍ୟୁ

ଓ୍ବାଶିଂଟନ୍‌,୬।୯: ଆମେରିକାର ପୂର୍ବତନ ଟ୍ରେଜେରୀ ସଚିବ ଜ୍ୟାକ ଲ୍ୟୁଙ୍କୁ ଇସ୍ରାଏଲରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଘୋଷଣା କରିଛନ୍ତି। ଆମେରିକା…

3 years ago

ସହରରେ ବନ୍ୟା ପରିସ୍ଥିତି, ଗଲାଣି ୨୨ ଜୀବନ

ବ୍ରାସିଲିଆ,୬।୯: ବ୍ରାଜିଲରେ ଗତ କିଛି ଦିନ ହେବ ସାଇକ୍ଲୋନିକ ବର୍ଷା ହେତୁ ଜନଜୀବନ ବ୍ୟାହତ ହୋଇଛି। ଦେଶରେ ପ୍ରବଳ ବର୍ଷା ହେତୁ ୨୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସହରଗୁଡ଼ିକ…

3 years ago

ୟୁଏସ୍‌ କ୍ୟାପିଟଲ ଆକ୍ରମଣରେ ବ୍ୟକ୍ତିଙ୍କୁ ୨୨ ବର୍ଷ ଦଣ୍ଡାଦେଶ, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ରହିଛି ଗୁରୁତର ଅଭିଯୋଗ

ଓ୍ବାଶିଂଟନ୍‌,୬।୯: ଦକ୍ଷିଣପନ୍ଥୀ ପ୍ରାଉଡ ବଏଜ୍‌ ଗ୍ରୁପ୍‌ର ଜଣେ ପୂର୍ବତନ ନେତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ଜାନୁୟାରୀ ୬, ୨୦୨୧ରେ ଆମେରିକାର କ୍ୟାପିଟଲ ଉପରେ…

3 years ago

୨୦୨୬ରେ ଏସିଆନର ନେତୃତ୍ୱ ନେବନି ମ୍ୟାନମାର୍‌, ଫିଲିପାଇନ୍ସ କରିବ ଅଧ୍ୟକ୍ଷତା

ନାଫିଦ୍ୱ, ୬।୯: ଏସୀୟ କୂଟନୀତିଜ୍ଞଙ୍କ ଅନୁଯାୟୀ ଦକ୍ଷିଣ ପୂର୍ବ ଏସୀୟ ନେତାମାନେ ନିଷ୍ପତ୍ତି ନେଇଛନ୍ତି ଯେ ମ୍ୟାନମାର୍‌୨୦୨୬ରେ ସେମାନଙ୍କର ଆଞ୍ଚଳିକ ବ୍ଲକର ନେତୃତ୍ୱ କରିବନାହିଁ। ଏହା ମ୍ୟାନମାର୍‌ର…

3 years ago

ପାକିସ୍ତାନରେ ଅର୍ଥନୈତିକ ସଙ୍କଟ: ୫୦ ବ୍ୟବସାୟୀଙ୍କ ସହିତ ବୈଠକ କଲେ ସେନା ମୁଖ୍ୟ…

ଇସଲାମାବାଦ,୫।୯ : ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଜାରି ରହିଛି। ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ନଗଦ ଅର୍ଥରାଶି ଦେଶକୁ…

3 years ago

ପ୍ରତିବର୍ଷ ପୃଥିବୀ ଠାରୁ ଦୂରେଇ ଯାଉଛି ଜହ୍ନମାମୁଁ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୫।୯: ଚନ୍ଦ୍ର ଆମ ଠାରୁ ଦୂର ନୁହେଁ। ଚନ୍ଦ୍ରାୟାନ ୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ ଭାରତ ଏହାକୁ ପ୍ରମାଣ କରି ଦେଖାଇଛି। ପୂର୍ବରୁ ପୃଥିବୀଠାରୁ ଲକ୍ଷ…

3 years ago