ଅନ୍ତର୍ଜାତୀୟ

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଭାରତ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ ଦେଶ: ଆମେରିକାର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଭାରତ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ ଦେଶ। ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ ଏହା କହିଛନ୍ତି। ତାଙ୍କୁ ଭାରତରେ…

3 years ago

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୩।୮: ଆଜି ହେଉଛି ୧୫ତମ ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ସହ ଦ୍ୱିପାକ୍ଷିକ…

3 years ago

ୟୁକ୍ରେନ କରୁଛି ଡ୍ରୋନ ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୨୩।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ,ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଦାବି କରିଛି ସେମାନେ…

3 years ago

ଜଙ୍ଗଲ ନିଆଁକୁ କାବୁ କରିବା ଲାଗି ଗ୍ରହଣ କରାଯିବ ପ୍ରଭାବଶାଳୀ ପଦକ୍ଷେପ:ଗ୍ରୀସ ରାଷ୍ଟ୍ରପତି କ୍ୟାଟରିନା…

ଏଥେନ୍ସ,୨୩।୮ : ଗ୍ରୀସରେ ଜଙ୍ଗଲ ନିଆଁ ତାଣ୍ଡବ ରଚିଛି। ଅଗ୍ନିଶମ କର୍ମଚାରୀମାନେ ଉତ୍ତର-ପୂର୍ବ ଗ୍ରୀସର ଏକ ଅଞ୍ଚଳରେ ୧୮ ଜଳନ୍ତା ମୃତଦେହ ପାଇଛନ୍ତି। ଗ୍ରୀସ ରାଷ୍ଟ୍ରପତି କ୍ୟାଟରିନା…

3 years ago

ପଳାୟନ କରୁଥିବା ଇଥୋପିଆ ନାଗରିକଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରୁଛନ୍ତି ସାଉଦି ଆରବ ସୁରକ୍ଷାକର୍ମୀ…

ରିୟାଦ,୨୩।୮ : ସାଉଦି ଆରବ ସୀମାରେ ଇଥିଓପିଆରୁ ପଳାୟନ କରୁଥିବା ଶହ ଶହ ଲୋକଙ୍କୁ ହତ୍ୟା କରାଯାଉଛି। ହ୍ୟୁମାନ ରାଇଟ୍ସ ୱାଚ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ…

3 years ago

ଗ୍ରୀସ ଜଙ୍ଗଲରେ ନିଆଁ: ଉଦ୍ଧାରକାରୀଙ୍କୁ ମିଳିଲା ୧୮ ମୃତଦେହ

ଆଥେନ୍ସ,୨୩।୮: ଗ୍ରୀକ ଅଗ୍ନିଶମ କର୍ମଚାରୀଙ୍କୁ ଉତ୍ତର-ପୂର୍ବ ଗ୍ରୀସର ଏକ ଅଞ୍ଚଳରେ ୧୮ ଜଣଙ୍କ ମୃତଦେହ ମିଳିଛି। ଗତ କିଛି ଦିନ ହେବ ଏହି ଅଞ୍ଚଳର ଜଙ୍ଗଲରେ ନିଆଁ…

3 years ago

ସୁଇଜ କେନାଲରେ ୨ ଟ୍ୟାଙ୍କର୍‌ ମୁହାଁମୁହିଁ …

କାହିରା,୨୩।୮: ଇଜିପ୍ଟର ସୁଇଜ କେନାଲରେ ସିଙ୍ଗାପୁରରୁ ଯାଇଥିବା ବିଡବ୍ଲୁ ଲେସମେସ ଏବଂ କେମାନ ଦ୍ୱୀପପୁଞ୍ଜରୁ ଆସିଥିବା ଟ୍ୟାଙ୍କର୍‌ ମୁହାଁମୁହିଁ ହୋଇଛନ୍ତି। ବୁଧବାର ସକାଳେ ଜାହାଜ ଟ୍ରାକିଂ କମ୍ପାନୀ…

3 years ago

ଇସ୍ରୋକୁ କରୁଥିଲେ ପରିହାସ, ଏବେ ଚନ୍ଦ୍ରୟାନ -୩କୁ ଲାଇଭ ଦେଖିବାକୁ କରୁଛନ୍ତି ଦାବି

ଇସଲାମାବାଦ,୨୩।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ପରିହାସ କରିବା ପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ ମଙ୍ଗଳବାର ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ’କୁ…

3 years ago

କାନାଡାର ଅର୍ଥମନ୍ତ୍ରୀଙ୍କ ଉପରେ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗ, ଲାଗିଲା ୨୦୦ ଡଲାରର ଜରିମାନା

ଓଟାଓ୍ବା,୨୩।୮: କାନାଡାର ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗରେ ୨୦୦ଡଲାରର ଜରିମାନା କରାଯାଇଛି। ମଙ୍ଗଳବାର ଜଣେ ମୁଖପାତ୍ର କହିଛନ୍ତି ଯେ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ…

3 years ago

ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ଜିଓପି ବିତର୍କରେ ୮ ପ୍ରାର୍ଥୀ ନେବେ ଭାଗ, ସାମିଲ ହେବେନି ଟ୍ରମ୍ପ

ଓ୍ବାଶିଂଟନ୍‌,୨୩।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆଜି ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ଜିଓପି ବିତର୍କ ହେବ।…

3 years ago