ଅନ୍ତର୍ଜାତୀୟ

ଜି -୨୦ ସମ୍ମିଳନୀରେ ଜିନପିଙ୍ଗ ସାମିଲ ହେବା ନେଇ ଆଶା ପ୍ରକଟ କଲେ ବାଇଡେନ

ଓ୍ବାଶିଂଟନ୍‌,୧।୯: ସେପ୍ଟେମ୍ବର ୯-୧୦ରେ ଭାରତରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ କି ନାହିଁ ତାହାକୁ ନେଇ…

3 years ago

କୃଷ୍ଣସାଗର ଚୁକ୍ତିରେ ରୁଷିଆ ପୁଣିଥରେ ସାମିଲ ହେବା ଉଚିତ୍‌, ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ୟୁଏନ୍‌ ମହାସଚିବ

ମସ୍କୋ,୧।୯: ଗତ ଦେଢ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ରୁଷିଆ କହିଥିଲା ଯେ, ସେ କୃଷ୍ଣସାଗରରେ ନିଜର…

3 years ago

ପୂର୍ବ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୪୦ରୁ ଅଧିକ ମୃତ

କଙ୍ଗୋ,୧।୯: ଆଫ୍ରିକୀୟ ଦେଶ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁଥିରେ ୪୦ରୁ ଅଧିକ ଲୋକ ପ୍ରାଣ…

3 years ago

ଚାଇନା ବିରୋଧରେ ଭାରତକୁ ସମର୍ଥନ କଲେ ୩ ଦେଶ

ବେଜିଂ,୧।୯: ଚାଇନା ନୂତନ ମାନଚିତ୍ରକୁ ଭାରତ ପ୍ରତ୍ୟାଖ୍ୟାନ କରି ତାଗିଦ କରିସାରିଛି। ଏଥି ସହିତ ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଏବଂ ତାଇୱାନ ସରକାର ମଧ୍ୟ ଚାଇନାର ନୂତନ…

3 years ago

ସୁରକ୍ଷାକର୍ମୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ: ୯ ମୃତ

ଇସଲାମାବାଦ୍‌,୧।୮: ଉତ୍ତର ପଶ୍ଚିମ ପାକିସ୍ତାନର ଏକ ସୁରକ୍ଷା କନଭେନ ଉପରେ ଆତ୍ମଘାତୀ ଆକ୍ରମଣରେ ୯ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।…

3 years ago

ଜୋହାନ୍ସବର୍ଗରେ ଅଗ୍ନିକାଣ୍ଡ: ୭୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଜୋହାନ୍ସବର୍ଗ,୩୧ା୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଥିବା ଏକ ପାଞ୍ଚ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ଘଟିଛି। ୫୨ଜଣ ଆହତ ହୋଇଛନ୍ତି।…

3 years ago

ଆମେରିକାର ଜର୍ଜିଆରେ ଅକ୍ଟୋବରକୁ ‘ହିନ୍ଦୁ ହେରିଟେଜ ମାସ’ ଘୋଷଣା

ନ୍ୟୁୟର୍କ,୩୧।୮: ଆମେରିକାର ଜର୍ଜିଆ ରାଜ୍ୟ ଆନୁଷ୍ଠାନିକ ଭାବେ ଅକ୍ଟୋବରକୁ ହିନ୍ଦୁ ହେରିଟେଜ ମାସ ଭାବରେ ଘୋଷଣା କରିଛି। ରାଜ୍ୟରେ ହିନ୍ଦୁ-ଆମେରିକୀୟ ସମ୍ପ୍ରଦାୟର ଅବଦାନକୁ ଦୃଷ୍ଟିରେ ରଖି ଏହି…

3 years ago

ପାକିସ୍ତାନରେ ଫେବୃୟାରୀ ମଧ୍ୟରେ ହେବ ନିର୍ବାଚନ, ରାଜନୈତିକ ଦଳଙ୍କୁ କଥା ଦେଲେ ନିର୍ବାଚନ କମିଶନ

ଇସଲାମାବାଦ,୩୧।୮: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମ୍ପର୍କରେ ରାଜନୈତିକ ଦଳମାନେ ସରକାର ଏବଂ ପାକିସ୍ତାନର ନିର୍ବାଚନ ଆୟୋଗ ଉପରେ ଲଗାତାର ଚାପ ପକାଉଛନ୍ତି। ଶହବାଜ ସରକାର…

3 years ago

ଗ୍ରାଣ୍ଟ ଶାପ୍ସ ବ୍ରିଟେନର ନୂଆ ପ୍ରତିରକ୍ଷା ସଚିବ, ବେନ ଓ୍ବାଲେସଙ୍କ ସ୍ଥାନରେ ସମ୍ଭାଳିବେ ଦାୟିତ୍ୱ

ଲଣ୍ଡନ,୩୧।୮: ବ୍ରିଟିଶ ସରକାର ପୂର୍ବତନ ଶକ୍ତି ସଚିବ ଗ୍ରାଣ୍ଟ ଶାପ୍ସଙ୍କୁ ଦେଶର ନୂତନ ପ୍ରତିରକ୍ଷା ସଚିବ ଭାବେ ନାମିତ କରିଛନ୍ତି। ବାସ୍ତବରେ, ଶାପ୍ସ ବର୍ତ୍ତମାନ ବେନ ୱାଲେସଙ୍କ…

3 years ago

ମେଟାର ସମସ୍ତ ପ୍ଲାଟଫର୍ମକୁ ଟକ୍କର ଦେବ ଏକାକି ଏକ୍ସ! ମସ୍କଙ୍କ ଘୋଷଣା କରିପାରିବେ ଅଡିଓ ଭିଡିଓ କଲ

ଓ୍ବାଶିଂଟନ,୩୧।୮: ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ଗତ ବର୍ଷ ଟୁଇଟର ଗ୍ରହଣ କରିବା ଦିନଠାରୁ ସେ ଅନେକ ପରିବର୍ତ୍ତନ କରିଛନ୍ତି। ପ୍ରଥମେ ସୋସିଆଲ ମିଡିଆ ପ୍ଲାଟଫର୍ମର ନାମ…

3 years ago