ବେଜିଂ,୫।୬ : ପୃଥିବୀର ଦୁଇଟି ଶକ୍ତିଶାଳୀ ସୈନ୍ୟବାହିନୀ ଥିବା ଆମେରିକା ଏବଂ ଚାଇନା ମଧ୍ୟରେ ିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏକ ସପ୍ତାହ ପୂର୍ବରୁ ଯେତେବେଳେ ଆମେରିକା…
ପ୍ୟୋଙ୍ଗୟାଙ୍ଗ,୫।୬ : ଜାତିସଂଘ ସୁରକ୍ଷା ପରିଷଦ ବୈଠକକୁ ଉତ୍ତର କୋରିଆ ଦୃଢ଼ ବିରୋଧ କରିଛି ଏବଂ ପ୍ରତ୍ୟାଖ୍ୟାନ କରିଛି। ପ୍ୟୋଙ୍ଗୟାଙ୍ଗର ବିଫଳ ଗୁପ୍ତଚର ଉପଗ୍ରହ ଉତକ୍ଷେପଣକୁ ନେଇ…
ଓ୍ବାଶିଂଟନ୫।୬ : ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି। ସୋମବାର ସେ ମୂଳ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଭାରତର ବିକାଶରେ ଏନଆରଆଇ ଏକ…
ଓ୍ବାଶିଂଟନ,୫।୬ : ଚାଇନା ଏହାର ଆପତ୍ତିଜନକ କାର୍ଯ୍ୟ ବନ୍ଦ କରୁ ନାହିଁ। ଫଳରେ ତାଇଓ୍ବାନର ବିବାଦୀୟ ଅଞ୍ଚଳରେ ଆମେରିକା ସହିତ ସ୍ଥିତି ମୁହାଁମୁହିଁ ହେବାରେ ଲାଗିଛି। ଚାଇନା…
କାଠମାଣ୍ଡୂ,୫।୬ : ନାଗରିକତ୍ୱ ବିଲ କାର୍ଯ୍ୟକାରୀ ନ କରିବାକୁ ନେପାଳୀ ସୁପ୍ରିମକୋର୍ଟ ଏକ ସ୍ବଳ୍ପକାଳୀନ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖପାତ୍ର ବିମଲ ପାଉଡେଲ କହିଛନ୍ତି ସୁପ୍ରିମକୋର୍ଟର…
କାଠମାଣ୍ଠୁ,୫।୬ : ଗତ ଦଶନ୍ଧିରେ ନେପାଳରେ ହିନ୍ଦୁ ଏବଂ ବୌଦ୍ଧଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବାବେଳେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେନ୍ଦ୍ରୀୟ ପରିସଂଖ୍ୟାନ…
ଓ୍ବାଶିଂଟନ,୫।୬ : ଏଲନ ମସ୍କ ବର୍ତ୍ତମାନ କିଛି ସମୟ ପାଇଁ ହେଡଲାଇନରେ ରହିଆସିଛନ୍ତି। ଜଣେ ଭାରତୀୟ ବର ଭାବରେ ପୋଜ କରୁଥିବା ଏକ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଉତ୍ପାଦିତ…
ରିୟାଦ,୫।୬ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ମାନ୍ଦା ଅବସ୍ଥା ଆଶଙ୍କା ସତ୍ତ୍ୱେ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଦିନ ତୈଳ ଉତ୍ପାଦନକୁ…
ଓ୍ବାଶିଂଟନ,୫।୬ : ଆମେରିକାର ଫାଇଟର ଜେଟ ଦିନ ୱାଶିଂଟନ ଅଞ୍ଚଳରେ ଉଡ଼ୁଥିବା ଏକ ରହସ୍ୟମୟ ବିମାନର ପିଛା କରିଥିଲା। ପରେ ରହସ୍ୟମୟ ବିମାନଟି ଭର୍ଜିନିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…
କାବୁଲ,୫।୬ : ଆଫଗାନିସ୍ତାନରେ ପ୍ରାୟ ୮୦ ସ୍କୁଲ ଛାତ୍ରୀଙ୍କୁ ଜହର ଦିଆଯାଇଛିି। ଏନେଇ ତାଲିବାନ ଉପରେ ସନ୍ଦେହ କରାଯାଉଛି। କିନ୍ତୁ ତାଲିବାନ ଏହି ଘଟଣାରେ କୌଣସି ସମ୍ପୃକ୍ତିକୁ…