ଅନ୍ତର୍ଜାତୀୟ

ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଏଲନ ମସ୍କଙ୍କ ସିକ୍ରେଟ ଯାଆଁଳା ଶିଶୁଙ୍କ ଫଟୋ

ଓ୍ବାଶିଂଟନ,୮।୯: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା ସିଇଓ ଏଲନ ମସ୍କ ତାଙ୍କ ବ୍ୟବସାୟ ତଥା ବ୍ୟକ୍ତିଗତ ଜୀବନ ପାଇଁ ହେଡଲାଇନରେ ରହିଛନ୍ତି। ଏବେପୁଣି ଥରେ…

3 years ago

ଚାଇନାରେ ହାଇକୁଇ ତାଣ୍ଡବ: ୩ ଲକ୍ଷ ସ୍ଥାନାନ୍ତରିତ

ଫୁଝୋଉ,୮।୯:ଚାଇନାର ଫୁଜିଆନ ପ୍ରଦେଶରେ ହାଇକୁଇ ଝଡ଼ ତାଣ୍ଡବ ରଚିଛି। ଝଡ଼ ପ୍ରଭାବରେ ବୁଧବାର ଅପରାହ୍ନ ୫ଟାରୁ ଜାରି ରହିଥିବା ଲଗାଣ ବର୍ଷାରେ ପ୍ରାୟ ୧.୬ ନିୟୁତ ଲୋକ…

3 years ago

ୟୁରୋପୀୟ ନେତାଙ୍କ ସହ ରାହୁଲଙ୍କ ରୁଦ୍ଧଦ୍ୱାର ବୈଠକ

ଲଣ୍ଡନ,୮।୯:ୟୁରୋପ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ୟୁରେପିଆନ ପାର୍ଲାମେଣ୍ଟ ସଦସ୍ୟ(ଏମ୍‌ଇପି) ମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ତ୍ରିରାଷ୍ଟ୍ରୀୟ ୟୁରୋପ ଯାତ୍ରା ଆରମ୍ଭରେ…

3 years ago

ରାଜନୀତି ଛାଡ଼ିଲେ ସନା ମରିନ୍‌

କୋପେନ୍‌ହାଗେନ,୮ା୯: ଫିନ୍‌ଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ସନା ମରିନ୍‌ ଗୁରୁବାର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ୟୁରୋପର ସର୍ବକନିଷ୍ଠ ନେତ୍ରୀ ମାନ୍ୟତା ପାଇଥିବା ୩୭ ବର୍ଷୀୟା ସନା ଲଣ୍ଡନ୍‌ର ଏକ…

3 years ago

ୟୁକ୍ରେନ ଅଧିକୃତ ଅଞ୍ଚଳରେ ନିର୍ବାଚନ କରିପାରେ ରୁଷିଆ: ବିରୋଧ କଲା ଆମେରିକା

ମସ୍କୋ/ଓ୍ବାଶିଂଟନ୍‌,୮।୯: ଆମେରିକା ପୁଣି ଥରେ ରୁଷିଆକୁ ଟାର୍ଗେଟ କରିଛି। ୟୁକ୍ରେନ ଅଧିକୃତ ଅଞ୍ଚଳରେ ରୁଷିଆ କ୍ରମାଗତ ଭାବରେ ନିର୍ବାଚନ କରିବ ବୋଲି କହୁଛି। ଏହା ମିଳିତ ଜାତିସଂଘର…

3 years ago

ଆତଙ୍କବାଦୀ ଆକ୍ରମଣରେ ୪୯ ସାଧାରଣ ନାଗରିକଙ୍କ ସମେତ ୬୪ ଜଣଙ୍କର ମୃତ୍ୟୁ

ବାମାକୋ,୮।୯: ମାଲିରେ ଆତଙ୍କବାଦୀମାନେ ଏକ ସାମରିକ ବେସ ଏବଂ ଯାତ୍ରୀବାହୀ ଡଙ୍ଗା ଉପରେ ଆକ୍ରମଣ କରିଥିଲେ। ଉତ୍ତର ମାଲିରେ ହୋଇଥିବା ଏହି ଆକ୍ରମଣରେ ୬୪ ଜଣଙ୍କର ମୃତ୍ୟୁ…

3 years ago

ଭାରତ ଅଭିମୁଖେ ଆମେରିକା ରାଷ୍ଟ୍ରପତି: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଡିନର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୭।୯: ଜି-୨୦ ଶିଖର ସମ୍ମିଳନୀ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ଅର୍ଥାତ୍‌ ଆଜି ସେ ଭାରତରେ ପହଞ୍ଚିବେ।…

3 years ago

ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ ଲାଗି ପ୍ରସ୍ତୁତ: ଉପରାଷ୍ଟ୍ରପତି କମଲା ହାରିସ୍‌

ଜାକର୍ତ୍ତା,୭ା୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯଦି କାର୍ଯ୍ୟକାଳ ଶେଷ କରିବାରେ ଅସମର୍ଥ ହୁଅନ୍ତି, ତେବେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ ଲାଗି ପ୍ରସ୍ତୁତ ଥିବା ଉପରାଷ୍ଟ୍ରପତି କମଲା…

3 years ago

ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରିବା ପାଇଁ ଚାଇନା କଲା ସମର୍ଥନ

ବେଜିଂ,୭।୯: ଆଫ୍ରିକୀୟ ସଂଘ(ଏୟୁ)କୁ ଜି-୨୦ରେ ସାମିଲ କରିବାକୁ ନେଇ ଚାଇନା ଗୁରୁବାର ନିଜର ସମର୍ଥନ ଜଣାଇଛି। ଏଥିସହ ସେ କହିଛି, ଜି -୨୦ରେ ଆଫ୍ରିକୀୟ ବ୍ଲକକୁ ସାମିଲ…

3 years ago

ଜି-୨୦ ଶିଖର ସମ୍ମିଳନୀ ମିଳିତ ଘୋଷଣାନାମା ବିନା ହୋଇପାରେ ଶେଷ

ଓ୍ବାଶିଂଟନ୍‌,୭।୯: ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ ବୋଲି ଆମେରିକା ଆଶା ପ୍ରକାଶ କରିଛି।…

3 years ago