ଅନ୍ତର୍ଜାତୀୟ

ହମାସ୍‌ର କ୍ଷେପଣାସ୍ତ୍ର ମାଡ଼ରେ କେରଳୀ ମହିଳା ଆହତ

କୋଟ୍ଟାୟାମ୍‌,୯ା୧୦: ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ରେ କେୟାରଗିଭର ଭାବେ କାର୍ଯ୍ୟ କରୁଥିବା ଜଣେ କେରଳୀ ମହିଳା ଆହତ ହୋଇଛନ୍ତି। ଶୀଜା ଆନନ୍ଦ ନାମ୍ନୀ ମହିଳାଙ୍କ ଘର କନ୍ନୁର…

2 years ago

ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ

ଜେରୁଜେଲମ,୯।୧୦: ହମାସର ମିସାଇଲ ଆକ୍ରମଣ ପରେ ଇସ୍ରାଏଲ ବର୍ତ୍ତମାନ ଯୁଦ୍ଧ ଘୋଷଣା କରିଛି। ଏହି ସମୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗାଲାଣ୍ଟ ସୋମବାର ଗାଜା ଅଞ୍ଚଳକୁ…

2 years ago

ଆଫଗାନିସ୍ତାନ ପର୍ଯ୍ୟନ୍ତ ବିଆରଆଇର ବିସ୍ତାର କରିବ ଚାଇନା-ପାକିସ୍ତାନ

ଇସଲାମାବାଦ,୯।୧୦: ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ବର୍ତ୍ତମାନ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତାର ହେବ। ସିପିଇସିରେ ତୃତୀୟ ପକ୍ଷଙ୍କୁ ସାମିଲ କରିବାକୁ ପାକିସ୍ତାନ ଏବଂ ଚାଇନା ରାଜି ହୋଇଛନ୍ତି।…

2 years ago

ସିଫର ମାମଲା: ଅକ୍ଟୋବର ୧୭ରେ ଇମ୍ରାନ୍‌ ଖାନଙ୍କ ଦଣ୍ଡାଦେଶ ଉପରେ ହେବ ଶୁଣାଣି

ଇସଲାମାବାଦ,୯।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ୍‌ ଖାନଙ୍କ ଅସୁବିଧା ହ୍ରାସ ହେବାର କୌଣସି ନାଁ ଧରୁନାହିଁ। ଅକ୍ଟୋବର ୧୭ରେ ସିଫର ମାମଲାରେ…

2 years ago

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା

ଷ୍ଟକହୋମ,୯।୧୦: ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ଅଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୨୦୨୩ର ବ୍ସେରିଗ୍‌ସ ରିକ୍ସବ୍ୟାଙ୍କ ପୁରସ୍କାର କ୍ଲାଉଡିଆ ଗୋଲ୍ଡିନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି…

2 years ago

ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ ଭାରତ-ତାଞ୍ଜାନିଆ

ନୂଆଦିଲ୍ଲୀ,୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହସନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ସମୟରେ ଭାରତୀୟ ବୈଦେଶିକ…

2 years ago

ଇସ୍ରାଏଲ କାର୍ଯ୍ୟକୁ ମଧ୍ୟ ଦେଖିବା ଉଚିତ୍‌: ହମାସ- ଇସ୍ରାଏଲ ସଂଘର୍ଷ ମଧ୍ୟରେ କହିଲେ ପାଲେଷ୍ଟାଇନ ରାଷ୍ଟ୍ରଦୂତ

ଜେରୁଜେଲମ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।…

2 years ago

ଆମେ ଇସ୍ରାଏଲ ସହ ଅଛୁ, ହମାସ ଆକ୍ରମଣ ବିରୋଧରେ ଏକାଠି ହେଲେ ଆମେରିକାରେ ଥିବା ଭାରତୀୟ

ଓ୍ବାାଇଂଟନ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଲାଗିି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।…

2 years ago

ଇସ୍ରାଏଲରେ ହମାସ ଆକ୍ରମଣରେ ଜଣେ ଭାରତୀୟ ମହିଳା ଆହତ, ୧୦ ନେପାଳି ନାଗରିକଙ୍କର ମୃତ୍ୟୁ

ତେଲ ଆଭିବ,୯।୧୦: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ମଧ୍ୟ ଅଛନ୍ତି। ଏହି ମହିଳା ଭାରତର କେରଳର…

2 years ago

ଇସ୍ରାଏଲ-ଗାଜାରେ ୪୮ ଘଣ୍ଟାରେ ୧୧୦୦ରୁ ଅଧିକ ମୃତ୍ୟୁ, ଲକ୍ଷ ଲକ୍ଷ ଲୋକ ହରାଇଲେ ବାସସ୍ଥାନ

ଜେରୁଜେଲମ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ, ଗାଜା ଷ୍ଟ୍ରିପରେ ଆତଙ୍କବାଦୀଙ୍କ ବିରୋଧରେ…

2 years ago