ଅନ୍ତର୍ଜାତୀୟ

ସେନା ଉପରେ ପାଣି ଭଳି ପଇସା ଖର୍ଚ୍ଚ କରୁଛି ଚାଇନା

ବେଜିଂ,୫।୩: ଚାଇନା ମଙ୍ଗଳବାର ଏହାର ପ୍ରତିରକ୍ଷା ବଜେଟରେ ୭.୨ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ପୂର୍ବରୁ ଚାଇନା ୧.୬ ଟ୍ରିଲିୟନ ୟୁଆନ (୨୨୨ବିଲିୟନ ଡ଼ଲାର୍‌) ସହିତ ବିଶ୍ୱରେ ଦ୍ୱିତୀୟ…

2 months ago

ମରିୟମ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୫।୩: ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମରିୟମ ନୱାଜଙ୍କ ଚୟନକୁ ଐତିହାସିକ ବୋଲି ଆମେରିକା ବର୍ଣ୍ଣନା କରିଛି। ଏଥି ସହିତ, ପାକିସ୍ତାନ ରାଜନୀତିରେ ମହିଳାମାନଙ୍କୁ ସଂପୂର୍ଣ୍ଣ ଭାବେ…

2 months ago

ପୁଣି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ଜେଫ ବେଜାସ

ଓ୍ବାଶିଂଟନ୍‌,୫।୩: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ପୁଣି ଥରେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି। ଏଲନ ମସ୍କକୁ ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର…

2 months ago

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ/ଇସଲାମାବାଦ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶେହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶେହାବାଜ ସରିଫ ସୋମବାର ପାକିସ୍ତାନର…

2 months ago

ଫସିଗଲେ ମସ୍କ

ଓ୍ବାଶିଂଟନ,୫।୩: କିଛି ଦିନ ପୂର୍ବରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ଏଲୋନ ମସ୍କଙ୍କ ନାମ ଦୀର୍ଘ ଦିନ ଧରି ହେଡଲାଇନକୁ ନ ଆସିବା ବେଶିଦିନ ପର୍ଯ୍ୟନ୍ତ…

2 months ago

ପାକିସ୍ତାନର ପୋଲ୍‌ ଖୋଲଦେଲା ଭାରତ: ଧରାପଡିଲା ମିଛ

ମୁମ୍ବାଇ,୫।୩: ମୁମ୍ବାଇର ନାଭା ଶେଭା ବନ୍ଦରରେ ପାକିସ୍ତାନ ଅଭିମୁଖେ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି। ଏହି ଜାହାଜ ଚାଇନାରୁ ପାକିସ୍ତାନ ଯାଉଥିଲା।…

2 months ago

ଗର୍ଭପାତ ମହିଳାଙ୍କ ସାମ୍ବିଧାନିକ ଅଧିକାର, ଏହି ବିଲକୁ ମଞ୍ଜୁରୀ ଦେବାରେ ଫ୍ରାନ୍ସ ହେଲା ପ୍ରଥମ ଦେଶ

ପ୍ୟାରିସ,୫।୩: ସୋମବାର ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ଫ୍ରାନ୍ସର ଆଇନଜୀବୀମାନେ ସମ୍ବିଧାନରେ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ଦର୍ଶାଇ ଏକ ବିଲ ଅନୁମୋଦନ କରିଛନ୍ତି। ଏହିପରି ଭାବରେ,…

2 months ago

ସିନେଟ ଅଧ୍ୟକ୍ଷ ପଦ ଦୌଡରେ ସବୁଠାରୁ ଆଗରେ ୟୁସୁଫ ରାଜା ଗିଲାନି

ଇସଲାମାବାଦ,୪।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସୟଦ ୟୁସୁଫ ରଜା ଗିଲାନିଙ୍କ ବିଷୟରେ ଆଲୋଚନା ତୀବ୍ର ହୋଇଛି। ସେ ସିନେଟର ସଭାପତି ହେବାର ସମ୍ଭାବନା ବଢିଛି। ସିନେଟ ଅଧ୍ୟକ୍ଷ…

2 months ago

୧୪ ବର୍ଷର ବାଳକ ଗଢ଼ିଲେ ଦେଶ, ନିଜକୁ କହିଲେ ରାଷ୍ଟ୍ରପତି, ତିଆରି କଲେ ଜାତୀୟ ପତାକା

ଜଣେ ୧୪ ବର୍ଷର ବାଳକ ପାଠପଢ଼ା କିମ୍ବା ଖେଳକୁଦରେ ନାଁ କମାଇବା ସାଧାରଣ କଥା। ମାତ୍ର ଏତେ କମ୍‌ ବୟସରେ ଏକ ବଡ଼ କାମ କରିବା ଏକଥା…

2 months ago

ଆବୁ ଧାବିର ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ, ପ୍ରଥମ ଦିନ ଦର୍ଶନ କଲେ ୬୫ ହଜାର ଲୋକ

ଆବୁଧାବି,୪।୩: ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିର ହିନ୍ଦୁ ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିଛି। ପ୍ରଥମ ଥର ପାଇଁ ଏକ ମୁସଲମାନ ଦେଶରେ ହିନ୍ଦୁ ଭକ୍ତଙ୍କ ଭିଡ…

2 months ago