ଅନ୍ତର୍ଜାତୀୟ

ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଗୁପ୍ତଚରୀ କରୁଛନ୍ତି ୨୦ ଲକ୍ଷ ସିସିପି ସଦସ୍ୟ

ଓ୍ବାଶିଂଟନ,୧୪।୧୨: ପୃଥିବୀର ବିଭିନ୍ନ ଦେଶର ଗୁପ୍ତ ତଥ୍ୟ ଚୋରି କରିବା ଲାଗି ଚାଇନା ରଚିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ସମ୍ପ୍ରତି ବିଭିନ୍ନ ଦେଶର ଭିନ୍ନ ଭିନ୍ନ…

5 years ago

ସର୍ବୋଚ୍ଚ ନେତାଙ୍କ ଉତ୍ତରାଧିକାରୀ ଖୋଜା

ତେହେରାନ,୧୪ା୧୨: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ସ୍ବାସ୍ଥ୍ୟକୁ ନେଇ ଉଠୁଥିବା ଗୁଜବରୁ ଗୋଟିଏ ପ୍ରଶ୍ନ ଛିଡ଼ାହୋଇଛି। ତାହା ହେଉଛି ଯଦି ସେ ଅଧିକ ରୋଗାକ୍ରାନ୍ତ…

5 years ago

କ୍ଷତିପୂରଣ ମାଗିଲେ ରୋହିଙ୍ଗ୍ୟା ବିଧବା

ନୂଆଦିଲ୍ଲୀ,୧୪ା୧୨: ୨୦୧୭ରେ ମ୍ୟାନ୍‌ମାରରେ ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ପ୍ରାଣ ହରାଇଥିବା ଜଣେ ମତ୍ସ୍ୟଜୀବୀଙ୍କ ବିଧବା ସ୍ତ୍ରୀ ଦେଶର ମାନବାଧିକାର କମିଶନ ନିକଟରେ ୨ ନିୟୁତ ଡଲାର କ୍ଷତିପୂରଣ…

5 years ago

ଆମେରିକାରେ ମହାତ୍ମାଙ୍କ ପ୍ରତିମା ପ୍ରତି ଅସମ୍ମାନ ପ୍ରଦର୍ଶନ

ଓ୍ବାଶିଂଟନ,୧୩।୧୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରି ଆମେରିକାରେ ଖଲିସ୍ତାନୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ କରାଯାଇଛି। ପ୍ରଦର୍ଶନ ସମୟରେ ସଂଗଠନର…

5 years ago

ସୁପ୍ରିମକୋର୍ଟରେ ଟ୍ରମ୍ପ୍‌ ନିରାଶ

ଓ୍ବାଶିଂଟନ, ୧୩।୧୨(ପି.ଟି.): ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଦାଏର କରିଥିବା ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଫଳାଫଳକୁ ନେଇ…

5 years ago

ଇରାନରେ ଖବରଦାତାଙ୍କୁ ଫାଶୀ

ତେହେରାନ, ୧୩।୧୨: ଇରାନରେ ଜଣେ ଖବରଦାତାଙ୍କୁ ଶନିବାର ଫାଶୀ ଦିଆଯାଇଛି। ୨୦୧୭ରେ ରୁହୋଲା ଜାମ୍‌ ନାମକ ଏହି ସାମ୍ବାଦିକଙ୍କ ଓ୍ବେବ୍‌ସାଇଟ୍‌ ଓ ଚ୍ୟାନେଲରେ ପ୍ରକାଶିତ ଖବରକୁ ନେଇ…

5 years ago

ଫାଇଜରକୁ ଆମେରିକା, ମେକ୍ସିକୋର ମଞ୍ଜୁରୀ

ଓ୍ବାଶିଂଟନ/ମେକ୍ସିକୋ ସିଟି, ୧୩।୧୨:ଫାଇଜର ଟିକାର ଜରୁରୀ ବ୍ୟବହାର ଲାଗି ଆମେରିକା ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରିଛି। କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଏହି ଦେଶରେ ଖୁବ୍‌ଶୀଘ୍ର ଟିକାର…

5 years ago

ଆର୍ଜେଣ୍ଟିନା: ଅପରାଧ ନୁହେଁ ଗର୍ଭପାତ

ବୁଏନ୍ସ୍‌ ଆୟାର୍ସ, ୧୩ା୧୨: ପ୍ରସବ ପାଇଁ ଇଚ୍ଛୁକ ନ ଥିବା ମହିଳା ଗର୍ଭପାତ କରାଇବା ଅପରାଧ ନୁହେଁ ବୋଲି ଆର୍ଜେଣ୍ଟିନାରେ ଏକ ବିଲ୍‌ ପାରିତ ହୋଇଛି। ଗତ…

5 years ago

ଭୁଟାନରେ ସମଲିଙ୍ଗୀ ସମ୍ପର୍କ ବୈଧ

ଥିମ୍ଫୁ, ୧୩ା୧୨: ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରିଛନ୍ତି ଭୁଟାନ ସରକାର। ଏ ନେଇ ଭୁଟାନ ପାର୍ଲାମେଣ୍ଟର ଉଭୟ ସଦନରେ ଗୁରୁବାର ବିଲ୍‌ ପାରିତ ହୋଇଛି। ଏଣିକି…

5 years ago

ପ୍ରେମିକ ସମୟ ବରବାଦ କରିବା ନେଇ କେସ୍‌ କଲେ ଯୁବତୀ, ଆଉ ତା ପରେ

ପ୍ରେମ ସମ୍ପର୍କରେ ଥାଇ ମଧ୍ୟ ବିବାହ ନ କରିବା ଆଜିକାଲି ଯୁବପିଢ଼ିଙ୍କ ଟ୍ରେଣ୍ଡ ହୋଇଗଲାଣି। ଏଭଳି ପରିସ୍ଥିତିରେ ଜଣେ ଯୁବତୀ ୮ ବର୍ଷ ପ୍ରେମ ସମ୍ପର୍କରେ ରହି…

5 years ago